Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 14:29:33 +00:00
parent 70c925a85a
commit d94c269f54
1 changed files with 2 additions and 2 deletions

View File

@ -90,9 +90,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 2 7 iz4y figs-activepassive ἐτέθην ἐγὼ κῆρυξ καὶ ἀπόστολος. 1 I myself, was made a herald and an apostle ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରି, କିଏ କାର୍ଯ୍ୟ କରେ ଆପଣ ତାହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋତେ, ପାଉଲକୁ, ଜଣେ ପ୍ରଚାରକ ଏବଂ ତାଙ୍କ ପାଇଁ ପ୍ରତିନିଧୀ କରିଅଛନ୍ତି" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 7 h18q figs-hendiadys διδάσκαλος ἐθνῶν ἐν πίστει καὶ ἀληθείᾳ 1 I am a teacher of the Gentiles in faith and truth ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) **ବିଶ୍ୱାସ** ଏବଂ **ସତ୍ୟ** ପାଉଲଙ୍କ ଶିକ୍ଷାର ବିଷୟବସ୍ତୁକୁ ବର୍ଣ୍ଣନା କରିପାରେ । ବିକଳ୍ପ ଅନୁବାଦ: "ମୁଁ ଅଣଯିହୂଦୀମାନଙ୍କୁ ବିଶ୍ଵାସ ଏବଂ ସତ୍ୟର ବାର୍ତ୍ତା ଶିକ୍ଷା ଦିଏ" କିମ୍ବା (2) **ବିଶ୍ଵାସ** ଏବଂ **ସତ୍ୟ** ପାଉଲଙ୍କ ଚରିତ୍ରକୁ ଜଣେ ଶିକ୍ଷକ ଭାବରେ ବର୍ଣ୍ଣନା କରିପାରେ । ବିକଳ୍ପ ଅନୁବାଦ: "ଅଣଯିହୂଦୀମାନଙ୍କର ପ୍ରକୃତ ଏବଂ ବିଶ୍ୱସ୍ତ ଶିକ୍ଷକ" [[rc://en/ta/man/translate/figs-hendiadys]])ଦେଖନ୍ତୁ)
1TI 2 8 r6wx 0 Connecting Statement:
1TI 2 8 yzg3 figs-metonymy βούλομαι ... προσεύχεσθαι τοὺς ἄνδρας ἐν παντὶ τόπῳ, ἐπαίροντας ὁσίους χεῖρας 1 I want men in every place to pray and to lift up holy hands ପାଉଲ ବ୍ୟକ୍ତିର ଏକ ଅଂଶକୁ, **ହସ୍ତକୁ**, ପବିତ୍ର ବୋଲି ଦର୍ଶାଇ ଜଣେ ବ୍ୟକ୍ତିକୁ ପୁରା ପବିତ୍ର ହେବା ଉଚିତ୍ ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ପବିତ୍ରତାରେ ପ୍ରାର୍ଥନା କରିବା ପାଇଁ ହାତ ଉଠାଇ" [[rc://en/ta/man/translate/figs-metonymy]])
1TI 2 8 yzg3 figs-metonymy βούλομαι ... προσεύχεσθαι τοὺς ἄνδρας ἐν παντὶ τόπῳ, ἐπαίροντας ὁσίους χεῖρας 1 I want men in every place to pray and to lift up holy hands ପାଉଲ ବ୍ୟକ୍ତିର ଏକ ଅଂଶକୁ, **ହସ୍ତକୁ**, ପବିତ୍ର ବୋଲି ଦର୍ଶାଇ ଜଣେ ବ୍ୟକ୍ତିକୁ ପୁରା ପବିତ୍ର ହେବା ଉଚିତ୍ ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ପବିତ୍ରତାରେ ପ୍ରାର୍ଥନା କରିବା ପାଇଁ ହାତ ଉଠାଇ" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 2 8 a841 τοὺς ἄνδρας ἐν παντὶ τόπῳ 1 men in every place ଏଠାରେ ପୁରୁଷ ଶବ୍ଦ ବିଶେଷ ଭାବରେ ପୁରୁଷମାନଙ୍କୁ ବୁଝାଏ । ଏହି ଶବ୍ଦ ସାଧାରଣ ନୁହେଁ, କାରଣ ପାଉଲ ମହିଳାମାନଙ୍କୁ ପରବର୍ତ୍ତୀ ପଦରେ ସମ୍ବୋଧିତ କରନ୍ତି । ବିକଳ୍ପ ଅନୁବାଦ: "ପୁରୁଷମାନେ ସର୍ବତ୍ର" କିମ୍ବା "ସର୍ବତ୍ର ପୁରୁଷମାନେ" ।