Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 13:27:38 +00:00
parent 94d1398293
commit e422fe4690
1 changed files with 14 additions and 1 deletions

View File

@ -560,4 +560,17 @@ JAS 3 11 j221 ἡ πηγὴ 1 A spring ଏହି ପ୍ରସଙ୍ଗରେ,
JAS 3 11 j222 figs-nominaladj τὸ γλυκὺ καὶ τὸ πικρόν 1 the sweet and the bitter ଯାକୁବ ଜଳର ପ୍ରକାରକୁ ସୂଚାଇବା ପାଇଁ ମିଠା ଏବଂ ତିକ୍ତ ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ସମାନ ଅଭିବ୍ୟକ୍ତି ସହିତ ଏଗୁଡ଼ିକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମିଠା ଏବଂ ତିକ୍ତ ଜଳ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 3 12 j223 figs-doublenegatives μὴ δύναται, ἀδελφοί μου, συκῆ ἐλαίας ποιῆσαι 1 A fig tree is not able to make olives, is it ଗ୍ରୀକ୍ ଭାଷାରେ ଏହି ବାକ୍ୟର ପ୍ରଥମ ଶବ୍ଦ ଏକ ନକାରାତ୍ମକ ଶବ୍ଦ ଅଟେ ଯାହା ଏକ ବିବୃତ୍ତିକୁ ଏକ ପ୍ରଶ୍ନରେ ପରିଣତ କରିବାରେ ବ୍ୟବହୃତ ହୋଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ । “ଏହା କି?” ଯୋଗ କରି ULT ଏହାକୁ ଦର୍ଶାଏ । ଆପଣଙ୍କ ଭାଷାରେ ଏକ ପ୍ରଶ୍ନ ପଚାରିବାର ଅନ୍ୟ ଉପାୟ ଥାଇପାରେ ଯାହା ଏକ ନକାରାତ୍ମକ ଉତ୍ତର ଆଶା କରେ, ଉଦାହରଣ ସ୍ୱରୂପ, ଏକ ସକାରାତ୍ମକ ବକ୍ତବ୍ୟର ଶବ୍ଦ କ୍ରମ ପରିବର୍ତ୍ତନ କରି । ବିକଳ୍ପ ଅନୁବାଦ: “ଏକ ଡିମ୍ବିରି ଗଛ ଜୀତଫଳ ଉତ୍ପନ୍ନ କରିବାରେ ସକ୍ଷମ” (: [[rc://en/ta/man/translate/figs-doublenegatives]]ଦେଖନ୍ତୁ)
JAS 3 12 j224 translate-unknown μὴ δύναται, ἀδελφοί μου, συκῆ ἐλαίας ποιῆσαι 1 A fig tree is not able to make olives, is it ଡିମ୍ବିରି ଗଛ ଏକ ଗଛ ଅଟେ ଯାହା ଛୋଟ, ମିଠା ଫଳ ଉତ୍ପନ୍ନ କରେ । ଜୀତବୃକ୍ଷରେ ମଧ୍ୟ ବଡ଼େ, ତେଣୁ ସେଗୁଡ଼ିକ ଫଳ ଅଟେ, କିନ୍ତୁ ସେଗୁଡ଼ିକ ତେଲିଆ ଏବଂ ତୀବ୍ର ସ୍ୱାଦଯୁକ୍ତ ଅଟେ। ଯଦି ଆପଣଙ୍କର ପାଠକମାନେ ଏହି ପ୍ରକାରର ଫଳ ବିଷୟରେ ଅପରିଚିତ ଅଟନ୍ତି, ତେବେ ଆପଣ ଅନ୍ୟ ଦୁଇଟି ବିପରୀତ ପ୍ରକାରର ଫଳକୁ ଉଦାହରଣ ଭାବରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ (ଏକ ବିବୃତ୍ତି ଭାବରେ): “ଏକ ପ୍ରକାର ବୃକ୍ଷ ଯାହା ଫଳ ଉତ୍ପାଦନ କରିବାରେ ସକ୍ଷମ ନୁହେଁ ଯାହା ଏକ ଭିନ୍ନ ପ୍ରକାରର ଗଛରେ ଉତ୍ପନ୍ନ ହୁଏ” (: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 3 12 j225 figs-rquestion ἢ ἄμπελος σῦκα 1 or