Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-27 03:28:31 +00:00
parent aaabd98b1a
commit 68b165dd63
1 changed files with 27 additions and 2 deletions

View File

@ -341,5 +341,30 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:3 c1xf Θεοῦ Πατρὸς 1 ଆପଣ 1:1 ରେ **ପିତା ଈଶ୍ଵର** ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:3 eivd rc://*/ta/man/translate/figs-exclusive ἡμῶν 1 ଏଠାରେ, **ଆମ୍ଭମାନଙ୍କର** ଶବ୍ଦ ପାଉଲ, ଗାଲାତୀୟର ବିଶ୍ଵାସୀ ଏବଂ ଯୀଶୁଙ୍କ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ, ଏବଂ ଏହା ମଧ୍ୟ ଅନ୍ତର୍ଭୂକ୍ତ କରେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନ ଚିହ୍ନଟ କରିବାକୁ ଆବଶ୍ୟକ କରିପାରେ । ଏହି ପୁସ୍ତକରେ, ଯଦି ଅନ୍ୟଥା ଦର୍ଶାଯାଇ ନାହିଁ, “ଆମ୍ଭର” ଶବ୍ଦ ପାଉଲ, ଗାଲାତୀୟର ବିଶ୍ଵାସୀ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ ଏବଂ ଏହା ଅନ୍ତର୍ଭୂକ୍ତ କରେ ।
1:4 onj6 rc://*/ta/man/translate/figs-distinguish τοῦ δόντος ἑαυτὸν περὶ τῶν ἁμαρτιῶν ἡμῶν, ὅπως ἐξέληται ἡμᾶς ἐκ τοῦ αἰῶνος τοῦ ἐνεστῶτος πονηροῦ 1 **ସେ ବର୍ତ୍ତମାନ କାଳର ପାପମୟ ଜଗତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବା ପାଇଁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାକୁ ଦାନ କଲେ** ବାକ୍ୟ 1: 3 ର ଶେଷରେ ଉଲ୍ଲେଖ କରାଯାଇଥିବା “ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ” ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା କୌଣସି ବିଷୟକୁ ପ୍ରଭେଦ କରୁନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କର ପାପ ପାଇଁ ନିଜକୁ ଦେଇଛନ୍ତି, ଯାହା ଦ୍ଵାରା ସେ ଆମ୍ଭମାନଙ୍କୁ ବର୍ତ୍ତମାନର ମନ୍ଦ ଯୁଗରୁ ଉଦ୍ଧାର କରିପାରିବେ”
1:4 f2pm rc://*/ta/man/translate/figs-exclusive ἡμῶν & ἡμῶν 1 ଏହି ପଦରେ **ଆମ୍ଭମାନଙ୍କ** ର ଉଭୟ ବ୍ୟବହାର ଅନ୍ତର୍ଭୂକ୍ତ କରେ [1:3](../01/03.md) ରେ **ଆମ୍ବମାନଙ୍କ** ପାଇଁ ଉଲ୍ଲେଖ ଥିବା ଟିପ୍ପଣୀ ଦେଖନ୍ତୁ
1:4 haib rc://*/ta/man/translate/figs-abstractnouns τῶν ἁμαρτιῶν ἡμῶν 1
1:4 f2pm rc://*/ta/man/translate/figs-exclusive ἡμῶν & ἡμῶν 1 ଏହି ପଦରେ **ଆମ୍ଭମାନଙ୍କ** ଉଭୟ ବ୍ୟବହାର ଅନ୍ତର୍ଭୂକ୍ତ କରେ । 1: 3 ରେ **ଆମ୍ଭମାନଙ୍କ** ଶବ୍ଦ ପାଇଁ ଉଲ୍ଲେଖ ଥିବା ଟିପ୍ପଣୀ ଦେଖନ୍ତୁ ।
1:4 haib rc://*/ta/man/translate/figs-abstractnouns τῶν ἁμαρτιῶν ἡμῶν 1 ଯଦି ଆପଣଙ୍କର ଭାଷା **ପାପ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପାପମୟ” ଭଳି ବିଶେଷଣରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ ।
