Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-05 03:11:00 +00:00
parent c3a9e71fc6
commit e03957e288
1 changed files with 25 additions and 0 deletions

View File

@ -299,3 +299,28 @@ PHP 1 19 saze figs-explicit τοῦτό 1 \n \n\nଏାରେ, **ଏହି*
PHP 1 19 zr2k figs-abstractnouns ἐπιχορηγίας τοῦ Πνεύματος Ἰησοῦ Χριστοῦ 1 of the Spirit of Jesus Christ \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ  ବିଶେଷ୍ୟ **ଅନୁକୂଳ** ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର  ମୋତେ ଉଦ୍ଧାର କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 20 ysty figs-doublenegatives ἐν οὐδενὶ αἰσχυνθήσομαι, ἀλλ’ 1 Christ will be exalted in my body \n \n\nଯଦି **କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ**\n ବାକ୍ୟାଂଶ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ ସକାରାତ୍ମକ ଅର୍ଥରେ ଅନୁବାଦ\n କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ସର୍ବଦା ସଠିକ କାର୍ଯ୍ୟ\n କରିବି ଏବଂ” (ଦେଖନ୍ତୁ: rc://en/ta/man/translate/figs-doublenegatives)\n\n\n
PHP 1 20 ch6v figs-abstractnouns ἐν πάσῃ παρρησίᾳ 1 whether through life or through death \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ସମାନ କ୍ରିୟା ବିଶେଷଣ ସହ  ଗୁଣବାଚକ  ବିଶେଷ୍ୟ ସାହସିକତା ପଛରେ ଧାରଣା ପ୍ରକାଶ କରିପାରିବେ\n ।  ବିକଳ୍ପ ଅନୁବାଦ: “ସର୍ବଦା ସାହସର ସହ କାର୍ଯ୍ୟ କର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 22 kxuu figs-abstractnouns τοῦτό μοι καρπὸς ἔργου 1 \n \n\nଯଦି ଆପଣଙ୍କ ଭାଷାରେ ଏକ ଗୁଣବାଚକ ବିଶେଷ୍ୟ **ପରିଶ୍ରମ**\n ଅସ୍ପଷ୍ଟ ହେବ, ଆପଣ ଏକ କ୍ରିୟାଶବ୍ଦ ବାକ୍ୟାଂଶ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ କିଛି ଗୁରୁତ୍ୱପୂର୍ଣ୍ଣ\n କାର୍ଯ୍ୟ କରିବି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 23 j1sv figs-activepassive συνέχομαι 1 \n \n\n**ମୁଁ ମହା ସମସ୍ୟାରେ ପଡ଼ିଅଛି** ବାକ୍ୟଟି କର୍ମବାଚ୍ୟରେ\n ଅଛି ।  ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ଆପଣ ସକ୍ରିୟ ବାକ୍ୟରେ\n ଥିବା ଏକ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଏହି ବାକ୍ୟାଂଶର ଅର୍ଥ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ନିଷ୍ପତ୍ତି ନେବା ମୋ ପାଇଁ ସହଜ\n ନୁହେଁ” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
PHP 1 23 q0n1 figs-explicit τῶν δύο 1 \n \n\nଏାରେ, **ଦୁଇ** ଶବ୍ଦ କେଉଁ ନିଷ୍ପତ୍ତିଟି ସର୍ବୋତ୍ତମ\n ତାହା ସମ୍ବନ୍ଧରେ ଦୁଇଟି ବିକଳ୍ପକୁ ଦର୍ଶାଏ ।  ପୃଥିବୀରେ ବଞ୍ଚିବା ଏବଂ ଖ୍ରୀଷ୍ଟଙ୍କ ସେବା କରିବା କିମ୍ବା ଏହାର ବିକଳ୍ପ, ଖ୍ରୀଷ୍ଟଙ୍କ ସହ\n ରହିବାକୁ ପୃଥିବୀ ଛାଡିବାକୁ ନିଷ୍ପତ୍ତି ନେବା ।  ଯଦି ଏହି ବାକ୍ୟଟି ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ,\n ତେବେ ଏହାକୁ ସ୍ପଷ୍ଟ\n ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଏହି ଦୁଇଟି ବିକଳ୍ପ” କିମ୍ବା “ଏହି ଦୁଇଟି ବିଷୟ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 1 23 u1zs figs-abstractnouns τὴν ἐπιθυμίαν ἔχων 1 \n \n\nଯଦି ଆପଣଙ୍କ ଭାଷାରେ ଗୁଣବାଚକ  ବିଶେଷ୍ୟ **ଇଚ୍ଛା** ଶବ୍ଦ ଅସ୍ପଷ୍ଟ ହେବ, ତେବେ ଆପଣ ଶବ୍ଦର\n ଅର୍ଥ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଇଚ୍ଛା” କିମ୍ବା “ଚୟନ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 23 hhjr figs-euphemism ἀναλῦσαι 1 \n \n\nଏାରେ ପାଉଲ **ପ୍ରସ୍ଥାନ କରି** ବାକ୍ୟ ସହ  ତାଙ୍କ ମୃତ୍ୟୁ ବିଷୟରେ କହୁଛନ୍ତି ।  