Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:42:19 +00:00
parent 9b689c0303
commit c251b07d22
1 changed files with 12 additions and 12 deletions

View File

@ -206,18 +206,18 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 16 uq6c ἔπεχε σεαυτῷ καὶ τῇ διδασκαλίᾳ 1 Give careful attention to yourself and to the teaching ବିକଳ୍ପ ଅନୁବାଦ: "ତୁମ୍ଭେ କିପରି ଜୀବନଯାପନ କର ଏବଂ ତୁମ୍ଭେ ଯେଉଁ ଶିକ୍ଷା ଦିଅ ସେଥିପ୍ରତି ଧ୍ୟାନ ଦିଅ ।"
1TI 4 16 zxe7 ἐπίμενε αὐτοῖς 1 Continue in these things ବିକଳ୍ପ ଅନୁବାଦ: "ଏହି କାର୍ଯ୍ୟ କରିବା ଜାରି ରଖ"
1TI 4 16 u7ez καὶ σεαυτὸν σώσεις καὶ τοὺς ἀκούοντάς σου 1 you will save yourself and those who listen to you ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ତୀମଥି ନିଜକୁ ଏବଂ ଯେଉଁମାନେ ତାଙ୍କୁ ଶୁଣନ୍ତି ସେମାନଙ୍କୁ ଈଶ୍ଵରଙ୍କ ବିଚାରରୁ ରକ୍ଷା କରିବେ କିମ୍ବା (2) ତୀମଥି ନିଜକୁ ଏବଂ ଯେଉଁମାନେ ତାଙ୍କୁ ଶୁଣନ୍ତି ସେମାନଙ୍କୁ ମିଥ୍ୟା ଶିକ୍ଷକଙ୍କ ପ୍ରଭାବରୁ ରକ୍ଷା କରିବେ । ବୋଧହୁଏ ପାଉଲ ଉଭୟ ବିଷୟକୁ ସୂଚାନ୍ତି। ଯଦି ତୀମଥି ଏଫିସୀୟ ମଣ୍ଡଳୀର ଲୋକମାନଙ୍କୁ ମିଥ୍ୟା ଶିକ୍ଷକମାନଙ୍କ କଥା ନ ଶୁଣିବାକୁ ପ୍ରବର୍ତ୍ତାଇ ପାରନ୍ତି, ତେବେ ସେ ମଧ୍ୟ ଈଶ୍ଵରଙ୍କ ବିଚାର ଦ୍ୱାରା ସେମାନଙ୍କୁ ସେହି ଶିକ୍ଷକମାନଙ୍କଠାରୁ ଶୁଣିଥିବା ଭୁଲରୂ ରକ୍ଷା କରିବେ । ବିକଳ୍ପ ଅନୁବାଦ: "ତୁମ୍ଭେ ନିଜକୁ ଏବଂ ତୁମ୍ଭର ଶ୍ରୋତାମାନଙ୍କୁ ଭୁଲ ବିଷୟକୁ ବିଶ୍ଵାସ ଏବଂ ଭୁଲ୍ କରିବାକୁ ବାରଣ କରିବ"
1TI 5 intro jx4e 0 # 1 ତୀମଥି 05 ସାଧାରଣ ଟିପ୍ପଣୀଗୁଡ଼ିକଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମ୍ମାନ ଏବଂ ଆଦର

### ପାଉଲ ଯୁବ ଖ୍ରୀଷ୍ଟିୟାନମାନଙ୍କୁ ବୃଦ୍ଧ ଖ୍ରୀଷ୍ଟିୟାନମାନଙ୍କୁ ସମ୍ମାନ ଏବଂ ଆଦର କରିବାକୁ ଉତ୍ସାହିତ କରନ୍ତି । ପ୍ରତ୍ୟେକ ସଂସ୍କୃତି ବିଭିନ୍ନ ଉପାୟରେ ବୟସ୍କ ଲୋକଙ୍କୁ ସମ୍ମାନ ଏବଂ ଆଦର କରେ ।ବିଧବା

