Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 06:03:15 +00:00
parent b21f62889c
commit 0180dac555
1 changed files with 4 additions and 4 deletions

View File

@ -63,10 +63,10 @@ RUT 1 21 n9zc אֲנִי֙ מְלֵאָ֣ה הָלַ֔כְתִּי וְ⁠רֵ
RUT 1 21 jqx5 עָ֣נָה בִ֔⁠י 1 has testified against me **ମୋତେ ଦୋଷୀ ସାବ୍ୟସ୍ତ କରିଛନ୍ତି**
RUT 1 21 t1p8 הֵ֥רַֽע לִֽ⁠י 1 has done evil to me **ମୋ ଉପରେ ବିପଦ ଆଣିଛନ୍ତି** କିମ୍ବା **ମୋ ପାଇଁ ଦୁଃଖ ଆଣିଛନ୍ତି**
RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ⁠ר֨וּת 1 So Naomi returned, with Ruth ଏହା ଏକ ସଂକ୍ଷିପ୍ତ ବକ୍ତବ୍ୟକୁ ଆରମ୍ଭ କରେ। ଇଂରାଜୀରେ ଏହାକୁ **ସେହିପରି,ଏଣୁ** ଶବ୍ଦ ଦ୍ୱାରା ଚିହ୍ନିତ କରାଯାଏ। ଆପଣଙ୍କ ଭାଷା କିପରି ସମାପ୍ତ  କିମ୍ବା ସଂକ୍ଷିପ୍ତ ବକ୍ତବ୍ୟକୁ ନିର୍ଣ୍ଣୟ କରେ ନିଶ୍ଚିତ କରନ୍ତୁ ଏବଂ ଏଠାରେ ମଧ୍ୟ ସେହିପରି କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-endofstory]])
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ପ୍ରଦାନ କରି ଏହା ସ୍ପଷ୍ଟ କରେ ଯେ ନୟମୀ ଏବଂ ରୂତ ବେଥଲିହିମରେ ସେତେବେଳେ ପହଞ୍ଚି ଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ଯବ-ଶସ୍ୟଚ୍ଛେଦନର ଆରମ୍ଭ କରିଥିଲେ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ପ୍ରଦାନ କରି ଏହା ସ୍ପଷ୍ଟ କରେ ଯେ ନୟମୀ ଏବଂ ରୂତ ବେଥଲିହିମରେ ସେତେବେଳେ ପହଞ୍ଚି ଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ଯବ-ଶସ୍ୟଚ୍ଛେଦନର ଆରମ୍ଭ କରିଥିଲେ। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ଯବ** **ଅମଳ** । **ଯବ** **ଅମଳର** ବକ୍ୟାଂଶକୁ ଏକ ମୌଖ‌ିକ ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ଯବ ଅମଳ କରିବାକୁ ଆରମ୍ଭ କରୁଥିଲେ” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
RUT 2 intro ld2v 0 # ରୂତ 2 **ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ

ବୋୟଜ ଏହା କହିଲେ କାରଣ  ସେ ରୂତଙ୍କ  ଅନ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ସୁରକ୍ଷା ଦେଇ ପାରିବେ ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ ବୋୟଜଙ୍କ ପରି ଦୟାଳୁ ଓ ଆଜ୍ଞାକାରୀ ହୋଇ ଅନ୍ୟ ସମସ୍ତ ଲୋକ ମୋଶାଙ୍କ ନିୟମକୁ ପାଳନ କରୁ ନ ଥିଲେ । [[rc://en/tw/dict/bible/kt/grace]] and [[rc://en/tw/dict/bible/kt/lawofmoses]] and [[rc://en/ta/man/translate/figs-explicit]]ଦେଖନ୍ତୁ)
RUT 2 1 ab10 writing-background וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ବୋୟଜଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ପଦ 1 ପ୍ରଦାନ କରେ ଯାହା ଦ୍ୱାରା ପାଠକ ବୁଝିପାରିବେ ଯେ ସେ କିଏ। ପୃଷ୍ଠଭୂମିର ସୂଚନା ଦେବା ପାଇଁ ଆପଣଙ୍କ ଭାଷାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-background]])ଦେଖନ୍ତୁ)
RUT 2 1 ab10 writing-background וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ବୋୟଜଙ୍କ ବିଷୟରେ ପୃଷ୍ଠଭୂମିର ସୂଚନା ୧ ପଦ ପ୍ରଦାନ କରେ ଯାହା ଦ୍ୱାରା ପାଠକ ବୁଝିପାରିବେ ଯେ ସେ କିଏ। ପୃଷ୍ଠଭୂମିର ସୂଚନା ଦେବା ପାଇଁ ଆପଣଙ୍କ ଭାଷାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 2 1 t2sn writing-participants וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଭାଗକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ରୂତଙ୍କ ସହିତ ସାକ୍ଷାତ କରନ୍ତି । ବୋୟଜ ଏଠାରେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚିତ । କାହାଣୀର ନୂତନ ଅଂଶଗ୍ରହଣକାରୀ କିମ୍ବା ନୂତନ ଘଟଣାଗୁଡ଼ିକୁ ପରିଚିତ କରିବା ପାଇଁ ଆପଣଙ୍କ ଭାଷାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-participants]])ଦେଖନ୍ତୁ)
RUT 2 1 b4q7 אִ֚ישׁ גִּבּ֣וֹר חַ֔יִל 1 a man of great worth **ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି** । ଏହାର ଅର୍ଥ  ବୋୟଜ ଜଣେ ସମୃଦ୍ଧ ଓ ତାଙ୍କ ସମ୍ପ୍ରଦାୟରେ ସୁନାମ ଅର୍ଜିତ ବ୍ୟକ୍ତି ଥିଲେ ।
RUT 2 1 ab09 מִ⁠מִּשְׁפַּ֖חַת אֱלִימֶ֑לֶךְ 1 from the clan of Elimelek ଏଠାରେ **ବଂଶୀୟ** ଶବ୍ଦର ଅର୍ଥ ବୋୟଜ ଏଲିମେଲକଙ୍କ ସମ୍ପର୍କୀୟ ଥିଲେ କିନ୍ତୁ ଏଲିମେଲକ ଏବଂ ବୋୟଜଙ୍କ ପିତାମାତା ଭିନ୍ନ ଥିଲେ ।  ଏହି ବଂଶୀୟ ଏଲିମେଲକଙ୍କ ନାମରେ ନାମିତ କିମ୍ବା ଏଲିମେଲକଙ୍କର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ, ସେବିଷୟରେ ଏହି ବାକ୍ୟ ପ୍ରକାଶ କରେ ନାହିଁ।
@ -225,8 +225,8 @@ RUT 4 5 b3sy לְ⁠הָקִ֥ים שֵׁם־הַ⁠מֵּ֖ת עַל־נַחֲ
RUT 4 5 ab43 figs-nominaladj הַ⁠מֵּ֖ת 1 the dead ରୂତଙ୍କ ସ୍ୱାମୀ **ମୃତ୍ୟୁ ବରଣ** କରିଥିଲେ। **ମୃତଗଣ** ବ୍ୟକ୍ତିଙ୍କ ନାମ ବିଶେଷଣକୁ ଏଡାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେଉଁ ପୁରୁଷ ମଲା” କିମ୍ବା “ତାଙ୍କ ସ୍ୱାମୀ ଯିଏ ମଲା” (ଦେଖନ୍ତୁ: [[rc://en/ta/man/translate/figs-nominaladj]])
RUT 4 6 sx9k אַשְׁחִ֖ית אֶת־נַחֲלָתִ֑⁠י 1 damaging my own inheritance ସମ୍ପତ୍ତି ବଦଳରେ ସେ ବ୍ୟକ୍ତିଙ୍କୁ ତାଙ୍କର କିଛି ସମ୍ପତ୍ତି ଦେବାକୁ ପଡିବ । ତା’ପରେ ଯଦି ସେ ରୂତଙ୍କୁ ବିବାହ କରନ୍ତି, ତେବେ ସେହି ସମ୍ପତ୍ତି ତାଙ୍କ ପୁତ୍ରଙ୍କର ହେବ, ସେହି ବ୍ୟକ୍ତିଙ୍କର ନିଜ ସନ୍ତାନମାନଙ୍କର ନୁହେଁ । ଏହିପରି, ସେ ନିଜ ସମ୍ପତ୍ତିକୁ ଯାହା ତାଙ୍କ ସନ୍ତାନମାନେ ତାଙ୍କପରେ ଉତ୍ତରାଧିକାରୀ ହେବେ ଏବଂ ଏହାର ପ୍ରତିବଦଳରେ ରୂତଙ୍କ ସନ୍ତାନମାନଙ୍କୁ ଦେବେ । ବିକଳ୍ପ ଅନୁବାଦ: " ମୋହର ସନ୍ତାନମାନନଙ୍କର ଉତ୍ତରାଧିକାର ଛଡ଼ାଇ ନେବ ।"
RUT 4 6 sa7h גְּאַל־לְ⁠ךָ֤ אַתָּה֙ אֶת־גְּאֻלָּתִ֔⁠י 1 You redeem for yourself my right of redemption **ମୋ ବଦଳରେ  ତୁମ୍ଭେ ନିଜ ନିମନ୍ତେ ଏହା ମୁକ୍ତ କର**
RUT 4 7 wga9 writing-background וְ⁠זֹאת֩ 1 Now … this is how **ବର୍ତ୍ତମାନ** **ଏହିରୂପ ରୀତି ଥିଲା** ରୂତ ପୁସ୍ତକର ଲେଖକ କିଛି ପୃଷ୍ଠଭୂମି ସୂଚନା ଦେବା ପାଇଁ କାହାଣୀକୁ ଏଠାରେ ବନ୍ଦ କରନ୍ତି ଯାହା ରୂତଙ୍କ ସମୟରେ ବିନିମୟର ପ୍ରଥାକୁ ବର୍ଣ୍ଣନା କରେ । ଗୋଟିଏ କାହାଣୀରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ଆପଣଙ୍କ ନିଜ ଭାଷାର ଉପାୟ ବ୍ୟବହାର କରନ୍ତୁ । [[rc://en/ta/man/translate/writing-background]]) ଦେଖନ୍ତୁ)
RUT 4 7 lgf5 writing-background לְ⁠פָנִ֨ים 1 in earlier times **ପୂର୍ବକାଳରେ** କିମ୍ବା **ବହୁ ପୂର୍ବରୁ** ଏହାର ଅର୍ଥ ଯେତେବେଳେ ରୂତଙ୍କ ପୁସ୍ତକ ଲେଖାଯାଇଥିଲା ସେତେବେଳେ ଏହି ରୀତିକୁ ଅଭ୍ୟାସ କରାଯାଉ ନଥିଲା।

