Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-20 14:52:42 +00:00
parent 5052803c6d
commit e99458c867
1 changed files with 2 additions and 2 deletions

View File

@ -149,7 +149,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 3 15 z9z8 ἐὰν δὲ βραδύνω 1 But if I delay ଏହାର ଅର୍ଥ ଏହା ନୁହେଁ ଯେ ପାଉଲ ଶୀଘ୍ର ପରିବର୍ତ୍ତେ ତାଙ୍କ ସମୟ ନେବାକୁ ବାଛିପାରନ୍ତି । ବିକଳ୍ପ ଅନୁବାଦ: "କିନ୍ତୁ ଯଦି ମୁଁ ଶୀଘ୍ର ସେଠାରେ ପହଞ୍ଚି ନପାରେ" କିମ୍ବା "କିନ୍ତୁ ଯଦି ମୋତେ ଶୀଘ୍ର ସେଠାରେ ପହଞ୍ଚିବାକୁ କୌଣସି ବିଷୟ ପ୍ରତିରଧ କରେ ।"
1TI 3 15 p9u4 figs-metaphor ἵνα εἰδῇς πῶς δεῖ ἐν οἴκῳ Θεοῦ ἀναστρέφεσθαι 1 so that you may know how to behave in the household of God ପାଉଲ ବିଶ୍ଵାସୀମାନଙ୍କ ଗୋଷ୍ଠୀକୁ ଏକ ପରିବାର କହନ୍ତି କାରଣ ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପୁତ୍ର କିମ୍ବା ପୁତ୍ରୀ ଭାବରେ ଗ୍ରହଣ କରନ୍ତି । ଏଠାରେ ସମ୍ଭାବ୍ୟ ଅର୍ଥଗୁଡ଼ିକ: (1) ପାଉଲ ସାଧାରଣତଃ ବିଶ୍ଵାସୀମାନଙ୍କୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେ ସମସ୍ତେ ଜାଣିପାରିବ କିପରି ଈଶ୍ଵରଙ୍କ ପରିବାରର ସଦସ୍ୟ ଭାବରେ ଆଚରଣ କରିବ" କିମ୍ବା (2) ପାଉଲ ମଣ୍ଡଳୀରେ ତୀମଥିଙ୍କ ଆଚରଣ ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରୁଛନ୍ତି । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେ ନିଜକୁ ଈଶ୍ଵରଙ୍କ ପରିବାରର ସଦସ୍ୟ ଭାବରେ କିପରି ଆଚରଣ କରିବ ତାହା ଜାଣିପାରିବ ।"
1TI 3 15 wzk3 figs-distinguish οἴκῳ Θεοῦ ... ἥτις ἐστὶν ἐκκλησία Θεοῦ ζῶντος 1 household of God, which is the church of the living God ଏହି ବାକ୍ୟ ଆମକୁ **ଈଶ୍ଵରଙ୍କ ଗୃହ** ବିଷୟରେ ଅଧିକ ସୂଚନା ପ୍ରଦାନ କରେ । କ’ଣ ମଣ୍ଡଳୀ ଏବଂ କ’ଣ ମଣ୍ଡଳୀ ନୁହେଁ ଏହା ଈଶ୍ଵରଙ୍କ ଗୃହ ମଧ୍ୟରେ ପାର୍ଥକ୍ୟ କରେ ନାହିଁ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଗୃହ, ଯାହା ଦ୍ଵାରା ମୁଁ ଜୀବନ୍ତ ଈଶ୍ଵରଙ୍କ ଉପରେ ବିଶ୍ଵାସ କରୁଥିବା ଲୋକଙ୍କ ସମ୍ପ୍ରଦାୟକୁ ସୂଚାଇବି" [[rc://en/ta/man/translate/figs-distinguish]])ଦେଖନ୍ତୁ)
1TI 3 15 cd5r figs-metaphor ἥτις ἐστὶν ἐκκλησία Θεοῦ ζῶντος στῦλος καὶ ἑδραίωμα τῆς ἀληθείας 1 which is the church of the living God, the pillar and support of the truth ପାଉଲ ସତ୍ୟ ବିଷୟରେ କହନ୍ତି ଯେପରି ଏହା ଏକ କୋଠା ଏବଂ ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ ଯେପରି ସେ କୋଠାକୁ ଧରି ରଖିବାରେ ସାହାଯ୍ୟ କରୁଛନ୍ତି । ବିକଳ୍ପ ଅନୁବାଦ: "ଯିଏ ଈଶ୍ଵରଙ୍କ ସତ୍ୟ ଘୋଷଣା କରିବାରେ ସାହାଯ୍ୟ କରେ" [[rc://en/ta/man/translate/figs-metaphor]])
