Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 06:06:53 +00:00
parent 0180dac555
commit 3dee887b7f
1 changed files with 1 additions and 1 deletions

View File

@ -64,7 +64,7 @@ RUT 1 21 jqx5 עָ֣נָה בִ֔⁠י 1 has testified against me **ମୋତ
RUT 1 21 t1p8 הֵ֥רַֽע לִֽ⁠י 1 has done evil to me **ମୋ ଉପରେ ବିପଦ ଆଣିଛନ୍ତି** କିମ୍ବା **ମୋ ପାଇଁ ଦୁଃଖ ଆଣିଛନ୍ତି**
RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ⁠ר֨וּת 1 So Naomi returned, with Ruth ଏହା ଏକ ସଂକ୍ଷିପ୍ତ ବକ୍ତବ୍ୟକୁ ଆରମ୍ଭ କରେ। ଇଂରାଜୀରେ ଏହାକୁ **ସେହିପରି,ଏଣୁ** ଶବ୍ଦ ଦ୍ୱାରା ଚିହ୍ନିତ କରାଯାଏ। ଆପଣଙ୍କ ଭାଷା କିପରି ସମାପ୍ତ  କିମ୍ବା ସଂକ୍ଷିପ୍ତ ବକ୍ତବ୍ୟକୁ ନିର୍ଣ୍ଣୟ କରେ ନିଶ୍ଚିତ କରନ୍ତୁ ଏବଂ ଏଠାରେ ମଧ୍ୟ ସେହିପରି କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-endofstory]])
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ପ୍ରଦାନ କରି ଏହା ସ୍ପଷ୍ଟ କରେ ଯେ ନୟମୀ ଏବଂ ରୂତ ବେଥଲିହିମରେ ସେତେବେଳେ ପହଞ୍ଚି ଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ଯବ-ଶସ୍ୟଚ୍ଛେଦନର ଆରମ୍ଭ କରିଥିଲେ। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ଯବ** **ଅମଳ** । **ଯବ** **ଅମଳର** ବକ୍ୟାଂଶକୁ ଏକ ମୌଖ‌ିକ ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ଯବ ଅମଳ କରିବାକୁ ଆରମ୍ଭ କରୁଥିଲେ” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ଯବ-ଶସ୍ୟଚ୍ଛେଦନ। ଯବ-ଶସ୍ୟଚ୍ଛେଦନ** ବକ୍ୟାଂଶକୁ ଏକ ମୌଖିକ ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ଯବ ଅମଳ କରିବାକୁ ଆରମ୍ଭ କରୁଥିଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
RUT 2 intro ld2v 0 # ରୂତ 2 **ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ

ବୋୟଜ ଏହା କହିଲେ କାରଣ  ସେ ରୂତଙ୍କ  ଅନ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ସୁରକ୍ଷା ଦେଇ ପାରିବେ ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ ବୋୟଜଙ୍କ ପରି ଦୟାଳୁ ଓ ଆଜ୍ଞାକାରୀ ହୋଇ ଅନ୍ୟ ସମସ୍ତ ଲୋକ ମୋଶାଙ୍କ ନିୟମକୁ ପାଳନ କରୁ ନ ଥିଲେ । [[rc://en/tw/dict/bible/kt/grace]] and [[rc://en/tw/dict/bible/kt/lawofmoses]] and [[rc://en/ta/man/translate/figs-explicit]]ଦେଖନ୍ତୁ)
RUT 2 1 ab10 writing-background וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ବୋୟଜଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ୧ ପଦ ପ୍ରଦାନ କରେ ଯାହା ଦ୍ୱାରା ପାଠକ ବୁଝିପାରିବେ ଯେ ସେ କିଏ। ପୃଷ୍ଠଭୂମିର ସୂଚନା ଦେବା ପାଇଁ ଆପଣଙ୍କ ଭାଷାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 2 1 t2sn writing-participants וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଭାଗକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ରୂତଙ୍କ ସହିତ ସାକ୍ଷାତ କରନ୍ତି । ବୋୟଜ ଏଠାରେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚିତ । କାହାଣୀର ନୂତନ ଅଂଶଗ୍ରହଣକାରୀ କିମ୍ବା ନୂତନ ଘଟଣାଗୁଡ଼ିକୁ ପରିଚିତ କରିବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-participants]])ଦେଖନ୍ତୁ)

Can't render this file because it contains an unexpected character in line 36 and column 916.