ମୃତ୍ୟୁ ଭୋଳି ଏକ ଅପ୍ରୀତିକର ବିଷୟ ଉପରେ ଧ୍ୟାନ\n ଦେବା ପରିବର୍ତ୍ତେ, ପାଉଲ ମୃତ୍ୟୁର ସକରାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା\n ପାଇଁ **ପ୍ରସ୍ଥାନ** ଶବ୍ଦ ବ୍ୟବହାର କରୁଛନ୍ତି, ଅର୍ଥାତ୍ ତାଙ୍କ ଶାରୀରିକ ମୃତ୍ୟୁ ଖ୍ରୀଷ୍ଟଙ୍କ ସହ\n ରହିବ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଭିନ୍ନ ଉପମା ବ୍ୟବହାର କରିପାରିବେ କିମ୍ବା ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଏହି ଜୀବନ ଛାଡିବାକୁ” କିମ୍ବା\n “ଏହି ପୃଥିବୀରୁ ବିଦାୟ ନେବାକୁ” କିମ୍ବା “ମରିବାକୁ” (ଦେଖନ୍ତୁ: rc: // en / ta / man / translate / figs-euphemism)\n\n\n
PHP 1 24 etly figs-synecdoche τὸ δὲ ἐπιμένειν ἐν τῇ σαρκὶ 1 \n \n\nକିନ୍ତୁ ** ଶରୀରରେ ରହିବା** ବାକ୍ୟାଂଶର ଅର୍ଥ\n ପୃଥିବୀର ଗୋଟିଏ ଶରୀରରେ ଜୀବନ୍ତ ରହିବା ।  ୧: ରେ ଆପଣ କିପରି ଶରୀର\n ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “କିନ୍ତୁ ଶରୀରରେ ରହିବା” କିମ୍ବା\n “କିନ୍ତୁ ଏହି ପୃଥିବୀରେ ବଞ୍ଚିବାକୁ” (ଦେଖନ୍ତୁ: rc://en/ta/man/translate/figs-synecdoche)\n\n\n
PHP 1 24 k2j7 figs-ellipsis ἀναγκαιότερον 1 \n \n\nଏହି ବାକ୍ୟାଂଶରେ ପାଉଲ **ଅଧିକ ଆବଶ୍ୟକ**  “ଯିବା ଅପେକ୍ଷା” ଶବ୍ଦଗୁଡ଼ିକୁ ବ୍ୟବହାର କାରନ୍ତି କାରଣ\n ସେ ଜାଣନ୍ତି ଯେ ତାଙ୍କ ପାଠକମାନେ ପ୍ରସଙ୍ଗରୁ ଏହା ବୁଝିପାରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଆପଣଙ୍କ ଅନୁବାଦରେ ଏହି ବାଦ ଦିଆଯାଇଥିବା\n ଶବ୍ଦଗୁଡ଼ିକ ଉଲ୍ଲେଖ କରି ପାରିବେ ।  ବିକଳ୍ପ ଅନୁବାଦ: “ପରିବର୍ତ୍ତେ ଯିବା ଅଧିକ ଆବଶ୍ୟକ” (ଦେଖନ୍ତୁrc://en/ta/man/translate/figs-ellipsis)\n\n\n
PHP 1 24 hnl7 ὑμᾶς 1 \n \n\nଆପଣ୧: ୫ ରେ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି\n ଦେଖନ୍ତୁ । \n\n\n
PHP 1 25 xwl1 figs-activepassive τοῦτο πεποιθὼς 1 I know that I will remain \n \n\nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ\n  ପ୍ରକାଶ କରିପାରିବେ  । ବିକଳ୍ପ ଅନୁବାଦ: “କାରଣ\n ମୁଁ ଏହି ବିଷୟରେ ନିଶ୍ଚିତ ଅଟେ” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n\n
PHP 1 25 hzmd figs-doublet μενῶ καὶ παραμενῶ 1 I know that I will remain \n \n\nଏହି ଦୁଇଟି ଶବ୍ଦର ଅର୍ଥ ବହୁତ ସମାନ ଅଟେ।  ପ୍ରଥମଟି ଅଧିକ ସାଧାରଣ ଏବଂ ଦ୍ୱିତୀୟଟି କାହା ସହ  ରହିବା ବିଷୟରେ ଅଧିକ ନିର୍ଦ୍ଦିଷ୍ଟ ଅଟେ ।  ଯଦି ଆପଣଙ୍କର ଭାଷାର ଏହି ଦୁଇଟି ଅର୍ଥ ପାଇଁ ଗୋଟିଏ\n ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ଜାରି ରଖିବି” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
PHP 1 25 rruy figs-yousingular ὑμῖν 1 \n \n\nଆପଣ ୧: ରେ କିପରି ଏହି ଶବ୍ଦକୁ ଅନୁବାଦ କରିଛନ୍ତି\n ଦେଖନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
