Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-21 03:59:47 +00:00
parent a8c186cc28
commit e39bd51368
1 changed files with 1 additions and 1 deletions

View File

@ -89,7 +89,7 @@ RUT 2 7 kj7a הַ⁠בַּ֖יִת 1 the house **କୁଟୀର** କିମ୍
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୋହର କନ୍ୟା, ମୋର କଥା ଶୁଣୁ!" କିମ୍ବା "ମୋହର କନ୍ୟା, ମୁଁ ତୁମ୍ଭକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ନମ୍ର ଭାବ ଥିଲା । ବାସ୍ତବରେ ରୂତ ବୋୟଜଙ୍କ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଦୃଷ୍ଟି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: " କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ " କିମ୍ବା "କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ ତୁମର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ଦାସଗଣ**। ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଗ୍ରହରୁ ନିବୃତ୍ତ କରିବାର ନ ଥିଲା। [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ଅଟେ ।

Can't render this file because it contains an unexpected character in line 36 and column 919.