Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-28 02:44:59 +00:00
parent bb4add4888
commit e03433f9bc
1 changed files with 1 additions and 1 deletions

View File

@ -360,7 +360,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:7 tec2 μεταστρέψαι 1 ବିକଳ୍ପ ଅନୁବାଦ: “ସତ୍ୟକୁ ବିକୃତ” କିମ୍ବା “ପରିବର୍ତ୍ତନ କରିବା” ।
1:7 k9d1 rc://*/ta/man/translate/figs-possession τὸ εὐαγγέλιον τοῦ Χριστοῦ 1 ପାଉଲ ଏଠାରେ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରିଥାଇ ପାରନ୍ତି: (1) ଖ୍ରୀଷ୍ଟଙ୍କ ବିଷୟରେ ଥିବା ସୁସମାଚାରକୁ ବର୍ଣ୍ଣନା କରେ, ଯେଉଁ କ୍ଷେତ୍ରରେ ସୁସମାଚାରର ବିଷୟବସ୍ତୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରାଯାଏ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର” (2) ଖ୍ରୀଷ୍ଟଙ୍କୁ ସେହି ବ୍ୟକ୍ତି ଭାବରେ ନିଯୁକ୍ତ କରେ ଯିଏ ସୁସମାଚାର ବାର୍ତ୍ତା ପ୍ରଚାର କରିଥିଲେ ଯାହାକୁ ସେ ସୂଚାଉଛନ୍ତି, ଯେଉଁ କ୍ଷେତ୍ରରେ ପାଉଲ ଖ୍ରୀଷ୍ଟ ପ୍ରଚାର କରିଥିବା ସୁସମାଚାର ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ପ୍ରଚାର କରିଥିବା ସୁସମାଚାର” କିମ୍ବା “ଖ୍ରୀଷ୍ଟ ପ୍ରଚାର କରିଥିବା ସୁସମାଚାର”
1:8 rltx rc://*/ta/man/translate/grammar-connect-condition-hypothetical καὶ ἐὰν ἡμεῖς ἢ ἄγγελος ἐξ οὐρανοῦ εὐαγγελίζηται ὑμῖν παρ’ ὃ εὐηγγελισάμεθα ὑμῖν, ἀνάθεμα ἔστω 1 ଏଠାରେ **ଯଦି** ଶବ୍ଦ ଏକ ଉପକଳ୍ପିତ ପରିସ୍ଥିତି ଉପସ୍ଥାପନ କରେ । ପାଉଲ ଗାଲାତୀୟମାନଙ୍କୁ ଯେକୌଣସି ଶିକ୍ଷା ବିରୁଦ୍ଧରେ ଚେତାବନୀ ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରିଥିଲେ ଯାହା ସେ ସେମାନଙ୍କୁ ଶିକ୍ଷା ଦେଇଥିବା ମୂଳ ସୁସମାଚାରର ବିପରୀତ ଅଟେ । ଏକ ଉପକଳ୍ପିତ ପରିସ୍ଥିତିର ପରିଚୟ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି ଏହିପରି ହୁଏ ଯେ ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଜଣେ ଦୂତ ତୁମ୍ଭମାନଙ୍କୁ ଏକ ସୁସମାଚାର ପ୍ରଚାର କରେ ଯାହା ଆମ୍ଭେମାନେ ତୁମ୍ଭମାନଙ୍କଠାରେ ପ୍ରଚାର କରିଥିବା ସୁସମାଚାରଠାରୁ ଭିନ୍ନ ଅଟେ, ଯିଏ ତାହା କରିବ ଅଭିଶାପ ଦିଆଯିବ” କିମ୍ବା “ଯଦି ଏହିପରି ହୁଏ ଯେ ଆମ୍ଭେମାନେ କିମ୍ବା ଏକ ସ୍ୱର୍ଗରୁ ଆସିଥିବା ସ୍ୱର୍ଗଦୂତ ତୁମ୍ଭମାନଙ୍କଠାରେ ଅନ୍ୟ ଏକ ସୁସମାଚାର ପ୍ରଚାର କରେ । ଯିଏ ତାହା କରିବ ସେ ଅଭିଶାପିତ ହେଉ”
1:8 wnx5 rc://*/ta/man/translate/figs-exclusive ἡμεῖς & εὐηγγελισάμεθα 1 ଯେତେବେଳେ ପାଉଲ **ଆମ୍ଭେମାନେ** ଏଠାରେ ବ୍ୟବହାର କରନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ତେଣୁ ଆମ୍ଭେମାନେ ସଏକବଚନ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟାଂଶଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:8 wnx5 rc://*/ta/man/translate/figs-exclusive ἡμεῖς & εὐηγγελισάμεθα 1 ଯେତେବେଳେ ପାଉଲ **ଆମ୍ଭେମାନେ** ଏଠାରେ ବ୍ୟବହାର କରନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ତେଣୁ **ଆମ୍ଭେମାନେ** ସଏକବଚନ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟାଂଶଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:8 ebyi ἡμεῖς 1 ବିକଳ୍ପ ଅନୁବାଦ: “ସୁସମାଚାରରେ ମୁଁ କିମ୍ବା ମୋର ସହକର୍ମୀମାନେ ”
1:8 f1ef εὐαγγελίζηται ὑμῖν 1 ବିକଳ୍ପ ଅନୁବାଦ: “ହୁଏତ ତୁମ୍ଭମାନଙ୍କୁ ଏକ ସୁସମାଚାର ବାର୍ତ୍ତା ପ୍ରଚାର କରିପାରେ” କିମ୍ବା “ହୁଏତ ତୁମ୍ଭମାନଙ୍କୁ ଏକ ସୁସମାଚାରର ବାର୍ତ୍ତା ଘୋଷଣା କରିପାରେ”
1:8 kv9h rc://*/ta/man/translate/figs-abstractnouns ἀνάθεμα ἔστω 1 ଯଦି ଆପଣଙ୍କର ଭାଷା କାହାକୁ **ଅଭିଶାପ** ଦେବାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ “ଅଭିଶାପ” ପରି ମୌଖିକ ବାକ୍ୟରେ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କୁ ଅଭିଶାପ ଦିଅନ୍ତୁ”

Can't render this file because it contains an unexpected character in line 71 and column 1453.