PHP 1 25 xvx9 figs-abstractnouns εἰς τὴν ὑμῶν προκοπὴν καὶ χαρὰν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ\n ବିଶେଷ୍ୟଗୁଡ଼ିକର ଅଗ୍ରଗତି ଏବଂ ମୌଖିକ ବାକ୍ୟାଂଶଗୁଡ଼ିକର ଆନନ୍ଦ ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ ଦୃଢ଼ ହୋଇ ଆନନ୍ଦିତ ହେବ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 25 vnn9 figs-hendiadys εἰς τὴν ὑμῶν προκοπὴν καὶ χαρὰν 1 \n \n\nଏହି ବାକ୍ୟାଂଶ, **ବୃଦ୍ଧି ଓ ଆନନ୍ଦ**,\n **ଏବଂ**  ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଏକକ ଧାରଣା\n ପ୍ରକାଶ କରିପାରେ । **ଆନନ୍ଦ**\n ଶବ୍ଦଟି ବିଶ୍ଵାସରେ ବୃଦ୍ଧି କରିବାର ଅନୁଭବକ୍ଯୁ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ଆନନ୍ଦ ବୃଦ୍ଧି” (ଦେଖନ୍ତୁ: rc://en/ta/man/translate/figs-hendiadys)\n\n\n
PHP 1 25 h6f2 ὑμῶν 1 \n \n\nଆପଣ୧: ୫ ରେ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି\n ଦେଖନ୍ତୁ ।\n\n\n
PHP 1 25 zse3 figs-abstractnouns τῆς πίστεως 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ସହ  ଗୁଣବାଚକ  ବିଶେଷ୍ୟ **ବିଶ୍ଵାସର** ଧାରଣାକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଯୀଶୁଙ୍କ ଉପରେ ବିଶ୍ୱାସ କରିବା”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 26 viwq grammar-connect-logic-goal ἵνα 1 \n \n\nଏାରେ, **ଯେପରି** ବାକ୍ୟାଂଶ ପୂର୍ବ ବାକ୍ୟାଂଶର\n ଉଦ୍ଦେଶ୍ୟକୁ ବୁଝାଏ। ପାଉଲ ଜୀବିତ ରହିବାର ଉଦ୍ଦେଶ୍ୟ, (୧:୨୫), ଖ୍ରୀଷ୍ଟଙ୍କଠାରେ\n ଫିଲିପ୍ପୀୟମାନଙ୍କର ଗର୍ବ ବୃଦ୍ଧି କରିବା ଅଟେ । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର\n କରୁଥିବା ପଦ୍ଧତିକୁ ବ୍ୟବହାର କରନ୍ତୁ । (ଦେଖନ୍ତୁrc://en/ta/man/translate/grammar-connect-logic-goal)\n\n\n
PHP 1 26 d906 figs-abstractnouns καύχημα…ἐν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାର\n ଅର୍ଥକୁ ଏକ କ୍ରିୟା ବାକ୍ୟାଂଶରେ କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରକାଶ କରି ଗୁଣବାଚକ  ବିଶେଷ୍ୟର ଗର୍ବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ\n ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ ।  ବିକଳ୍ପ ଅନୁବାଦ: “ରେ ଗୌରବ” କିମ୍ବା “ରେ ଆନନ୍ଦିତ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 26 j1d2 figs-go παρουσίας 1 \n \n\nଏାରେ **ଆସିବା** ଶବ୍ଦ ଫିଲିପ୍ପୀୟମାନଙ୍କ\n ଦୃଷ୍ଟିକୋଣରୁ ପାଉଲଙ୍କ ଯାତ୍ରାକୁ ବର୍ଣ୍ଣନା କରେ ।  ଆପଣଙ୍କ ଭାଷାରେ, ତାଙ୍କର ଯାତ୍ରାକୁ ପାଉଲଙ୍କ ଦୃଷ୍ଟିକୋଣରୁ\n ବର୍ଣ୍ଣନା କରିବା ଏବଂ “ଯିବା” ଭଳି ଶବ୍ଦ ବ୍ୟବହାର କରିବା ଅଧିକ ସ୍ୱାଭାବିକ ହୋଇପାରେ ।  ଏଠାରେ ଏବଂ ପଦ୨୭ ରେ, ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା\n ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଅଟେ ।  (ଦେଖନ୍ତୁ: rc://en/ta/man/translate/figs-go)\n\n\n
PHP 1 26 ay37 grammar-connect-logic-result διὰ τῆς ἐμῆς παρουσίας 1 \n \n\nଏାରେ **ଦ୍ୱାରା** ଶବ୍ଦଟି ଦର୍ଶାଇପାରେ: (୧)\n ଫିଲିପ୍ପୀୟମାନେ ଖ୍ରୀଷ୍ଟଙ୍କଠାରେ ଅତ୍ୟଧିକ ଗର୍ବ କରିବାର କାରଣ ।  ତେଣୁ, ** ଦ୍ୱାରା** ଶବ୍ଦର ଅର୍ଥ “କାରଣ” ଅଟେ।  ବିକଳ୍ପ ଅନୁବାଦ:… ମୋର ଆସିବା ଦ୍ୱାରା” () ଫିଲିପ୍ପୀୟମାନେ ଖ୍ରୀଷ୍ଟଙ୍କଠାରେ ବହୁତ\n ଗର୍ବ କରିବେ ।  ତେଣୁ, **ଦ୍ୱାରା** ଶବ୍ଦର ଅର୍ଥ  “ଦ୍ୱାରା” ଅଟେ ।  ବିକଳ୍ପ ଅନୁବାଦ: “ମୋ ଆସିବା ଦ୍ୱାରା” (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
