Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 14:30:39 +00:00
parent d94c269f54
commit dc411cba8e
1 changed files with 1 additions and 1 deletions

View File

@ -116,7 +116,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 3 2 dff6 μιᾶς γυναικὸς ἄνδρα 1 husband of one wife ଏହାର ଅର୍ଥ ଏହା ଯେ ତାଙ୍କର କେବଳ ଗୋଟିଏ ପତ୍ନୀ ଥିବେ, ଅର୍ଥାତ୍ ତାଙ୍କର ଅନ୍ୟ ପତ୍ନୀ କିମ୍ବା ଉପପତ୍ନୀ ନଥିବେ। ଏହାର ଅର୍ଥ ଏହା ଯେ ଯେ ସେ ବ୍ୟଭିଚାର କରନ୍ତି ନାହିଁ ଏବଂ ଏହାର ଅର୍ଥ ମଧ୍ୟ ହୋଇପାରେ ଯେ ସେ ପୂର୍ବ ପତ୍ନୀଙ୍କୁ ଛାଡପତ୍ର ଦେଇ ନାହାଁନ୍ତି। ବିକଳ୍ପ ଅନୁବାଦ: "ଯେଉଁ ପୁରୁଷଙ୍କର କେବଳ ଜଣେ ମହିଳା ଥିବେ" କିମ୍ବା "ଜଣେ ପୁରୁଷ ଯିଏ ନିଜ ପତ୍ନୀ ପ୍ରତି ବିଶ୍ୱସ୍ତ ଅଟନ୍ତି"
1TI 3 2 qnq9 δεῖ ... εἶναι ... νηφάλιον, σώφρονα, κόσμιον, φιλόξενον 1 He must be moderate, sensible, orderly, and hospitable ବିକଳ୍ପ ଅନୁବାଦ: "ସେ ନିଶ୍ଚୟ … ଅଧିକ କରିବା ପାଇଁ କିଛି କରୂ ନଥିବେ, ସେ ଯୁକ୍ତିଯୁକ୍ତ ଏବଂ ଉତ୍ତମ ଆଚରଣ କରିବା ଆବଶ୍ୟକ ଏବଂ ସେ ଅତିଥିମାନଙ୍କୁ ସ୍ୱାଗତ କରିବା ଉଚିତ୍ ।"
1TI 3 3 c2c7 μὴ πάροινον, μὴ πλήκτην, ἀλλὰ ἐπιεικῆ, ἄμαχον 1 He must not be addicted to wine, not a brawler, but instead, gentle, peaceful ବିକଳ୍ପ ଅନୁବାଦ: "ସେ ଅଧିକ ମଦ୍ୟପାନ କରିବା ଉଚିତ୍ ନୁହେଁ, ଏବଂ ଯୁଦ୍ଧ କରିବା ଏବଂ ଲଢ଼େଇ କରିବା ଉଚିତ୍ ନୁହେଁ, କିନ୍ତୁ ଭଦ୍ର ଏବଂ ଶାନ୍ତିପୂର୍ଣ୍ଣ ହେବା ଉଚିତ୍"
1TI 3 3 pc2g ἀφιλάργυρον 1 a lover of money ଯଦି ଅର୍ଥକୁ ଭଲପାଉଥିବା ଅଭିବ୍ୟକ୍ତି ଆପଣଙ୍କ ଭାଷାରେ ଅନୁପଯୁକ୍ତର ଧାରଣା ପ୍ରଦାନ କରେ ନାହିଁ, ତେବେ “ଲୋଭ” ର ଧାରଣାକୁ ବ୍ୟବହାର କରୁଥିବା ଶବ୍ଦ ବ୍ୟବହାର କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: "ଅର୍ଥ ଲୋଭୀ ନୁହେଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 3 pc2g ἀφιλάργυρον 1 a lover of money ଯଦି ଅର୍ଥକୁ **ଭଲପାଉ****ଥିବା** ଅଭିବ୍ୟକ୍ତି ଆପଣଙ୍କ ଭାଷାରେ ଅନୁପଯୁକ୍ତର ଧାରଣା ପ୍ରଦାନ କରେ ନାହିଁ, ତେବେ “ଲୋଭ” ର ଧାରଣାକୁ ବ୍ୟବହାର କରୁଥିବା ଶବ୍ଦ ବ୍ୟବହାର କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: "ଅର୍ଥ ଲୋଭୀ ନୁହେଁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 3 4 a8gu προϊστάμενον 1 He should manage ବିକଳ୍ପ ଅନୁବାଦ: "ସେ ନେତୃତ୍ୱ ନେବା ଉଚିତ୍" କିମ୍ବା "ସେ ଯତ୍ନ ନେବା ଉଚିତ୍"
1TI 3 4 w3un μετὰ πάσης σεμνότητος 1 with all respect ଏହାର ଅର୍ଥ ଅନେକ ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହୋଇପାରେ: (1) ଅଧ୍ୟକଙ୍କ ସନ୍ତାନମାନେ ସେମାନଙ୍କ ପିତାଙ୍କୁ ମାନିବା ଏବଂ ସମ୍ମାନ କରିବା ଉଚିତ୍ । ବିକଳ୍ପ ଅନୁବାଦ: "ଯେଉଁମାନେ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ମାନନ୍ତି" (2) ଅଧ୍ୟକଙ୍କ ସନ୍ତାନମାନେ ସମସ୍ତ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ବିକଳ୍ପ ଅନୁବାଦ: "ଯେଉଁମାନେ ତାଙ୍କୁ ମାନନ୍ତି ଏବଂ ସମସ୍ତଙ୍କୁ ସମ୍ମାନ କରନ୍ତି" କିମ୍ବା (3) ଅଧ୍ୟକ ଯେତେବେଳେ ସେମାନଙ୍କୁ ଆଗେଇ ନିଅନ୍ତି ସେତେବେଳେ ତାଙ୍କ ଘରର ଲୋକଙ୍କୁ ସମ୍ମାନ ଦେବା ଉଚିତ୍ । ବିକଳ୍ପ ଅନୁବାଦ: "ଯେଉଁମାନେ ତାଙ୍କୁ ମାନନ୍ତି କାରଣ ସେ ସେମାନଙ୍କୁ ସମ୍ମାନ କରନ୍ତି ।"
1TI 3 4 m8a5 πάσης σεμνότητος 1 all respect

Can't render this file because it contains an unexpected character in line 2 and column 7882.