Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:03:52 +00:00
parent 35f027d5d6
commit e770f41d65
1 changed files with 2 additions and 2 deletions

View File

@ -60,7 +60,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 18 f3ep figs-metonymy ἐν ἐκείνῃ τῇ ἡμέρᾳ 1 on that day ଏହା ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
2TI 2 intro k3zn 0 # **2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://en/tw/dict/bible/kt/faithful) ଦେଖନ୍ତୁ

## ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

### ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I
2TI 2 1 t13s 0 Connecting Statement:
2TI 2 1 bll5 figs-metaphor τέκνον μου 1 my child ଏଠାରେ “ପୁତ୍ର” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
2TI 2 1 bll5 figs-metaphor τέκνον μου 1 my child ଏଠାରେ “**ପୁତ୍ର**” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
2TI 2 1 e6ex figs-metaphor ἐνδυναμοῦ ἐν τῇ χάριτι τῇ ἐν Χριστῷ Ἰησοῦ 1 be strengthened in the grace that is in Christ Jesus ଈଶ୍ବରଙ୍କ ଅନୁଗ୍ରହ ବିଶ୍ବାସୀମାନଙ୍କୁ ଦେଉଥିବା ପ୍ରେରଣା ଓ ଦୃଢ଼ସଂକଳ୍ପ ବିଷୟରେ ପାଉଲ କହୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: [[rc://en/ta/man/translate/figs-metaphor]])
2TI 2 2 ig9v διὰ πολλῶν μαρτύρων 1 among many witnesses ଅନେକଙ୍କ ସାକ୍ଷାତରେ ମୁଁ ଯେଉଁ ବାକ୍ୟ କହିଥିଲି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ତୁମ୍ଭେ ଜାଣିଅଛ
2TI 2 2 kv1m figs-metaphor ταῦτα παράθου πιστοῖς ἀνθρώποις 1 entrust them to faithful people ପାଉଲ ତୀମଥିଙ୍କୁ ଦେଇଥିବା ଆପଣା ଉପଦେଶ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ପଦାର୍ଥ, ଯାହା ସେ ଅନ୍ୟଲୋକମାନଙ୍କୁ ଦେଇପାରିବେ ଓ ସେମାନେ ତାହା ଠିକ୍ ଭାବରେ ବ୍ୟବହାର କରିବେ ବୋଲି ସେମାନଙ୍କୁ ଭରସା କରିପାରିବେ I ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” (ଦେଖ: [[rc://en/ta/man/translate/figs-metaphor]])
@ -128,7 +128,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 26 ef3q figs-metaphor ἀνανήψωσιν 1 They may become sober again ପାପୀମାନେ ଈଶ୍ବରଙ୍କ ସମ୍ବନ୍ଧରେ ଯଥାର୍ଥଭାବରେ ଚିନ୍ତା କରିବାକୁ ଶିକ୍ଷା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମତ୍ତ ଲୋକମାନେ, ଆଉ ପୁନର୍ବାର ସୁବୁଦ୍ଧି ହେଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ପୁନର୍ବାର ଯଥାର୍ଥଭାବରେ ଚିନ୍ତା କରିବେ” (ଦେଖ: [[rc://en/ta/man/translate/figs-metaphor]])
2TI 2 26 mql8 figs-metaphor ἐκ τῆς τοῦ διαβόλου παγίδος 1 leave the devil's trap ଖ୍ରୀଷ୍ଟିୟାନମାନଙ୍କୁ ପାପରେ ପକାଇବାକୁ ଶୟତାନର ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଫାନ୍ଦ I ବିକଳ୍ପ ଅନୁବାଦ: “ଶୟତାନ ଚାହୁଁଥିବା ବିଷୟ କରିବା ବନ୍ଦ କର” (ଦେଖ: [[rc://en/ta/man/translate/figs-metaphor]])
2TI 2 26 dj4j figs-metaphor ἐζωγρημένοι ὑπ’ αὐτοῦ, εἰς τὸ ἐκείνου θέλημα 1 after they have been captured by him for his will ଖ୍ରୀଷ୍ଟିୟାନମାନଙ୍କୁ ପାପରେ ପକାଇବା ବିଷୟରେ କୁହାଯାଏ ଯେ ସତେ ଯେପରି ଶୟତାନ ସେମାନଙ୍କୁ ଶାରୀରିକ ଭାବରେ ଧରିନେଇ ଆପଣାର ଦାସ କରି ରଖିଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନଙ୍କୁ ଆପଣା ଇଚ୍ଛାର ବାଧ୍ୟ କରାଇ ସେମାନଙ୍କୁ ଭୁଲାଇଲା ପରେ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
2TI 3 intro k2cr 0 # ତୀମଥି ୦୩ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

