Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 06:08:40 +00:00
parent 3dee887b7f
commit 1b869061e2
1 changed files with 3 additions and 3 deletions

View File

@ -78,7 +78,7 @@ RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଚକ
RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କର ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରେ।
RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଏହା ଯେ ରୂତ ଯେଉଁ କ୍ଷେତ୍ରରେ ଶସ୍ୟ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ ।
RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ **ବଂଶୀୟ** ଶବ୍ଦର ଅର୍ଥ ବୋୟଜ ଏଲିମେଲକଙ୍କ ସମ୍ପର୍କୀୟ ଥିଲେ କିନ୍ତୁ ଏଲିମେଲକ ଏବଂ ବୋୟଜଙ୍କ ପିତାମାତା ଭିନ୍ନ ଥିଲେ ।  ଏହି ବଂଶୀୟ ଏଲିମେଲକଙ୍କ ନାମରେ ନାମିତ କିମ୍ବା ଏଲିମେଲକଙ୍କର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ, ସେବିଷୟରେ ଏହି ବାକ୍ୟ ପ୍ରକାଶ କରେ ନାହିଁ।
RUT 2 4 vys2 figs-distinguish וְ⁠הִנֵּה 1 Then behold, **ଦେଖ** ଶବ୍ଦ ବୋୟଜ କ୍ଷେତରେ ପହଞ୍ଚିବା ଏବଂ ପ୍ରଥମ ଥର ପାଇଁ ରୂତଙ୍କୁ ଦେଖିବା ବିଷୟରେ ପ୍ରକାଶ କରେ । କାହାଣୀରେ ପରବର୍ତ୍ତୀ ଘଟଣା କ'ଣ ଘଟେ ସେଥିପ୍ରତି ଧ୍ୟାନଦେବା ପାଇଁ ଆପଣଙ୍କ  ଭାଷାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 2 4 vys2 figs-distinguish וְ⁠הִנֵּה 1 Then behold, **ଦେଖ** ଶବ୍ଦ ବୋୟଜ କ୍ଷେତରେ ପହଞ୍ଚିବା ଏବଂ ପ୍ରଥମ ଥର ପାଇଁ ରୂତଙ୍କୁ ଦେଖିବା ବିଷୟରେ ପ୍ରକାଶ କରେ। କାହାଣୀରେ ପରବର୍ତ୍ତୀ ଘଟଣା କ'ଣ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])
RUT 2 4 q1lv בָּ֚א מִ⁠בֵּ֣ית לֶ֔חֶם 1 coming from Bethlehem ବେଥଲିହିମ ବାହାରେ କ୍ଷେତ୍ରଗୁଡ଼ିକ ଅନିର୍ଦ୍ଦିଷ୍ଟ ଦୂରତାରେ ଥିଲା ।
RUT 2 4 r4bl יְבָרֶכְ⁠ךָ֥ יְהוָֽה 1 May Yahweh bless you **ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ****।** ଏହା ଏକ ପ୍ରଚଳିତ ଆଶୀର୍ବାଦ ଅଟେ ।
RUT 2 5 a5ht לְ⁠מִ֖י הַ⁠נַּעֲרָ֥ה הַ⁠זֹּֽאת 1 Who does this young woman belong to? ସେହି ସଂସ୍କୃତିରେ ମହିଳାମାନେ ସେମାନଙ୍କର ସମ୍ପର୍କୀୟ ପୁରୁଷମାନଙ୍କ ଅଧିନରେ ରହୁଥିଲେ । ହୁଏତ ଏହି ଯୁବତୀର ସ୍ୱାମୀ କିମ୍ବା ପିତା କିଏ ବୋଲି ବୋୟଜ ପଚାରିଥିବେ । କାରଣ ରୂତ ଜଣେ ଦାସୀ ବୋଲି ସେ ଭାବିନଥିଲେ ।