### ବିଧବାମାନେ

ପ୍ରାଚୀନ ନିକଟ ମଧ୍ୟପୂର୍ବରେ, ବିଧବାମାନଙ୍କର ଯତ୍ନ ନେବା ଜରୁରୀ ଥିଲା କାରଣ ସେମାନେ ନିଜକୁ ଯତ୍ନ ରଖିପାରୁ ନଥିଲେ।
1TI 5 1 wt5y figs-you 0 General Information: ପାଉଲ ଏହି ଆଜ୍ଞାଗୁଡିକୁ ଜଣେ ବ୍ୟକ୍ତି, ତୀମଥିଙ୍କୁ ଦେଉଛନ୍ତି I ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ”କୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ କିମ୍ବା ଆଜ୍ଞାକୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ ସେଗୁଡ଼ିକ ଏଠାରେ ଏକବଚନ ବ୍ୟବହାର କରି ପାରିବେ I (ଦେଖ: [[rc://en/ta/man/translate/figs-you]])
1TI 5 1 h7d1 0 Connecting Statement: ମଣ୍ଡଳୀରେ ପୁରୁଷ, ସ୍ତ୍ରୀ, ବିଧବା ଓ ଯୁବତୀମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ, ତାହା ପାଉଲ ତୀମଥିଙ୍କୁ କହିବା ଜାରିରଖିଛନ୍ତି I
1TI 5 1 l4w5 πρεσβυτέρῳ μὴ ἐπιπλήξῃς 1 Do not rebuke an older man ବୃଦ୍ଧ ଲୋକଙ୍କୁ କଠୋରଭାବରେ କୁହ ନାହିଁ
1TI 5 1 dnf2 ἀλλὰ παρακάλει 1 Instead, exhort him ତା’ ପରିବର୍ତ୍ତେ, ତାହାଙ୍କୁ ଉତ୍ସାହ ଦିଅ
1TI 5 1 enp9 figs-simile ὡς πατέρα ... ὡς ἀδελφούς 1 as if he were a father ... as brothers ପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-simile]])
1TI 5 2 t1pv figs-simile ὡς μητέρας ... ὡς ἀδελφὰς 1 as mothers ... as sisters ପାଉଲ ଏହି ଉପମାଗୁଡିକ ବ୍ୟବହାରକରି ତୀମଥିଙ୍କୁ କହୁଛନ୍ତି ଯେ ସେ ସହବିଶ୍ବାସୀମାନଙ୍କୁ ନିଷ୍କପଟ ପ୍ରେମ ଓ ସମ୍ମାନର ସହିତ ବ୍ୟବହାର କରିବା ଉଚିତ I (ଦେଖ: [[rc://en/ta/man/translate/figs-simile]])
1TI 5 2 wmi6 figs-ellipsis νεωτέρας 1 younger women ବୁଝିହେଉଥିବା ସୂଚନାକୁ ତୁମେ ସ୍ପଷ୍ଟଭାବରେ କହି ପାରିବ I ବିକଳ୍ପ ଅନୁବାଦ: “ଯୁବତୀମାନଙ୍କୁ ଉପଦେଶ ଦିଅ” କିମ୍ବା “ଯୁବତୀମାନଙ୍କୁ ଉତ୍ସାହ ଦିଅ” (ଦେଖ: [[rc://en/ta/man/translate/figs-ellipsis]])
1TI 5 2 ivl7 ἐν πάσῃ ἁγνίᾳ 1 in all purity ଶୁଦ୍ଧ ଚିନ୍ତା ଓ କାର୍ଯ୍ୟ ଦ୍ବାରା କିମ୍ବା “ପବିତ୍ର ଭାବରେ”
1TI 5 3 smp5 χήρας τίμα 1 Honor widows ସମ୍ମାନଦେଇ ବିଧବାମାନଙ୍କୁ ସମାଦର କର
1TI 5 3 qc6s τὰς ὄντως χήρας 1 the real widows ନିରାଶ୍ରୟ ବିଧବାମାନଙ୍କୁ
1TI 5 4 w38h μανθανέτωσαν πρῶτον 1 let them first learn ପ୍ରଥମେ ସେମାନେ ଶିଖିବା ଉଚିତ କିମ୍ବା “ସେମାନେ ଏହା ଶିଖିବାକୁ ପ୍ରାଥମିକତା ଦିଅନ୍ତୁ”
1TI 5 intro jx4e 0 # 1 ତୀମଥି 05 ସାଧାରଣ ଟିପ୍ପଣୀଗୁଡ଼ିକଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମ୍ମାନ ଏବଂ ଆଦର

### ପାଉଲ ଯୁବ ଖ୍ରୀଷ୍ଟିୟାନମାନଙ୍କୁ ବୃଦ୍ଧ ଖ୍ରୀଷ୍ଟିୟାନମାନଙ୍କୁ ସମ୍ମାନ ଏବଂ ଆଦର କରିବାକୁ ଉତ୍ସାହିତ କରନ୍ତି । ପ୍ରତ୍ୟେକ ସଂସ୍କୃତି ବିଭିନ୍ନ ଉପାୟରେ ବୟସ୍କ ଲୋକଙ୍କୁ ସମ୍ମାନ ଏବଂ ଆଦର କରେ ।ବିଧବା

