Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-28 02:43:33 +00:00
parent 1af5640e0d
commit 0600ea7351
1 changed files with 14 additions and 0 deletions

View File

@ -368,3 +368,17 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:8 g7zz rc://*/ta/man/translate/figs-gendernotations ἀνάθεμα ἔστω 1 ଯଦିଓ **ତାହାକୁ** ଶବ୍ଦ ପୁରୁଷୋବାଚଳ ଅଟେ, ପାଉଲ ଏଠାରେ ଏକ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ସେହି ବ୍ୟକ୍ତିକୁ ଅଭିଶାପ ଦିଅନ୍ତୁ”
1:9 anxe rc://*/ta/man/translate/figs-exclusive προειρήκαμεν 1 ଯେତେବେଳେ ପାଉଲ *ଆମ୍ଭେମାନେ** କହନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରୁନାହାଁନ୍ତି, ତେଣୁ **ଆମ୍ଭେମାନେ** ସ୍ୱତନ୍ତ୍ର ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:9 h1ht rc://*/ta/man/translate/grammar-connect-condition-hypothetical εἴ τις ὑμᾶς εὐαγγελίζεται 1 ଏଠାରେ **ଯଦି** ଶବ୍ଦ ଏକ ଉପକଳ୍ପିତ ପରିସ୍ଥିତିକୁ ଉପସ୍ଥାପନ କରେ । ପାଉଲ ଗାଲାତୀୟମାନଙ୍କୁ ସମସ୍ତ ଶିକ୍ଷା ବିରୁଦ୍ଧରେ ଚେତାବନୀ ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରୁଛନ୍ତି ଯାହା ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ମୂଳ ସୁସମାଚାରର ବିପରୀତ ଅଟେ । ଏକ ଉପକଳ୍ପିତ ପରିସ୍ଥିତିର ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ଏକ ସୁସମାଚାର ପ୍ରଚାର କରେ”
1:9 i2wk rc://*/ta/man/translate/figs-explicit παρ’ ὃ 1 ଆପଣ [1:8](../01/08.md) ରେ **ତା ବ୍ୟତୀତ** ଆପଣ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:9 mrv9 rc://*/ta/man/translate/figs-activepassive ἀνάθεμα ἔστω 1 ଆପଣ **ସେ ଶ୍ରାପଗ୍ରସ୍ତ ହେଉ** [1:8](../01/08.md) ରେ ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:9 eta3 rc://*/ta/man/translate/figs-gendernotations ἀνάθεμα ἔστω 1 ଯଦିଓ **ତାଙ୍କୁ** ଶବ୍ଦ ପୁରୁଷୋ ବାଚକ ଅଟେ, ପାଉଲ ଏଠାରେ ଏକ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ଆପଣ କିପରି **ସେ ଶ୍ରାପଗ୍ରସ୍ତ ହେଉ** ବାକ୍ୟାଂଶକୁ [1:8](../01/08.md) ରେ ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ଅଭିଶପ୍ତ ହେଉ”
