Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-05 03:06:22 +00:00
parent f80ae0cace
commit c3a9e71fc6
1 changed files with 25 additions and 0 deletions

View File

@ -274,3 +274,28 @@ PHP 1 9 f4q5 ὑμῶν 1 \n \n\nଫିଲିପ୍ପୀୟ ୧: ରେ
PHP 1 9 tbtt figs-abstractnouns ἐν ἐπιγνώσει καὶ πάσῃ αἰσθήσει 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ତୁମ୍ଭେ\n କ୍ରିୟା ବାକ୍ୟାଂଶ ସହ  ଗୁଣବାଚକ  ବିଶେଷ୍ୟ **ଜ୍ଞାନ** ଏବଂ ** ସୂକ୍ଷ୍ମ ବିଚାର**\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ତୁମ୍ଭମାନଙ୍କ ବିଷୟରେ ତାହାଙ୍କ ବିଷୟରେ ସତ୍ୟ ଦେଖିବାରେ\n ସକ୍ଷମ କରିବେ ଏବଂ ଆପଣଙ୍କୁ ବୁଦ୍ଧିମାନ ଭାବରେ ପ୍ରେମ କରିବାକୁ ଶିଖାଇବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 10 ybw6 grammar-connect-logic-result εἰς 1 \n \n\nଏାରେ, **ତେଣୁ** ବାକ୍ୟାଂଶ ନଅ ପଦରେ ପାଉଲଙ୍କ ପ୍ରାର୍ଥନାର\n ଇଚ୍ଛାକୃତ ଫଳାଫଳକୁ ବୁଝାଏ । ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ\n ଯାହା ସ୍ପଷ୍ଟ ଭାବରେ ଦର୍ଶାଇବ ଯେ ଏହା ଅନୁସରଣ କରୁଥିବା ବିଷୟ ନଅ ପଦରେ ପାଉଲ ଯାହା\n ପ୍ରାର୍ଥନା କରିଛନ୍ତି ତାହାର ପରିଣାମ ଅଟେ । (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
PHP 1 11 t3w4 figs-activepassive πεπληρωμένοι 1 \n \n\n**ପରିପୂର୍ଣ୍ଣ** ହେବା ଏକ କର୍ମବାଚ୍ୟ ବାକ୍ୟାଂଶ\n ଅଟେ ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ\n  ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ପୂର୍ଣ୍ଣ କରନ୍ତୁ” କିମ୍ବା “ନିରନ୍ତର ଉତ୍ପନ\n କରନ୍ତୁ” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
PHP 1 11 yq99 figs-metaphor τὸν διὰ Ἰησοῦ Χριστοῦ 1 \n \n\nଏାରେ, **ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା** ବାକ୍ୟାଂଶ ଏକ ରୂପକ\n ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଯୀଶୁ ଏକ ବ୍ୟକ୍ତିକୁ ଧାର୍ମିକ କରନ୍ତି ଏବଂ ଏହିପରି ଜଣେ\n ଧାର୍ମିକ ବ୍ୟକ୍ତି ଧାର୍ମିକ କାର୍ଯ୍ୟ କରେ।  ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କଠାରେ ଉତ୍ପନ କରନ୍ତି” କିମ୍ବା\n “ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କୁ ଉତ୍ପନ କରିବାକୁ ସକ୍ଷମ କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 11 jwgb figs-abstractnouns εἰς δόξαν καὶ ἔπαινον Θεοῦ 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଗୁଣବାଚକ\n ବିଶେଷ୍ୟ ଗୌରବ ଏବଂ କ୍ରିୟା ସହ  ପ୍ରଶଂସା\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଈଶ୍ଵରଙ୍କୁ ଗୌରବ ଏବଂ ପ୍ରଶଂସା କରିବାରେ\n ସାହାଯ୍ୟ କରିବ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 11 mfs6 figs-doublet εἰς δόξαν καὶ ἔπαινον Θεοῦ 1 \n \n\n**ଗୌରବ** \n ଏବଂ **ପ୍ରଶଂସା** ଶବ୍ଦର ଅର୍ଥ ଏଠାରେ ସମାନ ଅଟେ  । ଲୋକମାନେ ଈଶ୍ଵରଙ୍କୁ କେତେ ମାତ୍ରାରେ ପ୍ରଶଂସା କରିବେ ତାହା ଉପରେ ଜୋର ଦେବା ପାଇଁ ସେଗୁଡ଼ିକ\n ଏକତ୍ର ବ୍ୟବହୃତ କରାୟାଇଛି ।  ଯଦି ଆପଣଙ୍କ ଭାଷାରେ ଏଥି ପାଇଁ ଗୋଟିଏ ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ ଏବଂ\n ଅନ୍ୟ ଉପାୟରେ ଗୁରୁତ୍ୱ ଦେଇପାରିବେ ।  ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଈଶ୍ଵରଙ୍କୁ ବହୁତ ପ୍ରଶଂସା କରିବାରେ ସାହାଯ୍ୟ\n କରିବ” କିମ୍ବା “ଯାହା ଲୋକମାନଙ୍କୁ ଈଶ୍ଵର କେତେ ମହାନ ତାହା ଘୋଷଣା କରିବାକୁ ସାହାଯ୍ୟ କରିବ”\n (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
