Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-21 02:36:04 +00:00
parent d87357e2d3
commit 9a43b933eb
1 changed files with 19 additions and 19 deletions

View File

@ -149,30 +149,30 @@ RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מ
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ କ୍ଳାନ୍ତରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ ନୁହେଁ । ଏହାର ଅର୍ଥ ସ୍ୱାମୀ ସହିତ ଏକ ଉତ୍ତମ ଗୃହରେ ସ୍ଥାୟୀ ବିଶ୍ରାମ ଏବଂ ସୁରକ୍ଷିତ ସ୍ଥାନ ଅଟେ । ([[rc://en/ta/man/translate/figs-metaphor]]ଦେଖନ୍ତୁ)
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement: ପଦ 1 ରେ ନୟମୀଙ୍କ ଆଳଙ୍କାରିକ ପ୍ରଶ୍ନ ସେ ପଦ 2-4 ରେ ରୂତଙ୍କୁ ଦେବାକୁ ଯାଉଥିବା ପରାମର୍ଶର କାରଣ ଦର୍ଶାଏ । ଏହି ଶବ୍ଦ ପଦ 1 ର ଫଳାଫଳକୁ ଚିହ୍ନିତ କରେ । ଅନ୍ୟ ଅର୍ଥରେ, ନୟମୀ ରୂତଙ୍କୁ କ’ଣ କରିବା ଆବଶ୍ୟକ (3:2-4) ସେ ବିଷୟରେ ତାଙ୍କୁ ପରାମର୍ଶ ଦିଅନ୍ତି (3:1) କାରଣ ସେ ରୂତଙ୍କ ପାଇଁ ଏକ ଉତ୍ତମ, ସୁରକ୍ଷିତ ଗୃହ ଖୋଜିବାକୁ ଇଚ୍ଛା କରନ୍ତି | ଯଦି ଫଳାଫଳ ପରେ କାରଣ ଦେବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପଦ 2-4 ପରେ ପଦ 1 କୁ ରଖି ପାରନ୍ତି, ଯାହାକି ପଦ 1-4 ଭାବରେ ଚିହ୍ନିତ ହେବ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ, ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ (2:20 ଦେଖନ୍ତୁ) । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଜାଣ ଯେ ବୋୟଜ ଆମ୍ଭର କୁଟୁମ୍ବିୟ ଅଟନ୍ତି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ ତେବେ ରୂତ ଦାସୀମାନଙ୍କ ସଙ୍ଗରେ ସେହି ସ୍ତ୍ରୀ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବୋଲି ଅନୁବାଦକୁ ସ୍ପଷ୍ଟ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ମହିଳା ଦାସୀମାନଙ୍କ ସଙ୍ଗରେ ତୁମ୍ଭେ କ୍ଷେତ୍ରରେ ଥିଲ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖ** ଶବ୍ଦ ନିମ୍ନଲିଖିତ ବକ୍ତବ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚିତ କରେ। ( [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ ତେବେ ରୂତ ଦାସୀମାନଙ୍କ ସଙ୍ଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବୋଲି ଅନୁବାଦକୁ ସ୍ପଷ୍ଟ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ମହିଳା