Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 13:34:21 +00:00
parent e422fe4690
commit 29ef33d2e7
1 changed files with 22 additions and 1 deletions

View File

@ -573,4 +573,25 @@ JAS 3 14 j234 figs-explicit μὴ κατακαυχᾶσθε καὶ ψεύδεσ
JAS 3 14 j235 figs-explicitinfo ψεύδεσθε κατὰ τῆς ἀληθείας 1 lie against the truth ଆପଣଙ୍କ ଭାଷାରେ, ଏହି ବାକ୍ୟାଂଶ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କରେ ବୋଲି ଏହା ମନେହୁଏ ହେଇପାରେ । ଯଦି ଏହା ହୁଏ, ଆପଣ ସମାନ ଅର୍ଥକୁ ଏକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏପରି କଥା କୁହ ଯାହା ସତ୍ୟ ନୁହେଁ” (: [[rc://en/ta/man/translate/figs-explicitinfo]]ଦେଖନ୍ତୁ)
JAS 3 15 j236 figs-explicit αὕτη 1 This ଏହା “ତିକ୍ତ ଈର୍ଷା ଏବଂ ସ୍ୱାର୍ଥପରତା” କୁ ସୂଚାଏ ଯାହା ଯାକୁବ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ତିକ୍ତ ଈର୍ଷା ଏବଂ ସ୍ୱାର୍ଥପରତା” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 3 16 j237 grammar-connect-logic-result γὰρ 1 For ଯାକୁବ ପୂର୍ବ ପଦରେ ଦେଇଥିବା ବିବୃତ୍ତିର କାରଣ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଏହା ସ୍ପଷ୍ଟ ଯେ ଏହା ଈଶ୍ୱରୀୟ ଜ୍ଞାନ ନୁହେଁ, କାରଣ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 3 18 j238 figs-activepassive καρπὸς…δικαιοσύνης ἐν εἰρήνῃ σπείρεται, τοῖς ποιοῦσιν εἰρήνην 1 the fruit of righteousness is sown in peace by those who make peace ଯଦି ଆପଣ ବୁଣିବାର ରୂପକୁ ବ୍ୟବହାର କରିବାକୁ ସ୍ଥିର କରନ୍ତି, ତେବେ ଆପଣ ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ ସହିତ ପ୍ରକାଶ କରିପାରିବେ, ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ । ବିକଳ୍ପ ଅନୁବାଦ: “ଯେଉଁମାନେ ଶାନ୍ତି ସ୍ଥାପନ କରନ୍ତି ସେମାନେ ଶାନ୍ତିରେ ଧାର୍ମିକତାର ଫଳ ବୁଣନ୍ତି” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 3 18 j238 figs-activepassive καρπὸς…δικαιοσύνης ἐν εἰρήνῃ σπείρεται, τοῖς ποιοῦσιν εἰρήνην 1 the fruit of righteousness is sown in peace by those who make peace ଯଦି ଆପଣ ବୁଣିବାର ରୂପକୁ ବ୍ୟବହାର କରିବାକୁ ସ୍ଥିର କରନ୍ତି, ତେବେ ଆପଣ ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ ସହିତ ପ୍ରକାଶ କରିପାରିବେ, ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ । ବିକଳ୍ପ ଅନୁବାଦ: “ଯେଉଁମାନେ ଶାନ୍ତି ସ୍ଥାପନ କରନ୍ତି ସେମାନେ ଶାନ୍ତିରେ ଧାର୍ମିକତାର ଫଳ ବୁଣନ୍ତି” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 4 1 j239 πόθεν πόλεμοι καὶ πόθεν μάχαι ἐν ὑμῖν 1 Whence are wars and whence are battles among you ଯେଉଁଠୁ ବୋଲି ଅନୁବାଦ ହୋଇଥିବା ଶବ୍ଦର ଅର୍ଥ ହେଉଛି “କେଉଁଠାରୁ” । ଆପଣଙ୍କ ଭାଷାରେ ସମାନ ଶବ୍ଦ ଥାଇପାରେ ଯାହାକୁ ଆପଣ ଆପଣଙ୍କ ଅନୁବାଦରେ ବ୍ୟବହାର କରିପାରିବେ । ଅନ୍ୟଥା, ଆପଣ ସମାନ ଅର୍ଥକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଭାବରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ଯୁଦ୍ଧ ଏବଂ ବିବାଦ କେଉଁଠୁ ଆସେ?”