PHP 1 12 ygt3 figs-metaphor ἀδελφοί 1 brothers \n \n\nପାଉଲ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ\n ବ୍ୟବହାର କରୁଛନ୍ତି ଯାହା ଯୀଶୁଙ୍କଠାରେ ସହ ବିଶ୍ଵାସୀମାନଙ୍କୁ ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ\n ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ, “ମୋର ସାଥୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 14 a1kh τῶν ἀδελφῶν 1 \n \n\nଆପଣ ପୂର୍ବ ପଦ ୧:୧୨ ରେ କିପରି **ଭାଇ** ଶବ୍ଦକୁ\n ଅନୁବାଦ କରିଛନ୍ତି ଦେଖନ୍ତୁ । \n\n\n
PHP 1 14 eurs figs-metaphor τῶν ἀδελφῶν 1 \n \n\nପାଉଲ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ\n ବ୍ୟବହାର କରୁଛନ୍ତି ଯାହା ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ, “ମୋର ସାଥୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 14 sz29 figs-metaphor ἐν Κυρίῳ πεποιθότας τοῖς δεσμοῖς μου 1 \n \n\n**ପ୍ରଭୁଙ୍କଠାରେ ଉତ୍ସାହିତ** ବାକ୍ୟର ଅର୍ଥ\n ପାଉଲଙ୍କ ବନ୍ଧନରେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଉପରେ ବିଶ୍ଵାସ ଦୃଢ଼ କରିଥିଲେ। ବିକଳ୍ପ\n ଅନୁବାଦ: “ମୋର ବନ୍ଧନ ହେତୁ ପ୍ରଭୁଙ୍କୁ ଅଧିକ ବିଶ୍ଵାସ କର” କିମ୍ବା “ମୋର ବନ୍ଧନ ପରିଣାମରେ\n ପ୍ରଭୁଙ୍କଠାରୁ ଅଧିକ ସାହସ ପ୍ରାପ୍ତ ହୋଇଅଛି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 14 k4tm figs-activepassive καὶ τοὺς πλείονας τῶν ἀδελφῶν ἐν Κυρίῳ πεποιθότας τοῖς δεσμοῖς μου 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହାକୁ\n ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ, ଏବଂ କାର୍ଯ୍ୟର କାରଣ କିଏ କିମ୍ବା କ’ଣ ଅଟେ ତାହା ଆପଣ\n ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ ପ୍ରଭୁ ଅଧିକାଂଶ ଭାଇମାନଙ୍କୁ ଉତ୍ସାହିତ\n କରିଛନ୍ତି” କିମ୍ବା “ମୋର ବନ୍ଧନ ଅଧିକାଂଶ ଭାଇଙ୍କୁ ପ୍ରଭୁଙ୍କ ଉପରେ ଅଧିକ ବିଶ୍ୱାସ କରିବାରେ\n ସାହାଯ୍ୟ କରିଛି” (ଦେଖନ୍ତୁ: rc://en/ta/man/translate/figs-activepassive)\n\n\n
PHP 1 14 ecy8 figs-metonymy δεσμοῖς μου 1 \n \n\nପାଉଲ ଆପଣା ବନ୍ଧନ ବିଷୟରେ ଅର୍ଥାତ ତାଙ୍କ ପାଦ ଏବଂ\n ହାତକୁ ବାନ୍ଧିଥିବା ଶିକୁଳି ବିଷୟରେ କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ\n ଅସ୍ପଷ୍ଟ, ତେବେ ଆପଣ ସିଧାସଳଖ ବନ୍ଧନ ବିଷୟରେ ଉଲ୍ଲେଖ କରିପାରିବେ ।  ଆପଣ ୧: ୭ ଏବଂ ୧:୧୩ ରେ **ମୋର ବନ୍ଧନକୁ**\n ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
PHP 1 14 v2wo figs-explicit τὸν λόγον 1 \n \n\nଏାରେ, **ବାକ୍ୟ** ଶବ୍ଦ ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ବାର୍ତ୍ତାକୁ\n ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନ ହୁଏ, ଆପଣ ଏହାକୁ\n ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ସୁସମାଚାର” କିମ୍ବା “ସୁସମାଚାର” କିମ୍ବା “ଈଶ୍ଵରଙ୍କ ବାର୍ତ୍ତା”\n (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
PHP 1 15 sa9n 0 Some indeed even proclaim Christ \n \n\nଏହି ପଦରୁ ଆରମ୍ଭ କରି,\n ଏବଂ ୧: ୧୭ ର ଶେଷ\n ପର୍ଯ୍ୟନ୍ତ, ପାଉଲ କାଇଜମ୍ ନାମକ ଏକ କବିତା ଗଠନ ବ୍ୟବହାର କରନ୍ତି ଯାହାକି କେତେକ ଭାଷାରେ ଦ୍ୱନ୍ଦ୍ୱ\n ସୃଷ୍ଟି କରିପାରେ ।  ଯଦି ଆପଣଙ୍କ ଭାଷାରେ ଏହା ଅଧିକ ସ୍ୱାଭାବିକ ହେବ ତେବେ ଆପଣ ୧: ୧୫-୧୭ ରେ କେତେକ\n ବିଷୟକୁ ପରିବର୍ତ୍ତନ କରନ୍ତୁ । UST ଦେଖନ୍ତୁ । \n\n\n