ଦାସୀମାନଙ୍କ ସଙ୍ଗରେ ତୁମ୍ଭେ କ୍ଷେତ୍ରରେ ଥିଲ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖ** ଶବ୍ଦ ନିମ୍ନଲିଖିତ ବକ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚିତ କରେ। ( [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 ms25 זֹרֶ֛ה 1 will be winnowing **ସେ ଯବ ଝାଡ଼ୁଥିବେ**,  ଝାଡ଼ିବାର ଅର୍ଥ ଉଭୟ ଶସ୍ୟ ଏବଂ ଚୁଷକୁ ଅଲୋଡା ଶସ୍ୟରୂ ପୃଥକ କରିବା ଅଟେ ଯାହା ପବନରେ ଚୁଷକୁ ଉଡ଼ାଇ ପୃର୍ଥକ କରାଯାଇଥାଏ।
RUT 3 3 ru6z וָ⁠סַ֗כְתְּ 1 and anoint yourself ଏହା ବୋଧହୁଏ ଏକ ବ୍ୟକ୍ତି ବ୍ୟବହାର କରୁଥିବା ଅତରକୁ ସୂଚାଏ ଯାହା ଏକ ପ୍ରକାର ସୁଗନ୍ଧିତ ତୈଳ ଅଟେ।
RUT 3 3 e92h וְיָרַ֣דְתְּ הַ⁠גֹּ֑רֶן 1 and go down to the threshing floor ଏହା ନଗରର ବାହାରେ ଖୋଲା ସମତଳ ଅଞ୍ଚଳକୁ ଯିବାକୁ ସୂଚାଏ ଯେଉଁଠାରେ ଶ୍ରମିକମାନେ ଶସ୍ୟରୁ ଦାନା ଓ ଅଗାଡ଼ି ପାଛୁଡ଼ି ବାହାର କରିପାରିବେ ।
RUT 3 4 jdr5 figs-imperative וִ⁠יהִ֣י 1 And let it be that **ତ'ପରେ ଏପରି କର:** ଏହା ଏକ ସାଧାରଣ ନିର୍ଦ୍ଦେଶ ଯାହା ପରବର୍ତ୍ତୀ ନିର୍ଦ୍ଦେଶଗୁଡ଼ିକୁ ପରିଚିତ କରାଏ ଯାହା ନୟମୀ ରୂତଙ୍କୁ ଦେବାକୁ ଯାଉଛନ୍ତି।  ଯେପରି ଆପଣଙ୍କ ଭାଷାରେ ଲୋକମାନେ ଏହାକୁ ପ୍ରକାଶ କରନ୍ତି, ସେହିପରି ଏହାକୁ ଅନୁବାଦ କରନ୍ତୁ । [[rc://en/ta/man/translate/figs-imperative]])ଦେଖନ୍ତୁ)
RUT 3 4 ab21 grammar-connect-time-background בְ⁠שָׁכְב֗⁠וֹ 1 when he lies down, ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ବୋୟଜ କେଉଁଠାରେ ଶୟନ କରିବେ ତାହା ରୂତ ଦେଖିବା ଉଚିତ ବୋଲି ବ୍ୟାଖ୍ୟା କରେ । [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 3 4 ln1m translate-symaction וְ⁠גִלִּ֥ית מַרְגְּלֹתָ֖י⁠ו 1 and uncover his feet ଏହାର ଅର୍ଥ ହେଉଛି ତାଙ୍କ ପାଦ (କିମ୍ବା ଗୋଡରେ) ଆଚ୍ଛାଦନ ହେଇଥିବ ପୋଷାକ କିମ୍ବା ଚାଦରକୁ ବାହାର କରିବା । ସମ୍ଭବତଃ ସ୍ତ୍ରୀର ଏହି କାର୍ଯ୍ୟକୁ ବିବାହର ପ୍ରସ୍ତାବ ଭାବରେ ସ୍ପଷ୍ଟ କରାଯାଇପାରେ । [[rc://en/ta/man/translate/translate-symaction]]) ଦେଖନ୍ତୁ)
