Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-21 02:40:42 +00:00
parent 9a43b933eb
commit a8c186cc28
1 changed files with 2 additions and 2 deletions

View File

@ -172,8 +172,8 @@ RUT 3 8 ab23 ଅଳଙ୍କାରିକ-ବିସ୍ମୟ ସୂଚକ ଅବ
RUT 3 8 e7ui אִשָּׁ֔ה שֹׁכֶ֖בֶת מַרְגְּלֹתָֽי⁠ו 1 a woman was lying at his feet ସେହି ସ୍ତ୍ରୀ ରୂତ ଥିଲେ, କିନ୍ତୁ ଅନ୍ଧକାର ହେତୁ ବୋୟଜ ତାଙ୍କୁ ଚିହ୍ନି ପାରିଲେ ନାହିଁ।
RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନ ଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ କହିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ ।
RUT 3 9 xp1b ଅଳଙ୍କାରିକ-ରୂଢ଼ି וּ⁠פָרַשְׂתָּ֤ כְנָפֶ֨⁠ךָ֙ עַל־אֲמָ֣תְ⁠ךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହ କରନ୍ତୁ" [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 9 l5g4 גֹאֵ֖ל 1 a kinsman-redeemer
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନଠାରୁ ଅଧିକ ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରୁଛନ୍ତି ।**
RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସ୍ନେହପୂର୍ଣ୍ଣ କରୁଣା** **ଦେଖାଇଅଛ**
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ କହିବା କଥାକୁ ସୂଚାଏ। ବୋୟଜ ଦେଖିଲେ ଯେ ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରକୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ଏହା ସୂଚିତ କରେ ଯେ ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିଲେ।
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଖୋଜୁ ନାହଁ ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରିଥାନ୍ତେ ଏବଂ ନୟମୀଙ୍କ ସମ୍ପର୍କୀୟମାନଙ୍କ ବାହାରେ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜିଥାନ୍ତେ, କିନ୍ତୁ ସେ ତାହା କରିନଥିଲେ। [[rc://en/ta/man/translate/figs-idiom]])ଦେଖନ୍ତୁ)

Can't render this file because it contains an unexpected character in line 36 and column 919.