@ -150,7 +150,7 @@ RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement: ପଦ ୧ ରେ ନୟମୀଙ୍କ ଆଳଙ୍କାରିକ ପ୍ରଶ୍ନ ସେ ପଦ -୪ ରେ ରୂତଙ୍କୁ ଦେବାକୁ ଯାଉଥିବା ପରାମର୍ଶର କାରଣ ଦର୍ଶାଏ । ଏହି ଶବ୍ଦ ପଦ ୧ ର ଫଳାଫଳକୁ ଚିହ୍ନିତ କରେ। ଅନ୍ୟ ଅର୍ଥରେ, ନୟମୀ ରୂତଙ୍କୁ କ’ଣ କରିବା ଆବଶ୍ୟକ (୩:-୪) ସେ ବିଷୟରେ ତାଙ୍କୁ ପରାମର୍ଶ ଦିଅନ୍ତି (୩:୧) କାରଣ ସେ ରୂତଙ୍କ ପାଇଁ ଏକ ଉତ୍ତମ, ସୁରକ୍ଷିତ ଗୃହ ଖୋଜିବାକୁ ଇଚ୍ଛା କରନ୍ତି। ଯଦି ଫଳାଫଳ ପରେ କାରଣ ଦେବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପଦ -୪ ପରେ ପଦ ୧ କୁ ରଖି ପାରନ୍ତି, ଯାହାକି ପଦ ୧-୪ ଭାବରେ ଚିହ୍ନିତ ହେବ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ, ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ (: ଦେଖନ୍ତୁ)। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଜାଣ ଯେ ବୋୟଜ ଆମ୍ଭର କୁଟୁମ୍ବିୟ ଅଟନ୍ତି।” (ଦେଖନ୍ତୁ: [[rc://en/ta/man/translate/figs-rquestion]])
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ ତେବେ ରୂତ ଦାସୀମାନଙ୍କ ସଙ୍ଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବୋଲି ଅନୁବାଦକୁ ସ୍ପଷ୍ଟ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ମହିଳା ଦାସୀମାନଙ୍କ ସଙ୍ଗରେ ତୁମ୍ଭେ କ୍ଷେତ୍ରରେ ଥିଲ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖ** ଶବ୍ଦ ନିମ୍ନଲିଖିତ ବାକ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚିତ କରେ। ( [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 nd8v figs-distinguish הִנֵּה 1 Look **ଦେଖ** ଶବ୍ଦ ନିମ୍ନଲିଖିତ ବାକ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚିତ କରେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])
RUT 3 2 ms25 זֹרֶ֛ה 1 will be winnowing **ସେ ଯବ ଝାଡ଼ୁଥିବେ**,  ଝାଡ଼ିବାର ଅର୍ଥ ଉଭୟ ଶସ୍ୟ ଏବଂ ଚୁଷକୁ ଅଲୋଡା ଶସ୍ୟରୂ ପୃଥକ କରିବା ଅଟେ ଯାହା ପବନରେ ଚୁଷକୁ ଉଡ଼ାଇ ପୃର୍ଥକ କରାଯାଇଥାଏ।
RUT 3 3 ru6z וָ⁠סַ֗כְתְּ 1 and anoint yourself ଏହା ବୋଧହୁଏ ଏକ ବ୍ୟକ୍ତି ବ୍ୟବହାର କରୁଥିବା ଅତରକୁ ସୂଚାଏ ଯାହା ଏକ ପ୍ରକାର ସୁଗନ୍ଧିତ ତୈଳ ଅଟେ।
RUT 3 3 e92h וְיָרַ֣דְתְּ הַ⁠גֹּ֑רֶן 1 and go down to the threshing floor ଏହା ନଗରର ବାହାରେ ଖୋଲା ସମତଳ ଅଞ୍ଚଳକୁ ଯିବାକୁ ସୂଚାଏ ଯେଉଁଠାରେ ଶ୍ରମିକମାନେ ଶସ୍ୟରୁ ଦାନା ଓ ଅଗାଡ଼ି ପାଛୁଡ଼ି ବାହାର କରିପାରିବେ ।
@ -205,7 +205,7 @@ RUT 3 18 u5rn אִם־כִּלָּ֥ה הַ⁠דָּבָ֖ר 1 he has finished
RUT 4 intro pz6m 0 # **ରୂତ 4 ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