RUT 3 4 ab21 ସମୟ-ପୃଷ୍ଠଭୂମିକୁ-ବ୍ୟାକରଣ-ସଂଯୋଗ କରେ בְ⁠שָׁכְב֗⁠וֹ 1 when he lies down, ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ବୋୟଜ କେଉଁଠାରେ ଶୟନ କରିବେ ତାହା ରୂତ ଦେଖିବା ଉଚିତ ବୋଲି ବ୍ୟାଖ୍ୟା କରେ । [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 3 4 ln1m translate-symaction וְ⁠גִלִּ֥ית מַרְגְּלֹתָ֖י⁠ו 1 and uncover his feet ଏହାର ଅର୍ଥ ତାଙ୍କ ପାଦ (କିମ୍ବା ଗୋଡରେ) ଆଚ୍ଛାଦନ ହେଇଥିବ ପୋଷାକ କିମ୍ବା ଚାଦରକୁ ବାହାର କରିବା । ସମ୍ଭବତଃ ସ୍ତ୍ରୀର ଏହି କାର୍ଯ୍ୟକୁ ବିବାହର ପ୍ରସ୍ତାବ ଭାବରେ ସ୍ପଷ୍ଟ କରାଯାଇପାରେ । [[rc://en/ta/man/translate/translate-symaction]]) ଦେଖନ୍ତୁ)
RUT 3 4 zi01 מַרְגְּלֹתָ֖י⁠ו 1 his feet ଏଠାରେ ବ୍ୟବହୃତ ହେଇଥିବ ଶବ୍ଦ ତାଙ୍କ ପାଦ କିମ୍ବା ଗୋଡକୁ ସୂଚାଇପାରେ।
RUT 3 4 l4we וְשָׁכָ֑בְתְּ 1 and lie down **ଏବଂ ଏଠାରେ  ଶୟନ କର।**
RUT 3 4 w1u5 וְ⁠הוּא֙ יַגִּ֣יד לָ֔⁠ךְ אֵ֖ת אֲשֶׁ֥ר תַּעַשִֽׂי⁠ן 1 Then he, himself, will tell you what you should do ସେହି ସମୟର ନିର୍ଦ୍ଦିଷ୍ଟ ପ୍ରଥା ଅସ୍ପଷ୍ଟ, କିନ୍ତୁ ନୟମୀର ବିଶ୍ୱାସ ଥିଲା ଯେ ରୂତଙ୍କ କାର୍ଯ୍ୟକୁ ଦେଖି ବୋୟାଜ ବୁଝିପାରିବେ ଯେ ଏହା ବିବାହ ପ୍ରସ୍ତାବ ବୋଲି**।** ବୋୟାଜ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବେ ନହେଲେ ପ୍ରତ୍ୟାଖ୍ୟାନ କରିବେ**।**
RUT 3 4 nn4g וְ⁠הוּא֙ יַגִּ֣יד 1 Then he, himself, will tell **ଯେତେବେଳେ ସେ ଉଠିବେ, ତୁମ୍ଭକୁ କହିବେ**
RUT 3 6 ab22 figs-events וַ⁠תַּ֕עַשׂ כְּ⁠כֹ֥ל אֲשֶׁר־צִוַּ֖תָּ⁠ה חֲמוֹתָֽ⁠הּ׃ 1 and did according to everything that her mother-in-law had instructed her. ରୂତ 7 ପଦରେ କାର୍ଯ୍ୟଗୁଡିକୁ ବକ୍ତବ୍ ସଂକ୍ଷିପ୍ତରେ ପ୍ରକାଶ କରିବେ**।** ଯଦି ଲୋକମାନେ ବୁଝିପରନ୍ତି ଯେ ରୂତ ଏହି କାର୍ଯ୍ୟଗୁଡ଼ିକୁ 6 ପଦରେ କରିଥିଲେ ପୁନର୍ବାର ତାହାକୁ 7 ପଦରେ କଲେ, ତେବେ ଆପଣମନେ ଏହି ବାକ୍ୟକୁ ଏପରି **ଓ ସେ ତାଙ୍କ ଶାଶୁଙ୍କ ଆଦେଶକୁ** **ପାଳନ କଲେ**ବୋଲି ଅନୁବାଦ କରିପାରିବ **।** କିମ୍ବା ଯଦି ଏହା ଘଟଣାଗୁଡ଼ିକୁ ଅଧିକ ସ୍ପଷ୍ଟ କରିବ, ତେବେ ଆପଣ ଏହି ବାକ୍ୟକୁ 7 ପଦର ଶେଷକୁ ଘୁଞ୍ଚାଇ ପାରିବେ, ତା’ପରେ ପଦ ସଂଖ୍ୟାଗୁଡ଼ିକୁ ଏକ ପଦବୀ ଭାବରେ ସଂଯୁକ୍ତ କରି ପାରିବେ (6-7) | [[rc://en/ta/man/translate/figs-events]])ଦେଖନ୍ତୁ)