### ବିଧବାମାନେ

ପ୍ରାଚୀନ ନିକଟ ମଧ୍ୟପୂର୍ବରେ, ବିଧବାମାନଙ୍କର ଯତ୍ନ ନେବା ଜରୁରୀ ଥିଲା କାରଣ ସେମାନେ ନିଜକୁ ଯତ୍ନ ରଖିପାରୁ ନଥିଲେ।

### ନାମଗୁଡ଼ିକରେ ପାର୍ଥକ୍ୟ

ଏହି ଅଧ୍ୟାୟରେ, ଅଧ୍ୟାୟ 4 ପରି, ପାଉଲ ମଣ୍ଡଳୀର ନେତାମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, ଯେଉଁମାନଙ୍କୁ "ପ୍ରାଚୀନ" କୁହାଯାଏ । ଏଠାରେ ମଧ୍ୟ, ସେମାନେ ସେହି ପ୍ରକାରର ନେତା ପରି ଦେଖାଯାଉଛନ୍ତି ଯେଉଁମାନଙ୍କୁ ସେ ଅଧ୍ୟାୟ 3 ରେ "ଅଧ୍ୟକ୍ଷ" ଭାବରେ ଦର୍ଶାଉଛନ୍ତି ।
1TI 5 1 wt5y figs-you 0 General Information: ପାଉଲ ତୀମଥି ନାମକ ଜଣେ ବ୍ୟକ୍ତିଙ୍କୁ ଏହି ଆଦେଶ ଦେଉଥିଲେ । ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ” ର ଭିନ୍ନ ଗଠନ ଅଛି କିମ୍ବା ଆଦେଶ ପାଇଁ ବିଭିନ୍ନ ଗଠନ ଏଠାରେ ଏକବଚନ ଗଠନ ବ୍ୟବହାର କରିବେ । [[rc://en/ta/man/translate/figs-you]])ଦେଖନ୍ତୁ)
1TI 5 1 h7d1 0 Connecting Statement:
1TI 5 1 l4w5 πρεσβυτέρῳ μὴ ἐπιπλήξῃς 1 Do not rebuke an older man ବିକଳ୍ପ ଅନୁବାଦ: "ଜଣେ ବୃଦ୍ଧଙ୍କୁ ତାଗିଦ କର ନାହିଁ"
1TI 5 1 dnf2 ἀλλὰ παρακάλει 1 Instead, exhort him ବିକଳ୍ପ ଅନୁବାଦ: "ଏହା ପରିବର୍ତ୍ତେ, ତାଙ୍କୁ ଉତ୍ସାହିତ କର"
1TI 5 1 enp9 figs-simile ὡς πατέρα ... ὡς ἀδελφούς 1 as if he were a father ... as brothers ପାଉଲ ତୀମଥିଙ୍କୁ କହିବା ପାଇଁ ଏହି ଉପମାଗୁଡ଼ିକୁ ବ୍ୟବହାର କରନ୍ତି ଯେ ସେ ସହ ବିଶ୍ଵାସୀମାନଙ୍କୁ ସମାନ ପ୍ରକୃତ ପ୍ରେମ ଏବଂ ସମ୍ମାନ ସହିତ ବ୍ୟବହାର କରିବା ଉଚିତ ଯାହା ସେ ପରିବାର ସଦସ୍ୟଙ୍କୁ ଦେଖାଇବେ । ବିକଳ୍ପ ଅନୁବାଦ: "ଯେପରି ସେ ତୁମ୍ଭର ନିଜ ପିତା, ଏବଂ ଯୁବକମାନଙ୍କୁ ଉତ୍ସାହିତ କର ଯେପରି ସେମାନେ ତୁମ୍ଭର ନିଜ ଭାଇ ଅଟନ୍ତି" [[rc://en/ta/man/translate/figs-simile]])ଦେଖନ୍ତୁ)
1TI 5 2 t1pv figs-simile ὡς μητέρας ... ὡς ἀδελφὰς 1 as mothers ... as sisters ପାଉଲ ତୀମଥିଙ୍କୁ କହିବା ପାଇଁ ଏହି ଉପମାଗୁଡ଼ିକ ବ୍ୟବହାର କରନ୍ତି ଯେ ସେ ସହ ବିଶ୍ଵାସୀମାନଙ୍କୁ ପ୍ରକୃତ ପ୍ରେମ ଏବଂ ସମ୍ମାନ ସହିତ ବ୍ୟବହାର କରିବା ଉଚିତ୍, ଯେପରି ସେ ପରିବାର ସଦସ୍ୟଙ୍କ ସହିତ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଉତ୍ସାହିତ କର ଯେପରି ସେମାନେ ତୁମ୍ଭର ନିଜ ମାତା ଅଟନ୍ତି, ଏବଂ ସାନ ମହିଳାମାନଙ୍କୁ ଉତ୍ସାହିତ କର ଯେପରି ସେମାନେ ତୁମ୍ଭର ନିଜ ଭଉଣୀ ଅଟନ୍ତି" [[rc://en/ta/man/translate/figs-simile]])ଦେଖନ୍ତୁ)
