Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 05:57:08 +00:00
parent 8d463d49e2
commit b21f62889c
1 changed files with 1 additions and 1 deletions

View File

@ -62,7 +62,7 @@ RUT 1 20 swe9 translate-names מָרָ֔א 1 Mara ଏହା ଏକ ଏବ୍ର
RUT 1 21 n9zc אֲנִי֙ מְלֵאָ֣ה הָלַ֔כְתִּי וְ⁠רֵיקָ֖ם הֱשִׁיבַ֣⁠נִי יְהוָ֑ה 1 I went out full, but Yahweh has caused me to return empty ଯେତେବେଳେ ନୟମୀ ବେଥଲିହିମରୁ ବାହାରିଗଲେ, ସେତେବେଳେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ପୁତ୍ର ଥିଲେ ଏବଂ ସେ ବହୁତ ଖୁସି ଥିଲେ । ନୟମୀ ତାଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ମୃତ୍ୟୁ ପାଇଁ ସଦାପ୍ରଭୁଙ୍କୁ ଦାୟୀ କରି କହନ୍ତି ଯେ ସେ ସେମାନଙ୍କ ବିନା ତାହାଙ୍କୁ ବେଥଲିହିମକୁ ଫେରାଇ ଆଣିଛନ୍ତି ଏବଂ ବର୍ତ୍ତମାନ ସେ ତିକ୍ତ ଏବଂ ଅସନ୍ତୁଷ୍ଟ ଅଟନ୍ତି।
RUT 1 21 jqx5 עָ֣נָה בִ֔⁠י 1 has testified against me **ମୋତେ ଦୋଷୀ ସାବ୍ୟସ୍ତ କରିଛନ୍ତି**
RUT 1 21 t1p8 הֵ֥רַֽע לִֽ⁠י 1 has done evil to me **ମୋ ଉପରେ ବିପଦ ଆଣିଛନ୍ତି** କିମ୍ବା **ମୋ ପାଇଁ ଦୁଃଖ ଆଣିଛନ୍ତି**
RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ⁠ר֨וּת 1 So Naomi returned, with Ruth ଏହା ଏକ ସଂକ୍ଷିପ୍ତ ବକ୍ତବ୍ୟକୁ ଆରମ୍ଭ କରେ। ଇଂରାଜୀରେ ଏହାକୁ **ସେହିପରି,ତେଣୁ,ଏଣୁ** ଶବ୍ଦ ଦ୍ୱାରା ଚିହ୍ନିତ କରାଯାଏ। ଆପଣଙ୍କ ଭାଷା କିପରି ସମାପ୍ତ  କିମ୍ବା ସଂକ୍ଷିପ୍ତ ବକ୍ତବ୍ୟକୁ ନିର୍ଣ୍ଣୟ କରେ ନିଶ୍ଚିତ କରନ୍ତୁ ଏବଂ ଏଠାରେ ମଧ୍ୟ ସେହିପରି କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-endofstory]])
RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ⁠ר֨וּת 1 So Naomi returned, with Ruth ଏହା ଏକ ସଂକ୍ଷିପ୍ତ ବକ୍ତବ୍ୟକୁ ଆରମ୍ଭ କରେ। ଇଂରାଜୀରେ ଏହାକୁ **ସେହିପରି,ଏଣୁ** ଶବ୍ଦ ଦ୍ୱାରା ଚିହ୍ନିତ କରାଯାଏ। ଆପଣଙ୍କ ଭାଷା କିପରି ସମାପ୍ତ  କିମ୍ବା ସଂକ୍ଷିପ୍ତ ବକ୍ତବ୍ୟକୁ ନିର୍ଣ୍ଣୟ କରେ ନିଶ୍ଚିତ କରନ୍ତୁ ଏବଂ ଏଠାରେ ମଧ୍ୟ ସେହିପରି କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/writing-endofstory]])
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ପ୍ରଦାନ କରି ଏହା ସ୍ପଷ୍ଟ କରେ ଯେ ନୟମୀ ଏବଂ ରୂତ ବେଥଲିହିମରେ ସେତେବେଳେ ପହଞ୍ଚି ଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ଯବ-ଶସ୍ୟଚ୍ଛେଦନର ଆରମ୍ଭ କରିଥିଲେ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ଯବ** **ଅମଳ** । **ଯବ** **ଅମଳର** ବକ୍ୟାଂଶକୁ ଏକ ମୌଖ‌ିକ ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ଯବ ଅମଳ କରିବାକୁ ଆରମ୍ଭ କରୁଥିଲେ” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
RUT 2 intro ld2v 0 # ରୂତ 2 **ସାଧାରଣ ବିବରଣୀ**

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ

ବୋୟଜ ଏହା କହିଲେ କାରଣ  ସେ ରୂତଙ୍କ  ଅନ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ସୁରକ୍ଷା ଦେଇ ପାରିବେ ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ ବୋୟଜଙ୍କ ପରି ଦୟାଳୁ ଓ ଆଜ୍ଞାକାରୀ ହୋଇ ଅନ୍ୟ ସମସ୍ତ ଲୋକ ମୋଶାଙ୍କ ନିୟମକୁ ପାଳନ କରୁ ନ ଥିଲେ । [[rc://en/tw/dict/bible/kt/grace]] and [[rc://en/tw/dict/bible/kt/lawofmoses]] and [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 36 and column 916.