RUT 3 7 fz7e figs-metonymy וַ⁠יִּיטַ֣ב לִבּ֔⁠וֹ 1 and his heart was good ଏଠାରେ **ହୃଦୟ** “ଭାବନା” ବା “ସ୍ୱଭାବ” ପାଇଁ ବ୍ୟବହାର କରାଯାଏ**।** ବୋୟାଜଙ୍କ ଭାବନା କିମ୍ବା ଅନୁଭବ ଭଲ ଥିଲା**।** ଏହାର ଅର୍ଥ ଏହା ନୁହେଁ ଯେ ବୋୟଜ ମଦ୍ୟପାନ କରିଥିଲେ**।** ଏକାନ୍ତର ଅନୁବାଦ: “ଏବଂ ସେ ଭଲ ଅନୁଭବ କଲେ” କିମ୍ବା “ଏବଂ ସେ ଭଲ ମନୋଭାବରେ ଥିଲେ” [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 3 7 y6gk וַ⁠תָּבֹ֣א בַ⁠לָּ֔ט 1 Then she came quietly **ତା’ପରେ ସେ ଲୁଚି ଲୁଚି** **ଭିତରକୁ ପ୍ରବେଶ କଲେ** କିମ୍ବା **ଯେପରି କେହି ତାଙ୍କ କଥା ଶୁଣିବେ ନାହିଁ** **ଏଥି ପାଇଁ** **ସେ ଚୁପଚାପ୍ ରେ ଭିତରକୁ ପ୍ରବେଶ କଲେ** **।**
RUT 3 7 eq2u וַ⁠תְּגַ֥ל מַרְגְּלֹתָ֖י⁠ו 1 and uncovered his feet **ଏବଂ** **ସେ** **ତାଙ୍କ ଗୋଡରୂ** **ଆବରଣଗୁଡ଼ିକ ବାହର କରିଦେଲେ।**
RUT 3 7 pb6l וַ⁠תִּשְׁכָּֽב 1 and lay down **ଏବଂ ସେଠାରେ** **ଶୟନ କର।**
RUT 3 8 pz92 writing-newevent וַ⁠יְהִי֙ בַּ⁠חֲצִ֣י הַ⁠לַּ֔יְלָה 1 Then it happened in the middle of the night ଏହି ବାକ୍ୟାଂଶ କାହାଣୀରେ ଏକ ନୂତନ ଘଟଣାର ପରିଚୟ ଦିଏ, ବୋୟାଜ କେତେବେଳେ ଉଠିଲା ଏହାକୁ ସ୍ପଷ୍ଟ କରେ। [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 8 xun6 וַ⁠יֶּחֱרַ֥ד 1 that … was startled ବୋୟଜ କ’ଣ ପାଇଁ ଚମତ୍କୃତ ହେଲେ ତାହା ସ୍ପଷ୍ଟ ହୋଇନାହିଁ। ସମ୍ଭବତଃ ସେ ତାଙ୍କ ପାଦରେ କିମ୍ବା ଗୋଡରେ ହଠାତ୍ ଥଣ୍ଡା ପବନକୁ ଅନୁଭବ କଲେ।
RUT 3 8 ab23 figs-exclamations וְ⁠הִנֵּ֣ה 1 And behold ଏହି ଶବ୍ଦଟି ଦର୍ଶାଏ ଯେ ଯାହା ଅନୁସରଣ କଲା ତାହା ବୋୟାଜ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଆଶ୍ଚର୍ଯ୍ୟ ପ୍ରକଟ କରିବାର ଭାଷା ବ୍ୟବହାର କରନ୍ତୁ [[rc://en/ta/man/translate/figs-exclamations]]) ଦେଖନ୍ତୁ)
RUT 3 8 e7ui אִשָּׁ֔ה שֹׁכֶ֖בֶת מַרְגְּלֹתָֽי⁠ו 1 a woman was lying at his feet ସେହି ସ୍ତ୍ରୀ ଜଣକ ରୂତ ଥିଲେ, କିନ୍ତୁ ଅନ୍ଧକାର ଯୋଗୁ ବୋୟଜ ତାଙ୍କୁ ଚିହ୍ନି ପାରିଲେ ନାହିଁ।
RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ ବର୍ଣ୍ଣନା କରିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ ।
RUT 3 9 xp1b figs-idiom וּ⁠פָרַשְׂתָּ֤ כְנָפֶ֨⁠ךָ֙ עַל־אֲמָ֣תְ⁠ךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହକର" <br><br>[[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ।
RUT 3 4 l4we וְשָׁכָ֑בְתְּ 1 and lie down **ଏବଂ ସେଠାରେ ଶୟନ କର**
