Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 19:18:06 +00:00
parent c0afb5ed63
commit d87357e2d3
1 changed files with 7 additions and 7 deletions

View File

@ -149,13 +149,13 @@ RUT 3 1 nxr8 figs-rquestion הֲ⁠לֹ֧א אֲבַקֶּשׁ־לָ֛⁠ךְ מ
RUT 3 1 uw2p figs-metaphor לָ֛⁠ךְ מָנ֖וֹחַ 1 a resting place for you ଏହାର ଅର୍ଥ କ୍ଳାନ୍ତରୁ ଅସ୍ଥାୟୀ ଭାବରେ ବିଶ୍ରାମ ନେବାକୁ ଏକ ସ୍ଥାନ ନୁହେଁ । ଏହାର ଅର୍ଥ ସ୍ୱାମୀ ସହିତ ଏକ ଉତ୍ତମ ଗୃହରେ ସ୍ଥାୟୀ ବିଶ୍ରାମ ଏବଂ ସୁରକ୍ଷିତ ସ୍ଥାନ ଅଟେ । ([[rc://en/ta/man/translate/figs-metaphor]]ଦେଖନ୍ତୁ)
RUT 3 2 jdr4 grammar-connect-logic-result וְ⁠עַתָּ֗ה 1 Connecting Statement: ପଦ 1 ରେ ନୟମୀଙ୍କ ଆଳଙ୍କାରିକ ପ୍ରଶ୍ନ ସେ ପଦ 2-4 ରେ ରୂତଙ୍କୁ ଦେବାକୁ ଯାଉଥିବା ପରାମର୍ଶର କାରଣ ଦର୍ଶାଏ । ଏହି ଶବ୍ଦ ପଦ 1 ର ଫଳାଫଳକୁ ଚିହ୍ନିତ କରେ । ଅନ୍ୟ ଅର୍ଥରେ, ନୟମୀ ରୂତଙ୍କୁ କ’ଣ କରିବା ଆବଶ୍ୟକ (3:2-4) ସେ ବିଷୟରେ ତାଙ୍କୁ ପରାମର୍ଶ ଦିଅନ୍ତି (3:1) କାରଣ ସେ ରୂତଙ୍କ ପାଇଁ ଏକ ଉତ୍ତମ, ସୁରକ୍ଷିତ ଗୃହ ଖୋଜିବାକୁ ଇଚ୍ଛା କରନ୍ତି | ଯଦି ଫଳାଫଳ ପରେ କାରଣ ଦେବା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପଦ 2-4 ପରେ ପଦ 1 କୁ ରଖି ପାରନ୍ତି, ଯାହାକି ପଦ 1-4 ଭାବରେ ଚିହ୍ନିତ ହେବ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 3 2 b4h8 figs-rquestion הֲ⁠לֹ֥א בֹ֨עַז֙ מֹֽדַעְתָּ֔⁠נוּ 1 is not Boaz our relative ପୂର୍ବରୁ ରୂତଙ୍କୁ କହିଥିବା କଥାକୁ ସ୍ମରଣ କରାଇବା ପାଇଁ, ସେ ଯାହା କହିବାକୁ ଯାଉଛନ୍ତି ତାହାର କାରଣ ଦର୍ଶାଇବା ପାଇଁ ନୟମୀ ଏହି ପ୍ରଶ୍ନକୁ ବ୍ୟବହାର କଲେ (2:20 ଦେଖନ୍ତୁ) । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଜାଣ ଯେ ବୋୟଜ ଆମ୍ଭର କୁଟୁମ୍ବିୟ ଅଟନ୍ତି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ, ଅନୁବାଦକୁ ସ୍ପଷ୍ଟ କରାଯାଇପାରେ ଯେ ଦାସୀମାନଙ୍କ ସହିତ ସେହି ସ୍ତ୍ରୀ କ୍ଷେତ୍ରରେ କାମ କରୁଥିଲେ । ବିକଳ୍ପ ଅନୁବାଦ: “ମହିଳା ଦାସୀମାନେ ତୁମ୍ଭ କ୍ଷେତ୍ରରେ ଅଛନ୍ତି ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖିବା** ଶବ୍ଦ ଦ୍ୱାରା ଏହା ସୂଚିତ କରେ ଯେ ନିମ୍ନଲିଖିତ ବକ୍ତବ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 ms25 זֹרֶ֛ה 1 will be winnowing ସେ ପାଛୁଡ଼ି ହେଉଥିବର ଅର୍ଥ ହେଉଛି ଉଭୟ ଶସ୍ୟ ଏବଂ ଧାନକୁ ଉପରକୁ ଉଡ଼ାଈଲା ଭଳି ପାଛୁଡ଼ି ଦେଇ ଅଲୋଡା ଧାନରୁ ଶସ୍ୟକୁ ପୃଥକ କରିବା, ପବନକୁ ଚାଫକୁ ଉଡ଼ାଇବାକୁ ଦେଇଥାଏ।
