Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-20 14:50:47 +00:00
parent 7cbe5c9458
commit 61ddbd908f
1 changed files with 2 additions and 2 deletions

View File

@ -74,12 +74,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 20 s76c figs-activepassive παιδευθῶσι 1 they may be taught ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବ, ଏବଂ  କିଏ କାର୍ଯ୍ୟ କରେ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯାହାଫଳରେ ଈଶ୍ଵର ସେମାନଙ୍କୁ ଶିକ୍ଷା ଦିଅନ୍ତି ।" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 intro c6rf 0 # 1 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

### ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I
1TI 2 1 z2xx 0 Connecting Statement:
1TI 2 1 yk2z πρῶτον πάντων 1 first of all 1:15 ପରି, ପ୍ରଥମ ଶବ୍ଦର ଅର୍ଥ ସାଙ୍କେତିକ ଭାବରେ ଏକ ଶ୍ରେଣୀର ଉଦାହରଣ ଅଟେ । ବିକଳ୍ପ ଅନୁବାଦ: "ସବୁଠାରୁ ଗୁରୁତ୍ୱପୂର୍ଣ୍ଣଭାବେ"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 2 1 yk2z πρῶτον πάντων 1 first of all [1:15](https://create.translationcore.com/01/15.md) ପରି, ପ୍ରଥମ ଶବ୍ଦର ଅର୍ଥ ସାଙ୍କେତିକ ଭାବରେ ଏକ ଶ୍ରେଣୀର ଉଦାହରଣ ଅଟେ । ବିକଳ୍ପ ଅନୁବାଦ: "ସବୁଠାରୁ ଗୁରୁତ୍ୱପୂର୍ଣ୍ଣଭାବେ"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 2 1 ql7a figs-activepassive παρακαλῶ ... ποιεῖσθαι δεήσεις, προσευχάς, ἐντεύξεις, εὐχαριστίας 1 I urge that requests, prayers, intercessions, and thanksgivings be made ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଏହାକୁ ସକ୍ରିୟ ବାକ୍ୟାଂଶରେ ଆପଣ ଅନୁବାଦ କରିପାରିବେ, ଏବଂ କିଏ କାର୍ଯ୍ୟ କରେ ଏବଂ କିଏ କାର୍ଯ୍ୟ ଗ୍ରହଣ କରେ ତାହା ଆପଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ସମସ୍ତ ବିଶ୍ଵାସୀଙ୍କୁ ଅନୁରୋଧ, ପ୍ରାର୍ଥନା, ମଧ୍ୟସ୍ଥି ଏବଂ ଈଶ୍ଵରଙ୍କୁ ଧନ୍ୟବାଦ ଦେବାକୁ ଅନୁରୋଧ କରେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 1 iag7 παρακαλῶ 1 I urge ବିକଳ୍ପ ଅନୁବାଦ: ମୁଁ ନିବେଦନ  କିମ୍ବା “ମୁଁ ଅନୁରୋଧ କରୁଛି”
1TI 2 2 g4va figs-doublet ἤρεμον καὶ ἡσύχιον βίον 1 a peaceful and quiet life **ଶାନ୍ତିପୂର୍ଣ୍ଣ** ଏବଂ **ଶାନ୍ତ** ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ପାଉଲ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ସେ ଚାହୁଁଛନ୍ତି ଯେ ସମସ୍ତ ବିଶ୍ଵାସୀ କର୍ତ୍ତୃପକ୍ଷଙ୍କ ସହ କୌଣସି ଅସୁବିଧାର ସମ୍ମୁଖିନ ନହୋଇ ଜୀବନ ବିତାଇବାକୁ ସକ୍ଷମ ହୁଅନ୍ତୁ। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଯୋଡିପାରିବେ । ବିକଳ୍ପ ଅନୁବାଦ: "ଏକ ନିରବଚ୍ଛିନ୍ନ ଜୀବନ" [[rc://en/ta/man/translate/figs-doublet]])ଦେଖନ୍ତୁ)
1TI 2 2 pb58 ἐν πάσῃ εὐσεβείᾳ καὶ σεμνότητι 1 in all godliness and dignity ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ “**ଧାର୍ମିକ**” ଏବଂ “**ସମ୍ମାନ**” ପରି କ୍ରିୟା ବ୍ୟବହାର କରୁଥିବା ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟ ପଛର ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯିଏଈଶ୍ଵରଙ୍କୁ ସମ୍ମାନ କରେ ଏବଂ ଅନ୍ୟମାନେ ସମ୍ମାନ କରିବେ ।"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 2 4 i3ze figs-activepassive ὃς πάντας ἀνθρώπους θέλει σωθῆναι, καὶ εἰς ἐπίγνωσιν ἀληθείας ἐλθεῖν 1 He desires all people to be saved and to come to the knowledge of the truth ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯିଏ ସମସ୍ତଙ୍କୁ ରକ୍ଷାକରିବାକୁ ଚାହୁଁଛନ୍ତି" [[rc://en/ta/man/translate/figs-activepassive]])
1TI 2 4 i3ze figs-activepassive ὃς πάντας ἀνθρώπους θέλει σωθῆναι, καὶ εἰς ἐπίγνωσιν ἀληθείας ἐλθεῖν 1 He desires all people to be saved and to come to the knowledge of the truth ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯିଏ ସମସ୍ତଙ୍କୁ ରକ୍ଷାକରିବାକୁ ଚାହୁଁଛନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 4 n26m figs-metaphor εἰς ἐπίγνωσιν ἀληθείας ἐλθεῖν 1 to come to the knowledge of the truth ପାଉଲ ଈଶ୍ଵରଙ୍କ ବିଷୟରେ ସତ୍ୟ ଜାଣିଥିବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ସ୍ଥାନ ଯେଉଁଠାରେ ଲୋକମାନେ ଆସିପାରନ୍ତି । ବିକଳ୍ପ ଅନୁବାଦ: "ଯାହା ସତ୍ୟ ତାହା ଜାଣିବା ଏବଂ ଗ୍ରହଣ କରିବାକୁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 2 5 t666 εἷς ... μεσίτης Θεοῦ καὶ ἀνθρώπων 1 one mediator for God and man ଜଣେ ମଧ୍ୟସ୍ଥି, ଜଣେ ବ୍ୟକ୍ତି ଯିଏ ପରସ୍ପର ସହ ସହମତ ନଥିବା ଦୁଇ ଦଳ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବୁଝାମଣା କରିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: "ଏବଂ ଜଣେ ବ୍ୟକ୍ତି ଯିଏ ଈଶ୍ଵର ଏବଂ ଲୋକମାନଙ୍କୁ ସମନ୍ୱୟ କରିବାକୁ ସମର୍ଥ ଅଟନ୍ତି"[[rc://en/ta/man/translate/translate-unknown]])ଦେଖନ୍ତୁ)
1TI 2 6 u8r1 δοὺς ἑαυτὸν 1 gave himself ବିକଳ୍ପ ଅନୁବାଦ: "ନିଜକୁ ବଳିଦାନ କଲେ" କିମ୍ବା "ସ୍ବେଚ୍ଛାକୃତ ଭାବରେ ମୃତ୍ୟୁବରଣ କଲେ" ।

Can't render this file because it contains an unexpected character in line 2 and column 7882.