1TI 3 15 cd5r figs-metaphor ἥτις ἐστὶν ἐκκλησία Θεοῦ ζῶντος στῦλος καὶ ἑδραίωμα τῆς ἀληθείας 1 which is the church of the living God, the pillar and support of the truth ପାଉଲ ସତ୍ୟ ବିଷୟରେ କହନ୍ତି ଯେପରି ଏହା ଏକ କୋଠା ଏବଂ ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ ଯେପରି ସେ କୋଠାକୁ ଧରି ରଖିବାରେ ସାହାଯ୍ୟ କରୁଛନ୍ତି । ବିକଳ୍ପ ଅନୁବାଦ: "ଯିଏ ଈଶ୍ଵରଙ୍କ ସତ୍ୟ ଘୋଷଣା କରିବାରେ ସାହାଯ୍ୟ କରେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 15 sg64 Θεοῦ ζῶντος 1 the living God ବିକଳ୍ପ ଅନୁବାଦ: "ଈଶ୍ଵର ଯିଏ ପ୍ରକୃତରେ ଜୀବିତ ଅଟନ୍ତି" କିମ୍ବା "ପ୍ରକୃତ ଈଶ୍ଵର ଅଟନ୍ତି" ।[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 3 16 ak8w ὁμολογουμένως 1 We all agree
1TI 3 16 w473 μέγα ἐστὶν τὸ τῆς εὐσεβείας μυστήριον 1 that the mystery of godliness is great ଏହି ପତ୍ରର ଅଧିକାଂଶ ପାଉଲ ଏକ ଈଶ୍ୱରୀୟ ଜୀବନକୁ ବର୍ଣ୍ଣନା କରିବା ପାଇଁ **ଧାର୍ମିକ** ଶବ୍ଦ ବ୍ୟବହାର କରନ୍ତି, ଯାହା ଈଶ୍ଵରଙ୍କ ପ୍ରତି ସମ୍ମାନ ବର୍ଣ୍ଣନା କରେ ପୁଣି ଜଣେ ବ୍ୟକ୍ତିଙ୍କୁ ଉଚିତ ଜୀବନଯାପନ କରିବାକୁ ପ୍ରେରଣ ଦିଏ । ବିକଳ୍ପ ଅନୁବାଦ: "ଈଶ୍ଵର ପ୍ରକାଶ କରିଥବା ସତ୍ୟ, ଯାହା ଆମକୁ ଉପାସନା କରିବାକୁ ପ୍ରେରିତ କରିଥାଏ ଏବଂ ତାହା  ମହାନ ଅଟେ ।"
@ -162,7 +162,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 3 16 h9mb figs-activepassive ἐπιστεύθη ἐν κόσμῳ 1 was believed on in the world ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହ ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ସମଗ୍ର ବିଶ୍ୱରେ ଲୋକମାନେ ତାଙ୍କ ଉପରେ ବିଶ୍ୱାସ କଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 jz11 figs-activepassive ἀνελήμφθη ἐν δόξῃ 1 was taken up in glory ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହା ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର ତାଙ୍କୁ ମହିମାରେ ସ୍ୱର୍ଗକୁ ନେଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 16 mr3a ἐν δόξῃ 1 in glory ଏହି ଗୁଣ ବାଚକ ବିଶେଷ୍ୟ **ଗୌରବକୁ** ବୁଝାଏ ଯେ ଯୀଶୁ କିପରି ପିତା ଈଶ୍ଵରଙ୍କଠାରୁ ଶକ୍ତି ଗ୍ରହଣ କରନ୍ତି ଏବଂ ସମ୍ମାନର ଯୋଗ୍ୟ ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ, ତେବେ ଆପଣ “ଶକ୍ତିଶାଳୀ” ଭଳି ବିଶେଷଣ ଏବଂ “ପ୍ରଶଂସା” ପରି କ୍ରିୟା ଶବ୍ଦ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ପିତା ଈଶ୍ଵର ତାଙ୍କୁ ସ୍ୱର୍ଗକୁ ନେଲେ, ତାଙ୍କୁ ଶକ୍ତିଶାଳୀ କଲେ ଏବଂ ସମସ୍ତଙ୍କୁ ତାଙ୍କୁ ପ୍ରଶଂସା କରିବାକୁ ପ୍ରେରଣା ଦେଲେ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 4 intro b39h 0 # **1** **ତୀମଥି** **04** **ସାଧାରଣ ଟିପ୍ପଣୀଗୁଡ଼ିକ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ପାଉଲ [4:14](https://create.translationcore.com/04/14.md)ରେ ଭବିଷ୍ୟବାଣୀ କହନ୍ତି । ଏକ "ଭବିଷ୍ୟବାଣୀ" ଏକ ବାର୍ତ୍ତା ଅଟେ ଯାହା ଈଶ୍ଵର କାହା ମାଧ୍ୟମରେ ଲୋକମାନଙ୍କୁ ଜଣାନ୍ତି ଯାହାଙ୍କୁ ସେ ଏହି ବାର୍ତ୍ତା ଶୁଣିବା ଏବଂ ପ୍ରକାଶ କରିବା ପାଇଁ ଏକ ବିଶେଷ ଉପହାର ଦେଇଛନ୍ତି । ପାଉଲଙ୍କ ଦ୍ୱାରା ବର୍ଣ୍ଣିତ ନିର୍ଦ୍ଦିଷ୍ଟ ଭବିଷ୍ୟବାଣୀ ତୀମଥି କିପରି ମଣ୍ଡଳୀର ଜଣେ ପ୍ରଭାବଶାଳୀ ନେତା ହେବେ ତାହା ପ୍ରକାଶ କରେ । [[rc://en/tw/dict/bible/kt/prophet]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ସାଂସ୍କୃତିକ ଅଭ୍ୟାସଗୁଡ଼ିକ