JAS 4 1 j240 figs-metaphor πόθεν πόλεμοι καὶ πόθεν μάχαι ἐν ὑμῖν 1 Whence are wars and whence are battles among you ଯାକୁବ ଯୁଦ୍ଧ ଏବଂ ବିବାଦ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁ ବିବାଦ ଏବଂ ଯୁଦ୍ଧ ତୁମ୍ଭମାନଙ୍କ ମଧ୍ୟରେ ହୁଏ କେଉଁଠାରୁ ଉତ୍ପନ୍ନ ହୁଏ । (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 1 j241 figs-rquestion οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Are they not hence, from your lusts, which fight in your members? ଯାକୁବ ପ୍ରଶ୍ନକୁ ଏକ ଶିକ୍ଷା ଦେବା ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏଥିରୁ ସେଗୁଡ଼ିକ ଆସିଛି: ତୁମ୍ଭମାନଙ୍କର ଲୋଭରୁ, ଯାହା ତୁମ୍ଭମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରନ୍ତି” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 4 1 j242 οὐκ ἐντεῦθεν 1 Are they not hence ତେଣୁ ଅନୁବାଦ ହୋଇଥିବା ଶବ୍ଦର ଅର୍ଥ “ଏଠାରୁ” ଅଟେ । ଆପଣଙ୍କ ଭାଷାରେ ସମାନ ଶବ୍ଦ ଥାଇପାରେ ଯାହାକୁ ଆପଣ ଆପଣଙ୍କ ଅନୁବାଦରେ ବ୍ୟବହାର କରିପାରିବେ । ଅନ୍ୟଥା, ଆପଣ ସମାନ ଅର୍ଥକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେଗୁଡ଼ିକ ଏଠାରୁ ଆସନ୍ତି ନାହିଁ କି”
JAS 4 2 j243 grammar-connect-logic-contrast ἐπιθυμεῖτε καὶ οὐκ ἔχετε; φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You covet, and you do not have. You kill and envy, and you are not able to obtain ଏହି ଉଭୟ ବାକ୍ୟରେ, ଯାକୁବ ଅନୁବାଦିତ ଶବ୍ଦକୁ ବ୍ୟବହାର କରନ୍ତି ଏବଂ ପ୍ରଥମ ଏବଂ ଦ୍ୱିତୀୟ ବାକ୍ୟାଂଶରେ ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲୋଭ କରୁଛ, କିନ୍ତୁ ତୁମ୍ଭେମାନେ ପାଅ ନାହିଁ । ତୁମ୍ଭେମାନେ ହତ୍ୟା ଓ ଈର୍ଷା କରୁଛ, କିନ୍ତୁ ତୁମ୍ଭେମାନେ ପାଇବାରେ ସକ୍ଷମ ନୁହଁ ” (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
JAS 4 2 j244 ἐπιθυμεῖτε καὶ οὐκ ἔχετε; φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You covet, and you do not have. You kill and envy, and you are not able to obtain ଆପଣଙ୍କ ଭାଷା ଥିବା ଏବଂ ପାଇବା ବସ୍ତୁଗୁଡ଼ିକ ନିର୍ଦ୍ଦିଷ୍ଟ କରିବା ଆବଶ୍ୟକ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଲୋଭ କରୁଛ, କିନ୍ତୁ ତୁମ୍ଭମାନେ ପାଅ ନାହିଁ । ତୁମ୍ଭେମାନେ ହତ୍ୟା ଓ ଈ ର୍ଷା କର, କିନ୍ତୁ ତୁମ୍ଭେମାନେ ଈର୍ଷା କରୁଥିବା ଜିନିଷ ପାଇବାରେ ସକ୍ଷମ ନୁହଁ ”
JAS 4 2 j245 figs-parallelism ἐπιθυμεῖτε καὶ οὐκ ἔχετε; φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You covet, and you do not have. You kill and envy, and you are not able to obtain ଏହି ଉଭୟ ବାକ୍ୟର ଅର୍ଥ ସମାନ ଅଟେ । ଯାକୁବ ସେଗୁଡିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ସେଗୁଡ଼ିକୁ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଅତିଶୟ ବିଷୟଗୁଡ଼ିକୁ ଚାହୁଁଛ ଯାହା ଅନ୍ୟମାନଙ୍କ ପାଖରେ ଅଛି, କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ପାଇପାରିବ ନାହିଁ” (: [[rc://en/ta/man/translate/figs-parallelism]]ଦେଖନ୍ତୁ)
