Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 06:10:01 +00:00
parent 1b869061e2
commit e766727baa
1 changed files with 1 additions and 1 deletions

View File

@ -250,7 +250,7 @@ RUT 4 12 a433 יָלְדָ֥ה תָמָ֖ר לִֽ⁠יהוּדָ֑ה 1 Tamar b
RUT 4 12 xym8 מִן־הַ⁠זֶּ֗רַע אֲשֶׁ֨ר יִתֵּ֤ן יְהוָה֙ לְ⁠ךָ֔ 1 from the offspring that Yahweh gives you ଯେପରି ଯିହୋବା ପେରସଙ୍କ ପାଇଁ ସନ୍ତାନ ଆଶୀର୍ବାଦ କରି ଉତ୍ତମ କର୍ମ କରିଥିଲେ ସେହିପରି ଯିହୋବା ବୋୟଜଙ୍କୁ ରୂତଙ୍କ ଦ୍ୱାରା ଅନେକ ସନ୍ତାନ ଦେଇ ଆଶୀର୍ବାଦ କରନ୍ତୁ ବୋଲି ଲୋକମାନେ ପ୍ରାର୍ଥନା କରୁଥିଲେ । ଆପଣଙ୍କ ଭାଷାରେ ଆଶୀର୍ବାଦ କରିବା ପାଇଁ ବ୍ୟବହୃତ ବକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 4 13 abcc figs-parallelism וַ⁠יִּקַּ֨ח בֹּ֤עַז אֶת־רוּת֙ וַ⁠תְּהִי־ל֣⁠וֹ לְ⁠אִשָּׁ֔ה 1 So Boaz took Ruth, and she became his wife ଏହି ଦୁଇଟି ବକ୍ୟାଂଶର ଅର୍ଥ  ଦ୍ୱିତୀୟ ବାକ୍ୟାଂଶ ପରି ପ୍ରଥମ ବାକ୍ୟାଂଶକୁ ପୁନରାବୃତ୍ତି ଓ ଅଭିବୃଦ୍ଧି କରିବା ସହ  ପ୍ରାୟ ସମାନ ଅର୍ଥ ପ୍ରକାଶ କରେ । ଏହା ଏବ୍ରିୟ କବିତାର ଏକ ଶୈଳୀ ଅଟେ । ଦୁଇଟି ବାକ୍ୟାଂଶକୁ UST ପରି ସଂଯୁକ୍ତ କରାଯାଇପାରେ । [[rc://en/ta/man/translate/figs parallelism]]) ଦେଖନ୍ତୁ)
RUT 4 13 u21g grammar-connect-logic-result וַ⁠יִּקַּ֨ח בֹּ֤עַז אֶת־רוּת֙ 1 So Boaz took Ruth ୧୦ ପଦରେ ବୋୟଜ ଯାହା କରିବେ ବୋଲି କହିଥିଲେ ତାହା ସେ କଲେ ଏବଂ ଏହି ବାକ୍ୟାଂଶରେ ତାହା ସୂଚାଏ। ଏହା କୌଣସି ପ୍ରକାରର ହିଂସ୍ରତାକୁ ବୁଝାଏ ନାହିଁ। ନିମ୍ନଲିଖିତ ବାକ୍ୟାଂଶ ସହ, ଏହାର ଅର୍ଥ, **ତେଣୁ ବୋୟଜ ରୂତଙ୍କୁ ଗ୍ରହଣ କଲେ** କିମ୍ବା **ବୋୟଜ ରୂତଙ୍କୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କଲେ** ଅଟେ। ସଂଯୋଗ କରୁଥିବା ଶବ୍ଦକୁ (ଯେପରି “ତେଣୁ”) ବ୍ୟବହାର କରନ୍ତୁ ଯାହା ପଦ ୧୦ ରେ ହୋଇଥିବା ଚୁକ୍ତିର ଫଳସ୍ୱରୂପ ଏହା ବୋୟାଜଙ୍କ ଏହି କାର୍ଯ୍ୟଟି ସୂଚାଏ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
RUT 4 13 gw77 figs-euphemism וַ⁠יָּבֹ֖א אֵלֶ֑י⁠הָ 1 he went in to her ଏହା ଏକ ଶିଷ୍ଟୋକ୍ତି ଅଟେ ଯାହା ଯୌନକ୍ରିୟାକୁ ସୂଚାଏ। ବିକଳ୍ପ ଅନୁବାଦ: “ପୁଣି ସେ ତାଙ୍କ ସହିତ ସହବାସ କରନ୍ତେ”  [[rc://en/ta/man/translate/figs-euphemism]]) ଦେଖନ୍ତୁ)
RUT 4 13 gw77 figs-euphemism וַ⁠יָּבֹ֖א אֵלֶ֑י⁠הָ 1 he went in to her ଏହା ଏକ ଅପ୍ରୀତିକର କଥାକୁ ସୁଖକର ଭାବରେ ପ୍ରକାଶ (ଶିଷ୍ଟୋକ୍ତି) ଅଟେ ଯାହା ଯୌନକ୍ରିୟାକୁ ସୂଚାଏ। ବିକଳ୍ପ ଅନୁବାଦ: “ପୁଣି ସେ ତାଙ୍କ ସହିତ ସହବାସ କରନ୍ତେ”  (ଦେଖନ୍ତୁ: [[rc://en/ta/man/translate/figs-euphemism]])
RUT 4 14 ab46 figs-explicit הַ⁠נָּשִׁים֙ 1 the women ଏମାନେ ୧:୧୯ ପଦରେ ଉଲ୍ଲେଖ ଥିବା ନଗରର ସ୍ତ୍ରୀମାନେ ଅଟନ୍ତି। ଯଦି ଆବଶ୍ୟକ ହୁଏ ତେବେ ଏହା ସ୍ପଷ୍ଟ କରାଯାଇପାରିବ। (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 4 14 ab47 בָּר֣וּךְ יְהוָ֔ה 1 Blessed be Yahweh ଈଶ୍ଵର ନୟମୀ ଓ ରୂତଙ୍କ ପାଇଁ କରିଥିବା କାର୍ଯ୍ୟ ହେତୁ ସ୍ତ୍ରୀମାନେ ତାହାଙ୍କର ପ୍ରଶଂସା କରନ୍ତି । ଯଦି ଆପଣଙ୍କ ଭାଷାରେ ଈଶ୍ଵରଙ୍କୁ  “ଆଶୀର୍ବାଦ କରିବା” ବିଷୟ ନିରର୍ଥକ ଅଟେ ତେବେ “ପ୍ରଶଂସା” କିମ୍ବା “ଆମ୍ଭେ ଧନ୍ୟବାଦ ଦେଉ”  ପରି ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ  UST ଦେଖନ୍ତୁ ।
RUT 4 14 qj8v figs-doublenegatives לֹ֣א הִשְׁבִּ֥ית לָ֛⁠ךְ גֹּאֵ֖ל הַ⁠יּ֑וֹם 1 who has not left you today without a kinsman-redeemer ଏହି ବାକ୍ୟାଂଶକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ। ବିକଳ୍ପି ଅନୁବାଦ: “ଯିଏ ତୁମ୍ଭକୁ ଆଜି ମୁକ୍ତି କରିବା ପାଇଁ ଜଣେ ନିକଟ-ସମ୍ପର୍କୀୟ ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଯୋଗାଇ ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-doublenegatives]])

Can't render this file because it contains an unexpected character in line 36 and column 916.