PHP 1 15 z9y9 figs-abstractnouns διὰ φθόνον καὶ ἔριν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶର ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ** ଈର୍ଷା ** ଏବଂ ** ବିବାଦ** ପଛରେ\n ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “କାରଣ ସେମାନେ ଈର୍ଷା କରନ୍ତି ଏବଂ ନିଜର ମନ୍ଦ ଉଦ୍ଦେଶ୍ୟ ଅନୁସରଣ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 15 yh1c figs-abstractnouns εὐδοκίαν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ଏକ ମୌଖିକ ବାକ୍ୟାଂଶରେ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ଶୁଭେଚ୍ଛା** ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ସେମାନଙ୍କର ଇଚ୍ଛା ଏହା ଯେ ଅନ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତୁ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 16 w0b8 figs-explicit ἐξ ἀγάπης 1 \n \n\nଏାରେ **ପ୍ରେମ** ଶବ୍ଦର ଉଦ୍ଦେଶ୍ୟକୁ\n ନିର୍ଦ୍ଦିଷ୍ଟ କରାଯାଇ ନାହିଁ ।  ଆପଣ **ପ୍ରେମର** ଉଦ୍ଦେଶ୍ୟକୁ ଅନିର୍ଦ୍ଦିଷ୍ଟ ଭାବରେ ଛାଡି ପାରିବେ କିମ୍ବା ଯଦି ଏହା ଆପଣଙ୍କ\n ଭାଷାରେ ଆବଶ୍ୟକ ହୁଏ, ଆପଣ ପ୍ରେମର ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ କରିପାରିବେ\n ।  ଏଠାରେ, **ପ୍ରେମ** ଶବ୍ଦ ସୂଚାଇପାରେ: (୧) ପାଉଲଙ୍କ ପ୍ରତି\n ପ୍ରେମ ।  ବିକଳ୍ପ ଅନୁବାଦ: “ମୋ ପ୍ରତି ସେମାନଙ୍କର ପ୍ରେମ\n ହେତୁ” () ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ।  ବିକଳ୍ପ ଅନୁବାଦ: “ସେମାନେ ସୁସମାଚାର ପ୍ରଚାର କରନ୍ତି କାରଣ ସେମାନେ ଖ୍ରୀଷ୍ଟଙ୍କୁ ପ୍ରେମ\n କରନ୍ତି” (୩) ଏକାଧିକ ବିଷୟକୁ ଭଲ ପାଆନ୍ତି, ଯେପରିକି ପାଉଲ ଏବଂ ଖ୍ରୀଷ୍ଟ ଏବଂ ଯେଉଁମାନେ\n ଏପର୍ଯ୍ୟନ୍ତ ସୁସମାଚାର ଶୁଣି ନାହାଁନ୍ତି କିମ୍ବା ବିଶ୍ଵାସ କରନ୍ତି ନାହିଁ ସେମାନଙ୍କୁ ।  ବିକଳ୍ପ ଅନୁବାଦ: “ଯେଉଁମାନେ ମୋ, ଏବଂ ଯୀଶୁଙ୍କ\n ପ୍ରତି ଏବଂ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ପ୍ରତି ପ୍ରେମ ହେତୁ ସୁସମାଚାର\n ପ୍ରଚାର କରନ୍ତି,” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 1 16 ia9l figs-explicit εἰς ἀπολογίαν τοῦ εὐαγγελίου κεῖμαι 1 \n \n\n**ମୁଁ ନିଯୁକ୍ତ** ବାକ୍ୟାଂଶକୁ ସୂଚିତ କରିପାରେ:\n (୧) ଈଶ୍ଵର ପାଉଲଙ୍କ ବନ୍ଧନରେ ଥିବା ବର୍ତ୍ତମାନର ସ୍ଥିତିକୁ ନିଯୁକ୍ତ କରନ୍ତି ।  ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ସୁରକ୍ଷା ପାଇଁ\n ଏଠାରେ ରହିବାକୁ ନିଯୁକ୍ତ” () ଈଶ୍ଵର ପାଉଲଙ୍କୁ ସୁସମାଚାରର ରକ୍ଷା ନିମନ୍ତେ  ନିଯୁକ୍ତ କଲେ ।  ବିକଳ୍ପ ଅନୁବାଦ: “ସୁସମାଚାରର ସତ୍ୟକୁ ସର୍ବସାଧାରଣରେ ରକ୍ଷା କରିବା\n ପାଇଁ ଈଶ୍ଵର  ମୋତେ ନିଯୁକ୍ତ କଲେ” (ଦେଖନ୍ତୁ:\n rc://en/ta/man/translate/figs-expl)\n\n\n
PHP 1 16 vnfl ἀπολογίαν τοῦ εὐαγγελίου 1 \n \n\nଆପଣ ୧: ୭ ରେ “ସୁସମାଚାରର ସମର୍ଥନ ଏବଂ ପ୍ରମାଣ” ବାକ୍ୟକୁ\n କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । \n\n\n
PHP 1 17 sgss figs-abstractnouns οἱ δὲ ἐξ ἐριθείας τὸν Χριστὸν καταγγέλλουσιν 1 in my chains \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ସହ  ଗୁଣବାଚକ ବିଶେଷ୍ୟ **ସ୍ୱାର୍ଥ**\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ କେବଳ ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ କରିବା ପାଇଁ\n ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 17 j333 οὐχ ἁγνῶς 1 in my chains \n \n\nବିକଳ୍ପ ଅନୁବାଦ: “ଭୁଲ ଉଦ୍ଦେଶ୍ୟରେ” କିମ୍ବା “ଭୁଲ\n ଉଦ୍ଦେଶ୍ୟରୁ”\n\n\n