1TI 5 2 wmi6 figs-ellipsis νεωτέρας 1 younger women
1TI 5 2 ivl7 ἐν πάσῃ ἁγνίᾳ 1 in all purity ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ଶୁଦ୍ଧ” ପରି ଏକ ବିଶେଷଣ ସହିତ ଗୁଣ ବାଚକ ବିଶେଷ୍ୟ **ଶୁଦ୍ଧତା** ପଛରେ ଥିବା ଧାରଣାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ନିଶ୍ଚିତ କର ଯେ ତୁମ୍ଭର ଚିନ୍ତାଧାରା ଏବଂ କାର୍ଯ୍ୟ ଶୁଦ୍ଧ ଅଟେ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 5 3 smp5 χήρας τίμα 1 Honor widows ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: "ବିଧବାମାନଙ୍କ ପାଇଁ ପ୍ରଦାନ କର"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 5 3 qc6s τὰς ὄντως χήρας 1 the real widows ବିକଳ୍ପ ଅନୁବାଦ: "ବିଧବାମାନଙ୍କର ଯାହାର ଯତ୍ନ ନେବାକୁ କେହି ନାହାଁନ୍ତି"
1TI 5 4 w38h μανθανέτωσαν πρῶτον 1 let them first learn ଏହାର ଅର୍ଥ ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ, କିମ୍ବା ସମ୍ଭବତ ଉଭୟ ହୋଇପାରେ: (1) ଏହାର ଅର୍ଥ ହୋଇପାରେ ଯେ, ତାଙ୍କର ସମସ୍ତ ଧାର୍ମିକ କର୍ତ୍ତବ୍ୟ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଙ୍କ ପରିବାରର ଯତ୍ନ ନେବା, ଏବଂ ତାହା ହେଉଛି ତାଙ୍କୁ ଅଧିକ ଗୁରୁତ୍ଵ ଦେବା । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନଙ୍କର ସବୁଠାରୁ ମୌଳିକ ଅଂଶ ଭାବରେ" କିମ୍ବା (2) ଏହାର ଅର୍ଥ ହୋଇପାରେ ଯେ ଏହି ସନ୍ତାନମାନେ ଏବଂ ନାତିମାନେ ସର୍ବପ୍ରଥମେ ପରିବାରର ସଦସ୍ୟମାନଙ୍କ ଯତ୍ନ ନେବାରେ ପ୍ରଥମ ହେବା ଉଚିତ । ବିକଳ୍ପ ଅନୁବାଦ: "ମଣ୍ଡଳୀ କୌଣସି ସାହାଯ୍ୟ ପ୍ରଦାନ କରିବା ପୂର୍ବରୁ"
1TI 5 4 g5mu τὸν ἴδιον οἶκον 1 in their own household ସେମାନଙ୍କ ନିଜ ପରିବାରକୁ କିମ୍ବା “ସେମାନଙ୍କ ଗୃହରେ ବାସ କରୁଥିବା ଲୋକମାନଙ୍କୁ”
1TI 5 4 q5c8 ἀμοιβὰς ἀποδιδόναι τοῖς προγόνοις 1 Let them repay their parents ସେମାନଙ୍କ ପିତାମାତାମାନେ ସେମାନଙ୍କ ପ୍ରତି କରିଥିବା ଉତ୍ତମ ବିଷୟର ପ୍ରତିବଦଳେ ସେମାନେ ସେମାନଙ୍କ ପିତାମାତାଙ୍କ ପ୍ରତି ଉତ୍ତମ ବିଷୟ କରନ୍ତୁ
1TI 5 5 xp1u ἡ δὲ ὄντως χήρα καὶ μεμονωμένη 1 But a real widow is left all alone କିନ୍ତୁ ଯେଉଁ ବିଧବାର ପ୍ରକୃତରେ ପରିବାର ନାହିଁ

Can't render this file because it contains an unexpected character in line 2 and column 7882.