PHP 1 27 bwmq figs-go ἐλθὼν 1 \n \n\n**ଆସିବା** ଶବ୍ଦ ଦ୍ୱାରା ବର୍ଣ୍ଣିତ ଗତିକୁ ପ୍ରକାଶ\n କରିବାର ଆପଣଙ୍କ ଭାଷାର ଏକ ଭିନ୍ନ ଉପାୟ ଥାଇପାରେ ।  ଏଠାରେ, **ଆସିବା** ଶବ୍ଦଟି ପାଉଲଙ୍କୁ ଫିଲିପୀୟମାନେ ରହୁଥିବା ସ୍ଥାନକୁ ଭ୍ରମଣ କରିବା ଏବଂ\n ସେମାନଙ୍କୁ ଦେଖା କରିବା ବିଷୟରେ ସୂଚାଏ ।  ପୂର୍ବ ପଦ, ୧:୨୬ ରେ ଆପଣ କିପରି\n ଏହି ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-go)\n\n\n
PHP 1 27 yddq figs-yousingular ἀξίως τοῦ εὐαγγελίου τοῦ Χριστοῦ πολιτεύεσθε 1 \n \n\nଏାରେ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ\n ଏହା ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ ।  ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ\n ବାକ୍ୟ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
PHP 1 27 u09z figs-metaphor στήκετε 1 \n \n\nଏାରେ, ** ସ୍ଥିର ରହି** ବାକ୍ୟାଂଶ ବିଶ୍ୱାସକୁ ପରିବର୍ତ୍ତନ ନକରି, ଦୃଢ଼ ଭାବରେ ରହିବାକୁ\n ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣଙ୍କ\n ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିମ୍ବା ସରଳ ଭାଷା ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସ୍ଥିର ରୁହ”\n କିମ୍ବା “ତୁମ୍ଭେମାନେ ତୁମ୍ଭର ବିଶ୍ୱାସରେ ଦୃଢ଼ ରୁହ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 27 kmn8 figs-doublet ἐν ἑνὶ πνεύματι, μιᾷ ψυχῇ 1 \n \n\nଏାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ**  ବାକ୍ୟାଂଶ ଗୁଡ଼ିକ ସମାନ ବିଷୟକୁ ବୁଝାଏ ଏବଂ ଏକତାର ମହତ୍ତ୍ଵକୁ\n ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହୃତ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେଗୁଡ଼ିକୁ\n ଏକ ଅଭିବ୍ୟକ୍ତି ଭାବରେ ଏକତ୍ର ଅନୁବାଦ କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ଆତ୍ମା ​​ଭାବରେ ଏକୀକୃତ” କିମ୍ବା\n “ସଂପୂର୍ଣ୍ଣ ଏକତାରେ” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
PHP 1 27 jfxp figs-metaphor ἐν ἑνὶ πνεύματι, μιᾷ ψυχῇ 1 \n \n\nଏାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ**  ବାକ୍ୟାଂଶ ଗୁଡ଼ିକ ସାଙ୍କେତିକ ଭାବରେ “କାହାର ମୂଳ\n ଉଦ୍ଦେଶ୍ୟ ଏବଂ ବିଶ୍ୱାସରେ ଏକତା ରହିବା” କୁ ବୁଝାଇବାକୁ ବ୍ୟନହୃତ। ଉଭୟ ବାକ୍ୟାଂଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକମତ ହେବାକୁ ସୂଚାଏ ।  ଯଦି ଏହି ଅଭିବ୍ୟକ୍ତିଗୁଡ଼ିକ ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ସରଳ  ଭାଷା ବ୍ୟବହାର କରି ପାରିବେ କିମ୍ବା ଆପଣଙ୍କ\n ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ମନରେ” କିମ୍ବା “ଉଦ୍ଦେଶ୍ୟର ଏକତାରେ” କିମ୍ବା “ପୂର୍ଣ୍ଣ\n ଚୁକ୍ତିରେ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 28 u9an figs-explicit τῶν ἀντικειμένων 1 \n \n\n**ତୁମ୍ଭମାନଙ୍କୁ ବିପକ୍ଷ କରୁଥିବା** ବାକ୍ୟାଂଶ ସେହି\n ଲୋକମାନଙ୍କୁ ସୂଚାଏ ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରୁଥିଲେ ଏବଂ\n ସେମାନଙ୍କୁ ଅସୁବିଧାରେ ପକାଉଥିଲେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ କହିବାକୁ ପ୍ରକାଶ\n କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିରୋଧ କରୁଥିବା\n ଲୋକ” କିମ୍ବା “ତୁମ୍ଭମାନଙ୍କୁ ବିରୋଧ କରୁଥିବା ଲୋକ କାରଣ ତୁମ୍ଭେ ଯୀଶୁଙ୍କଠାରେ ବିଶ୍ୱାସ\n କର” (ଦେଖନ୍ତୁ: rc://en/ta/man/translate/figs-expl)\n\n\n