[[rc://en/ta/man/translate/writing-background]])ଦେଖନ୍ତୁ)
RUT 4 7 wga9 writing-background וְ⁠זֹאת֩ 1 Now … this is how **ବର୍ତ୍ତମାନ ଏହିରୂପ ରୀତି ଥିଲା** ରୂତ ପୁସ୍ତକର ଲେଖକ କିଛି ପୃଷ୍ଠଭୂମି ସୂଚନା ଦେବା ପାଇଁ କାହାଣୀକୁ ଏଠାରେ ବନ୍ଦ କରନ୍ତି ଯାହା ରୂତଙ୍କ ସମୟରେ ବିନିମୟର ପ୍ରଥାକୁ ବର୍ଣ୍ଣନା କରେ। ଗୋଟିଏ କାହାଣୀରେ ପୃଷ୍ଠଭୂମି ସୂଚନା ପ୍ରଦାନ କରିବାକୁ ଆପଣଙ୍କ ନିଜ ଭାଷାର ଉପାୟ ବ୍ୟବହାର କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 4 7 lgf5 writing-background לְ⁠פָנִ֨ים 1 in earlier times **ପୂର୍ବକାଳରେ** କିମ୍ବା **ବହୁ ପୂର୍ବରୁ** ଏହାର ଅର୍ଥ ଯେତେବେଳେ ରୂତଙ୍କ ପୁସ୍ତକ ଲେଖାଯାଇଥିଲା ସେତେବେଳେ ଏହି ରୀତିକୁ ଅଭ୍ୟାସ କରାଯାଉ ନ ଥିଲା। (ଦେଖନ୍ତୁ: [[rc://en/ta/man/translate/writing-background]])
RUT 4 7 d46w לְ⁠רֵעֵ֑⁠הוּ 1 to his friend **ଅନ୍ୟ** **ବନ୍ଧୁକୁ** - ଏହା ସେ ଚୁକ୍ତି କରୁଥିବା ବ୍ୟକ୍ତିଙ୍କୁ ସୂଚାଏ । ଏହି ପରିସ୍ଥିତିରେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ବୋୟଜଙ୍କୁ ତାଙ୍କ ପାଦୁକା କାଢ଼ି ଦେଲେ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 4 8 ab44 וַ⁠יֹּ֧אמֶר הַ⁠גֹּאֵ֛ל 1 So the kinsman-redeemer said ପଦ 7 ର ପୃଷ୍ଠଭୂମି ସୂଚନା ପରେ କାହାଣୀ ଏଠାରେ ପୁଣି ଆରମ୍ଭ ହୁଏ ।  ଆପଣଙ୍କର ଭାଷା ଶୈଳୀରେ କାହାଣୀକୁ ପୁଣି ଆରମ୍ଭ କରନ୍ତୁ ।
RUT 4 9 zz42 figs-hyperbole לַ⁠זְּקֵנִ֜ים וְ⁠כָל־הָ⁠עָ֗ם 1 to the elders and to all the people ଏହା ନଗରର ସମସ୍ତ ଲୋକମାନଙ୍କୁ ସୂଚାଏ ନାହିଁ କିନ୍ତୁ ଯେଉଁମାନେ ସଭାସ୍ଥଳରେ ଉପସ୍ଥିତ ଥିଲେ ସେସମସ୍ତ ଲୋକମାନଙ୍କୁ ଏହା ସୂଚାଏ । ([[rc://en/ta/man/translate/figs-hyperbole]] ଦେଖନ୍ତୁ)

Can't render this file because it contains an unexpected character in line 36 and column 916.