Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:04:38 +00:00
parent fe9d2f06a1
commit 6de1f55481
1 changed files with 2 additions and 2 deletions

View File

@ -260,9 +260,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 9 k2de figs-explicit εἰ τὴν μαρτυρίαν τῶν ἀνθρώπων λαμβάνομεν, ἡ μαρτυρία τοῦ Θεοῦ μείζων ἐστίν 1 If we receive the witness of men, the witness of God is greater **ଶ୍ରେଷ୍ଠ** ଶବ୍ଦର ଅର୍ଥ ହେଉଛି ଈଶ୍ଵରଙ୍କ ସାକ୍ଷ୍ୟ ମାନବ ସାକ୍ଷ୍ୟ ଅପେକ୍ଷା ଅଧିକ ବିଶ୍ୱାସଯୋଗ୍ୟ, ଯେହେତୁ ଈଶ୍ଵର  ସବୁକିଛି ଜାଣନ୍ତି ଏବଂ ଈଶ୍ଵର ସର୍ବଦା ସତ୍ୟ କୁହନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 9 ai6a figs-idiom τὴν μαρτυρίαν τῶν ἀνθρώπων λαμβάνομεν 1 receive the witness of men ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଯେତେବେଳେ ଲୋକମାନେ ସାକ୍ଷ୍ୟ ଦିଅନ୍ତି ଆମ୍ଭେମାନେ ବିଶ୍ୱାସ କରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 5 9 nxq1 τὴν μαρτυρίαν τῶν ἀνθρώπων ... ἡ μαρτυρία τοῦ Θεοῦ μείζων ἐστίν 1 the witness of God is greater ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ନିଶ୍ଚିତ ଭାବରେ ଈଶ୍ଵରଙ୍କ ସାକ୍ଷ୍ୟ ଗ୍ରହଣ କରିବା ଉଚିତ, ଯେହେତୁ ଏହା ବିଶ୍ୱାସଯୋଗ୍ୟ ଅଟେ” କିମ୍ବା “ଯେତେବେଳେ ଈଶ୍ଵର ସାକ୍ଷ୍ୟ ଦିଅନ୍ତି ସେତେବେଳେ ଆମ୍ଭେମାନେ  ନିଶ୍ଚିତ ଭାବରେ ତାହାଙ୍କୁ  ବିଶ୍ୱାସ କରିବା ଉଚିତ, ଯେହେତୁ ତାହାଙ୍କର ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ ଅଟେ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 5 9 gt7u guidelines-sonofgodprinciples τοῦ ... Υἱοῦ 1 Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ। ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 9 gt7u guidelines-sonofgodprinciples τοῦ ... Υἱοῦ 1 Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ ଅଟେ। ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 10 gkj1 ὁ πιστεύων εἰς τὸν Υἱὸν τοῦ Θεοῦ, ἔχει τὴν μαρτυρίαν ἐν αὑτῷ 1 Anyone who believes in the Son of God has the testimony in himself ଯୋହନ **ସାକ୍ଷ୍ୟ** ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ବସ୍ତୁ ଯାହା ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଗ୍ରହଣ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 10 j255 ψεύστην πεποίηκεν αὐτόν 1 has made him out to be a liar ଈଶ୍ବରଙ୍କୁ ଜଣେ ମିଥ୍ୟାବାଦୀ କହେ
1JN 5 10 j255 ψεύστην πεποίηκεν αὐτόν 1 has made him out to be a liar [1:10](https://create.translationcore.com/01/10.md) ପରି, ଆପଣଙ୍କ  ଅନୁବାଦରେ ଈଶ୍ଵର  ପ୍ରକୃତରେ ଏଠାରେ ମିଥ୍ୟାାଦୀ ନୁହନ୍ତି ବୋଲି ସ୍ପଷ୍ଟ କନ୍ତୁ । ବରଂ, ଯେହେତୁ ଈଶ୍ଵର  କହିଛନ୍ତି ଯେ ଯୀଶୁ ତାହାଙ୍କ ପୁତ୍ର ଅଟନ୍ତି, ତେଣୁ ଜଣେ ବ୍ୟକ୍ତି ଯିଏ ବିଶ୍ଵାସ କରେ ନାହି ସେ  ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି କହିବ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ମିଥ୍ୟାବାଦୀ ବୋଲି କହିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 5 10 sii2 ὅτι οὐ πεπίστευκεν ... τὴν μαρτυρίαν ἣν μεμαρτύρηκεν ὁ Θεὸς περὶ τοῦ Υἱοῦ αὐτοῦ 1 because he has not believed the witness that God has given concerning his Son କାରଣ ସେ ବିଶ୍ବାସ କରେ ନାହିଁ ଯେ ଈଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟରେ ସତ୍ୟ ବିଷୟ କହିଅଛନ୍ତି
1JN 5 11 bi7k καὶ αὕτη ἐστὶν ἡ μαρτυρία 1 And the witness is this ଏହା ଈଶ୍ବର କହନ୍ତି
1JN 5 11 k2qn figs-abstractnouns ζωὴν 1 life ଏହି ପତ୍ରରେ “ଜୀବନ” ଶବ୍ଦ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ଦର୍ଶାଏ । ଏଠାରେ “ଜୀବନ” ଶଦ୍ଦ ଆତ୍ମିକ ଭାବରେ ଜୀବିତ ହେବା ବିଷୟକୁ ସୂଚିତ କରେ । ଦେଖ [୧ଯୋହନ :୧] (..//୦୧.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ । (ଦେଖ: [[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 3772.