RUT 3 4 w1u5 וְ⁠הוּא֙ יַגִּ֣יד לָ֔⁠ךְ אֵ֖ת אֲשֶׁ֥ר תַּעַשִֽׂי⁠ן 1 Then he, himself, will tell you what you should do ସେହି ସମୟର ନିର୍ଦ୍ଦିଷ୍ଟ ପ୍ରଥା ଅସ୍ପଷ୍ଟ, କିନ୍ତୁ ନୟମୀର ବିଶ୍ୱାସ ଥିଲା ଯେ ରୂତଙ୍କ କାର୍ଯ୍ୟକୁ ଦେଖି ଏହା ଏକ ବିବାହ ପ୍ରସ୍ତାବ ବୋଲି ବୋୟାଜ ବୁଝିପାରିବେ **।** ତା'ପରେ ବୋୟାଜ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବେ ନହେଲେ ପ୍ରତ୍ୟାଖ୍ୟାନ କରିବେ**।**
RUT 3 4 nn4g וְ⁠הוּא֙ יַגִּ֣יד 1 Then he, himself, will tell **ଯେତେବେଳେ ସେ ଉଠିବେ, ସେ କହିବେ**
RUT 3 6 ab22 ଅଳଙ୍କାରିକ-ଘଟଣାଗୁଡ଼ିକ וַ⁠תַּ֕עַשׂ כְּ⁠כֹ֥ל אֲשֶׁר־צִוַּ֖תָּ⁠ה חֲמוֹתָֽ⁠הּ׃ 1 and did according to everything that her mother-in-law had instructed her. ରୂତ 7 ପଦରେ କରିବାକୁ ଥିବା କାର୍ଯ୍ୟଗୁଡିକୁ ଏହି କ୍ୟ ସଂକ୍ଷିପ୍ତରେ ପ୍ରକାଶ କରେ**।** ଯଦି ରୂତ ଏହି କାର୍ଯ୍ୟଗୁଡ଼ିକୁ 6 ପଦରେ କରିଥିଲେ ପୁନର୍ବାର ସେଗୁଡ଼ିକୁ 7 ପଦରେ କରିବେ ବୋଲି ଲୋକମାନେ ବୁଝନ୍ତି, ତେବେ ଆପଣ ଏହି ବାକ୍ୟକୁ  **ଓ ସେ ତାଙ୍କ ଶାଶୁଙ୍କ ଆଦେଶକୁ** **ପାଳନ କଲେ** ବୋଲି ଅନୁବାଦ କରିପାରିବ **।** କିମ୍ବା ଯଦି ଏହା ଘଟଣାଗୁଡ଼ିକର କ୍ରମକୁ ଅଧିକ ସ୍ପଷ୍ଟ କରେ, ତେବେ ଆପଣ ଏହି ବାକ୍ୟକୁ 7 ପଦର ଶେଷରେ ଉଲ୍ଲେଖ କରିପାରିବେ, ତା’ପରେ ପଦ ସଂଖ୍ୟାଗୁଡ଼ିକୁ (6-7) ଭାବରେ ସଂଯୁକ୍ତ କରି ପାରିବେ  | [[rc://en/ta/man/translate/figs-events]])ଦେଖନ୍ତୁ)
RUT 3 7 fz7e ଅଳଙ୍କାରିକ-ଲକ୍ଷଣାତ୍ମକ ଶବ୍ଦ וַ⁠יִּיטַ֣ב לִבּ֔⁠וֹ 1 and his heart was good ଏଠାରେ **ହୃଦୟ** “ଭାବନା” କିମ୍ବା “ସ୍ୱଭାବ” ପାଇଁ ବ୍ୟବହାର କରାଯାଇଅଛି**।** ବୋୟଜଙ୍କ ଭାବନା କିମ୍ବା ଅନୁଭବଗୁଡ଼ିକ ଉତ୍ତମ ଥିଲା**।** ଏହାର ଅର୍ଥ ଏହା ନୁହେଁ ଯେ ବୋୟଜ ମଦ୍ୟପାନ କରିଥିଲେ**।** ବିକଳ୍ପ ଅନୁବାଦ: “ଓ ସେ ଆନନ୍ଦିତ ଥିଲେ” କିମ୍ବା “ଓ ସେ ଭଲ ମନୋଭାବରେ ଥିଲେ” [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 3 7 y6gk וַ⁠תָּבֹ֣א בַ⁠לָּ֔ט 1 Then she came quietly **ତା’ପରେ ସେ ଲୁଚି ଲୁଚି** **ଗଲେ** କିମ୍ବା **ଯେପରି କେହି ତାଙ୍କୁ ଶୁଣି ପାରିବେ ନାହିଁ** **ଏଥିପାଇଁ** **ସେ ଧିରେ ଧିରେ ଗଲେ**
RUT 3 7 eq2u וַ⁠תְּגַ֥ל מַרְגְּלֹתָ֖י⁠ו 1 and uncovered his feet **ଓ ଚରଣ ସମୀପସ୍ଥ ସ୍ଥାନ ଅନାବୃତ କଲେ**
RUT 3 7 pb6l וַ⁠תִּשְׁכָּֽב 1 and lay down **ଓ ସେଠାରେ** **ଶୟନ କଲେ**