a grapevine, figs ଯାକୁବ ପ୍ରଶ୍ନକୁ ଏକ ଶିକ୍ଷା ଦେବା ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଯଦି ଆପଣ ବାକ୍ୟର ପୂର୍ବ ଭାଗରେ ପ୍ରଶ୍ନକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିଛନ୍ତି ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏକ ଦ୍ରାକ୍ଷାଲତା ଡିମ୍ବିରି ତିଆରି କରିବାରେ ସକ୍ଷମ ନୁହେଁ” (: [[rc://en/ta/man/translate/figs-rquestion]]<br><br>ଦେଖନ୍ତୁ)
JAS 3 12 j225 figs-rquestion ἢ ἄμπελος σῦκα 1 or a grapevine, figs ଯାକୁବ ପ୍ରଶ୍ନକୁ ଏକ ଶିକ୍ଷା ଦେବା ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଯଦି ଆପଣ ବାକ୍ୟର ପୂର୍ବ ଭାଗରେ ପ୍ରଶ୍ନକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିଛନ୍ତି ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏକ ଦ୍ରାକ୍ଷାଲତା ଡିମ୍ବିରି ତିଆରି କରିବାରେ ସକ୍ଷମ ନୁହେଁ” (: [[rc://en/ta/man/translate/figs-rquestion]]<br><br>ଦେଖନ୍ତୁ)
JAS 3 12 j226 translate-unknown ἢ ἄμπελος σῦκα 1 or a grapevine, figs ଏକ ଦ୍ରାକ୍ଷାଲତା ଏକ କାଠିଆ ଲତା ଅଟେ ଯାହା ଛୋଟ, ରସପୂର୍ଣ୍ଣ ଫଳ ଉତ୍ପନ୍ନ କରେ । ଏହି ଫଳ ଡିମ୍ବିରି ଫଳ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଯଦି ଆପଣଙ୍କର ପାଠକମାନେ ଏହି ପ୍ରକାରର ଫଳ ସହ ଅପରିଚିତ ଅଟନ୍ତି, ତେବେ ଆପଣ ଅନ୍ୟ ଦୁଇଟି ବିପରୀତ ପ୍ରକାରର ଫଳକୁ ଉଦାହରଣ ଭାବରେ ବ୍ୟବହାର କରିପାରିବେ, କିମ୍ବା ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ଯଦି ଆପଣ ପୂର୍ବରୁ ପଦରେ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିଛନ୍ତି, ତେବେ ଆପଣ ଏହାକୁ ଗୁରୁତ୍ୱ ଦେବା ପାଇଁ ଏକ ପୃଥକ ବାକ୍ୟ ଭାବରେ ଏଠାରେ ପୁନଃ ପୁନରାବୃତ୍ତି କରିପାରିବେ । ବିକଳ୍ପ ଅନୁବାଦ: “ନା, ଗୋଟିଏ ବୃକ୍ଷ ତାହା କରିବାକୁ ସକ୍ଷମ ନୁହେଁ”(: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 3 12 j227 figs-explicit οὔτε ἁλυκὸν γλυκὺ ποιῆσαι ὕδωρ 1 Nor salty to make sweet water ଯାକୁବ ଏହି ଅନ୍ତିମ ଉଦାହରଣ ସହ ଭାଷଣ ବିଷୟରେ ତାଙ୍କର ଶିକ୍ଷା ସମାପ୍ତ କରନ୍ତି । ଏହି ଉଦାହରଣ ପରେ ଯାକୁବ ଏହି ପଦରେ ଏବଂ ପୂର୍ବ ପଦରେ UST ପରି ଦେଇଥିବା ସମସ୍ତ ଉଦାହରଣଗୁଡ଼ିକର ପ୍ରଭାବକୁ ପୁନଃ ପ୍ରକାଶ କରିବା ପାଇଁ ସହାୟକ ହୋଇପାରେ । (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 3 12 j228 figs-ellipsis