1:4 d8m2 rc://*/ta/man/translate/grammar-connect-logic-goal ὅπως 1 **ଯାହା ଫଳରେ** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ପାଉଲ ଯେଉଁ ଉଦ୍ଦେଶ୍ୟ ପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ପାପ ପାଇଁ ଆପଣାଲକୁ ଦାନକଲେ ତାହା ଉଲ୍ଲେଖ କରୁଛନ୍ତି । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ କାରଣରୁ”
1:4 mg01 rc://*/ta/man/translate/figs-distinguish τοῦ Θεοῦ καὶ Πατρὸς ἡμῶν 1 ଏଠାରେ **ପିତା** ବାକ୍ୟ **ଆମ୍ଭମାନଙ୍କ ଈଶ୍ବରଙ୍କ** ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା **ଈଶ୍ଵର** ଏବଂ **ପିତାଙ୍କ** ମଧ୍ୟରେ ପ୍ରଭେଦ କରେନାହିଁ ଯେପରି ସେମାନେ ଦୁଇଟି ପୃଥକ କର୍ତ୍ତା ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ବରଙ୍କ, ଯିଏ ଆମ୍ଭମାନଙ୍କର ପିତା ଅଟନ୍ତି”
1:5 y7mj rc://*/ta/man/translate/figs-abstractnouns ἡ δόξα 1 ଏଠାରେ **ଗୌରବ ହେଉ** ବାକ୍ୟ ପ୍ରଶଂସାକୁ ବୁଝାଏ । ଯଦି ଆପଣଙ୍କର ଭାଷା **ଗୌରବ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପ୍ରଶଂସା” ପରି ଏକ ଶବ୍ଦରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ ।
1:5 miju rc://*/ta/man/translate/translate-transliterate ἀμήν 1 **ଆମେନ୍** ଶବ୍ଦ ଏକ ଏବ୍ରୀ ଶବ୍ଦ ଅଟେ । ଗ୍ରୀକ ଅକ୍ଷର ବ୍ୟବହାର କରି ପାଉଲ ଏହାକୁ ଉଲ୍ଲେଖ କରନ୍ତି ଯାହା ଦ୍ଵାରା ତାଙ୍କ ପାଠକମାନେ ଜାଣିପାରିବେ ଯେ ଏହା କିପରି ଉଚାରଣ କରାଯାଏ । ସେ ଅନୁମାନ କରନ୍ତି ଯେ ସେମାନେ ଜାଣନ୍ତି ଯେ ଏହାର ଅର୍ଥ “ଏହା ହେଉ” କିମ୍ବା “ହଁ ପ୍ରକୃତରେ” ଅଟେ । ଆପଣଙ୍କର ଅନୁବାଦରେ, ଆପଣ ଏହାକୁ ଆପଣଙ୍କ ଭାଷା ଅନୁସାରେ ଅନୁବାଦ କରିପାରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥ ମଧ୍ୟ ବୁଝାଇ ପାରିବେ । ବିକଳ୍ପ ଅନୁବାଦ: “ଆମେନ୍, ଯାହାର ଅର୍ଥ,‘ସେହିପରି ହେଉ!’”
1:6 ficf rc://*/ta/man/translate/figs-explicit μετατίθεσθε 1 ଏଠାରେ, **ବିମୁଖ ହୋଇ** ବାକ୍ୟର ଅର୍ଥ ବିଦାୟ କିମ୍ବା ବିପଥଗାମୀ ଏବଂ କାହାରି ହୃଦୟ କିମ୍ବା ମନକୁ ବିଶ୍ଵାସ କରିବା ଏବଂ ଅନୁସରଣ କରିବାଠାରୁ ଦୂରେଇ ରଖିବା ଅଟେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏତେ ଶୀଘ୍ର ବିପଥଗାମୀ ହେଉଅଛ” କିମ୍ବା “ତୁମ୍ଭେମାନେ ଏତେ ଶୀଘ୍ର ବିଦାୟ ନେଉଅଛ”
1:6 cw1j rc://*/ta/man/translate/figs-explicit οὕτως ταχέως 1 ଏଠାରେ, ବାକ୍ୟାଂଶ **ଏତେ ଶୀଘ୍ର** ଅର୍ଥ ଗାଲାତୀୟମାନେ ଏହାକୁ ଗ୍ରହଣ କରିବାର କିଛି ସମୟ ପରେ ପ୍ରକୃତ ସୁସମାଚାର ଉପରେ ବିଶ୍ୱାସରୁ ଦୂରେଇ ଯାଉଥିଲେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟ ସୁସମାଚାରରୁ ଏହାକୁ ଗ୍ରହଣ କରିବା ପରେ” କିମ୍ବା “ପ୍ରକୃତ ସୁସମାଚାରରୁ ଏତେ ଶୀଘ୍ର”