#### ରାଜା ଦାଉଦ

ମୋୟାବୀ ହେବା ସତ୍ତ୍ୱେ ରୂତ ଦାଉଦଙ୍କର ପୂର୍ବପୁରୁଷ ହେଲେ। ଦାଉଦ ଇସ୍ରାଏଲର ସର୍ବଶ୍ରେଷ୍ଠ ରାଜା ଥିଲେ। ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ ଯେ ଜଣେ ଅଣଯିହୂଦୀ ଏକ ଗୁରୁତ୍ୱପୂର୍ଣ୍ଣ ବଂଶର ଏକ ଅଂଶ ହୁଅନ୍ତି, କିନ୍ତୁ ଏହା ଆମକୁ ମନେ ପକାଇ ଦିଏ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।ସଦାପ୍ରଭୁଙ୍କଠାରେ ରୂତଙ୍କର ଦୃଢ଼ ବିଶ୍ୱାସ ଥିଲା । ଏହା ଆମକୁ ଦର୍ଶାଏ ଯେ ଈଶ୍ଵରଙ୍କ ଉପରେ ଭରସା କରୁଥିବା ସମସ୍ତଙ୍କୁ ସେ ସ୍ୱାଗତ କରନ୍ତି ।

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

#### ତୁମ୍ଭେ ମୋୟାବ ଦେଶୀୟା ସ୍ତ୍ରୀ ରୂତଙ୍କୁ ମଧ୍ୟ  ନିଜ ପାଇଁ ଲାଭ କରିବ

ପରିବାରର ଜମି ବ୍ୟବହାର କରିବାର ସୁଯୋଗ ସହିତ ପରିବାରର ବିଧବାମାନଙ୍କର ଯତ୍ନ ନେବା ଦାୟିତ୍ଵ ମଧ୍ୟ ଆସିଲା । ତେଣୁ, ନୟମୀଙ୍କ ଜମି ବ୍ୟବହାର କରିବାକୁ ଚାହୁଁଥିବା ସମ୍ପର୍କୀୟଙ୍କୁ ରୂତଙ୍କୁ ମଧ୍ୟ ଏକ ପୁତ୍ର ସନ୍ତାନ ପାଇବାରେ ସାହାଯ୍ୟ କରିବାକୁ ପଡିଲା  ଯିଏ ପରିବାରର ନାମ ଏବଂ ଉତ୍ତରାଧିକାରୀ ହେବେ ।

