Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-27 03:29:55 +00:00
parent 68b165dd63
commit 1af5640e0d
1 changed files with 2 additions and 2 deletions

View File

@ -338,10 +338,10 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:3 nxtz rc://*/ta/man/translate/translate-blessing χάρις ὑμῖν καὶ εἰρήνη 1 ଏହା ଏକ ସାଧାରଣ ଆଶୀର୍ବାଦ ଯାହା ପାଉଲ ତାଙ୍କ ପତ୍ରର ଆରମ୍ଭରେ ପ୍ରାୟତଃ ବ୍ୟବହାର କରନ୍ତି । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ବୁଝି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କର ପିତା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଏବଂ ଶାନ୍ତି ପ୍ରଦାନ କରନ୍ତୁ”
1:3 psjz rc://*/ta/man/translate/figs-abstractnouns χάρις ὑμῖν καὶ εἰρήνη ἀπὸ Θεοῦ Πατρὸς καὶ Κυρίου ἡμῶν Ἰησοῦ Χριστοῦ 1 ଯଦି ଆପଣଙ୍କର ଭାଷା **ଅନୁଗ୍ରହ** ଏବଂ **ଶାନ୍ତିର** ଧାରଣା ପାଇଁ ଏକ ବିସ୍ତୃତ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଦୟାଳୁ” ଏବଂ “ଶାନ୍ତିପୂର୍ଣ୍ଣ” ବିଶେଷଣରେ ଗୁଣବାଚକ ବିଶେଷ୍ୟ ଅନୁଗ୍ରହ ଏବଂ ଶାନ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତା ଈଶ୍ବର ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ ଏବଂ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ”
1:3 nykr rc://*/ta/man/translate/figs-you ὑμῖν 1 ଏଠାରେ, **ତୁମ୍ଭମାନଙ୍କ** ଶବ୍ଦ ବହୁବଚନ ଏବଂ ଗାଲାତୀୟମାନଙ୍କୁ ବୁଝାଏ । ଅନ୍ୟଥା ଉଲ୍ଲେଖ ନହେବା ପର୍ଯ୍ୟନ୍ତ, ଏହି ପତ୍ରର “ତୁମ୍ଭମାନଙ୍କ” ଏବଂ “ତୁମ୍ଭମାନଙ୍କର” ର ସମସ୍ତ ଉଦାହରଣ ଗାଲାତୀୟମାନଙ୍କୁ ସୂଚାଏ ଏବଂ ବହୁବଚନ ଅଟେ ।
1:3 c1xf Θεοῦ Πατρὸς 1 ଆପଣ 1:1 ରେ **ପିତା ଈଶ୍ଵର** ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:3 c1xf Θεοῦ Πατρὸς 1 ଆପଣ [1:1](../01/01.md) ରେ **ପିତା ଈଶ୍ଵର** ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:3 eivd rc://*/ta/man/translate/figs-exclusive ἡμῶν 1 ଏଠାରେ, **ଆମ୍ଭମାନଙ୍କର** ଶବ୍ଦ ପାଉଲ, ଗାଲାତୀୟର ବିଶ୍ଵାସୀ ଏବଂ ଯୀଶୁଙ୍କ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ, ଏବଂ ଏହା ମଧ୍ୟ ଅନ୍ତର୍ଭୂକ୍ତ କରେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନ ଚିହ୍ନଟ କରିବାକୁ ଆବଶ୍ୟକ କରିପାରେ । ଏହି ପୁସ୍ତକରେ, ଯଦି ଅନ୍ୟଥା ଦର୍ଶାଯାଇ ନାହିଁ, “ଆମ୍ଭର” ଶବ୍ଦ ପାଉଲ, ଗାଲାତୀୟର ବିଶ୍ଵାସୀ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ ଏବଂ ଏହା ଅନ୍ତର୍ଭୂକ୍ତ କରେ ।
1:4 onj6 rc://*/ta/man/translate/figs-distinguish τοῦ δόντος ἑαυτὸν περὶ τῶν ἁμαρτιῶν ἡμῶν, ὅπως ἐξέληται ἡμᾶς ἐκ τοῦ αἰῶνος τοῦ ἐνεστῶτος πονηροῦ 1 **ସେ ବର୍ତ୍ତମାନ କାଳର ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ଦାନ କଲେ** ବାକ୍ୟ 1: 3 ର ଶେଷରେ ଉଲ୍ଲେଖ କରାଯାଇଥିବା “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା କୌଣସି ବିଷୟକୁ ପ୍ରଭେଦ କରୁନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କର ପାପ ପାଇଁ ନିଜକୁ ଦେଇଛନ୍ତି, ଯାହା ଦ୍ଵାରା ସେ ଆମ୍ଭମାନଙ୍କୁ ବର୍ତ୍ତମାନର ମନ୍ଦ ଯୁଗରୁ ଉଦ୍ଧାର କରିପାରିବେ”
1:4 f2pm rc://*/ta/man/translate/figs-exclusive ἡμῶν & ἡμῶν 1 ଏହି ପଦରେ **ଆମ୍ଭମାନଙ୍କ** ଉଭୟ ବ୍ୟବହାର ଅନ୍ତର୍ଭୂକ୍ତ କରେ । 1: 3 ରେ **ଆମ୍ଭମାନଙ୍କ** ଶବ୍ଦ ପାଇଁ ଉଲ୍ଲେଖ ଥିବା ଟିପ୍ପଣୀ ଦେଖନ୍ତୁ ।
1:4 f2pm rc://*/ta/man/translate/figs-exclusive ἡμῶν & ἡμῶν 1 ଏହି ପଦରେ **ଆମ୍ଭମାନଙ୍କ** ଉଭୟ ବ୍ୟବହାର ଅନ୍ତର୍ଭୂକ୍ତ କରେ । [1:3](../01/03.md) ରେ **ଆମ୍ଭମାନଙ୍କ** ଶବ୍ଦ ପାଇଁ ଉଲ୍ଲେଖ ଥିବା ଟିପ୍ପଣୀ ଦେଖନ୍ତୁ ।
1:4 haib rc://*/ta/man/translate/figs-abstractnouns τῶν ἁμαρτιῶν ἡμῶν 1 ଯଦି ଆପଣଙ୍କର ଭାଷା **ପାପ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପାପମୟ” ଭଳି ବିଶେଷଣରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ ।
1:4 d8m2 rc://*/ta/man/translate/grammar-connect-logic-goal ὅπως 1 **ଯାହା ଫଳରେ** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ପାଉଲ ଯେଉଁ ଉଦ୍ଦେଶ୍ୟ ପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ପାଇଁ ଆପଣାଲକୁ ଦାନକଲେ ତାହା ଉଲ୍ଲେଖ କରୁଛନ୍ତି । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ କାରଣରୁ”
1:4 mg01 rc://*/ta/man/translate/figs-distinguish τοῦ Θεοῦ καὶ Πατρὸς ἡμῶν 1 ଏଠାରେ **ପିତା** ବାକ୍ୟ **ଆମ୍ଭମାନଙ୍କ ଈଶ୍ବରଙ୍କ** ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା **ଈଶ୍ଵର** ଏବଂ **ପିତାଙ୍କ** ମଧ୍ୟରେ ପ୍ରଭେଦ କରେନାହିଁ ଯେପରି ସେମାନେ ଦୁଇଟି ପୃଥକ କର୍ତ୍ତା ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ବରଙ୍କ, ଯିଏ ଆମ୍ଭମାନଙ୍କର ପିତା ଅଟନ୍ତି”

Can't render this file because it contains an unexpected character in line 71 and column 1453.