PHP 1 17 tc1u figs-explicit οἰόμενοι θλῖψιν ἐγείρειν τοῖς δεσμοῖς μου 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ପ୍ରକାଶ\n କରିପାରିବେ  ଯେ ସ୍ୱାର୍ଥପର ପ୍ରଚାରକମାନେ\n କିପରି ପାଉଲଙ୍କୁ ଅସୁବିଧାରେ ପକାଉଛନ୍ତି ବୋଲି ସେମାନେ ବିଚାର କରନ୍ତି । ଆପଣ ଏଠାରେ ଏକ ନୂତନ ବାକ୍ୟ ମଧ୍ୟ ଆରମ୍ଭ କରିପାରିବେ ।  ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ପ୍ରଚାର ଦ୍ୱାରା ମୋତେ ବନ୍ଧନରେ ଅସୁବିଧାରେ\n ପକାଇବାକୁ ଆଶା କରନ୍ତି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 1 18 dc7l figs-rquestion τί γάρ 1 \n \n\nବାକ୍ୟାଂଶ **ତେବେ କ’ଣ?** ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ।  ଯଦି ଏକ ଶବ୍ଦଗତ ପ୍ରଶ୍ନ ବ୍ୟବହାର କରିବା ଆପଣଙ୍କ\n ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଏହାକୁ ଆପଣ ଏକ ବିବୃତ୍ତିରେ ପରିବର୍ତ୍ତନ କରି\n ଏହାର ଅର୍ଥକୁ ପ୍ରକାଶ କରି ପାରିବେ।  ବିକଳ୍ପ ଅନୁବାଦ: “କିନ୍ତୁ ଏହାର କିଛି ଲାଭ ନାହିଁ!” (ଦେଖନ୍ତୁ: rc://en/ta/man/translate/figs-rquestion)\n\n\n
PHP 1 18 sw24 figs-activepassive Χριστὸς καταγγέλλεται 1 \n \n\nଆପଣ ଏକ କର୍ତ୍ତୁବାଚ୍ୟରେ ଏହି ବାକ୍ୟର ଅର୍ଥ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଆମ୍ଭେମାନେ  ସମସ୍ତେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n\n
PHP 1 19 saze figs-explicit τοῦτό 1 \n \n\nଏାରେ, **ଏହି** ଶବ୍ଦଟି ପାଉଲଙ୍କ ବନ୍ଧନରେ  ରହିବାର ବର୍ତ୍ତମାନର ପରିସ୍ଥିତି ଏବଂ ଏହା ସହ ଥିବା ବିଷୟକୁ\n ସୂଚାଏ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ\n ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ” କିମ୍ବା “ବନ୍ଧନରେ ମୋର ବର୍ତ୍ତମାନର ଅବସ୍ଥା”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 1 19 zr2k figs-abstractnouns ἐπιχορηγίας τοῦ Πνεύματος Ἰησοῦ Χριστοῦ 1 of the Spirit of Jesus Christ \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ  ବିଶେଷ୍ୟ **ଅନୁକୂଳ** ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର  ମୋତେ ଉଦ୍ଧାର କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 20 ysty figs-doublenegatives ἐν οὐδενὶ αἰσχυνθήσομαι, ἀλλ’ 1 Christ will be exalted in my body \n \n\nଯଦି **କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ**\n ବାକ୍ୟାଂଶ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ ସକାରାତ୍ମକ ଅର୍ଥରେ ଅନୁବାଦ\n କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ସର୍ବଦା ସଠିକ କାର୍ଯ୍ୟ\n କରିବି ଏବଂ” (ଦେଖନ୍ତୁ: rc://en/ta/man/translate/figs-doublenegatives)\n\n\n
PHP 1 20 ch6v figs-abstractnouns ἐν πάσῃ παρρησίᾳ 1 whether through life or through death \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ସମାନ କ୍ରିୟା ବିଶେଷଣ ସହ  ଗୁଣବାଚକ  ବିଶେଷ୍ୟ ସାହସିକତା ପଛରେ ଧାରଣା ପ୍ରକାଶ କରିପାରିବେ\n ।  ବିକଳ୍ପ ଅନୁବାଦ: “ସର୍ବଦା ସାହସର ସହ କାର୍ଯ୍ୟ କର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