RUT 3 3 ru6z וָ⁠סַ֗כְתְּ 1 and anoint yourself ଏହା ବୋଧହୁଏ ଏକ ବ୍ୟକ୍ତି ବ୍ୟବହାର ଅତରକୁ ସୂଚାଏ ଯାହା ଏକ ପ୍ରକାର ସୁଗନ୍ଧିତ ତୈଳ ଅଟେ।
RUT 3 3 e92h וְיָרַ֣דְתְּ הַ⁠גֹּ֑רֶן 1 and go down to the threshing floor ସହର ବାହାରେ ଖୋଲା ସମତଳ ଅଞ୍ଚଳକୁ ଯିବାକୁ ଏହା ସୂଚାଏ ଯେଉଁଠାରେ ଶ୍ରମିକମାନେ ଶସ୍ୟରୁ ଦାନା ଓ ଅଗାଡ଼ି ପାଛୁଡ଼ି ବାହାର କରିପାରିବେ ।
RUT 3 4 jdr5 figs-imperative וִ⁠יהִ֣י 1 And let it be that **ଏହିପରି କରନ୍ତୁ:** ଏହା ଏକ ସାଧାରଣ ନିର୍ଦ୍ଦେଶ ଯାହା ପରବର୍ତ୍ତୀ ନିର୍ଦ୍ଦେଶକୁ  ନିର୍ଦ୍ଦିଷ୍ଟ କରେ ଯାହା ନୟମୀ  ରୂତଙ୍କୁ ଦେବାକୁ ଯାଉଛନ୍ତି। ଲୋକମାନେ ଯେପରି ତୁମ୍ଭ ଭାଷାରେ କହିପାରିବେ ସେହିପରି ଭାବରେ ଏହାକୁ ଅନୁବାଦ କରନ୍ତୁ । [[rc://en/ta/man/translate/figs-imperative]])ଦେଖନ୍ତୁ)
RUT 3 4 ab21 grammar-connect-time-background בְ⁠שָׁכְב֗⁠וֹ 1 when he lies down, ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ବୋୟଜ କେଉଁଠାରେ ଶୟନ କରିବେ ତାହା ରୂତ ଦେଖିବା ଉଚିତ ବୋଲି ବ୍ୟାଖ୍ୟା କରେ  [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 3 2 j31t figs-explicit הָיִ֖ית אֶת־נַעֲרוֹתָ֑י⁠ו 1 whose young female workers you have been working ଯଦି ଏହା ବୁଝିବାରେ ସାହାଯ୍ୟ କରେ ତେବେ ରୂତ ଦାସୀମାନଙ୍କ ସଙ୍ଗରେ ସେହି ସ୍ତ୍ରୀ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ବୋଲି ଅନୁବାଦକୁ ସ୍ପଷ୍ଟ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁ ମହିଳା ଦାସୀମାନଙ୍କ ସଙ୍ଗରେ ତୁମ୍ଭେ କ୍ଷେତ୍ରରେ ଥିଲ ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