ପଦ 14ରେ, ପାଉଲ ତୀମଥିଙ୍କ ଉପରେ ମଣ୍ଡଳୀର ନେତାମାନ ହାତ ରଖିବା ବିଷୟରେ ଉଲ୍ଲେଖ  କରନ୍ତି । ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରେ ନେତୃତ୍ୱ ପଦରେ ରଖାଗଲା ବୋଲି ସୂଚାଇବାର ଏହା ଏକ ଉପାୟ ଥିଲା । [[rc://en/tw/dict/bible/kt/lastday]])ଦେଖନ୍ତୁ)

### ନାମଗୁଡ଼ିକରେ ପାର୍ଥକ୍ୟ

ଏହି ଅଧ୍ୟାୟରେ, ପାଉଲ ମଣ୍ଡଳୀର ନେତାମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, ଯେଉଁମାନଙ୍କୁ "ପ୍ରାଚୀନ" ବୋଲି କୁହାଯାଏ । ସେ ଅଧ୍ୟାୟ 3 ରେ "ଅଧ୍ୟକ୍ଷ" ବୋଲି ଦର୍ଶାଉଥିବା ନେତାଙ୍କ ପରି ଏହି ନେତାମାନେ ମନେହୁଅନ୍ତି ।
1TI 4 intro b39h 0 # **1** **ତୀମଥି** **04** **ସାଧାରଣ ଟିପ୍ପଣୀଗୁଡ଼ିକ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

ପାଉଲ [4:14](https://create.translationcore.com/04/14.md)ରେ ଭବିଷ୍ୟବାଣୀ କହନ୍ତି । ଏକ "ଭବିଷ୍ୟବାଣୀ" ଏକ ବାର୍ତ୍ତା ଅଟେ ଯାହା ଈଶ୍ଵର କାହା ମାଧ୍ୟମରେ ଲୋକମାନଙ୍କୁ ଜଣାନ୍ତି ଯାହାଙ୍କୁ ସେ ଏହି ବାର୍ତ୍ତା ଶୁଣିବା ଏବଂ ପ୍ରକାଶ କରିବା ପାଇଁ ଏକ ବିଶେଷ ଉପହାର ଦେଇଛନ୍ତି । ପାଉଲଙ୍କ ଦ୍ୱାରା ବର୍ଣ୍ଣିତ ନିର୍ଦ୍ଦିଷ୍ଟ ଭବିଷ୍ୟବାଣୀ ତୀମଥି କିପରି ମଣ୍ଡଳୀର ଜଣେ ପ୍ରଭାବଶାଳୀ ନେତା ହେବେ ତାହା ପ୍ରକାଶ କରେ । [[rc://en/tw/dict/bible/kt/prophet]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ସାଂସ୍କୃତିକ ଅଭ୍ୟାସଗୁଡ଼ିକ