274 PHP 1 9 tbtt figs-abstractnouns ἐν ἐπιγνώσει καὶ πάσῃ αἰσθήσει 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ତୁମ୍ଭେ\n କ୍ରିୟା ବାକ୍ୟାଂଶ ସହ  ଗୁଣବାଚକ  ବିଶେଷ୍ୟ **ଜ୍ଞାନ** ଏବଂ ** ସୂକ୍ଷ୍ମ ବିଚାର**\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ତୁମ୍ଭମାନଙ୍କ ବିଷୟରେ ତାହାଙ୍କ ବିଷୟରେ ସତ୍ୟ ଦେଖିବାରେ\n ସକ୍ଷମ କରିବେ ଏବଂ ଆପଣଙ୍କୁ ବୁଦ୍ଧିମାନ ଭାବରେ ପ୍ରେମ କରିବାକୁ ଶିଖାଇବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
275 PHP 1 10 ybw6 grammar-connect-logic-result εἰς 1 \n \n\nଏଠାରେ, **ତେଣୁ** ବାକ୍ୟାଂଶ ନଅ ପଦରେ ପାଉଲଙ୍କ ପ୍ରାର୍ଥନାର\n ଇଚ୍ଛାକୃତ ଫଳାଫଳକୁ ବୁଝାଏ । ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ\n ଯାହା ସ୍ପଷ୍ଟ ଭାବରେ ଦର୍ଶାଇବ ଯେ ଏହା ଅନୁସରଣ କରୁଥିବା ବିଷୟ ନଅ ପଦରେ ପାଉଲ ଯାହା\n ପ୍ରାର୍ଥନା କରିଛନ୍ତି ତାହାର ପରିଣାମ ଅଟେ । (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
276 PHP 1 11 t3w4 figs-activepassive πεπληρωμένοι 1 \n \n\n**ପରିପୂର୍ଣ୍ଣ** ହେବା ଏକ କର୍ମବାଚ୍ୟ ବାକ୍ୟାଂଶ\n ଅଟେ ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ\n  ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ପୂର୍ଣ୍ଣ କରନ୍ତୁ” କିମ୍ବା “ନିରନ୍ତର ଉତ୍ପନ\n କରନ୍ତୁ” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
277 PHP 1 11 yq99 figs-metaphor τὸν διὰ Ἰησοῦ Χριστοῦ 1 \n \n\nଏଠାରେ, **ଖ୍ରୀଷ୍ଟ ଯୀଶୁଙ୍କ ଦ୍ଵାରା** ବାକ୍ୟାଂଶ ଏକ ରୂପକ\n ଅଟେ ଯାହାର ଅର୍ଥ ଖ୍ରୀଷ୍ଟ ଯୀଶୁ ଏକ ବ୍ୟକ୍ତିକୁ ଧାର୍ମିକ କରନ୍ତି ଏବଂ ଏହିପରି ଜଣେ\n ଧାର୍ମିକ ବ୍ୟକ୍ତି ଧାର୍ମିକ କାର୍ଯ୍ୟ କରେ।  ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କଠାରେ ଉତ୍ପନ କରନ୍ତି” କିମ୍ବା\n “ଖ୍ରୀଷ୍ଟ ଯୀଶୁ ତୁମ୍ଭମାନଙ୍କୁ ଉତ୍ପନ କରିବାକୁ ସକ୍ଷମ କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
278 PHP 1 11 jwgb figs-abstractnouns εἰς δόξαν καὶ ἔπαινον Θεοῦ 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ ଗୁଣବାଚକ\n ବିଶେଷ୍ୟ ଗୌରବ ଏବଂ କ୍ରିୟା ସହ  ପ୍ରଶଂସା\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଈଶ୍ଵରଙ୍କୁ ଗୌରବ ଏବଂ ପ୍ରଶଂସା କରିବାରେ\n ସାହାଯ୍ୟ କରିବ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
279 PHP 1 11 mfs6 figs-doublet εἰς δόξαν καὶ ἔπαινον Θεοῦ 1 \n \n\n**ଗୌରବ** \n ଏବଂ **ପ୍ରଶଂସା** ଶବ୍ଦର ଅର୍ଥ ଏଠାରେ ସମାନ ଅଟେ  । ଲୋକମାନେ ଈଶ୍ଵରଙ୍କୁ କେତେ ମାତ୍ରାରେ ପ୍ରଶଂସା କରିବେ ତାହା ଉପରେ ଜୋର ଦେବା ପାଇଁ ସେଗୁଡ଼ିକ\n ଏକତ୍ର ବ୍ୟବହୃତ କରାୟାଇଛି ।  ଯଦି ଆପଣଙ୍କ ଭାଷାରେ ଏଥି ପାଇଁ ଗୋଟିଏ ଶବ୍ଦ ଅଛି, ତେବେ ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ ଏବଂ\n ଅନ୍ୟ ଉପାୟରେ ଗୁରୁତ୍ୱ ଦେଇପାରିବେ ।  ବିକଳ୍ପ ଅନୁବାଦ: “ଯାହା ଲୋକମାନଙ୍କୁ ଈଶ୍ଵରଙ୍କୁ ବହୁତ ପ୍ରଶଂସା କରିବାରେ ସାହାଯ୍ୟ\n କରିବ” କିମ୍ବା “ଯାହା ଲୋକମାନଙ୍କୁ ଈଶ୍ଵର କେତେ ମହାନ ତାହା ଘୋଷଣା କରିବାକୁ ସାହାଯ୍ୟ କରିବ”\n (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
280 PHP 1 12 ygt3 figs-metaphor ἀδελφοί 1 brothers \n \n\nପାଉଲ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ\n ବ୍ୟବହାର କରୁଛନ୍ତି ଯାହା ଯୀଶୁଙ୍କଠାରେ ସହ ବିଶ୍ଵାସୀମାନଙ୍କୁ ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ\n ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ, “ମୋର ସାଥୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