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
299 PHP 1 19 zr2k figs-abstractnouns ἐπιχορηγίας τοῦ Πνεύματος Ἰησοῦ Χριστοῦ 1 of the Spirit of Jesus Christ \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ  ବିଶେଷ୍ୟ **ଅନୁକୂଳ** ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର  ମୋତେ ଉଦ୍ଧାର କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
300 PHP 1 20 ysty figs-doublenegatives ἐν οὐδενὶ αἰσχυνθήσομαι, ἀλλ’ 1 Christ will be exalted in my body \n \n\nଯଦି **କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ**\n ବାକ୍ୟାଂଶ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ ସକାରାତ୍ମକ ଅର୍ଥରେ ଅନୁବାଦ\n କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ସର୍ବଦା ସଠିକ କାର୍ଯ୍ୟ\n କରିବି ଏବଂ” (ଦେଖନ୍ତୁ: rc://en/ta/man/translate/figs-doublenegatives)\n\n\n
301 PHP 1 20 ch6v figs-abstractnouns ἐν πάσῃ παρρησίᾳ 1 whether through life or through death \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ସମାନ କ୍ରିୟା ବିଶେଷଣ ସହ  ଗୁଣବାଚକ  ବିଶେଷ୍ୟ ସାହସିକତା ପଛରେ ଧାରଣା ପ୍ରକାଶ କରିପାରିବେ\n ।  ବିକଳ୍ପ ଅନୁବାଦ: “ସର୍ବଦା ସାହସର ସହ କାର୍ଯ୍ୟ କର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
302 PHP 1 22 kxuu figs-abstractnouns τοῦτό μοι καρπὸς ἔργου 1 \n \n\nଯଦି ଆପଣଙ୍କ ଭାଷାରେ ଏକ ଗୁଣବାଚକ ବିଶେଷ୍ୟ **ପରିଶ୍ରମ**\n ଅସ୍ପଷ୍ଟ ହେବ, ଆପଣ ଏକ କ୍ରିୟାଶବ୍ଦ ବାକ୍ୟାଂଶ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ କିଛି ଗୁରୁତ୍ୱପୂର୍ଣ୍ଣ\n କାର୍ଯ୍ୟ କରିବି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
303 PHP 1 23 j1sv figs-activepassive συνέχομαι 1 \n \n\n**ମୁଁ ମହା ସମସ୍ୟାରେ ପଡ଼ିଅଛି** ବାକ୍ୟଟି କର୍ମବାଚ୍ୟରେ\n ଅଛି ।  ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ଆପଣ ସକ୍ରିୟ ବାକ୍ୟରେ\n ଥିବା ଏକ କ୍ରିୟା ବାକ୍ୟାଂଶ ବ୍ୟବହାର କରି ଏହି ବାକ୍ୟାଂଶର ଅର୍ଥ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ନିଷ୍ପତ୍ତି ନେବା ମୋ ପାଇଁ ସହଜ\n ନୁହେଁ” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
304 PHP 1 23 q0n1 figs-explicit τῶν δύο 1 \n \n\nଏଠାରେ, **ଦୁଇ** ଶବ୍ଦ କେଉଁ ନିଷ୍ପତ୍ତିଟି ସର୍ବୋତ୍ତମ\n ତାହା ସମ୍ବନ୍ଧରେ ଦୁଇଟି ବିକଳ୍ପକୁ ଦର୍ଶାଏ ।  ପୃଥିବୀରେ ବଞ୍ଚିବା ଏବଂ ଖ୍ରୀଷ୍ଟଙ୍କ ସେବା କରିବା କିମ୍ବା ଏହାର ବିକଳ୍ପ, ଖ୍ରୀଷ୍ଟଙ୍କ ସହ\n ରହିବାକୁ ପୃଥିବୀ ଛାଡିବାକୁ ନିଷ୍ପତ୍ତି ନେବା ।  ଯଦି ଏହି ବାକ୍ୟଟି ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ,\n ତେବେ ଏହାକୁ ସ୍ପଷ୍ଟ\n ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଏହି ଦୁଇଟି ବିକଳ୍ପ” କିମ୍ବା “ଏହି ଦୁଇଟି ବିଷୟ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
305 PHP 1 23 u1zs figs-abstractnouns τὴν ἐπιθυμίαν ἔχων 1 \n \n\nଯଦି ଆପଣଙ୍କ ଭାଷାରେ ଗୁଣବାଚକ  ବିଶେଷ୍ୟ **ଇଚ୍ଛା** ଶବ୍ଦ ଅସ୍ପଷ୍ଟ ହେବ, ତେବେ ଆପଣ ଶବ୍ଦର\n ଅର୍ଥ ବ୍ୟବହାର କରି ଏହି ଶବ୍ଦର ଅର୍ଥ ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଇଚ୍ଛା” କିମ୍ବା “ଚୟନ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
