Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-20 14:52:09 +00:00
parent 61ddbd908f
commit 5052803c6d
1 changed files with 1 additions and 1 deletions

View File

@ -132,7 +132,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 3 8 sxq4 figs-metaphor σεμνούς, μὴ διλόγους 1 should be dignified, not double-talkers ପାଉଲ କେତେକ ଲୋକଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନେ ଏକାଥରେ ଦୁଇଟି ବିଷୟକୁ ଉଲ୍ଲେଖ କରିପାରନ୍ତି । ବିକଳ୍ପ ଅନୁବାଦ: "ସେମାନେ ଗୋଟିଏ କଥା କହିବା ଉଚିତ୍ ନୁହେଁ କିନ୍ତୁ ସେମାନଙ୍କର ଅର୍ଥ ଆଉକିଛି ଥାଏ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 9 c44a figs-metaphor ἔχοντας τὸ μυστήριον τῆς πίστεως 1 They should keep the revealed truth of the faith ପାଉଲ ଈଶ୍ଵରଙ୍କ ବିଷୟରେ ପ୍ରକୃତ ଶିକ୍ଷା ବିଷୟରେ କହନ୍ତି ଯେପରି ଏହା ଏକ ବସ୍ତୁ ଅଟେ ଯାହାକୁ ଜଣେ ବ୍ୟକ୍ତି ଧରିପାରେ । ବିକଳ୍ପ ଅନୁବାଦ: "ସେମାନେ ନିଶ୍ଚିତ ଭାବରେ ବିଶ୍ୱାସ କରିବା ଜାରି ରଖିବା ଉଚିତ୍" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 9 jda1 figs-activepassive τὸ μυστήριον 1 the revealed truth କିଛି ସମୟ ପାଇଁ ବିଦ୍ୟମାନ ଥିବା ଏକ ସତ୍ୟକୁ ସୂଚାଇବା ପାଇଁ ପାଉଲ ଗୁଣ ବାଚକ ବିଶେଷ୍ୟ **ରହସ୍ୟ** ବ୍ୟବହାର କରିଥିଲେ କିନ୍ତୁ ଈଶ୍ଵର ସେହି ସମୟରେ ପ୍ରକାଶ କରୁଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଶବ୍ଦ ପଛରେ ଥିବା ଧାରଣାକୁ “ଦୃଶ୍ୟମାନ” ପରି କ୍ରିୟା ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯାହା ଈଶ୍ଵର ବର୍ତ୍ତମାନ ପ୍ରକାଶ କରିଛନ୍ତି ।" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 9 y91f figs-metaphor πίστεως ἐν καθαρᾷ συνειδήσει 1 faith with a clean conscience ପାଉଲ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଭୁଲ ଏବଂ ଠିକରୁ ନିର୍ମଳ ଭାବନା ବିଷୟରେ କହନ୍ତି, ଅର୍ଥାତ୍ ଏହା ସେହି ବ୍ୟକ୍ତିଙ୍କୁ ଆଶ୍ୱାସନା ଦେଇଥାଏ ଯେ ସେ କିଛି ଭୁଲ୍ କରିନାହାଁନ୍ତି । ବିକଳ୍ପ ଅନୁବାଦ: "ସେମାନେ ଜାଣନ୍ତି ଯେ ସେମାନେ କିଛି ଭୁଲ୍ କରୁନାହାଁନ୍ତି।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 9 y91f figs-metaphor πίστεως ἐν καθαρᾷ συνειδήσει 1 faith with a clean conscience ପାଉଲ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତିର ଭୁଲ ଏବଂ ଠିକରୁ **ନିର୍ମଳ** ଭାବନା ବିଷୟରେ କହନ୍ତି, ଅର୍ଥାତ୍ ଏହା ସେହି ବ୍ୟକ୍ତିଙ୍କୁ ଆଶ୍ୱାସନା ଦେଇଥାଏ ଯେ ସେ କିଛି ଭୁଲ୍ କରିନାହାଁନ୍ତି । ବିକଳ୍ପ ଅନୁବାଦ: "ସେମାନେ ଜାଣନ୍ତି ଯେ ସେମାନେ କିଛି ଭୁଲ୍ କରୁନାହାଁନ୍ତି।" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 10 hl1p figs-activepassive οὗτοι ... δοκιμαζέσθωσαν πρῶτον 1 They should also be approved first ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି,  କିଏ କାର୍ଯ୍ୟା କରେ ତାହା ଆପଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ’ । ବିକଳ୍ପ ଅନୁବାଦ: "ନେତାମାନେ ପ୍ରଥମେ ସେଗୁଡ଼ିକୁ ପାଳନ କରିବା ଏବଂ ଅନୁମୋଦନ କରିବା ଆବଶ୍ୟକ ଅଟେ" କିମ୍ବା "ସେମାନେ ପ୍ରଥମେ ନିଜକୁ ପ୍ରମାଣ କରିବା ଆବଶ୍ୟକ ଅଟେ" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 3 10 m5ar δοκιμαζέσθωσαν 1 be approved
1TI 3 11 xyc9 γυναῖκας ὡσαύτως 1 Women in the same way ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) ବିକଳ୍ପ ଅନୁବାଦ: “ଦିକନଙ୍କ’ ପତ୍ନୀ” (2) ବିକଳ୍ପ ଅନୁବାଦ: “ମହିଳା ଦିକନ” ।

Can't render this file because it contains an unexpected character in line 2 and column 7882.