”ଶେଷ ଦିନ”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ I ଯଦି ତାହା ହୁଏ, ତେବେ ପାଉଲ ୧-୯ ଓ ୧୩ ପଦରେ ସେହି ଦିନସମୂହ ବିଷୟରେ ଭାବବାଣୀ କରୁଛନ୍ତି I “ଶେଷ ଦିନ” ମଧ୍ୟ ପାଉଲଙ୍କ ସମୟର ସହ ଖ୍ରୀଷ୍ଟିୟାନ ଯୁଗକୁ ବୁଝାଇପାରେ I ଯଦି ଏହା ହୁଏ, ତାଡନା ପ୍ରାପ୍ତ ହେବା ବିଷୟରେ ପାଉଲ ଶିକ୍ଷା ଦେଉଥିବା ବିଷୟ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ପ୍ରଯୁଜ୍ୟ ଅଟେ I (ଦେଖ: [[rc://en/tw/dict/bible/kt/prophet]] ଓ [[rc://en/tw/dict/bible/kt/lastday]])

2TI 3 intro k2cr 0 # 2 ତୀମଥି 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

”**ଶେଷ ଦିନ**”ର ଅର୍ଥ ହୁଏତ ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବ ସମୟ ହୋଇପାରେ ବୋଲି ଅନେକ ଜ୍ଞାନୀବ୍ୟକ୍ତି ମାନେ ବିଶ୍ଵାସ କରନ୍ତି I ଯଦି ଏହା ହୁଏ, ତେବେ ପାଉଲ ଏହି ପାଠ୍ୟରେ ଦୁଃଖଉଠେଇବା ବିଷୟରେ ଯାହା ଶିକ୍ଷା ଦିଅନ୍ତି ତାହା ସମସ୍ତ ବିଶ୍ଵାସୀଙ୍କ ପାଇଁ ପ୍ରଯୁଜ୍ୟ ଅଟେ। କିନ୍ତୁ କେତେକ ଜ୍ଞାନୀବ୍ୟକ୍ତିମାନେ **ଶେଷ ଦିନକୁ** ଭବିଷ୍ୟତରେ ଏକ ସମୟ ବୋଲି ବିଶ୍ଵାସ କରନ୍ତି ଯାହା ଯୀଶୁଙ୍କ ଫେରିବା ପୂର୍ବ ସମୟକୁ ସୂଚାଏ । ଯଦି ତାହା ହୁଏ, ତେବେ ପାଉଲ 1-9 ଏବଂ 13 ପଦରେ ସେହି ଦିନଗୁଡ଼ିକ ବିଷୟରେ ଭାବବାଣୀ କରୁଛନ୍ତି I ଯଦି ସମ୍ଭବ, ଅନୁବାଦକମାନେ ଏହି ଶବ୍ଦଗୁଡ଼ିକୁ କିପରି ଅନୁବାଦ କରନ୍ତି ସେ ବିଷୟରେ ସେମାନଙ୍କର ବୁଝାମଣାକୁ ପ୍ରଭାବିତ ନକରି ସାବଧାନ କରିବା ଉଚିତ୍ । ([[rc://en/tw/dict/bible/kt/prophet]] ଓ [[rc://en/tw/dict/bible/kt/lastday]] ଦେଖନ୍ତୁ)
2TI 3 1 j97t 0 Connecting Statement: ପାଉଲ ତୀମଥିଙ୍କୁ ଜଣାଉଛନ୍ତି ଯେ ଭବିଷ୍ୟତରେ ଲୋକମାନେ ସତ୍ୟରେ ବିଶ୍ବାସ କରିବା ବନ୍ଦ କରିବେ, କିନ୍ତୁ ସେ ଏପରି କି ତାଡନା ପ୍ରାପ୍ତ ହେଲେ ସୁଦ୍ଧା ତାହାଙ୍କୁ ଈଶ୍ବରଙ୍କ ବାକ୍ୟରେ ଭରସା କରିବାରେ ଲାଗି ରହିବାକୁ ହେବ I
2TI 3 1 g65r ἐν ἐσχάταις ἡμέραις 1 In the last days ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ପାଉଲଙ୍କ ସମୟଠାରୁ ପରବର୍ତ୍ତୀ ସମୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଭବିଷ୍ୟତରେ ଯୀଶୁଙ୍କ ପୁନରାଗମନର ଠିକ୍ ପୂର୍ବରୁ” ) ଏହା ପାଉଲଙ୍କ ସମୟ ସହ ଖ୍ରୀଷ୍ଟିୟାନ ଯୁଗକୁ ବୁଝାଏ I ବିକଳ୍ପ ଅନୁବାଦ; “ଯୁଗାନ୍ତ ପୂର୍ବର ସମୟରେ”
2TI 3 1 n7gs καιροὶ χαλεποί 1 difficult times ଖ୍ରୀଷ୍ଟିୟାନମାନେ ଦୁଃଖଭୋଗ ଓ ବିପଦ ସହ୍ୟ କରିବାର ସମୟ ଦିନ, ମାସ କିମ୍ବା ଏପରିକି ବର୍ଷ ବର୍ଷ ହେବ I

Can't render this file because it contains an unexpected character in line 2 and column 8087.