**ପ୍ରାଚୀନ କାଳରେ ଏହି ପ୍ରଥା ପ୍ରଚଳିତ ଥିଲା**

ଏହା ଲେଖକଙ୍କ ଦ୍ୱାରା ଉକ୍ତଥିବା ଏକ ମନ୍ତବ୍ୟ ଅଟେ ।  ଘଟିଥିବା ଘଟଣାଗୁଡ଼ିକ ଏବଂ ସେଗୁଡ଼ିକ ଲେଖାଯିବା ସମୟ ମଧ୍ୟରେ ଏକ ଯଥେଷ୍ଟ ସମୟ ବ୍ୟବଧାନ ଥିଲା ବୋଲି ଏହା ଦର୍ଶାଏ ।
RUT 4 1 jdr8 writing-newevent וּ⁠בֹ֨עַז עָלָ֣ה הַ⁠שַּׁעַר֮ 1 Now Boaz had gone up to the gate ଏହି ବାକ୍ୟାଂଶଟି କାହାଣୀର ପରବର୍ତ୍ତୀ ଅଂଶକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ଜଣେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଭାବରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି ଏବଂ ରୂତଙ୍କୁ ବିବାହ କରନ୍ତି । କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଆପଣଙ୍କ ଭାଷାର ଉପାୟକୁ ବ୍ୟବହାର କରନ୍ତୁ । [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 4 1 m4by הַ⁠שַּׁעַר֮ 1 to the gate **ନଗର ଦ୍ଵାରକୁ କିମ୍ବା ବେଥଲିହିମର ଦ୍ଵାରକୁ** **।** ଏହା ବେଥଲିହିମ ସହରର ପ୍ରାଚୀରର ମୁଖ୍ୟ ପ୍ରବେଶ ପଥ ଥିଲା। ଫାଟକ ଭିତରେ ଏକ ଖୋଲା ସ୍ଥାନ ଥିଲା ଯେଉଁଠାରେ ସମ୍ପ୍ରଦାୟର ବିଷୟ ଉପରେ ଆଲୋଚନା କରିବା ପାଇଁ ଏକ ସଭା ସ୍ଥାନ ଭାବରେ ବ୍ୟବହୃତ ହୋଇଥିଲା ।
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ବୋୟଜର ପଥ ଦେଇ ଯାଉଥିବା ବ୍ୟକ୍ତି ଯାହାଙ୍କୁ ସେ ଦେଖିବାକୁ ଚାହୁଁଥିଲେ ସେହି ବ୍ୟକ୍ତିଙ୍କୁ ଦେଖିବା ବିଷୟରେ **ଦେଖ** ଶବ୍ଦଟି ଦର୍ଶାଏ ।କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ । [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 4 1 jdr9 figs-distinguish וְ⁠הִנֵּ֨ה 1 And behold, ବୋୟଜର ପଥ ଦେଇ ଯାଉଥିବା ବ୍ୟକ୍ତି ଯାହାଙ୍କୁ ସେ ଦେଖିବାକୁ ଚାହୁଁଥିଲେ ସେହି ବ୍ୟକ୍ତିଙ୍କୁ ଦେଖିବା ବିଷୟରେ **ଦେଖ** ଶବ୍ଦଟି ଦର୍ଶାଏ। କାହାଣୀରେ ପରବର୍ତ୍ତୀ ଘଟଣାଗୁଡ଼ିକ ପ୍ରତି ଧ୍ୟାନ ଦେବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ଭିନ୍ନ ଉପାୟ ଥାଇପାରେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])
RUT 4 1 kz1g הַ⁠גֹּאֵ֤ל 1 the kinsman-redeemer ଏହି ବ୍ୟକ୍ତି ଏଲିମେଲେକଙ୍କ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଥିଲେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି ଶବ୍ଦ**କୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 4 1 ab38 figs-idiom פְּלֹנִ֣י אַלְמֹנִ֑י 1 a certain someone ବୋୟଜ ପ୍ରକୃତରେ ଏହି କଥା କହି ନଥିଲେ; କିନ୍ତୁ ସେ ତାଙ୍କ ନାମ ଧରି ମୁକ୍ତିକର୍ତ୍ତା ଜ୍ଞାତିଙ୍କୁ ଡାକିଥିଲେ। ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଟେ କିନ୍ତୁ ଏଠାରେ ନାମ ଉଲ୍ଲେଖ କରାଯାଇ ନାହିଁ। ବର୍ଣ୍ଣନାକାରୀ ଏହି ସାଧାରଣ ଶବ୍ଦକୁ ବ୍ୟକ୍ତିଙ୍କ ନାମ ପାଇଁ ବ୍ୟବହାର କରିଛନ୍ତି କାରଣ କାହାଣୀ ପାଇଁ ନିର୍ଦ୍ଦିଷ୍ଟ ନାମ ଗୁରୁତ୍ୱପୂର୍ଣ୍ଣ ନୁହେଁ କିମ୍ବା ସେହି ବ୍ୟକ୍ତିଙ୍କ ନାମ ସେ ଭୁଲି ଯାଇଥିଲେ। ଯଦି ଆପଣଙ୍କ ଭାଷାରେ ବ୍ୟକ୍ତିଙ୍କ ନାମ ବ୍ୟବହାର ନକରି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଏକ ରୂଢ଼ି ଅଛି, ତେବେ ସେହି ରୂଢ଼ିକୁ ଏଠାରେ ବ୍ୟବହାର କରନ୍ତୁ।  (ଦେଖନ୍ତୁ: [[rc://en/ta/man/translate/figs-idiom]]).
RUT 4 1 ab39 figs-quotations פְּלֹנִ֣י אַלְמֹנִ֑י 1 a certain someone ଅନେକ ଭାଷାରେ, କାହାକୁ ଏହିପରି ସମ୍ବୋଧନ କରିବା ଏହା ଏକ ଅଖାଡ଼ୁଆ ଏବଂ ଅସ୍ୱାଭାବିକ ବିଷୟ ଅଟେ । ଏହାକୁ ଅଧିକ ସ୍ୱାଭାବିକ କରିବା ପାଇଁ ଏହି ବାକ୍ୟାଂଶକୁ UST ପରି ଏକ ପରୋକ୍ଷ ଉଦ୍ଧୃତିରେ ପରିଣତ କରନ୍ତୁ । ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଦ୍ଧୃତିର ଏକ ମିଶ୍ରଣ ମଧ୍ୟ ସମ୍ଭବ ଅଟେ: “ବୋୟଜ ତାଙ୍କୁ ନାମ ଧରି ଡାକି କହିଲେ,“ଏଠିକି ଆସି ବସ।” [[rc://en/ta/man/translate/figs-quotations]]) ଦେଖନ୍ତୁ)

Can't render this file because it contains an unexpected character in line 36 and column 916.