1:6 ht94 rc://*/ta/man/translate/figs-explicit ἀπὸ τοῦ καλέσαντος ὑμᾶς 1 ଏଠାରେ, **ଯିଏ** ବାକ୍ୟାଂଶ ଈଶ୍ବରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ବରଙ୍କଠାରୁ, ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି”
1:6 qy93 rc://*/ta/man/translate/figs-explicit καλέσαντος 1 ଏଠାରେ, **ଆହ୍ୱାନ କଲେ** ବାକ୍ୟଟି ଈଶ୍ବରଙ୍କ ଦ୍ୱାରା ମନୋନୀତ ହେବା ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୋନୀତ କରି”
1:6 ghhs rc://*/ta/man/translate/figs-explicit ἐν χάριτι Χριστοῦ 1 ଏଠାରେ, **ରେ** ଶବ୍ଦଟି ସୂଚାଇପାରେ: (1) ଅର୍ଥ ଈଶ୍ବର ଗାଲାତୀୟ ବିଶ୍ଵାସୀମାନଙ୍କୁ ଡାକିଥିବା ଉପାୟକୁ ସୂଚିତ କରେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା” କିମ୍ବା “ଖ୍ରୀଷ୍ଟଙ୍କ ଅନୁଗ୍ରହ ରେ” (2) ଏକ ପରିସ୍ଥିତିକୁ ସୂଚାଏ ଏବଂ ଗାଲାତୀୟମାନଙ୍କୁ ଅନୁଗ୍ରହର ସ୍ଥିତିକୁ ଡାକିବା ବିଷୟରେ ସୂଚାଏ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ଅନୁଗ୍ରହର ସ୍ଥିତିରେ” କିମ୍ବା “ଖ୍ରୀଷ୍ଟଙ୍କ ଅନୁଗ୍ରହରେ ବାସ କରିବାରେ” (3) ଉପାୟ ଏବଂ ଈଶ୍ବର ଗାଲାତୀୟମାନଙ୍କୁ ଯେଉଁ ଉପାୟରେ ଡାକିଲେ, ସେହି ବିଷୟରେ ସୂଚାଏ । ବିକଳ୍ପ ଅନୁବାଦ: “ଦୟାକରି ଖ୍ରୀଷ୍ଟଙ୍କ କାରଣରୁ”
1:6 cizk rc://*/ta/man/translate/figs-abstractnouns χάριτι 1 ଯଦି ଆପଣଙ୍କର ଭାଷା **ଅନୁଗ୍ରହ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଦୟା” ଭଳି ବିଶେଷଣରେ ସମାନ ଅର୍ଥକ ପ୍ରକାଶ କରିପାରନ୍ତି, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରନ୍ତି ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ ।
1:7 l5ep rc://*/ta/man/translate/figs-ellipsis ἄλλο 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଅନ୍ୟ ଏକ ସୁସମାଚାର”
1:7 rg69 rc://*/ta/man/translate/grammar-connect-exceptions εἰ μή τινές εἰσιν οἱ ταράσσοντες ὑμᾶς, καὶ θέλοντες μεταστρέψαι τὸ εὐαγγέλιον τοῦ Χριστοῦ 1 ଯଦି, ଆପଣଙ୍କର ଭାଷାରେ, **ବ୍ୟତୀତ** ଶବ୍ଦର ବ୍ୟବହାର ଏହା ବ୍ୟତୀତ ଦେଖାଯାଏ ଯେପରି ପାଉଲ ଏକ ବିବୃତ୍ତି ଦେଉଛନ୍ତି ଏବଂ ତା’ପରେ ଏହାକୁ ବିରୋଧ କରୁଛନ୍ତି, ଆପଣ ଏକ ବ୍ୟତିକ୍ରମ ବାକ୍ୟାଂଶ ବ୍ୟବହାର ନକରିବାକୁ ଏହାକୁ ପୁନଃ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ କିଛି ଲୋକ ତୁମ୍ଭମାନଙ୍କୁ ଅସୁବିଧାରେ ପକାଉଛନ୍ତି ଏବଂ ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଚାହୁଁଛନ୍ତି”
