Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 17:55:31 +00:00
parent b3f03a97c9
commit 58c47ef493
1 changed files with 7 additions and 7 deletions

View File

@ -252,13 +252,13 @@ EPH 5 8 iw4q figs-metaphor νῦν δὲ φῶς ἐν Κυρίῳ 1 but now you
EPH 5 8 l6ki figs-metaphor ὡς τέκνα φωτὸς περιπατεῖτε 1 Walk as children of light **ଆଚରଣ କରିବା** ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ଲୋକମାନଙ୍କ ପରି ଜୀବନ ଯାପନ କର, ଯେଉଁମାନେ ବୁଝିପାରନ୍ତି ଯେ ସେମାନେ କ'ଣ କରନ୍ତୁ ବୋଲି ପ୍ରଭୁ ଚାହାନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 9 q194 figs-metaphor ὁ ... καρπὸς τοῦ φωτὸς ἐν πάσῃ ἀγαθωσύνῃ, καὶ δικαιοσύνῃ, καὶ ἀληθείᾳ 1 the fruit of the light consists in all goodness, righteousness, and truth ଏଠାରେ **ଫଳ** ଗୋଟିଏ ରୂପକ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ। ବିକଳ୍ପ ଅନୁବାଦ: “ଆଲୋକରେ ଜୀବନଯାପନ କରିବାର ପରିଣାମ ହେଉଛି, ସତ୍କର୍ମ, ଯଥାର୍ଥ ଜୀବନଯାପନ ଏବଂ ସତ୍ୟପୂର୍ଣ୍ଣ ବ୍ୟବହାର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 11 zdu1 figs-metaphor μὴ συνκοινωνεῖτε τοῖς ἔργοις τοῖς ἀκάρποις τοῦ σκότους 1 Do not associate with the unfruitful works of darkness ଅବିଶ୍ଵାସୀମାନେ କରୁଥିବା ନିଷ୍ଫଳ ପାପପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଲୋକମାନେ ଅନ୍ଧକାରରେ କରୁଥିବା ମନ୍ଦ କାର୍ଯ୍ୟସବୁ ଅଟେ ଯେପରିକି କେହି ସେମାନଙ୍କୁ ଦେଖି ପାରିବ ନାହିଁ I ବିକଳ୍ପ ଅନୁବାଦ: “ଅବିଶ୍ଵାସୀମାନଙ୍କ ସହ ଅସାର, ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 11 v4d1 figs-metaphor ἔργοις τοῖς ἀκάρποις 1 unfruitful works ପାଉଲ ମନ୍ଦ କର୍ମଗୁଡ଼ିକୁ କୌଣସି ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ଗୋଟିଏ ଅସୁସ୍ଥ ବୃକ୍ଷ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଅନ୍ଧକାର ଦ୍ଵାରା ହୋଇଥିବା କାର୍ଯ୍ୟ ଯାହା ଉତ୍ତମ, ଉପଯୋଗୀ କିମ୍ବା ଲାଭଦାୟକ କିଛି କରେ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 11 hpl2 figs-metaphor ἐλέγχετε 1 expose them ଅନ୍ଧକାରର କର୍ମ ବିରୁଦ୍ଧରେ କହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକୁ ଆଲୋକ ମଧ୍ୟକୁ ଅଣାଯାଉଛି, ଯେପରି ଲୋକମାନେ ତାହା ଦେଖିପାରିବେ I ବିକଳ୍ପ ଅନୁବାଦ: “ସେଗୁଡ଼ିକୁ ବାହାର କରି ଆଲୋକ ମଧ୍ୟକୁ ଆଣ” କିମ୍ବା ସେଗୁଡ଼ିକୁ ଅନାବୃତ କର କିଅବା “ଲୋକମାନଙ୍କୁ ଦେଖାଇ କୁହ ଯେ ଏହି କର୍ମଗୁଡ଼ିକ କେତେ ମନ୍ଦ ଅଟେ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 13 sp1z 0 General Information: ଏହା ଜଣାପଡୁନାହିଁ ଯେ ଏହି ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ମିଳିତ ଉଦ୍ଧୃତି ନା ବିଶ୍ଵାସୀମାନେ ଗାନକରୁଥିବା ଗୋଟିଏ ଗୀତରୁ ଆସିଥିବା ଉଦ୍ଧୃତି ଅଟେ I