306 PHP 1 23 hhjr figs-euphemism ἀναλῦσαι 1 \n \n\nଏଠାରେ ପାଉଲ **ପ୍ରସ୍ଥାନ କରି** ବାକ୍ୟ ସହ  ତାଙ୍କ ମୃତ୍ୟୁ ବିଷୟରେ କହୁଛନ୍ତି ।  ମୃତ୍ୟୁ ଭୋଳି ଏକ ଅପ୍ରୀତିକର ବିଷୟ ଉପରେ ଧ୍ୟାନ\n ଦେବା ପରିବର୍ତ୍ତେ, ପାଉଲ ମୃତ୍ୟୁର ସକରାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା\n ପାଇଁ **ପ୍ରସ୍ଥାନ** ଶବ୍ଦ ବ୍ୟବହାର କରୁଛନ୍ତି, ଅର୍ଥାତ୍ ତାଙ୍କ ଶାରୀରିକ ମୃତ୍ୟୁ ଖ୍ରୀଷ୍ଟଙ୍କ ସହ\n ରହିବ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଭିନ୍ନ ଉପମା ବ୍ୟବହାର କରିପାରିବେ କିମ୍ବା ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଏହି ଜୀବନ ଛାଡିବାକୁ” କିମ୍ବା\n “ଏହି ପୃଥିବୀରୁ ବିଦାୟ ନେବାକୁ” କିମ୍ବା “ମରିବାକୁ” (ଦେଖନ୍ତୁ: rc: // en / ta / man / translate / figs-euphemism)\n\n\n
307 PHP 1 24 etly figs-synecdoche τὸ δὲ ἐπιμένειν ἐν τῇ σαρκὶ 1 \n \n\nକିନ୍ତୁ ** ଶରୀରରେ ରହିବା** ବାକ୍ୟାଂଶର ଅର୍ଥ\n ପୃଥିବୀର ଗୋଟିଏ ଶରୀରରେ ଜୀବନ୍ତ ରହିବା ।  ୧:୨୨ ରେ ଆପଣ କିପରି ଶରୀର\n ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “କିନ୍ତୁ ଶରୀରରେ ରହିବା” କିମ୍ବା\n “କିନ୍ତୁ ଏହି ପୃଥିବୀରେ ବଞ୍ଚିବାକୁ” (ଦେଖନ୍ତୁ: rc://en/ta/man/translate/figs-synecdoche)\n\n\n
308 PHP 1 24 k2j7 figs-ellipsis ἀναγκαιότερον 1 \n \n\nଏହି ବାକ୍ୟାଂଶରେ ପାଉଲ **ଅଧିକ ଆବଶ୍ୟକ**  “ଯିବା ଅପେକ୍ଷା” ଶବ୍ଦଗୁଡ଼ିକୁ ବ୍ୟବହାର କାରନ୍ତି କାରଣ\n ସେ ଜାଣନ୍ତି ଯେ ତାଙ୍କ ପାଠକମାନେ ପ୍ରସଙ୍ଗରୁ ଏହା ବୁଝିପାରିବେ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଆପଣଙ୍କ ଅନୁବାଦରେ ଏହି ବାଦ ଦିଆଯାଇଥିବା\n ଶବ୍ଦଗୁଡ଼ିକ ଉଲ୍ଲେଖ କରି ପାରିବେ ।  ବିକଳ୍ପ ଅନୁବାଦ: “ପରିବର୍ତ୍ତେ ଯିବା ଅଧିକ ଆବଶ୍ୟକ” (ଦେଖନ୍ତୁrc://en/ta/man/translate/figs-ellipsis)\n\n\n
309 PHP 1 24 hnl7 ὑμᾶς 1 \n \n\nଆପଣ୧: ୫ ରେ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି\n ଦେଖନ୍ତୁ । \n\n\n
310 PHP 1 25 xwl1 figs-activepassive τοῦτο πεποιθὼς 1 I know that I will remain \n \n\nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ\n  ପ୍ରକାଶ କରିପାରିବେ  । ବିକଳ୍ପ ଅନୁବାଦ: “କାରଣ\n ମୁଁ ଏହି ବିଷୟରେ ନିଶ୍ଚିତ ଅଟେ” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n\n
311 PHP 1 25 hzmd figs-doublet μενῶ καὶ παραμενῶ 1 I know that I will remain \n \n\nଏହି ଦୁଇଟି ଶବ୍ଦର ଅର୍ଥ ବହୁତ ସମାନ ଅଟେ।  ପ୍ରଥମଟି ଅଧିକ ସାଧାରଣ ଏବଂ ଦ୍ୱିତୀୟଟି କାହା ସହ  ରହିବା ବିଷୟରେ ଅଧିକ ନିର୍ଦ୍ଦିଷ୍ଟ ଅଟେ ।  ଯଦି ଆପଣଙ୍କର ଭାଷାର ଏହି ଦୁଇଟି ଅର୍ଥ ପାଇଁ ଗୋଟିଏ\n ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ଜାରି ରଖିବି” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
312 PHP 1 25 rruy figs-yousingular ὑμῖν 1 \n \n\nଆପଣ ୧: ୨ ରେ କିପରି ଏହି ଶବ୍ଦକୁ ଅନୁବାଦ କରିଛନ୍ତି\n ଦେଖନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
313 PHP 1 25 xvx9 figs-abstractnouns εἰς τὴν ὑμῶν προκοπὴν καὶ χαρὰν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ\n ବିଶେଷ୍ୟଗୁଡ଼ିକର ଅଗ୍ରଗତି ଏବଂ ମୌଖିକ ବାକ୍ୟାଂଶଗୁଡ଼ିକର ଆନନ୍ଦ ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ତୁମ୍ଭେମାନେ ଦୃଢ଼ ହୋଇ ଆନନ୍ଦିତ ହେବ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
