Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 17:59:15 +00:00
parent 58c47ef493
commit dc0ea2d21e
1 changed files with 1 additions and 1 deletions

View File

@ -260,7 +260,7 @@ EPH 5 14 e873 ἐκ τῶν νεκρῶν 1 from the dead ଏହି ଅଭି
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି **ତୁମ୍ଭେ** ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଏବଂ ଏକବଚନ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-you]])
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you **ଖ୍ରୀଷ୍ଟ** ଜଣେ ଅବିଶ୍ଵାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡ଼ିକ କେତେ ମନ୍ଦ ଏବଂ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ। ଏହା ଅନ୍ୟ ବିଷୟ ପାଇଁ ପ୍ରଯୁଜ୍ୟ ଯାହା ଜଣେ ବିଶ୍ଵାସୀ ଏପର୍ଯ୍ୟନ୍ତ ପାପୀ ବୋଲି ଜାଣି ନାହିଁ। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ତୁମ୍ଭକୁ ଯାହା ଠିକ୍ ତାହା ଦେଖାଇବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise **ଅଜ୍ଞାନ** ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ”
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି **ସମୟକୁ ମୁକ୍ତ କରାଯାଉଛି** I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିମ୍ବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି **ସମୟକୁ ମୁକ୍ତ କରାଯାଉଛି** ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କରିପାର” କିମ୍ବା “ସମୟକୁ ବୁଦ୍ଧିର ସହ ବ୍ୟବହାର କର” କିମ୍ବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil “**କାଳ**” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡ଼ିକରେ କ’ଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି ଏବଂ ସତ୍କର୍ମ କରିବା ପାଇଁ ତୁମ୍ଭ ପାଇଁ ଅଳ୍ପ ସୁଯୋଗ ଅଛି ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 18 tz9e 0 Connecting Statement: ବିଶ୍ଵାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରନ୍ତି I
EPH 5 18 scp1 καὶ μὴ μεθύσκεσθε οἴνῳ 1 And do not get drunk with wine “ମଦ୍ୟପାନକରି ତୁମ୍ଭେମାନେ ମତ୍ତହେବା ଉଚିତ ନୁହେଁ"

Can't render this file because it contains an unexpected character in line 2 and column 4525.