Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:46:05 +00:00
parent c251b07d22
commit e1dee6a67c
1 changed files with 6 additions and 6 deletions

View File

@ -218,12 +218,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 5 3 smp5 χήρας τίμα 1 Honor widows ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: "ବିଧବାମାନଙ୍କ ପାଇଁ ପ୍ରଦାନ କର"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 5 3 qc6s τὰς ὄντως χήρας 1 the real widows ବିକଳ୍ପ ଅନୁବାଦ: "ବିଧବାମାନଙ୍କର ଯାହାର ଯତ୍ନ ନେବାକୁ କେହି ନାହାଁନ୍ତି"
1TI 5 4 w38h μανθανέτωσαν πρῶτον 1 let them first learn ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ, କିମ୍ବା ସମ୍ଭବତ ଉଭୟ ହୋଇପାରେ: (1) ଏହାର ଅର୍ଥ ହୋଇପାରେ ଯେ, ତାଙ୍କର ସମସ୍ତ ଧାର୍ମିକ କର୍ତ୍ତବ୍ୟ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଙ୍କ ପରିବାରର ଯତ୍ନ ନେବା, ଏବଂ ତାହା ହେଉଛି ତାଙ୍କୁ ଅଧିକ ଗୁରୁତ୍ଵ ଦେବା । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନଙ୍କର ସବୁଠାରୁ ମୌଳିକ ଅଂଶ ଭାବରେ" କିମ୍ବା (2) ଏହାର ଅର୍ଥ ହୋଇପାରେ ଯେ ଏହି ସନ୍ତାନମାନେ ଏବଂ ନାତିମାନେ ସର୍ବପ୍ରଥମେ ପରିବାରର ସଦସ୍ୟମାନଙ୍କ ଯତ୍ନ ନେବାରେ ପ୍ରଥମ ହେବା ଉଚିତ । ବିକଳ୍ପ ଅନୁବାଦ: "ମଣ୍ଡଳୀ କୌଣସି ସାହାଯ୍ୟ ପ୍ରଦାନ କରିବା ପୂର୍ବରୁ"
1TI 5 4 g5mu τὸν ἴδιον οἶκον 1 in their own household ସେମାନଙ୍କ ନିଜ ପରିବାରକୁ କିମ୍ବା “ସେମାନଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କୁ”
1TI 5 4 q5c8 ἀμοιβὰς ἀποδιδόναι τοῖς προγόνοις 1 Let them repay their parents ସେମାନଙ୍କ ପିତାମାତାମାନେ ସେମାନଙ୍କ ପ୍ରତି କରିଥିବା ଉତ୍ତମ ବିଷୟର ପ୍ରତିବଦଳେ ସେମାନେ ସେମାନଙ୍କ ପିତାମାତାଙ୍କ ପ୍ରତି ଉତ୍ତମ ବିଷୟ କରନ୍ତୁ
1TI 5 5 xp1u ἡ δὲ ὄντως χήρα καὶ μεμονωμένη 1 But a real widow is left all alone କିନ୍ତୁ ଯେଉଁ ବିଧବାର ପ୍ରକୃତରେ ପରିବାର ନାହିଁ
1TI 5 5 u1lj προσμένει ταῖς δεήσεσιν καὶ ταῖς προσευχαῖς 1 She always remains with requests and prayers ସେ ନିବେଦନ ଓ ପ୍ରାର୍ଥନା କରିବାକୁ ଲାଗିରହେ
1TI 5 5 rwp4 figs-doublet ταῖς δεήσεσιν καὶ ταῖς προσευχαῖς 1 requests and prayers ଏହି ଦୁଇଟି ଶବ୍ଦର ଅର୍ଥ ମୌଳିକଭାବରେ ସମାନ I ଏହି ବିଧବାମାନେ କେତେ ପ୍ରାର୍ଥନା କରୁଛନ୍ତି, ତା’କୁ ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
1TI 5 5 rb9f figs-merism νυκτὸς καὶ ἡμέρας 1 both night and day “ସବୁ ସମୟ”କୁ ବୁଝାଇବାପାଇଁ “ରାତ୍ରି” ଓ “ଦିନ” ଶବ୍ଦ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ସବୁ ସମୟରେ” (ଦେଖ: [[rc://en/ta/man/translate/figs-merism]])
1TI 5 4 g5mu τὸν ἴδιον οἶκον 1 in their own household ପାଉଲ ଏହି ବାକ୍ୟକୁ ସାଙ୍କେତିକ ଭାବରେ ପରିବାରର ସଦସ୍ୟମାନଙ୍କୁ ସୂଚାଇବା ପାଇଁ ବ୍ୟବହାର କରନ୍ତି, ଯେଉଁଥିରେ ସେମାନେ ଗୋଟିଏ ଗୃହରେ ବାସ କରନ୍ତି । ବିକଳ୍ପ ଅନୁବାଦ: " ସେମାନଙ୍କ ନିଜ ପରିବାରର ସଦସ୍ୟ" କିମ୍ବା "ସେମାନଙ୍କ ଗୃହରେ ବାସ କରନ୍ତି" ।[[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 5 4 q5c8 ἀμοιβὰς ἀποδιδόναι τοῖς προγόνοις 1 Let them repay their parents ବିକଳ୍ପ ଅନୁବାଦ: "ସେମାନଙ୍କ ପିତାମାତା ଏବଂ ପିତାମାତାଙ୍କର ପିତାମାତା ସେମାନଙ୍କୁ ଦେଇଥିବା ଉତ୍ତମ ବିଷୟ ବଦଳରେ ସେମାନଙ୍କୁ ନିଜ ମାତା କିମ୍ବା ପିତାମାତାଙ୍କର ପିତାମାତାଙ୍କୁ ଭଲ ବିଷୟ କରିବାକୁ ଦିଅନ୍ତୁ ।"