EPH 5 14 z4ar figs-apostrophe ἔγειρε, ὁ καθεύδων, καὶ ἀνάστα ἐκ τῶν νεκρῶν 1 Awake, you sleeper, and arise from the dead ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ପାଉଲ ଅବିଶ୍ଵାସୀମାନଙ୍କୁ କହନ୍ତି ଯେ ଯେପରି ଜଣେ ମରିଯାଇଥିବା ଲୋକ ସଚେତନ ହେବା ନିମନ୍ତେ ପୁନର୍ବାର ଉଠିବା ଆବଶ୍ୟକ, ସେପରି ସେମାନେ ସେମାନଙ୍କର ଆତ୍ମିକଭାବରେ ମୃତ ହୋଇଥିବା ଅବସ୍ଥାରୁ ଜାଗିଉଠିବା ପ୍ରୟୋଜନ, କିମ୍ବା (2) ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଏବଂ ସେମାନଙ୍କର ଆତ୍ମିକ ଦୁର୍ବଳତାପାଇଁ ମୃତ୍ୟୁକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି I UST ଦେଖନ୍ତୁ ([[rc://en/ta/man/translate/figs-apostrophe]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 e873 ἐκ τῶν νεκρῶν 1 from the dead ଏହି ଅଭିବ୍ୟକ୍ତି ଭୂମିଗତ ସମସ୍ତ **ମୃତ** ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା ବିଷୟରେ କହିଥାଏ ଏବଂ ଆତ୍ମିକ ଭାବରେ ବଞ୍ଚିବା ଏବଂ ଈଶ୍ଵରଙ୍କ ପାଇଁ ବଞ୍ଚିବା ପାଇଁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: "ଯେଉଁମାନେ ମୃତ୍ୟୁ ସେମାନଙ୍କ ମଧ୍ୟରୁ" କିମ୍ବା "ଯେଉଁମାନେ ଆତ୍ମିକ ଭାବରେ ମୃତ" । (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି **ତୁମ୍ଭେ** ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଏବଂ ଏକବଚନ ଅଟେ I ([[rc://en/ta/man/translate/figs-you]]ଦେଖନ୍ତୁ)
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you **ଖ୍ରୀଷ୍ଟ** ଜଣେ ଅବିଶ୍ଵାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡ଼ିକ କେତେ ମନ୍ଦ ଏବଂ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ I ଏହା ଅନ୍ୟ ବିଷୟ ପାଇଁ ପ୍ରଯୁଜ୍ୟ ଯାହା ଜଣେ ବିଶ୍ଵାସୀ ଏପର୍ଯ୍ୟନ୍ତ ପାପୀ ବୋଲି ଜାଣି ନାହିଁ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ତୁମ୍ଭକୁ ଯାହା ଠିକ୍ ତାହା ଦେଖାଇବେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 11 v4d1 figs-metaphor ἔργοις τοῖς ἀκάρποις 1 unfruitful works ପାଉଲ ମନ୍ଦ କର୍ମଗୁଡ଼ିକୁ କୌଣସି ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ଗୋଟିଏ ଅସୁସ୍ଥ ବୃକ୍ଷ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: “ଅନ୍ଧକାର ଦ୍ଵାରା ହୋଇଥିବା କାର୍ଯ୍ୟ ଉତ୍ତମ, ଉପଯୋଗୀ କିମ୍ବା ଲାଭଦାୟକ କିଛି ଉତ୍ପନ୍ନ କରେ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 11 hpl2 figs-metaphor ἐλέγχετε 1 expose them ଅନ୍ଧକାରର କର୍ମ ବିରୁଦ୍ଧରେ କହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକୁ ଆଲୋକ ମଧ୍ୟକୁ ଅଣାଯାଉଛି, ଯେପରି ଲୋକମାନେ ତାହା ଦେଖିପାରିବେ ବିକଳ୍ପ ଅନୁବାଦ: “ସେଗୁଡ଼ିକୁ ବାହାର କରି ଆଲୋକ ମଧ୍ୟକୁ ଆଣ” କିମ୍ବା ସେଗୁଡ଼ିକୁ ଅନାବୃତ କର କିଅବା “ଲୋକମାନଙ୍କୁ ଦେଖାଇ କୁହ ଯେ ଏହି କର୍ମଗୁଡ଼ିକ କେତେ ମନ୍ଦ ଅଟେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 13 sp1z 0 General Information: ଏହା ଜଣାପଡୁନାହିଁ ଯେ ଏହି ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ମିଳିତ ଉଦ୍ଧୃତି ନା ବିଶ୍ଵାସୀମାନେ ଗାନକରୁଥିବା ଗୋଟିଏ ଗୀତରୁ ଆସିଥିବା ଉଦ୍ଧୃତି ଅଟେ
