Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 01:53:50 +00:00
parent 68c0594864
commit 35f027d5d6
1 changed files with 2 additions and 2 deletions

View File

@ -58,8 +58,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 18 p3di δῴη( αὐτῷ ὁ Κύριος, εὑρεῖν ἔλεος παρὰ Κυρίου 1 May the Lord grant to him to find mercy from him ଅନୀସିଫର ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ ହେଉନ୍ତୁ କିମ୍ବା “ପ୍ରଭୁ ତାହାଙ୍କୁ ଦୟା ଦେଖାନ୍ତୁ”
2TI 1 18 x2dk figs-metaphor εὑρεῖν ἔλεος παρὰ Κυρίου 1 to find mercy from him ପାଉଲ ଦୟା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ମିଳିପାରିବ I (ଦେଖ: [[rc://en/ta/man/translate/figs-metaphor]])
2TI 1 18 f3ep figs-metonymy ἐν ἐκείνῃ τῇ ἡμέρᾳ 1 on that day ଏହା ଈଶ୍ବର ସମସ୍ତଙ୍କ ବିଚାର କରିବା ଦିନକୁ ବୁଝାଏ I (ଦେଖ: [[rc://en/ta/man/translate/figs-metonymy]])
2TI 2 intro k3zn 0 # **2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://en/tw/dict/bible/kt/faithful) ଦେଖନ୍ତୁ

## ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

### ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I
2TI 2 1 t13s 0 Connecting Statement: ପାଉଲ ତୀମଥିଙ୍କ ଖ୍ରୀଷ୍ଟିୟାନ ଜୀବନକୁ ଜଣେ ସୈନିକର ଜୀବନ, ଜଣେ କୃଷକର ଜୀବନ ଓ ଜଣେ କ୍ରୀଡାବିତ୍ ଙ୍କ ଜୀବନ ସଦୃଶ ପ୍ରତିଛବି ପ୍ରଦାନ କରୁଛନ୍ତି I
2TI 2 intro k3zn 0 # **2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://en/tw/dict/bible/kt/faithful) ଦେଖନ୍ତୁ

## ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

### ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I
2TI 2 1 t13s 0 Connecting Statement:
2TI 2 1 bll5 figs-metaphor τέκνον μου 1 my child ଏଠାରେ “ପୁତ୍ର” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
2TI 2 1 e6ex figs-metaphor ἐνδυναμοῦ ἐν τῇ χάριτι τῇ ἐν Χριστῷ Ἰησοῦ 1 be strengthened in the grace that is in Christ Jesus ଈଶ୍ବରଙ୍କ ଅନୁଗ୍ରହ ବିଶ୍ବାସୀମାନଙ୍କୁ ଦେଉଥିବା ପ୍ରେରଣା ଓ ଦୃଢ଼ସଂକଳ୍ପ ବିଷୟରେ ପାଉଲ କହୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: [[rc://en/ta/man/translate/figs-metaphor]])
2TI 2 2 ig9v διὰ πολλῶν μαρτύρων 1 among many witnesses ଅନେକଙ୍କ ସାକ୍ଷାତରେ ମୁଁ ଯେଉଁ ବାକ୍ୟ କହିଥିଲି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ତୁମ୍ଭେ ଜାଣିଅଛ

Can't render this file because it contains an unexpected character in line 2 and column 8087.