RUT 3 2 nd8v figs-distinguish הִנֵּה 1 Look **ଦେଖ** ଶବ୍ଦ ନିମ୍ନଲିଖିତ ବକ୍ତବ୍ୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ସୂଚିତ କରେ। ( [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 3 2 ms25 זֹרֶ֛ה 1 will be winnowing **ସେ ଯବ ଝାଡ଼ୁଥିବେ**,  ଝାଡ଼ିବାର ଅର୍ଥ ଉଭୟ ଶସ୍ୟ ଏବଂ ଚୁଷକୁ ଅଲୋଡା ଶସ୍ୟରୂ ପୃଥକ କରିବା ଅଟେ ଯାହା ପବନରେ ଚୁଷକୁ ଉଡ଼ାଇ ପୃର୍ଥକ କରାଯାଇଥାଏ।
RUT 3 3 ru6z וָ⁠סַ֗כְתְּ 1 and anoint yourself ଏହା ବୋଧହୁଏ ଏକ ବ୍ୟକ୍ତି ବ୍ୟବହାର କରୁଥିବା ଅତରକୁ ସୂଚାଏ ଯାହା ଏକ ପ୍ରକାର ସୁଗନ୍ଧିତ ତୈଳ ଅଟେ।
RUT 3 3 e92h וְיָרַ֣דְתְּ הַ⁠גֹּ֑רֶן 1 and go down to the threshing floor ଏହା ନଗରର ବାହାରେ ଖୋଲା ସମତଳ ଅଞ୍ଚଳକୁ ଯିବାକୁ ସୂଚାଏ ଯେଉଁଠାରେ ଶ୍ରମିକମାନେ ଶସ୍ୟରୁ ଦାନା ଓ ଅଗାଡ଼ି ପାଛୁଡ଼ି ବାହାର କରିପାରିବେ ।
RUT 3 4 jdr5 figs-imperative וִ⁠יהִ֣י 1 And let it be that **ତ'ପରେ ଏପରି କର:** ଏହା ଏକ ସାଧାରଣ ନିର୍ଦ୍ଦେଶ ଯାହା ପରବର୍ତ୍ତୀ ନିର୍ଦ୍ଦେଶଗୁଡ଼ିକୁ ପରିଚିତ କରାଏ ଯାହା ନୟମୀ ରୂତଙ୍କୁ ଦେବାକୁ ଯାଉଛନ୍ତି।  ଯେପରି ଆପଣଙ୍କ ଭାଷାରେ ଲୋକମାନେ ଏହାକୁ ପ୍ରକାଶ କରନ୍ତି, ସେହିପରି ଏହାକୁ ଅନୁବାଦ କରନ୍ତୁ । [[rc://en/ta/man/translate/figs-imperative]])ଦେଖନ୍ତୁ)
RUT 3 4 ab21 grammar-connect-time-background בְ⁠שָׁכְב֗⁠וֹ 1 when he lies down, ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ବୋୟଜ କେଉଁଠାରେ ଶୟନ କରିବେ ତାହା ରୂତ ଦେଖିବା ଉଚିତ ବୋଲି ବ୍ୟାଖ୍ୟା କରେ  [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 3 4 ln1m translate-symaction וְ⁠גִלִּ֥ית מַרְגְּלֹתָ֖י⁠ו 1 and uncover his feet ଏହାର ଅର୍ଥ ହେଉଛି ତାଙ୍କ ପାଦ (କିମ୍ବା ଗୋଡରେ) ଆଚ୍ଛାଦନ ହେଇଥିବ ପୋଷାକ କିମ୍ବା ଚାଦରକୁ ବାହାର କରିବା । ସମ୍ଭବତଃ ସ୍ତ୍ରୀର ଏହି କାର୍ଯ୍ୟକୁ ବିବାହର ପ୍ରସ୍ତାବ ଭାବରେ ସ୍ପଷ୍ଟ କରାଯାଇପାରେ । [[rc://en/ta/man/translate/translate-symaction]]) ଦେଖନ୍ତୁ)
RUT 3 4 zi01 מַרְגְּלֹתָ֖י⁠ו 1 his feet ଏଠାରେ ବ୍ୟବହୃତ ହେଇଥିବ ଶବ୍ଦ ତାଙ୍କ ପାଦ କିମ୍ବା ଗୋଡକୁ ସୂଚାଇପାରେ।
RUT 3 4 l4we וְשָׁכָ֑בְתְּ 1 and lie down **ଏବଂ ଏଠାରେ  ଶୟନ କର।**

Can't render this file because it contains an unexpected character in line 36 and column 919.