ପଦ 14ରେ, ପାଉଲ ତୀମଥିଙ୍କ ଉପରେ ମଣ୍ଡଳୀର ନେତାମାନ ହାତ ରଖିବା ବିଷୟରେ ଉଲ୍ଲେଖ  କରନ୍ତି । ସର୍ବସାଧାରଣରେ ଜଣେ ବ୍ୟକ୍ତିଙ୍କୁ ମଣ୍ଡଳୀରେ ନେତୃତ୍ୱ ପଦରେ ରଖାଗଲା ବୋଲି ସୂଚାଇବାର ଏହା ଏକ ଉପାୟ ଥିଲା । [[rc://en/tw/dict/bible/kt/lastday]])ଦେଖନ୍ତୁ)

### ନାମଗୁଡ଼ିକରେ ପାର୍ଥକ୍ୟ

ଏହି ଅଧ୍ୟାୟରେ, ପାଉଲ ମଣ୍ଡଳୀର ନେତାମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, ଯେଉଁମାନଙ୍କୁ "ପ୍ରାଚୀନ" ବୋଲି କୁହାଯାଏ । ସେ ଅଧ୍ୟାୟ 3 ରେ "ଅଧ୍ୟକ୍ଷ" ବୋଲି ଦର୍ଶାଉଥିବା ନେତାଙ୍କ ପରି ଏହି ନେତାମାନେ ମନେହୁଅନ୍ତି ।
1TI 4 1 gyd8 0 Connecting Statement:
1TI 4 1 jzr9 δὲ 1 Now ପାଉଲ ପୃଷ୍ଠଭୂମି ସୂଚନା ପ୍ରବର୍ତ୍ତାଇବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି ଯାହା ତୀମଥି ଏବଂ ଏଫିସୀୟ ବିଶ୍ଵାସୀମାନଙ୍କୁ ତାଙ୍କ ପତ୍ରର ପରବର୍ତ୍ତୀ ଅଂଶ ବୁଝିବାରେ ସାହାଯ୍ୟ କରିବ । ତୀମଥିଙ୍କୁ ପ୍ରତିରୋଧ କରିବାକୁ ଥିବା ମିଥ୍ୟା ଶିକ୍ଷାଗୁଡ଼ିକ ସେଗୁଡ଼ିକ ଅଟେ ଯାହା ଆତ୍ମା ​​ପୂର୍ବରୂ ଭବିଷ୍ୟବାଣୀ କରିଛନ୍ତି । ଆପଣ ଆପଣଙ୍କ ଭାଷାରେ ଶବ୍ଦ କିମ୍ବା ବାକ୍ୟାଂଶକୁ ବ୍ୟବହାର କରି ଅନୁବାଦ କରିପାରିବେ ଯାହାର ଅର୍ଥ ଏବଂ ଗୁରୁତ୍ୱ ସହିତ ସମାନ ରହିଥାଏ ।
1TI 4 1 b739 ἐν ὑστέροις καιροῖς 1 in later times ଏହି ଅଭିବ୍ୟକ୍ତି ଏକ ସମୟକୁ ବୁଝାଏ ଯେତେବେଳେ ଇତିହାସରେ ଈଶ୍ଵରଙ୍କ ଉଦ୍ଦେଶ୍ୟ ସେମାନଙ୍କର ଚରମ ସୀମାରେ ନିକଟତର ହୁଏ ଏବଂ ତେଣୁ ସେମାନଙ୍କ ପ୍ରତି ମନ୍ଦତାର ବିରୋଧ ବୃଦ୍ଧି ହୁଏ । ପାଉଲ ବୋଧହୁଏ ଯୀଶୁଙ୍କ ପୁନରୁତ୍ଥାନ ଏବଂ ତାଙ୍କର ଦ୍ୱିତୀୟ ଆଗମନର ସମୟକୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ଏହି ଦିନଗୁଡ଼ିକରେ ଈଶ୍ଵରଙ୍କର ଉଦ୍ଦେଶ୍ୟ ବୃଦ୍ଧିହେବ" [[rc://en/ta/man/translate/figs-idiom]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.