EPH 5 14 z4ar figs-apostrophe ἔγειρε, ὁ καθεύδων, καὶ ἀνάστα ἐκ τῶν νεκρῶν 1 Awake, you sleeper, and arise from the dead ସମ୍ଭାବିତ ଅର୍ଥଗୁଡ଼ିକ ହେଲା () ପାଉଲ ଅବିଶ୍ଵାସୀମାନଙ୍କୁ କହନ୍ତି ଯେ ଯେପରି ଜଣେ ମରିଯାଇଥିବା ଲୋକ ସଚେତନ ହେବା ନିମନ୍ତେ ପୁନର୍ବାର ଉଠିବା ଆବଶ୍ୟକ, ସେପରି ସେମାନେ ସେମାନଙ୍କର ଆତ୍ମିକଭାବରେ ମୃତ ହୋଇଥିବା ଅବସ୍ଥାରୁ ଜାଗିଉଠିବା ପ୍ରୟୋଜନ, କିମ୍ବା () ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଏବଂ ସେମାନଙ୍କର ଆତ୍ମିକ ଦୁର୍ବଳତାପାଇଁ ମୃତ୍ୟୁକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି I UST ଦେଖନ୍ତୁ (ଦେଖନ୍ତୁ: [[rc://en/ta/man/translate/figs-apostrophe]])
EPH 5 14 e873 ἐκ τῶν νεκρῶν 1 from the dead ଏହି ଅଭିବ୍ୟକ୍ତି ଭୂମିଗତ ସମସ୍ତ **ମୃତ** ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା ବିଷୟରେ କହିଥାଏ ଏବଂ ଆତ୍ମିକ ଭାବରେ ବଞ୍ଚିବା ଏବଂ ଈଶ୍ଵରଙ୍କ ପାଇଁ ବଞ୍ଚିବା ପାଇଁ ଏକ ରୂପକ ଅଟେ। ବିକଳ୍ପ ଅନୁବାଦ: “ଯେଉଁମାନେ ମୃତ୍ୟୁ ସେମାନଙ୍କ ମଧ୍ୟରୁ” କିମ୍ବା “ଯେଉଁମାନେ ଆତ୍ମିକ ଭାବରେ ମୃତ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି **ତୁମ୍ଭେ** ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଏବଂ ଏକବଚନ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-you]])
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you **ଖ୍ରୀଷ୍ଟ** ଜଣେ ଅବିଶ୍ଵାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡ଼ିକ କେତେ ମନ୍ଦ ଏବଂ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ ଏହା ଅନ୍ୟ ବିଷୟ ପାଇଁ ପ୍ରଯୁଜ୍ୟ ଯାହା ଜଣେ ବିଶ୍ଵାସୀ ଏପର୍ଯ୍ୟନ୍ତ ପାପୀ ବୋଲି ଜାଣି ନାହିଁ। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ତୁମ୍ଭକୁ ଯାହା ଠିକ୍ ତାହା ଦେଖାଇବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise **ଅଜ୍ଞାନ** ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ”
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି **ସମୟକୁ ମୁକ୍ତ କରାଯାଉଛି** I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିମ୍ବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil “**କାଳ**” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡ଼ିକରେ କ’ଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି ଏବଂ ସତ୍କର୍ମ କରିବା ପାଇଁ ତୁମ୍ଭ ପାଇଁ ଅଳ୍ପ ସୁଯୋଗ ଅଛି ” ([[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.