1TI 5 5 xp1u ἡ δὲ ὄντως χήρα καὶ μεμονωμένη 1 But a real widow is left all alone ଦୁଇଟି ଶବ୍ଦ **ବାସ୍ତବ** ଏବଂ **ଏକାକୀ** ଏକ ଅବସ୍ଥାକୁ ବର୍ଣ୍ଣନା କରିବା ପାଇଁ ଏକତ୍ର କାର୍ଯ୍ୟ କରେ, ଏବଂ ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ ତେବେ ସେଗୁଡ଼ିକୁ ମିଳିତ କରି ଅନୁବାଦ  କରାଯାଇ ପାରିବ । ବିକଳ୍ପ ଅନୁବାଦ: "ଜଣେ ବିଧବା ଯିଏ ପ୍ରକୃତରେ ଏକୁଟିଆ" କିମ୍ବା ଏକାକୀ ବାସ୍ତବକୁ ବ୍ୟାଖ୍ୟା କରେ । ବିକଳ୍ପ ଅନୁବାଦ: "ପ୍ରକୃତ ବିଧବା, ଅର୍ଥାତ୍ ଯାହାର ପରିବାର ନାହିଁ"[[rc://en/ta/man/translate/figs-hendiadys]])ଦେଖନ୍ତୁ)
1TI 5 5 u1lj προσμένει ταῖς δεήσεσιν καὶ ταῖς προσευχαῖς 1 She always remains with requests and prayers ପାଉଲ ଏଠାରେ ଏକ କ୍ରିୟାକୁ ପ୍ରକାଶ କରି ନାହାନ୍ତି ଯାହା ଆପଣଙ୍କ ଭାଷାରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଅନୁରୋଧ ଏବଂ ପ୍ରାର୍ଥନା କରିବା ଜାରି ରଖ" କିମ୍ବା "ଅନୁରୋଧ ଏବଂ ପ୍ରାର୍ଥନା ଜାରି ରଖି"[[rc://en/ta/man/translate/figs-ellipsis]])ଦେଖନ୍ତୁ)
1TI 5 5 rwp4 figs-doublet ταῖς δεήσεσιν καὶ ταῖς προσευχαῖς 1 requests and prayers ବାକ୍ୟାଂଶ **ଅନୁରୋଧ ଏବଂ ପ୍ରାର୍ଥନା** ଦ୍ଵାରା ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ସମାନ ଧାରଣା ପ୍ରକାଶ କରେ । ପାଉଲ ଏଠାରେ କେଉଁ ପ୍ରକାର ପ୍ରାର୍ଥନା କରୁଛନ୍ତି ତାହା ଅନୁରୋଧ ଶବ୍ଦ ବ୍ୟାଖ୍ୟା କରେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ସମାନ ବାକ୍ୟାଂଶ ସହିତ ଅର୍ଥ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: "ପ୍ରାର୍ଥନାରେ ଈଶ୍ଵରଙ୍କୁ ଅନୁରୋଧ କରେ" କିମ୍ବା "ଯାହା ଦରକାର ତାହା ପାଇଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରେ"[[rc://en/ta/man/translate/figs-doublet]])ଦେଖନ୍ତୁ)
1TI 5 5 rb9f figs-merism νυκτὸς καὶ ἡμέρας 1 both night and day **ରାତି** ଏବଂ **ଦିନ** ଶବ୍ଦଗୁଡ଼ିକ ଏକାଠି ବ୍ୟବହୃତ ହୁଏ, ଅର୍ଥାତ୍ ସେ ପ୍ରାୟତଃ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସମୟ ଯାହା ହେଉନା କାହିଁକି । ଏହାର ଅର୍ଥ ନୁହେଁ ଯେ ସେ ରାତିସାରା ଏବଂ ଦିନସାରା ବିନା ବିରୋତି ପ୍ରାର୍ଥନା କରନ୍ତି । ବିକଳ୍ପ ଅନୁବାଦ: "ସବୁବେଳେ"  [[rc://en/ta/man/translate/figs-merism]])ଦେଖନ୍ତୁ)
1TI 5 6 qy5h figs-metaphor τέθνηκεν 1 is dead ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ମୃତ ଅଟନ୍ତି I ବିକଳ୍ପ ଅନୁବାଦ: “ସେ ମୃତ ବ୍ୟକ୍ତି ସଦୃଶ, ସେ ଈଶ୍ବରଙ୍କୁ କିଛି କହେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
1TI 5 6 p5hi ζῶσα 1 is still alive
1TI 5 7 qw6m ταῦτα παράγγελλε 1 Give these instructions ଏହି ସମସ୍ତ ଆଜ୍ଞା ଦିଅ

Can't render this file because it contains an unexpected character in line 2 and column 7882.