JAS 4 2 j246 figs-hendiadys φονεύετε καὶ ζηλοῦτε 1 You kill and envy ଏବଂ ଶବ୍ଦ ସହିତ ସଂଯୁକ୍ତ ଦୁଇଟି ଶବ୍ଦ ବ୍ୟବହାର କରି ଯାକୁବ ଗୋଟିଏ ଧାରଣା ପ୍ରକାଶ କରନ୍ତି । ହତ୍ୟା ଶବ୍ଦ ବର୍ଣ୍ଣନା କରେ ଯେ ତାଙ୍କ ପାଠକମାନେ ଅନ୍ୟମାନଙ୍କ ପାଖରେ ଥିବା ବିଷୟକୁ ଦେଖି କିପରି ଈର୍ଷା କରନ୍ତି । ବିକଳ୍ପ ଅନୁବାଦ: (1) “ତୁମ୍ଭେମାନେ ଘୃଣାଭାବରେ ଈର୍ଷା କର” (2) “ତୁମ୍ଭେମାନେ ହତ୍ୟାକାଣ୍ଡରେ ଈର୍ଷା କର” (: [[rc://en/ta/man/translate/figs-hendiadys]]ଦେଖନ୍ତୁ)
JAS 4 2 j247 figs-metaphor μάχεσθε καὶ πολεμεῖτε 1 You battle and war 4: 1 ପରି, ଯାକୁବ ସାଙ୍କେତିକ ଭାବରେ ଯୁଦ୍ଧ ଏବଂ ବିବାଦ ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ବିବାଦ ଏବଂ ଯୁଦ୍ଧରେ ଜଡିତ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 2 j248 figs-explicit οὐκ ἔχετε, διὰ τὸ μὴ αἰτεῖσθαι ὑμᾶς 1 You do not have because you do not ask ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଏହାର ଅର୍ଥ କ’ଣ ଆପଣ ଅଧିକ ସଂପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯାହା ଚାହୁଁଛ ତାହା ପାଇବ ନାହିଁ କାରଣ ତୁମ୍ଭେମାନେ ଈଶ୍ଵରଙ୍କୁ ଏହା ମାଗି ନାହଁ”  (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 4 3 j249 grammar-connect-logic-contrast αἰτεῖτε καὶ οὐ λαμβάνετε 1 You ask and you do not receive ଏହି ଦୁଇଟି ବାକ୍ୟାଂଶରେ ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରିବାକୁ ଯାକୁବ ଅନୁବାଦିତ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପଚାର କିନ୍ତୁ ତୁମ୍ଭେମାନେ ପାଅ ନାହିଁ” (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
JAS 4 3 j250 figs-metaphor ἵνα ἐν ταῖς ἡδοναῖς ὑμῶν δαπανήσητε 1 so that you may spend on your lusts ଯାକୁବ ସାଙ୍କେତିକ ଭାବରେ କହିଛନ୍ତି ଯେ ତାଙ୍କ ପାଠକମାନେ ଯାହା ହାସଲ କରନ୍ତି ତାହା ସେମାନଙ୍କର ଲୋଭରେ ଖର୍ଚ୍ଚ କରିବେ । ବିକଳ୍ପ ଅନୁବାଦ: “ଯାହାଫଳରେ ତୁମ୍ଭେମାନେ ତୁମ୍ଭମାନଙ୍କର ପାପପୂର୍ଣ୍ଣ ଇଚ୍ଛାକୁ ସନ୍ତୁଷ୍ଟ କରିପାରିବ”(: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 4 j251 μοιχαλίδες 1 Adulteresses ଯାକୁବ ତାଙ୍କ ପାଠକମାନଙ୍କୁ ମ୍ବୋଧନଗତ ଶବ୍ଦ ବ୍ୟବହାର କରି ସୂଚାନ୍ତି । ଯଦି ଆପଣଙ୍କର ଭାଷାର ଏକ ମ୍ବୋଧନ ଶବ୍ଦ ଅଛି, ତାହା ଏଠାରେ ବ୍ୟବହାର କରନ୍ତୁ । ଯଦି ନୁହେଁ, ଆପଣ ଏହାର ଅର୍ଥ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ । ବିକଳ୍ପ ଅନୁବାଦ: “ବ୍ୟଭିଚାରୀ ଯେ ତୁମ୍ଭେମାନେ”