314 PHP 1 25 vnn9 figs-hendiadys εἰς τὴν ὑμῶν προκοπὴν καὶ χαρὰν 1 \n \n\nଏହି ବାକ୍ୟାଂଶ, **ବୃଦ୍ଧି ଓ ଆନନ୍ଦ**,\n **ଏବଂ**  ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଏକକ ଧାରଣା\n ପ୍ରକାଶ କରିପାରେ । **ଆନନ୍ଦ**\n ଶବ୍ଦଟି ବିଶ୍ଵାସରେ ବୃଦ୍ଧି କରିବାର ଅନୁଭବକ୍ଯୁ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ଆନନ୍ଦ ବୃଦ୍ଧି” (ଦେଖନ୍ତୁ: rc://en/ta/man/translate/figs-hendiadys)\n\n\n
315 PHP 1 25 h6f2 ὑμῶν 1 \n \n\nଆପଣ୧: ୫ ରେ ତୁମ୍ଭର ଶବ୍ଦକୁ କିପରି ଅନୁବାଦ କରିଛନ୍ତି\n ଦେଖନ୍ତୁ ।\n\n\n
316 PHP 1 25 zse3 figs-abstractnouns τῆς πίστεως 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ସହ  ଗୁଣବାଚକ  ବିଶେଷ୍ୟ **ବିଶ୍ଵାସର** ଧାରଣାକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଯୀଶୁଙ୍କ ଉପରେ ବିଶ୍ୱାସ କରିବା”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
317 PHP 1 26 viwq grammar-connect-logic-goal ἵνα 1 \n \n\nଏଠାରେ, **ଯେପରି** ବାକ୍ୟାଂଶ ପୂର୍ବ ବାକ୍ୟାଂଶର\n ଉଦ୍ଦେଶ୍ୟକୁ ବୁଝାଏ। ପାଉଲ ଜୀବିତ ରହିବାର ଉଦ୍ଦେଶ୍ୟ, (୧:୨୫), ଖ୍ରୀଷ୍ଟଙ୍କଠାରେ\n ଫିଲିପ୍ପୀୟମାନଙ୍କର ଗର୍ବ ବୃଦ୍ଧି କରିବା ଅଟେ । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ସୂଚାଇବା ପାଇଁ ଆପଣଙ୍କ ଭାଷା ବ୍ୟବହାର\n କରୁଥିବା ପଦ୍ଧତିକୁ ବ୍ୟବହାର କରନ୍ତୁ । (ଦେଖନ୍ତୁrc://en/ta/man/translate/grammar-connect-logic-goal)\n\n\n
318 PHP 1 26 d906 figs-abstractnouns καύχημα…ἐν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାର\n ଅର୍ଥକୁ ଏକ କ୍ରିୟା ବାକ୍ୟାଂଶରେ କିମ୍ବା ଅନ୍ୟ କୌଣସି ଉପାୟରେ ପ୍ରକାଶ କରି ଗୁଣବାଚକ  ବିଶେଷ୍ୟର ଗର୍ବ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ\n ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ ।  ବିକଳ୍ପ ଅନୁବାଦ: “ରେ ଗୌରବ” କିମ୍ବା “ରେ ଆନନ୍ଦିତ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
319 PHP 1 26 j1d2 figs-go παρουσίας 1 \n \n\nଏଠାରେ **ଆସିବା** ଶବ୍ଦ ଫିଲିପ୍ପୀୟମାନଙ୍କ\n ଦୃଷ୍ଟିକୋଣରୁ ପାଉଲଙ୍କ ଯାତ୍ରାକୁ ବର୍ଣ୍ଣନା କରେ ।  ଆପଣଙ୍କ ଭାଷାରେ, ତାଙ୍କର ଯାତ୍ରାକୁ ପାଉଲଙ୍କ ଦୃଷ୍ଟିକୋଣରୁ\n ବର୍ଣ୍ଣନା କରିବା ଏବଂ “ଯିବା” ଭଳି ଶବ୍ଦ ବ୍ୟବହାର କରିବା ଅଧିକ ସ୍ୱାଭାବିକ ହୋଇପାରେ ।  ଏଠାରେ ଏବଂ ପଦ୨୭ ରେ, ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା\n ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଅଟେ ।  (ଦେଖନ୍ତୁ: rc://en/ta/man/translate/figs-go)\n\n\n
320 PHP 1 26 ay37 grammar-connect-logic-result διὰ τῆς ἐμῆς παρουσίας 1 \n \n\nଏଠାରେ **ଦ୍ୱାରା** ଶବ୍ଦଟି ଦର୍ଶାଇପାରେ: (୧)\n ଫିଲିପ୍ପୀୟମାନେ ଖ୍ରୀଷ୍ଟଙ୍କଠାରେ ଅତ୍ୟଧିକ ଗର୍ବ କରିବାର କାରଣ ।  ତେଣୁ, ** ଦ୍ୱାରା** ଶବ୍ଦର ଅର୍ଥ “କାରଣ” ଅଟେ।  ବିକଳ୍ପ ଅନୁବାଦ:… ମୋର ଆସିବା ଦ୍ୱାରା” (୨) ଫିଲିପ୍ପୀୟମାନେ ଖ୍ରୀଷ୍ଟଙ୍କଠାରେ ବହୁତ\n ଗର୍ବ କରିବେ ।  ତେଣୁ, **ଦ୍ୱାରା** ଶବ୍ଦର ଅର୍ଥ  “ଦ୍ୱାରା” ଅଟେ ।  ବିକଳ୍ପ ଅନୁବାଦ: “ମୋ ଆସିବା ଦ୍ୱାରା” (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
