Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-28 02:44:28 +00:00
parent 0600ea7351
commit bb4add4888
1 changed files with 1 additions and 1 deletions

View File

@ -366,7 +366,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:8 kv9h rc://*/ta/man/translate/figs-abstractnouns ἀνάθεμα ἔστω 1 ଯଦି ଆପଣଙ୍କର ଭାଷା କାହାକୁ **ଅଭିଶାପ** ଦେବାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ “ଅଭିଶାପ” ପରି ମୌଖିକ ବାକ୍ୟରେ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କୁ ଅଭିଶାପ ଦିଅନ୍ତୁ”
1:8 pifk rc://*/ta/man/translate/figs-activepassive ἀνάθεμα ἔστω 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ପ୍ରକାଶ କରିବେ ଯେ କିଏ ଏହି କାର୍ଯ୍ୟ କରିଅଛି, ପାଉଲ ସୂଚିତ କରିଛନ୍ତି ଯେ “ଈଶ୍ଵର” ହିଁ ତାହା କରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାକୁ ଅଭିଶାପ ଦିଅନ୍ତୁ”
1:8 g7zz rc://*/ta/man/translate/figs-gendernotations ἀνάθεμα ἔστω 1 ଯଦିଓ **ତାହାକୁ** ଶବ୍ଦ ପୁରୁଷୋବାଚଳ ଅଟେ, ପାଉଲ ଏଠାରେ ଏକ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ସେହି ବ୍ୟକ୍ତିକୁ ଅଭିଶାପ ଦିଅନ୍ତୁ”
1:9 anxe rc://*/ta/man/translate/figs-exclusive προειρήκαμεν 1 ଯେତେବେଳେ ପାଉଲ *ଆମ୍ଭେମାନେ** କହନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରୁନାହାଁନ୍ତି, ତେଣୁ **ଆମ୍ଭେମାନେ** ସ୍ୱତନ୍ତ୍ର ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:9 anxe rc://*/ta/man/translate/figs-exclusive προειρήκαμεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରୁନାହାଁନ୍ତି, ତେଣୁ **ଆମ୍ଭେମାନେ** ସ୍ୱତନ୍ତ୍ର ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:9 h1ht rc://*/ta/man/translate/grammar-connect-condition-hypothetical εἴ τις ὑμᾶς εὐαγγελίζεται 1 ଏଠାରେ **ଯଦି** ଶବ୍ଦ ଏକ ଉପକଳ୍ପିତ ପରିସ୍ଥିତିକୁ ଉପସ୍ଥାପନ କରେ । ପାଉଲ ଗାଲାତୀୟମାନଙ୍କୁ ସମସ୍ତ ଶିକ୍ଷା ବିରୁଦ୍ଧରେ ଚେତାବନୀ ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରୁଛନ୍ତି ଯାହା ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ମୂଳ ସୁସମାଚାରର ବିପରୀତ ଅଟେ । ଏକ ଉପକଳ୍ପିତ ପରିସ୍ଥିତିର ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ଏକ ସୁସମାଚାର ପ୍ରଚାର କରେ”
1:9 i2wk rc://*/ta/man/translate/figs-explicit παρ’ ὃ 1 ଆପଣ [1:8](../01/08.md) ରେ **ତା ବ୍ୟତୀତ** ଆପଣ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:9 mrv9 rc://*/ta/man/translate/figs-activepassive ἀνάθεμα ἔστω 1 ଆପଣ **ସେ ଶ୍ରାପଗ୍ରସ୍ତ ହେଉ** [1:8](../01/08.md) ରେ ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।

Can't render this file because it contains an unexpected character in line 71 and column 1453.