281 PHP 1 14 a1kh τῶν ἀδελφῶν 1 \n \n\nଆପଣ ପୂର୍ବ ପଦ ୧:୧୨ ରେ କିପରି **ଭାଇ** ଶବ୍ଦକୁ\n ଅନୁବାଦ କରିଛନ୍ତି ଦେଖନ୍ତୁ । \n\n\n
282 PHP 1 14 eurs figs-metaphor τῶν ἀδελφῶν 1 \n \n\nପାଉଲ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ଏଠାରେ\n ବ୍ୟବହାର କରୁଛନ୍ତି ଯାହା ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ, “ମୋର ସାଥୀ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
283 PHP 1 14 sz29 figs-metaphor ἐν Κυρίῳ πεποιθότας τοῖς δεσμοῖς μου 1 \n \n\n**ପ୍ରଭୁଙ୍କଠାରେ ଉତ୍ସାହିତ** ବାକ୍ୟର ଅର୍ଥ\n ପାଉଲଙ୍କ ବନ୍ଧନରେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନେ ପ୍ରଭୁଙ୍କ ଉପରେ ବିଶ୍ଵାସ ଦୃଢ଼ କରିଥିଲେ। ବିକଳ୍ପ\n ଅନୁବାଦ: “ମୋର ବନ୍ଧନ ହେତୁ ପ୍ରଭୁଙ୍କୁ ଅଧିକ ବିଶ୍ଵାସ କର” କିମ୍ବା “ମୋର ବନ୍ଧନ ପରିଣାମରେ\n ପ୍ରଭୁଙ୍କଠାରୁ ଅଧିକ ସାହସ ପ୍ରାପ୍ତ ହୋଇଅଛି” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
284 PHP 1 14 k4tm figs-activepassive καὶ τοὺς πλείονας τῶν ἀδελφῶν ἐν Κυρίῳ πεποιθότας τοῖς δεσμοῖς μου 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ତେବେ ଆପଣ ଏହାକୁ\n ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ, ଏବଂ କାର୍ଯ୍ୟର କାରଣ କିଏ କିମ୍ବା କ’ଣ ଅଟେ ତାହା ଆପଣ\n ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ ପ୍ରଭୁ ଅଧିକାଂଶ ଭାଇମାନଙ୍କୁ ଉତ୍ସାହିତ\n କରିଛନ୍ତି” କିମ୍ବା “ମୋର ବନ୍ଧନ ଅଧିକାଂଶ ଭାଇଙ୍କୁ ପ୍ରଭୁଙ୍କ ଉପରେ ଅଧିକ ବିଶ୍ୱାସ କରିବାରେ\n ସାହାଯ୍ୟ କରିଛି” (ଦେଖନ୍ତୁ: rc://en/ta/man/translate/figs-activepassive)\n\n\n
285 PHP 1 14 ecy8 figs-metonymy δεσμοῖς μου 1 \n \n\nପାଉଲ ଆପଣା ବନ୍ଧନ ବିଷୟରେ ଅର୍ଥାତ ତାଙ୍କ ପାଦ ଏବଂ\n ହାତକୁ ବାନ୍ଧିଥିବା ଶିକୁଳି ବିଷୟରେ କହନ୍ତି । ଯଦି ଏହା ଆପଣଙ୍କ ଭାଷାରେ\n ଅସ୍ପଷ୍ଟ, ତେବେ ଆପଣ ସିଧାସଳଖ ବନ୍ଧନ ବିଷୟରେ ଉଲ୍ଲେଖ କରିପାରିବେ ।  ଆପଣ ୧: ୭ ଏବଂ ୧:୧୩ ରେ **ମୋର ବନ୍ଧନକୁ**\n ଅନୁବାଦ କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ ହେତୁ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
286 PHP 1 14 v2wo figs-explicit τὸν λόγον 1 \n \n\nଏଠାରେ, **ବାକ୍ୟ** ଶବ୍ଦ ଯୀଶୁଙ୍କ ବିଷୟରେ ଈଶ୍ଵରଙ୍କ ବାର୍ତ୍ତାକୁ\n ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନ ହୁଏ, ଆପଣ ଏହାକୁ\n ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ସୁସମାଚାର” କିମ୍ବା “ସୁସମାଚାର” କିମ୍ବା “ଈଶ୍ଵରଙ୍କ ବାର୍ତ୍ତା”\n (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
287 PHP 1 15 sa9n 0 Some indeed even proclaim Christ \n \n\nଏହି ପଦରୁ ଆରମ୍ଭ କରି,\n ଏବଂ ୧: ୧୭ ର ଶେଷ\n ପର୍ଯ୍ୟନ୍ତ, ପାଉଲ କାଇଜମ୍ ନାମକ ଏକ କବିତା ଗଠନ ବ୍ୟବହାର କରନ୍ତି ଯାହାକି କେତେକ ଭାଷାରେ ଦ୍ୱନ୍ଦ୍ୱ\n ସୃଷ୍ଟି କରିପାରେ ।  ଯଦି ଆପଣଙ୍କ ଭାଷାରେ ଏହା ଅଧିକ ସ୍ୱାଭାବିକ ହେବ ତେବେ ଆପଣ ୧: ୧୫-୧୭ ରେ କେତେକ\n ବିଷୟକୁ ପରିବର୍ତ୍ତନ କରନ୍ତୁ । UST ଦେଖନ୍ତୁ । \n\n\n