321 PHP 1 27 bwmq figs-go ἐλθὼν 1 \n \n\n**ଆସିବା** ଶବ୍ଦ ଦ୍ୱାରା ବର୍ଣ୍ଣିତ ଗତିକୁ ପ୍ରକାଶ\n କରିବାର ଆପଣଙ୍କ ଭାଷାର ଏକ ଭିନ୍ନ ଉପାୟ ଥାଇପାରେ ।  ଏଠାରେ, **ଆସିବା** ଶବ୍ଦଟି ପାଉଲଙ୍କୁ ଫିଲିପୀୟମାନେ ରହୁଥିବା ସ୍ଥାନକୁ ଭ୍ରମଣ କରିବା ଏବଂ\n ସେମାନଙ୍କୁ ଦେଖା କରିବା ବିଷୟରେ ସୂଚାଏ ।  ପୂର୍ବ ପଦ, ୧:୨୬ ରେ ଆପଣ କିପରି\n ଏହି ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-go)\n\n\n
322 PHP 1 27 yddq figs-yousingular ἀξίως τοῦ εὐαγγελίου τοῦ Χριστοῦ πολιτεύεσθε 1 \n \n\nଏଠାରେ ଫିଲିପ୍ପୀୟର ସମସ୍ତ ଖ୍ରୀଷ୍ଟିୟାନଙ୍କ ପାଇଁ\n ଏହା ଏକ ଆଜ୍ଞା ବା ନିର୍ଦ୍ଦେଶ ଅଟେ ।  ଏକ ଗୋଷ୍ଠୀର ଲୋକମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ\n ବାକ୍ୟ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
323 PHP 1 27 u09z figs-metaphor στήκετε 1 \n \n\nଏଠାରେ, ** ସ୍ଥିର ରହି** ବାକ୍ୟାଂଶ ବିଶ୍ୱାସକୁ ପରିବର୍ତ୍ତନ ନକରି, ଦୃଢ଼ ଭାବରେ ରହିବାକୁ\n ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣଙ୍କ\n ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରନ୍ତୁ, କିମ୍ବା ସରଳ ଭାଷା ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସ୍ଥିର ରୁହ”\n କିମ୍ବା “ତୁମ୍ଭେମାନେ ତୁମ୍ଭର ବିଶ୍ୱାସରେ ଦୃଢ଼ ରୁହ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
324 PHP 1 27 kmn8 figs-doublet ἐν ἑνὶ πνεύματι, μιᾷ ψυχῇ 1 \n \n\nଏଠାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ** ​​  ବାକ୍ୟାଂଶ ଗୁଡ଼ିକ ସମାନ ବିଷୟକୁ ବୁଝାଏ ଏବଂ ଏକତାର ମହତ୍ତ୍ଵକୁ\n ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହୃତ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେଗୁଡ଼ିକୁ\n ଏକ ଅଭିବ୍ୟକ୍ତି ଭାବରେ ଏକତ୍ର ଅନୁବାଦ କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ଆତ୍ମା ​​ଭାବରେ ଏକୀକୃତ” କିମ୍ବା\n “ସଂପୂର୍ଣ୍ଣ ଏକତାରେ” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
325 PHP 1 27 jfxp figs-metaphor ἐν ἑνὶ πνεύματι, μιᾷ ψυχῇ 1 \n \n\nଏଠାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ**  ବାକ୍ୟାଂଶ ଗୁଡ଼ିକ ସାଙ୍କେତିକ ଭାବରେ “କାହାର ମୂଳ\n ଉଦ୍ଦେଶ୍ୟ ଏବଂ ବିଶ୍ୱାସରେ ଏକତା ରହିବା” କୁ ବୁଝାଇବାକୁ ବ୍ୟନହୃତ। ଉଭୟ ବାକ୍ୟାଂଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକମତ ହେବାକୁ ସୂଚାଏ ।  ଯଦି ଏହି ଅଭିବ୍ୟକ୍ତିଗୁଡ଼ିକ ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ସରଳ  ଭାଷା ବ୍ୟବହାର କରି ପାରିବେ କିମ୍ବା ଆପଣଙ୍କ\n ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ମନରେ” କିମ୍ବା “ଉଦ୍ଦେଶ୍ୟର ଏକତାରେ” କିମ୍ବା “ପୂର୍ଣ୍ଣ\n ଚୁକ୍ତିରେ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
326 PHP 1 28 u9an figs-explicit τῶν ἀντικειμένων 1 \n \n\n**ତୁମ୍ଭମାନଙ୍କୁ ବିପକ୍ଷ କରୁଥିବା** ବାକ୍ୟାଂଶ ସେହି\n ଲୋକମାନଙ୍କୁ ସୂଚାଏ ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରୁଥିଲେ ଏବଂ\n ସେମାନଙ୍କୁ ଅସୁବିଧାରେ ପକାଉଥିଲେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ କହିବାକୁ ପ୍ରକାଶ\n କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିରୋଧ କରୁଥିବା\n ଲୋକ” କିମ୍ବା “ତୁମ୍ଭମାନଙ୍କୁ ବିରୋଧ କରୁଥିବା ଲୋକ କାରଣ ତୁମ୍ଭେ ଯୀଶୁଙ୍କଠାରେ ବିଶ୍ୱାସ\n କର” (ଦେଖନ୍ତୁ: rc://en/ta/man/translate/figs-expl)\n\n\n