οὔτε ἁλυκὸν γλυκὺ ποιῆσαι ὕδωρ 1 Nor salty to make sweet water ଯାକୁବ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ। ଏହି ଶବ୍ଦଗୁଡ଼ିକ ପଦ ପୂର୍ବରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଲୁଣିଆ ଜଳ ମିଠା ଜଳ ଉତ୍ପାଦନ କରିବାରେ ସକ୍ଷମ ନୁହେଁ” (: [[rc://en/ta/man/translate/figs-ellipsis]]ଦେଖନ୍ତୁ)
JAS 3 12 j229 figs-nominaladj ἁλυκὸν 1 salty ଯାକୁବ ବିଶେଷଣ ଭାବରେ ଲୁଣ ବିଶେଷଣ ବ୍ୟବହାର କରନ୍ତି । ଯେହେତୁ ଯାକୁବ ଏପରି କିଛି ବିଷୟରେ କହନ୍ତି ଯାହା ଜଳ ତିଆରି କିମ୍ବା ଉତ୍ପାଦନ କରିପାରିବେ, ସେ ସମ୍ଭବତଃ ଏକ ଝ’ରଣା ବିଷୟରେ କହନ୍ତି । ଆପଣଙ୍କ ଭାଷା ବିଶେଷଣକୁ ସେହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏକ ଲବଣ ହ୍ରଦ/ଝର” (: [[rc://en/ta/man/translate/figs-doublet]]ଦେଖନ୍ତୁ)
JAS 3 13 j230 figs-doublet σοφὸς καὶ ἐπιστήμων 1 wise and understanding ଜ୍ଞାନୀ ଓ ବୁଦ୍ଧିମାନ ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ସେଗୁଡିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରକୃତରେ ଜ୍ଞାନୀ” (: [[rc://en/ta/man/translate/figs-doublet]]ଦେଖନ୍ତୁ)
JAS 3 13 j231 figs-possession ἐν πραΰτητι σοφίας 1 in the humility of wisdom ଜ୍ଞାନରୁ ଆସୁଥିବା ନମ୍ରତାକୁ ବର୍ଣ୍ଣନା କରିବାକୁ ଯାକୁବ ଧାରଣକାରୀ ରୂପକ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ନମ୍ରତା ଯାହା ଜ୍ଞାନରୁ ଆସେ” କିମ୍ବା “ନମ୍ର ମନୋଭାବ ଯାହା ଜ୍ଞାନୀ ହେବା ଦ୍ୱାରା ଆସେ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 3 14 j232 figs-metaphor ζῆλον πικρὸν ἔχετε, καὶ ἐριθείαν ἐν τῇ καρδίᾳ ὑμῶν 1 you have bitter envy and ambition in your heart ଭାବନାକୁ ପ୍ରତିପାଦିତ କରିବା ପାଇଁ ଯାକୁବ ହୃଦୟକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଈର୍ଷା ଏବଂ ସ୍ୱାର୍ଥପର ଭାବନା ରହିଛି” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 3 14 j233 τῇ καρδίᾳ ὑμῶν 1 your heart ଯେହେତୁ ତୁମ୍ଭେ ଏବଂ ତୁମ୍ଭମାନଙ୍କର ଏହି ପଦରେ ବହୁବଚନ ଅଟେ, ଯଦି ଆପଣ ଆପଣଙ୍କ ଅନୁବାଦରେ ରୂପକ ହୃଦୟକୁ ବ୍ୟବହାର କରନ୍ତି, ତେବେ ସେହି ଶବ୍ଦର ବହୁବଚନ ରୂପ ବ୍ୟବହାର କରିବା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହୋଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ହୃଦୟ”