1:7 wnfe τινές & οἱ 1 ବିକଳ୍ପ ଅନୁବାଦ: “କିଛି ଲୋକ”
1:7 kswu rc://*/ta/man/translate/figs-abstractnouns ταράσσοντες ὑμᾶς 1 ଯଦି ଆପଣଙ୍କର ଭାଷା **ଅସ୍ଥିର** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଅର୍ଥକୁ “ବିଚଳିତ” ପରି ଏକ ବାକ୍ୟରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭିତରେ ସ୍ବାଭାବିକ ଅଟେ | ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିଚଳିତ କରୁଛି”
1:7 tec2 μεταστρέψαι 1 ବିକଳ୍ପ ଅନୁବାଦ: “ସତ୍ୟକୁ ବିକୃତ” କିମ୍ବା “ପରିବର୍ତ୍ତନ କରିବା” ।
1:7 k9d1 rc://*/ta/man/translate/figs-possession τὸ εὐαγγέλιον τοῦ Χριστοῦ 1 ପାଉଲ ଏଠାରେ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରିଥାଇ ପାରନ୍ତି: (1) ଖ୍ରୀଷ୍ଟଙ୍କ ବିଷୟରେ ଥିବା ସୁସମାଚାରକୁ ବର୍ଣ୍ଣନା କରେ, ଯେଉଁ କ୍ଷେତ୍ରରେ ସୁସମାଚାରର ବିଷୟବସ୍ତୁ ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରାଯାଏ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାର” (2) ଖ୍ରୀଷ୍ଟଙ୍କୁ ସେହି ବ୍ୟକ୍ତି ଭାବରେ ନିଯୁକ୍ତ କରେ ଯିଏ ସୁସମାଚାର ବାର୍ତ୍ତା ପ୍ରଚାର କରିଥିଲେ ଯାହାକୁ ସେ ସୂଚାଉଛନ୍ତି, ଯେଉଁ କ୍ଷେତ୍ରରେ ପାଉଲ ଖ୍ରୀଷ୍ଟ ପ୍ରଚାର କରିଥିବା ସୁସମାଚାର ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ପ୍ରଚାର କରିଥିବା ସୁସମାଚାର” କିମ୍ବା “ଖ୍ରୀଷ୍ଟ ପ୍ରଚାର କରିଥିବା ସୁସମାଚାର”
1:8 rltx rc://*/ta/man/translate/grammar-connect-condition-hypothetical καὶ ἐὰν ἡμεῖς ἢ ἄγγελος ἐξ οὐρανοῦ εὐαγγελίζηται ὑμῖν παρ’ ὃ εὐηγγελισάμεθα ὑμῖν, ἀνάθεμα ἔστω 1 ଏଠାରେ **ଯଦି** ଶବ୍ଦ ଏକ ଉପକଳ୍ପିତ ପରିସ୍ଥିତି ଉପସ୍ଥାପନ କରେ । ପାଉଲ ଗାଲାତୀୟମାନଙ୍କୁ ଯେକୌଣସି ଶିକ୍ଷା ବିରୁଦ୍ଧରେ ଚେତାବନୀ ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରିଥିଲେ ଯାହା ସେ ସେମାନଙ୍କୁ ଶିକ୍ଷା ଦେଇଥିବା ମୂଳ ସୁସମାଚାରର ବିପରୀତ ଅଟେ । ଏକ ଉପକଳ୍ପିତ ପରିସ୍ଥିତିର ପରିଚୟ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି ଏହିପରି ହୁଏ ଯେ ଆମ୍ଭେମାନେ କିମ୍ବା ସ୍ୱର୍ଗରୁ ଜଣେ ଦୂତ ତୁମ୍ଭମାନଙ୍କୁ ଏକ ସୁସମାଚାର ପ୍ରଚାର କରେ ଯାହା ଆମ୍ଭେମାନେ ତୁମ୍ଭମାନଙ୍କଠାରେ ପ୍ରଚାର କରିଥିବା ସୁସମାଚାରଠାରୁ ଭିନ୍ନ ଅଟେ, ଯିଏ ତାହା କରିବ ଅଭିଶାପ ଦିଆଯିବ” କିମ୍ବା “ଯଦି ଏହିପରି ହୁଏ ଯେ ଆମ୍ଭେମାନେ କିମ୍ବା ଏକ ସ୍ୱର୍ଗରୁ ଆସିଥିବା ସ୍ୱର୍ଗଦୂତ ତୁମ୍ଭମାନଙ୍କଠାରେ ଅନ୍ୟ ଏକ ସୁସମାଚାର ପ୍ରଚାର କରେ । ଯିଏ ତାହା କରିବ ସେ ଅଭିଶାପିତ ହେଉ”