RUT 3 8 pz92 ନୂତନ ଘଟଣାଗୁଡ଼ିକୁ-ଲେଖିବା וַ⁠יְהִי֙ בַּ⁠חֲצִ֣י הַ⁠לַּ֔יְלָה 1 Then it happened in the middle of the night ଏହି ବାକ୍ୟାଂଶଟି କାହାଣୀରେ ଏକ ନୂତନ ଘଟଣାକୁ ପରିଚୟ କରାଏ, ବୋୟଜ କେତେବେଳେ ଉଠିଲେ ତାହା ସ୍ପଷ୍ଟ କରେ। [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 8 xun6 וַ⁠יֶּחֱרַ֥ד 1 that … was startled ବୋୟଜ କାହିଁକି  ଚକିତ ହେଲେ ତାହା ସ୍ପଷ୍ଟ ନୁହେଁ। ସମ୍ଭବତଃ ସେ ତାଙ୍କ ପାଦରେ କିମ୍ବା ଗୋଡରେ ହଠାତ୍ ଥଣ୍ଡା ପବନକୁ ଅନୁଭବ କଲେ।
RUT 3 8 ab23 ଅଳଙ୍କାରିକ-ବିସ୍ମୟ ସୂଚକ ଅବ୍ୟୟ וְ⁠הִנֵּ֣ה 1 And behold ଏହି ଶବ୍ଦଟି ଦର୍ଶାଏ ଯେ ଯାହା ଘଟିଲା ତାହା ବୋୟଜଙ୍କ ପାଇଁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା । ଆଶ୍ଚର୍ଯ୍ୟ ପ୍ରକଟ କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଉପାୟକୁ ବ୍ୟବାହର କରନ୍ତୁ [[rc://en/ta/man/translate/figs-exclamations]]) ଦେଖନ୍ତୁ)
RUT 3 8 e7ui אִשָּׁ֔ה שֹׁכֶ֖בֶת מַרְגְּלֹתָֽי⁠ו 1 a woman was lying at his feet ସେହି ସ୍ତ୍ରୀ ରୂତ ଥିଲେ, କିନ୍ତୁ ଅନ୍ଧକାର ହେତୁ ବୋୟଜ ତାଙ୍କୁ ଚିହ୍ନି ପାରିଲେ ନାହିଁ।
RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟଜଙ୍କର ଦାସୀମାନଙ୍କ ମଧ୍ୟରୁ ଜଣେ ନ ଥିଲେ, କିନ୍ତୁ ସେ ନିଜକୁ ବୋୟଜଙ୍କର ଦାସୀ ବୋଲି ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ନିଜକୁ କହିଥିଲେ। ଭଦ୍ରତା ଏବଂ ସମ୍ମାନ ପ୍ରକାଶ କରିବାକୁ ଆପଣଙ୍କ ଭାଷାର ଉପାୟ ବ୍ୟବହାର କରନ୍ତୁ ।
RUT 3 9 xp1b ଅଳଙ୍କାରିକ-ରୂଢ଼ି וּ⁠פָרַשְׂתָּ֤ כְנָפֶ֨⁠ךָ֙ עַל־אֲמָ֣תְ⁠ךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହ କରନ୍ତୁ" [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 9 l5g4 גֹאֵ֖ל 1 a kinsman-redeemer
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନଠାରୁ ଅଧିକ ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରୁଛନ୍ତି ।**
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ କହିବା କଥାକୁ ସୂଚାଏ। ବୋୟଜ ଦେଖିଲେ ଯେ ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରକୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ଏହା ସୂଚିତ କରେ ଯେ ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିଲେ।

Can't render this file because it contains an unexpected character in line 36 and column 919.