288 PHP 1 15 z9y9 figs-abstractnouns διὰ φθόνον καὶ ἔριν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶର ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ** ଈର୍ଷା ** ଏବଂ ** ବିବାଦ** ପଛରେ\n ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “କାରଣ ସେମାନେ ଈର୍ଷା କରନ୍ତି ଏବଂ ନିଜର ମନ୍ଦ ଉଦ୍ଦେଶ୍ୟ ଅନୁସରଣ\n କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
289 PHP 1 15 yh1c figs-abstractnouns εὐδοκίαν 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ଏକ ମୌଖିକ ବାକ୍ୟାଂଶରେ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ଶୁଭେଚ୍ଛା** ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ସେମାନଙ୍କର ଇଚ୍ଛା ଏହା ଯେ ଅନ୍ୟମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତୁ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
290 PHP 1 16 w0b8 figs-explicit ἐξ ἀγάπης 1 \n \n\nଏଠାରେ **ପ୍ରେମ** ଶବ୍ଦର ଉଦ୍ଦେଶ୍ୟକୁ\n ନିର୍ଦ୍ଦିଷ୍ଟ କରାଯାଇ ନାହିଁ ।  ଆପଣ **ପ୍ରେମର** ଉଦ୍ଦେଶ୍ୟକୁ ଅନିର୍ଦ୍ଦିଷ୍ଟ ଭାବରେ ଛାଡି ପାରିବେ କିମ୍ବା ଯଦି ଏହା ଆପଣଙ୍କ\n ଭାଷାରେ ଆବଶ୍ୟକ ହୁଏ, ଆପଣ ପ୍ରେମର ଉଦ୍ଦେଶ୍ୟକୁ ନିର୍ଦ୍ଦିଷ୍ଟ କରିପାରିବେ\n ।  ଏଠାରେ, **ପ୍ରେମ** ଶବ୍ଦ ସୂଚାଇପାରେ: (୧) ପାଉଲଙ୍କ ପ୍ରତି\n ପ୍ରେମ ।  ବିକଳ୍ପ ଅନୁବାଦ: “ମୋ ପ୍ରତି ସେମାନଙ୍କର ପ୍ରେମ\n ହେତୁ” (୨) ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ।  ବିକଳ୍ପ ଅନୁବାଦ: “ସେମାନେ ସୁସମାଚାର ପ୍ରଚାର କରନ୍ତି କାରଣ ସେମାନେ ଖ୍ରୀଷ୍ଟଙ୍କୁ ପ୍ରେମ\n କରନ୍ତି” (୩) ଏକାଧିକ ବିଷୟକୁ ଭଲ ପାଆନ୍ତି, ଯେପରିକି ପାଉଲ ଏବଂ ଖ୍ରୀଷ୍ଟ ଏବଂ ଯେଉଁମାନେ\n ଏପର୍ଯ୍ୟନ୍ତ ସୁସମାଚାର ଶୁଣି ନାହାଁନ୍ତି କିମ୍ବା ବିଶ୍ଵାସ କରନ୍ତି ନାହିଁ ସେମାନଙ୍କୁ ।  ବିକଳ୍ପ ଅନୁବାଦ: “ଯେଉଁମାନେ ମୋ, ଏବଂ ଯୀଶୁଙ୍କ\n ପ୍ରତି ଏବଂ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କ ପ୍ରତି ପ୍ରେମ ହେତୁ ସୁସମାଚାର\n ପ୍ରଚାର କରନ୍ତି,” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
291 PHP 1 16 ia9l figs-explicit εἰς ἀπολογίαν τοῦ εὐαγγελίου κεῖμαι 1 \n \n\n**ମୁଁ ନିଯୁକ୍ତ** ବାକ୍ୟାଂଶକୁ ସୂଚିତ କରିପାରେ:\n (୧) ଈଶ୍ଵର ପାଉଲଙ୍କ ବନ୍ଧନରେ ଥିବା ବର୍ତ୍ତମାନର ସ୍ଥିତିକୁ ନିଯୁକ୍ତ କରନ୍ତି ।  ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ସୁରକ୍ଷା ପାଇଁ\n ଏଠାରେ ରହିବାକୁ ନିଯୁକ୍ତ” (୨) ଈଶ୍ଵର ପାଉଲଙ୍କୁ ସୁସମାଚାରର ରକ୍ଷା ନିମନ୍ତେ  ନିଯୁକ୍ତ କଲେ ।  ବିକଳ୍ପ ଅନୁବାଦ: “ସୁସମାଚାରର ସତ୍ୟକୁ ସର୍ବସାଧାରଣରେ ରକ୍ଷା କରିବା\n ପାଇଁ ଈଶ୍ଵର  ମୋତେ ନିଯୁକ୍ତ କଲେ” (ଦେଖନ୍ତୁ:\n rc://en/ta/man/translate/figs-expl)\n\n\n
292 PHP 1 16 vnfl ἀπολογίαν τοῦ εὐαγγελίου 1 \n \n\nଆପଣ ୧: ୭ ରେ “ସୁସମାଚାରର ସମର୍ଥନ ଏବଂ ପ୍ରମାଣ” ବାକ୍ୟକୁ\n କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । \n\n\n
293 PHP 1 17 sgss figs-abstractnouns οἱ δὲ ἐξ ἐριθείας τὸν Χριστὸν καταγγέλλουσιν 1 in my chains \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ସହ  ଗୁଣବାଚକ ବିଶେଷ୍ୟ **ସ୍ୱାର୍ଥ**\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ କେବଳ ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ କରିବା ପାଇଁ\n ଖ୍ରୀଷ୍ଟଙ୍କୁ ପ୍ରଚାର କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
294 PHP 1 17 j333 οὐχ ἁγνῶς 1 in my chains \n \n\nବିକଳ୍ପ ଅନୁବାଦ: “ଭୁଲ ଉଦ୍ଦେଶ୍ୟରେ” କିମ୍ବା “ଭୁଲ\n ଉଦ୍ଦେଶ୍ୟରୁ”\n\n\n