1:10 ifod rc://*/ta/man/translate/figs-explicit γὰρ 1 ଏଠାରେ, **କାରଣ** ଶବ୍ଦ ପାଉଲଙ୍କ ଯୁକ୍ତିକୁ ଏକ ପ୍ରବର୍ତ୍ତିତ ଧାରଣା ବିରୁଦ୍ଧରେ ବ୍ୟବହାର କରିବା ପାଇଁ ବ୍ୟବହୃତ ହୋଇଅଛି ଯାହା ସେ ଏହାକୁ ଲୋକମାନଙ୍କ ପାଇଁ ଅଧିକ ଗ୍ରହଣୀୟ କରିବା ପାଇଁ ତାଙ୍କ ସୁସମାଚାର ବାର୍ତ୍ତାର ବିଷୟବସ୍ତୁକୁ ପରିବର୍ତ୍ତନ କରିଛନ୍ତି । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ସ୍ପଷ୍ଟ ଭାବରେ ସୂଚିତ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ସେମାନଙ୍କ ଅଭିଯୋଗ ସତ୍ତ୍ୱେ"
1:10 xhrn rc://*/ta/man/translate/figs-gendernotations ἄρτι & ἀνθρώπους πείθω ἢ τὸν Θεόν? ἢ ζητῶ ἀνθρώποις ἀρέσκειν? εἰ ἔτι ἀνθρώποις ἤρεσκον 1 ଯଦିଓ **ମନୁଷ୍ୟ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି, ଏବଂ ସାଧାରଣ **ଲୋକମାନଙ୍କୁ** ବୁଝାଏ । ବିକଳ୍ପ ଅନୁବାଦ: “ମୁଁ ବର୍ତ୍ତମାନ ଲୋକମାନଙ୍କୁ, କିମ୍ବା ଈଶ୍ଵରଙ୍କୁ ପ୍ରବର୍ତ୍ତାଉଛି କି? କିମ୍ବା ମୁଁ ଲୋକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରେ କି? ଯଦି ମୁଁ ତଥାପି ଲୋକମାନଙ୍କୁ ସନ୍ତୁଷ୍ଟ କରୁଥାଏ”
1:11 xve4 rc://*/ta/man/translate/grammar-connect-words-phrases γὰρ 1 ଏଠାରେ, **କାରଣ** ଏକ ସହାୟକ ବାକ୍ୟକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ ଯାହା ପାଉଲଙ୍କ ପୂର୍ବ ବିବୃତ୍ତି ପାଇଁ ଅଧିକ ସମର୍ଥନ କରେ ଏବଂ କାରଣ ପ୍ରଦାନ କରେ । ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହା ଏକ ଭାଷଣ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ ଯାହା ଏକ ପୂର୍ବ ବାକ୍ୟକୁ ସମର୍ଥନ କରେ ।
1:11 cnic rc://*/ta/man/translate/figs-gendernotations ἀδελφοί 1 ଯଦିଓ **ଭାଇ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଏକ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି ଏବଂ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି ସେମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ”
1:11 o5cu rc://*/ta/man/translate/figs-activepassive τὸ εὐαγγελισθὲν ὑπ’ ἐμοῦ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ମୁଁ ପ୍ରଚାର କରିଥିଲି”
1:11 hew1 rc://*/ta/man/translate/figs-gendernotations ὅτι οὐκ ἔστιν κατὰ ἄνθρωπον 1 ଯଦିଓ **ମନୁଷ୍ୟ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି ଏବଂ “ମନୁଷ୍ୟମାନଙ୍କୁ” ବୁଝାଏ । ବିକଳ୍ପ ଅନୁବାଦ: “ମନୁଷ୍ୟଠାରୁ ଆସିନାହିଁ” କିମ୍ବା “ମନୁଷ୍ୟର ବାର୍ତ୍ତା ନୁହେଁ” କିମ୍ବା “ଏକ ବାର୍ତ୍ତା ନୁହେଁ ଯାହା ଲୋକମାନେ କହିଛନ୍ତି”