JAS 3 14 j234 figs-explicit μὴ κατακαυχᾶσθε καὶ ψεύδεσθε κατὰ τῆς ἀληθείας 1 do not boast and lie against the truth ଯେହେତୁ ଯାକୁବ ପୂର୍ବ ପଦରେ କହନ୍ତି ଯେ ପ୍ରକୃତରେ ଜ୍ଞାନୀ ବ୍ୟକ୍ତି ନମ୍ର ହେବ, ତେଣୁ ସେ ଏଠାରେ କହିପାରନ୍ତି ଯେ ଯଦି କେହି ନିଜକୁ ଜ୍ଞାନୀ ବୋଲି ଦାବି କରନ୍ତି କିନ୍ତୁ ଈର୍ଷାପରାୟଣ ଏବଂ ସ୍ୱାର୍ଥୀ ଅଟେ, ତେବେ ସେ ପ୍ରକୃତରେ ଜ୍ଞାନୀ ନୁହେଁ ବୋଲି ପ୍ରକାଶ କରେ। ବିକଳ୍ପ ଅନୁବାଦ: “ତା’ହେଲେ ତୁମ୍ଭେମାନେ ଜ୍ଞାନୀ ବୋଲି ଦର୍ପ କର ନାହିଁ, କାରଣ ତାହା ସତ ହେବ ନାହିଁ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 3 14 j235 figs-explicitinfo ψεύδεσθε κατὰ τῆς ἀληθείας 1 lie against the truth ଆପଣଙ୍କ ଭାଷାରେ, ଏହି ବାକ୍ୟାଂଶ ଅନାବଶ୍ୟକ ଅତିରିକ୍ତ ସୂଚନା ପ୍ରକାଶ କରେ ବୋଲି ଏହା ମନେହୁଏ ହେଇପାରେ । ଯଦି ଏହା ହୁଏ, ଆପଣ ସମାନ ଅର୍ଥକୁ ଏକ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏପରି କଥା କୁହ ଯାହା ସତ୍ୟ ନୁହେଁ” (: [[rc://en/ta/man/translate/figs-explicitinfo]]ଦେଖନ୍ତୁ)
JAS 3 15 j236 figs-explicit αὕτη 1 This ଏହା “ତିକ୍ତ ଈର୍ଷା ଏବଂ ସ୍ୱାର୍ଥପରତା” କୁ ସୂଚାଏ ଯାହା ଯାକୁବ ପୂର୍ବ ପଦରେ ବର୍ଣ୍ଣନା କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ତିକ୍ତ ଈର୍ଷା ଏବଂ ସ୍ୱାର୍ଥପରତା” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 3 16 j237 grammar-connect-logic-result γὰρ 1 For ଯାକୁବ ପୂର୍ବ ପଦରେ ଦେଇଥିବା ବିବୃତ୍ତିର କାରଣ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଏହା ସ୍ପଷ୍ଟ ଯେ ଏହା ଈଶ୍ୱରୀୟ ଜ୍ଞାନ ନୁହେଁ, କାରଣ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 3 18 j238 figs-activepassive καρπὸς…δικαιοσύνης ἐν εἰρήνῃ σπείρεται, τοῖς ποιοῦσιν εἰρήνην 1 the fruit of righteousness is sown in peace by those who make peace ଯଦି ଆପଣ ବୁଣିବାର ରୂପକୁ ବ୍ୟବହାର କରିବାକୁ ସ୍ଥିର କରନ୍ତି, ତେବେ ଆପଣ ଏହାକୁ ଏକ ସକ୍ରିୟ କ୍ରିୟାପଦରେ ପ୍ରକାଶ କରିପାରିବେ ସହିତ ପ୍ରକାଶ କରିପାରିବେ, ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ । ବିକଳ୍ପ ଅନୁବାଦ: “ଯେଉଁମାନେ ଶାନ୍ତି ସ୍ଥାପନ କରନ୍ତି ସେମାନେ ଶାନ୍ତିରେ ଧାର୍ମିକତାର ଫଳ ବୁଣନ୍ତି” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.