1:8 wnx5 rc://*/ta/man/translate/figs-exclusive ἡμεῖς & εὐηγγελισάμεθα 1 ଯେତେବେଳେ ପାଉଲ **ଆମ୍ଭେମାନେ** ଏଠାରେ ବ୍ୟବହାର କରନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି ନାହିଁ, ତେଣୁ ଆମ୍ଭେମାନେ ସଏକବଚନ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ବାକ୍ୟାଂଶଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:8 ebyi ἡμεῖς 1 ବିକଳ୍ପ ଅନୁବାଦ: “ସୁସମାଚାରରେ ମୁଁ କିମ୍ବା ମୋର ସହକର୍ମୀମାନେ ”
1:8 f1ef εὐαγγελίζηται ὑμῖν 1 ବିକଳ୍ପ ଅନୁବାଦ: “ହୁଏତ ତୁମ୍ଭମାନଙ୍କୁ ଏକ ସୁସମାଚାର ବାର୍ତ୍ତା ପ୍ରଚାର କରିପାରେ” କିମ୍ବା “ହୁଏତ ତୁମ୍ଭମାନଙ୍କୁ ଏକ ସୁସମାଚାରର ବାର୍ତ୍ତା ଘୋଷଣା କରିପାରେ”
1:8 kv9h rc://*/ta/man/translate/figs-abstractnouns ἀνάθεμα ἔστω 1 ଯଦି ଆପଣଙ୍କର ଭାଷା କାହାକୁ **ଅଭିଶାପ** ଦେବାର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ “ଅଭିଶାପ” ପରି ମୌଖିକ ବାକ୍ୟରେ ସମାନ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କୁ ଅଭିଶାପ ଦିଅନ୍ତୁ”
1:8 pifk rc://*/ta/man/translate/figs-activepassive ἀνάθεμα ἔστω 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ପ୍ରକାଶ କରିବେ ଯେ କିଏ ଏହି କାର୍ଯ୍ୟ କରିଅଛି, ପାଉଲ ସୂଚିତ କରିଛନ୍ତି ଯେ “ଈଶ୍ଵର” ହିଁ ତାହା କରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାକୁ ଅଭିଶାପ ଦିଅନ୍ତୁ”
1:8 g7zz rc://*/ta/man/translate/figs-gendernotations ἀνάθεμα ἔστω 1 ଯଦିଓ **ତାହାକୁ** ଶବ୍ଦ ପୁରୁଷୋବାଚଳ ଅଟେ, ପାଉଲ ଏଠାରେ ଏକ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ସେହି ବ୍ୟକ୍ତିକୁ ଅଭିଶାପ ଦିଅନ୍ତୁ”
1:9 anxe rc://*/ta/man/translate/figs-exclusive προειρήκαμεν 1 ଯେତେବେଳେ ପାଉଲ *ଆମ୍ଭେମାନେ** କହନ୍ତି, ସେ ଗାଲାତୀୟମାନଙ୍କୁ ଅନ୍ତର୍ଭୁକ୍ତ କରୁନାହାଁନ୍ତି, ତେଣୁ **ଆମ୍ଭେମାନେ** ସ୍ୱତନ୍ତ୍ର ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
1:9 h1ht rc://*/ta/man/translate/grammar-connect-condition-hypothetical εἴ τις ὑμᾶς εὐαγγελίζεται 1 ଏଠାରେ **ଯଦି** ଶବ୍ଦ ଏକ ଉପକଳ୍ପିତ ପରିସ୍ଥିତିକୁ ଉପସ୍ଥାପନ କରେ । ପାଉଲ ଗାଲାତୀୟମାନଙ୍କୁ ସମସ୍ତ ଶିକ୍ଷା ବିରୁଦ୍ଧରେ ଚେତାବନୀ ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରୁଛନ୍ତି ଯାହା ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ମୂଳ ସୁସମାଚାରର ବିପରୀତ ଅଟେ । ଏକ ଉପକଳ୍ପିତ ପରିସ୍ଥିତିର ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କୁ ଏକ ସୁସମାଚାର ପ୍ରଚାର କରେ”

Can't render this file because it contains an unexpected character in line 71 and column 1453.