[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 2 8 unw6 ἐπαίροντας ὁσίους χεῖρας 1 lift up holy hands ଏହି ସଂସ୍କୃତିରେ ଲୋକମାନେ ପ୍ରାର୍ଥନା କରିବା ସମୟରେ ହାତ ଉଠାଇବା ପ୍ରଥା ଥିଲା । ଆପଣ ଏହାକୁ ଏକ ଉପାୟରେ ଅନୁବାଦ କରିପାରିବେ ଯାହା ଏହାକୁ ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: "ସମ୍ମାନର ସହିତ ପାରମ୍ପାରିକ ରୀତିରେ ହାତ ଉଠାଇବା"[[rc://en/ta/man/translate/translate-symaction]])
1TI 2 8 unw6 ἐπαίροντας ὁσίους χεῖρας 1 lift up holy hands ଏହି ସଂସ୍କୃତିରେ ଲୋକମାନେ ପ୍ରାର୍ଥନା କରିବା ସମୟରେ ହାତ ଉଠାଇବା ପ୍ରଥା ଥିଲା । ଆପଣ ଏହାକୁ ଏକ ଉପାୟରେ ଅନୁବାଦ କରିପାରିବେ ଯାହା ଏହାକୁ ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: "ସମ୍ମାନର ସହିତ ପାରମ୍ପାରିକ ରୀତିରେ ହାତ ଉଠାଇବା"[[rc://en/ta/man/translate/translate-symaction]])ଦେଖନ୍ତୁ)
1TI 2 9 au5c figs-doublet μετὰ αἰδοῦς καὶ σωφροσύνης- 1 with modesty and self-control
1TI 2 9 sw21 figs-metonymy μὴ ἐν πλέγμασιν 1 They should not have braided hair ଏହି ସମୟ ମଧ୍ୟରେ, ଅନେକ ରୋମୀୟ ମହିଳା ନିଜକୁ ଆକର୍ଷଣୀୟ ଦେଖାଇବାକୁ ଚେଷ୍ଟା କରିବା ପାଇଁ ନିଜ ନିଜର କେଶକୁ ସୁନ୍ଦର ଭାବରେ ବେଣୀ ବାନ୍ଧୁଥିଲେ । ଯଦି ଆପଣଙ୍କର ପାଠକମାନେ କେଶର ବେଣୀ ବାନ୍ଧିବା ଅଭ୍ୟାସ ସହିତ ପରିଚିତ ନୁହଁନ୍ତି, ତେବେ ଆପଣ ଏହି ଧାରଣାକୁ ଏକ ସାଧାରଣ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ସେମାନଙ୍କର ଆଡ଼ମ୍ବରମୟ କେଶ ରହିବା ଉଚିତ ନୁହେଁ" କିମ୍ବା "ସେମାନଙ୍କର ବିଶଦୀକରଣ କେଶ ରହିବା ଉଚିତ ନୁହେଁ ଯାହା ଧ୍ୟାନ ଆକର୍ଷଣ କରିଥାଏ ।" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 2 9 rf5v translate-unknown μαργαρίταις 1 pearls ଏଗୁଡ଼ିକ ସୁନ୍ଦର ଏବଂ ମୂଲ୍ୟବାନ ଖଣିଜ ବଲଗୁଡ଼ିକ ଅଟେ ଯାହାକୁ ଲୋକମାନେ ଅଳଙ୍କାର ଭାବରେ ବ୍ୟବହାର କରନ୍ତି । ସେଗୁଡ଼ିକ ସମୁଦ୍ରରେ ବାସ କରୁଥିବା ଏକ ଛୋଟ ପ୍ରାଣୀର ଖୋଳପା ଭିତରେ ସୃଷ୍ଟି ହୁଏ । ଯଦି ଆପଣଙ୍କର ପାଠକମାନେ ମୋତି ସହିତ ପରିଚିତ ନୁହଁନ୍ତି, ତେବେ ଆପଣ ଏହି ଧାରଣାକୁ ଏକ ସାଧାରଣ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ମୂଲ୍ୟବାନ ପଦାର୍ଥରେ ନିର୍ମିତ ସାଜସଜ୍ଜା" [[rc://en/ta/man/translate/translate-unknown]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.