Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 13:36:32 +00:00
parent 29ef33d2e7
commit da0fc2065a
1 changed files with 5 additions and 1 deletions

View File

@ -594,4 +594,8 @@ JAS 4 4 j255 figs-activepassive καθίσταται 1 is made ଯଦି ଏହ
JAS 4 4 j256 figs-metaphor ἐχθρὸς τοῦ Θεοῦ 1 an enemy of God ଏହି ପଦରେ ଆପଣ ପୂର୍ବରୁ ସମାନ ଅଭିବ୍ୟକ୍ତି କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵର ଯାହା ଚାହାଁନ୍ତି ତାହାର ବିପରୀତରେ ବାସ କରେ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 5 j257 ἡ Γραφὴ λέγει 1 the Scripture says ଯାକୁବ ଏକ ନିର୍ଦ୍ଦିଷ୍ଟ ବିଷୟରେ ଉଲ୍ଲେଖ ନକରି ବାଇବେଲର ସାଧାରଣ ଶିକ୍ଷା ବିଷୟରେ ବର୍ଣ୍ଣନା କରନ୍ତି । ଏହିପରି ପରିସ୍ଥିତିରେ, ଆପଣଙ୍କ ଭାଷା ଏକକ ପରିବର୍ତ୍ତେ ବହୁବଚନ ବ୍ୟବହାର କରିପାରେ । ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ”
JAS 4 5 j258 figs-personification ἡ Γραφὴ λέγει 1 the Scripture says ଯାକୁବ ବାଇବେଲ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ନିଜେ କହିପାରେ । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖା ଅଛି” କିମ୍ବା “ଆମ୍ଭେମାନେ ଶାସ୍ତ୍ରରେ ପାଠକରୁ” । (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 5 j259 writing-pronouns ὃ κατῴκισεν ἐν ἡμῖν 1 whom he caused to live in us **ସମଗ୍ର** **ବାକ୍ୟର** **ବ୍ୟାଖ୍ୟା** **ଯାହା** **ବି** **ହେଉ****,**\*\* ***_ସେ\*\* **ଏହି** **ବାକ୍ୟାଂଶରେ** **ରେ** **ଥିବା** **ସର୍ବନାମ** **ଈଶ୍ଵରଙ୍କୁ** **ସୂଚିତ** **କରେ** **।** **ବିକଳ୍ପ** **ଅନୁବାଦ**_*****:** **“****ଯାହାଙ୍କୁ**\*\* ***_ଈଶ୍ଵର\*\* **ଆମ୍ଭମାନଙ୍କ** **ଭିତରେ** **ବାସ କରିବାକୁ** **ସୃଷ୍ଟି** **କରିଥିଲେ**_*****”**
JAS 4 5 j259 writing-pronouns ὃ κατῴκισεν ἐν ἡμῖν 1 whom he caused to live in us ସମଗ୍ର ବାକ୍ୟର ବ୍ୟାଖ୍ୟା ଯାହା ବି ହେଉ,ସେ ଏହି ବାକ୍ୟାଂଶରେ ରେ ଥିବା ସର୍ବନାମ ଈଶ୍ଵରଙ୍କୁ ସୂଚିତ କରେ । ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ଵର ଆମ୍ଭମାନଙ୍କ ଭିତରେ ବାସ କରିବାକୁ ସୃଷ୍ଟି କରିଥିଲେ”  (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 4 6 j260 writing-pronouns μείζονα δὲ δίδωσιν χάριν 1 But he gives greater grace ସେ ସର୍ବନାମ ଈଶ୍ଵରଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ଵର ଅଧିକ ଅନୁଗ୍ରହ ପ୍ରଦାନ କରନ୍ତି” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 4 6 j261 μείζονα…χάριν 1 greater grace ତୁଳନାତ୍ମକ ଅଧିକ ଆକାର ପରିବର୍ତ୍ତେ ପରିମାଣକୁ ସୂଚାଏ । ବିକଳ୍ପ ଅନୁବାଦ: “ଆହୁରି ଅଧିକ ଅନୁଗ୍ରହ”
JAS 4 6 j262 figs-personification λέγει 1 it says ଯାକୁବ ବାଇବେଲ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ନିଜେ କହିପାରେ । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖା ଅଛି” କିମ୍ବା “ଆମ୍ଭେମାନେ ଶାସ୍ତ୍ରରେ ପାଠ କରୁ” ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 7 j263 grammar-connect-logic-result ἀντίστητε δὲ τῷ διαβόλῳ, καὶ φεύξεται ἀφ’ ὑμῶν 1 But resist the devil, and he will flee from you ଅନୁବାଦିତ ଏବଂ ଶବ୍ଦ ଏକ ଫଳାଫଳକୁ ବର୍ଣ୍ଣନା କରିବାକୁ ଯାକୁବ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ଶୟତାନକୁ ପ୍ରତିରୋଧ କର । ଯଦି ତୁମ୍ଭେମାନେ କର, ତେବେ ସେ ତୁମ୍ଭମାନଙ୍କଠାରୁ ପଳାୟନ କରିବ ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.