295 PHP 1 17 tc1u figs-explicit οἰόμενοι θλῖψιν ἐγείρειν τοῖς δεσμοῖς μου 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ପ୍ରକାଶ\n କରିପାରିବେ  ଯେ ସ୍ୱାର୍ଥପର ପ୍ରଚାରକମାନେ\n କିପରି ପାଉଲଙ୍କୁ ଅସୁବିଧାରେ ପକାଉଛନ୍ତି ବୋଲି ସେମାନେ ବିଚାର କରନ୍ତି । ଆପଣ ଏଠାରେ ଏକ ନୂତନ ବାକ୍ୟ ମଧ୍ୟ ଆରମ୍ଭ କରିପାରିବେ ।  ବିକଳ୍ପ ଅନୁବାଦ: “ସେମାନେ ସେମାନଙ୍କର ପ୍ରଚାର ଦ୍ୱାରା ମୋତେ ବନ୍ଧନରେ ଅସୁବିଧାରେ\n ପକାଇବାକୁ ଆଶା କରନ୍ତି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
296 PHP 1 18 dc7l figs-rquestion τί γάρ 1 \n \n\nବାକ୍ୟାଂଶ **ତେବେ କ’ଣ?** ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ ।  ଯଦି ଏକ ଶବ୍ଦଗତ ପ୍ରଶ୍ନ ବ୍ୟବହାର କରିବା ଆପଣଙ୍କ\n ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଏହାକୁ ଆପଣ ଏକ ବିବୃତ୍ତିରେ ପରିବର୍ତ୍ତନ କରି\n ଏହାର ଅର୍ଥକୁ ପ୍ରକାଶ କରି ପାରିବେ।  ବିକଳ୍ପ ଅନୁବାଦ: “କିନ୍ତୁ ଏହାର କିଛି ଲାଭ ନାହିଁ!” (ଦେଖନ୍ତୁ: rc://en/ta/man/translate/figs-rquestion)\n\n\n
297 PHP 1 18 sw24 figs-activepassive Χριστὸς καταγγέλλεται 1 \n \n\nଆପଣ ଏକ କର୍ତ୍ତୁବାଚ୍ୟରେ ଏହି ବାକ୍ୟର ଅର୍ଥ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଆମ୍ଭେମାନେ  ସମସ୍ତେ ଖ୍ରୀଷ୍ଟଙ୍କୁ ପ୍ରଚାର କରୁ” (ଦେଖନ୍ତୁ: rc://en/ ta/man/translate/figs-activepassive)\n\n\n
298 PHP 1 19 saze figs-explicit τοῦτό 1 \n \n\nଏଠାରେ, **ଏହି** ଶବ୍ଦଟି ପାଉଲଙ୍କ ବନ୍ଧନରେ  ରହିବାର ବର୍ତ୍ତମାନର ପରିସ୍ଥିତି ଏବଂ ଏହା ସହ ଥିବା ବିଷୟକୁ\n ସୂଚାଏ ।  ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ\n ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ମୋର ବନ୍ଧନ” କିମ୍ବା “ବନ୍ଧନରେ ମୋର ବର୍ତ୍ତମାନର ଅବସ୍ଥା”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n
299 PHP 1 19 zr2k figs-abstractnouns ἐπιχορηγίας τοῦ Πνεύματος Ἰησοῦ Χριστοῦ 1 of the Spirit of Jesus Christ \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ  ବିଶେଷ୍ୟ **ଅନୁକୂଳ** ଅର୍ଥ ପ୍ରକାଶ କରିପାରିବେ । ଯଦି ଆବଶ୍ୟକ ହୁଏ ତେବେ କିଏ କାର୍ଯ୍ୟ କରେ ତାହା ମଧ୍ୟ ଆପଣ ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “କାରଣ ମୁଁ ଜାଣେ ଏହାଦ୍ୱାରା ଈଶ୍ଵର  ମୋତେ ଉଦ୍ଧାର କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
300 PHP 1 20 ysty figs-doublenegatives ἐν οὐδενὶ αἰσχυνθήσομαι, ἀλλ’ 1 Christ will be exalted in my body \n \n\nଯଦି **କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ**\n ବାକ୍ୟାଂଶ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ ସକାରାତ୍ମକ ଅର୍ଥରେ ଅନୁବାଦ\n କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ସର୍ବଦା ସଠିକ କାର୍ଯ୍ୟ\n କରିବି ଏବଂ” (ଦେଖନ୍ତୁ: rc://en/ta/man/translate/figs-doublenegatives)\n\n\n
301 PHP 1 20 ch6v figs-abstractnouns ἐν πάσῃ παρρησίᾳ 1 whether through life or through death \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ସମାନ କ୍ରିୟା ବିଶେଷଣ ସହ  ଗୁଣବାଚକ  ବିଶେଷ୍ୟ ସାହସିକତା ପଛରେ ଧାରଣା ପ୍ରକାଶ କରିପାରିବେ\n ।  ବିକଳ୍ପ ଅନୁବାଦ: “ସର୍ବଦା ସାହସର ସହ କାର୍ଯ୍ୟ କର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n