JAS 4 4 j252 figs-abstractnouns ἡ φιλία τοῦ κόσμου, ἔχθρα τοῦ Θεοῦ ἐστιν 1 friendship with the world is enmity with God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ତୁମ୍ଭେମାନେ ଭାବ ବାଚକ ବିଶେଷ୍ୟ “ବନ୍ଧୁ” ଏବଂ “ଶତ୍ରୁ” ସହିତ ଭାବ ବାଚକ ବିଶେଷ୍ୟ ବନ୍ଧୁତା ଏବଂ ଶତ୍ରୁତା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ଜଗତର ବନ୍ଧୁ, ତୁମ୍ଭେମାନେ ଈଶ୍ଵରଙ୍କର ଶତ୍ରୁ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 4 4 j253 figs-metonymy φίλος εἶναι τοῦ κόσμου 1 to be a friend of the world ଦେଖନ୍ତୁ ଏହି ପଦରେ ଆପଣ ଜଗତଶବ୍ଦକୁ କିପରି ଅନୁବାଦ କରିଛନ୍ତି । ବିକଳ୍ପ ଅନୁବାଦ: “ଏକ ଅଧାର୍ମିକ ମୂଲ୍ୟବୋଧର ବନ୍ଧୁ ହେବାକୁ” (: [[rc://en/ta/man/translate/figs-metonymy]]<br><br>ଦେଖନ୍ତୁ)
JAS 4 4 j254 figs-personification φίλος εἶναι τοῦ κόσμου 1 to be a friend of the world ଯାକୁବ ପୁନର୍ବାର ଅଧାର୍ମିକ ମୂଲ୍ୟବୋଧ ପ୍ରଣାଳୀ ବିଷୟରେ କହନ୍ତି ଯେପରିକି ଏହା ଜଣେ ବ୍ୟକ୍ତି ଯାହାଙ୍କ ସହିତ କେହି ଜଣେ ବନ୍ଧୁ ହୋଇପାରନ୍ତି । ବିକଳ୍ପ ଅନୁବାଦ: “ଏକ ଅଧାର୍ମିକ ମୂଲ୍ୟବୋଧ ଦ୍ୱାରା ଜୀବନଜାପନ କରିବା” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 4 j255 figs-activepassive καθίσταται 1 is made ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ନିଜକୁ ତିଆରି କରେ” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 4 4 j256 figs-metaphor ἐχθρὸς τοῦ Θεοῦ 1 an enemy of God ଏହି ପଦରେ ଆପଣ ପୂର୍ବରୁ ସମାନ ଅଭିବ୍ୟକ୍ତି କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵର ଯାହା ଚାହାଁନ୍ତି ତାହାର ବିପରୀତରେ ବାସ କରେ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 5 j257 ἡ Γραφὴ λέγει 1 the Scripture says ଯାକୁବ ଏକ ନିର୍ଦ୍ଦିଷ୍ଟ ବିଷୟରେ ଉଲ୍ଲେଖ ନକରି ବାଇବେଲର ସାଧାରଣ ଶିକ୍ଷା ବିଷୟରେ ବର୍ଣ୍ଣନା କରନ୍ତି । ଏହିପରି ପରିସ୍ଥିତିରେ, ଆପଣଙ୍କ ଭାଷା ଏକକ ପରିବର୍ତ୍ତେ ବହୁବଚନ ବ୍ୟବହାର କରିପାରେ । ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ”
JAS 4 5 j258 figs-personification ἡ Γραφὴ λέγει 1 the Scripture says ଯାକୁବ ବାଇବେଲ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ନିଜେ କହିପାରେ । ବିକଳ୍ପ ଅନୁବାଦ: “ଏହା ଶାସ୍ତ୍ରରେ ଲେଖା ଅଛି” କିମ୍ବା “ଆମ୍ଭେମାନେ ଶାସ୍ତ୍ରରେ ପାଠକରୁ” । (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 5 j259 writing-pronouns ὃ κατῴκισεν ἐν ἡμῖν 1 whom he caused to live in us **ସମଗ୍ର** **ବାକ୍ୟର** **ବ୍ୟାଖ୍ୟା** **ଯାହା** **ବି** **ହେଉ****,**\*\* ***_ସେ\*\* **ଏହି** **ବାକ୍ୟାଂଶରେ** **ରେ** **ଥିବା** **ସର୍ବନାମ** **ଈଶ୍ଵରଙ୍କୁ** **ସୂଚିତ** **କରେ** **।** **ବିକଳ୍ପ** **ଅନୁବାଦ**_*****:** **“****ଯାହାଙ୍କୁ**\*\* ***_ଈଶ୍ଵର\*\* **ଆମ୍ଭମାନଙ୍କ** **ଭିତରେ** **ବାସ କରିବାକୁ** **ସୃଷ୍ଟି** **କରିଥିଲେ**_*****”**
Can't render this file because it contains an unexpected character in line 2 and column 3842.