Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-20 14:49:45 +00:00
parent f596d7a952
commit 7cbe5c9458
1 changed files with 1 additions and 1 deletions

View File

@ -43,7 +43,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 10 bzw4 ἀνδραποδισταῖς 1 those who kidnap people for slaves ଏହା ତାଲିକାର ପଞ୍ଚମ ଏବଂ ଶେଷ ଯୌଗିକ ଶବ୍ଦ ଅଟେ I ପାଉଲ ଏଠାରେ **ପୁରୁଷ** ଶବ୍ଦକୁ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି I ବିକଳ୍ପ ଅନୁବାଦ: "ଯେଉଁମାନେ ଅନ୍ୟ ଲୋକଙ୍କୁ ଅପହରଣ କରି ଦାସ ଭାବରେ ବିକ୍ରୟ କରନ୍ତି" [[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 1 10 gg42 εἴ τι ἕτερον τῇ ὑγιαινούσῃ διδασκαλίᾳ ἀντίκειται 1 for whatever else is against faithful instruction ଏଠାରେ ପାଉଲ କେତେକ ଶବ୍ଦ ଛାଡି ଦିଅନ୍ତି ଯାହା ଅନେକ ଭାଷାରେ ଏକ ବାକ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ଅଟେ I ତାହାଙ୍କ କହିବାର ଅର୍ଥ ଏହା ଯଦି କୌଣସି ବିଷୟ ଉତ୍ତମ ଶିକ୍ଷାର ବିପରୀତ ଅଟେ ତେବେ ଯେଉଁମାନେ ଏହା କରନ୍ତି ସେମାନଙ୍କ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଅଛି। ବିକଳ୍ପ ଅନୁବାଦ: "ଏବଂ ଯେଉଁମାନେ କୌଣସି ବିଷୟ କରନ୍ତି ଯାହା ଉତ୍ତମ ଶିକ୍ଷାର ବିରୁଦ୍ଧରେ ଅଟେ"
1TI 1 11 mg4t τὸ εὐαγγέλιον τῆς δόξης τοῦ μακαρίου Θεοῦ 1 the glorious gospel of the blessed God ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହୋଇପାରେ| ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଗୌରବର ସୁସମାଚାର" କିମ୍ବା "ଗୌରବପୂର୍ଣ୍ଣ  ସୁସମାଚାର ଯାହା ଈଶ୍ଵରଙ୍କର ଅଟେ I"
1TI 1 11 a58d figs-activepassive ὃ ἐπιστεύθην ἐγώ 1 with which I have been entrusted ଏହାର ଅର୍ଥ ଦୁଇଟି ବିଷୟ ମଧ୍ୟରୁ ଗୋଟିଏ ହୋଇପାରେ I ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଗୌରବର ସୁସମାଚାର" କିମ୍ବା "ଈଶ୍ଵରଙ୍କ ଗୌବରର ସୁସମାଚାର" I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରିପାରିବେ ଏବଂ କିଏ ପଦକ୍ଷେପ ନିଏ ଆପଣ ଉଲ୍ଲେଖ କରିପାରିବେ I ବିକଳ୍ପ ଅନୁବାଦ: "ଯେଉଁଥିପାଇଁ ଈଶ୍ଵର ମୋତେ ଦାୟୀତ୍ଵ ଦେଇଛନ୍ତି" [[rc://en/ta/man/translate/figs-activepassive]])
1TI 1 11 a58d figs-activepassive ὃ ἐπιστεύθην ἐγώ 1 with which I have been entrusted ଏହାର ଅର୍ଥ ଦୁଇଟି ବିଷୟ ମଧ୍ୟରୁ ଗୋଟିଏ ହୋଇପାରେ I ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଗୌରବର ସୁସମାଚାର" କିମ୍ବା "ଈଶ୍ଵରଙ୍କ ଗୌବରର ସୁସମାଚାର" I ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରିପାରିବେ ଏବଂ କିଏ ପଦକ୍ଷେପ ନିଏ ଆପଣ ଉଲ୍ଲେଖ କରିପାରିବେ I ବିକଳ୍ପ ଅନୁବାଦ: "ଯେଉଁଥିପାଇଁ ଈଶ୍ଵର ମୋତେ ଦାୟୀତ୍ଵ ଦେଇଛନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 1 12 pha5 0 Connecting Statement:
1TI 1 12 uu6n πιστόν με ἡγήσατο 1 he considered me faithful ବିକଳ୍ପ ଅନୁବାଦ: "ସେ ବିଶ୍ଵାସ କଲେ ଯେ ସେ ମୋ ଉପରେ ଭରସା କରିପାରିବେ"
1TI 1 12 ff1n figs-metaphor θέμενος εἰς διακονίαν 1 he placed me into service ପାଉଲ ଈଶ୍ଵରଙ୍କ ସେବାକାର୍ଯ୍ୟ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଯେଉଁଠାରେ କୌଣସି ବ୍ୟକ୍ତିକୁ ରଖାଯାଇପାରିବ I ବିକଳ୍ପ ଅନୁବାଦ: "ସେ ମୋତେ ତାଙ୍କର ସେବା କରିବାକୁ ନିଯୁକ୍ତ କଲେ" କିମ୍ବା "ସେ ମୋତେ ତାଙ୍କର ସେବକ ଭାବରେ ନିଯୁକ୍ତ କଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.