1:12 zfxj rc://*/ta/man/translate/grammar-connect-words-phrases γὰρ 1 ଏଠାରେ, **କାରଣ** ଶବ୍ଦକୁ ସୂଚାଇବାକୁ ବ୍ୟବହାର କରାଯାଇ ଥାଇପାରେ: (1) [1:11](../01/11.md) ରେ ପାଉଲଙ୍କ ଧାରଣାର ଆଧାର ଅଟେ ଯେଉଁ କ୍ଷେତ୍ରରେ ପାଉଲ **କାରଣ** ଶବ୍ଦକୁ ଅନୁସରଣ କରୁଥିବା ବିଷୟ ପାଉଲ [1:11](../01/11.md) ରେ ଯାହା କହିଥିଲେ ତାହା ସମର୍ଥନ କରିବାକୁ ବ୍ୟବହୃତ । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ ବିବୃତ୍ତି ଉପସ୍ଥାପନ କରିବା ସ୍ଵାଭାବିକ ହେବ ଯାହାକି ସହାୟକ ପ୍ରମାଣ ଦେଇଥାଏ । ବିକଳ୍ପ ଅନୁବାଦ: “ମୁଁ ପ୍ରଚାର କରିଥିବା ସୁସମାଚାର ମନୁଷ୍ୟ ଅନୁସାରେ ନୁହେଁ, ମୋର ଏହି ଦାବିକୁ ସମର୍ଥନ କରିବାକୁ, ମୁଁ ଚାହେଁ ତୁମ୍ଭେମାନେ ଏହା ଜାଣ” (2) ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା [1:11](../01/11.md) ରେ ପାଉଲଙ୍କ ବାକ୍ୟକୁ ଦୃଢ଼ କରେ । ଏକ ବାକ୍ୟକୁ ବ୍ୟବହାର କରନ୍ତୁ ଯାହା ଉପସ୍ଥାପନ କରିବା ସ୍ଵାଭାବିକ ହେବ ଯାହାକି ଏକ ପୂର୍ବ ବାକ୍ୟକୁ ଅଧିକ ସ୍ପଷ୍ଟ ଏବଂ ବ୍ୟାଖ୍ୟା କରେ । ବିକଳ୍ପ ଅନୁବାଦ: “ଅଧିକ ବ୍ୟାଖ୍ୟା କରିବାକୁ, ମୁଁ ଚାହେଁ ତୁମ୍ଭେମାନେ ଜାଣ” କିମ୍ବା “ତାହା”
1:12 kdol rc://*/ta/man/translate/figs-parallelism οὐδὲ & ἐγὼ παρὰ ἀνθρώπου παρέλαβον αὐτό, οὔτε ἐδιδάχθην 1 ଏଠାରେ **ମୁଁ ତାହା ମନୁଷ୍ୟଠାରୁ ପାଇ ନାହିଁ** ବାକ୍ୟାଂଶ ଏବଂ **କିଅବା ଶିକ୍ଷା କରି ନାହିଁ** ବାକ୍ୟାଂଶ ଉଭୟ ସମାନ ଅର୍ଥକୁ ପ୍ରକାଶ କରେ । ଯଦି ସମାନ ବିଷୟକୁ ଦୁଇଥର କହିବା ଆପଣଙ୍କ ପାଠକମାନଙ୍କୁ ଦ୍ୱନ୍ଦରେ ପକାଇପାରେ, ତେବେ ଆପଣ ଦୁଇଟି ବାକ୍ୟାଂଶକୁ ଗୋଟିଏ ବାକ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ କୌଣସି ବ୍ୟକ୍ତିଙ୍କଠାରୁ ମୁଁ ପ୍ରଚାର କରୁଥିବା ସୁସମାଚାର ଗ୍ରହଣ କରି ନାହିଁ”
1:12 er9c rc://*/ta/man/translate/figs-gendernotations ἀνθρώπου 1 ଯଦିଓ **ମନୁଷ୍ୟ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରେ ଏବଂ ମନୁଷ୍ୟମାନଙ୍କୁ ବୁଝାଏ । ଆପଣ 1:11 ରେ **ମନୁଷ୍ୟ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥ ପ୍ରକାଶ କରେ, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଲୋକ” କିମ୍ବା “ମନୁଷ୍ୟ” କିମ୍ବା “ମନୁଷ୍ୟ ଉତ୍ସ”
1:12 y2am rc://*/ta/man/translate/figs-activepassive ἐδιδάχθην 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ତ୍ତୁବାଚ୍ୟ ବାକ୍ୟାଂଶ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ମବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଭାଷାରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।
1:12 hlg6 rc://*/ta/man/translate/figs-explicit αὐτό & ἐδιδάχθην 1

Can't render this file because it contains an unexpected character in line 71 and column 1453.