Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:45:55 +00:00
parent f3a9caac70
commit d9afbda8d0
1 changed files with 2 additions and 0 deletions

View File

@ -368,3 +368,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 8 j066 figs-explicit ὅ ἐστιν ἀληθὲς ἐν αὐτῷ καὶ ἐν ὑμῖν 1 which is true in him and in you ଯେହେତୁ ଯୀଶୁ କ୍ରମାଗତ ଭାବରେ ପ୍ରେମ କରିବା ଆଜ୍ଞା ପାଳନ କରିଥିଲେ, ହୁଏତ  ଯୋହନ ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ନିଜେ ସେହିପରି କାର୍ଯ୍ୟ କରନ୍ତି  । ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଆପଣଙ୍କ ଅନୁବାଦରେ ଏହି ଅନ୍ତର୍ନିହିତ ଗୁରୁତ୍ୱକୁ ଅନୁବାଦ କରିପାରିବେ । ଯଦି ଆପଣ ପୂର୍ବ ବାକ୍ୟାଂଶକୁ ଏହି ବାକ୍ୟାଂଶ ପୂର୍ବରୁ ଉଲ୍ଲେଖ କରନ୍ତି ନାହିଁ, ଯେପରି ପୂର୍ବ ଟିପ୍ପଣୀ ସୂଚାଏ, ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଏହି ଆଜ୍ଞାଗୁଡ଼ିକୁ ପ୍ରକୃତରେ ପାଳନ କଲେ, ଏବଂ ତୁମ୍ଭେମାନେ ମଧ୍ୟ ବର୍ତ୍ତମାନ ତାହା ପାଳନ କରୁଅଛ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 8 j067 writing-pronouns αὐτῷ 1 him **​ତାଙ୍କୁ** ସର୍ବନାମ  ଯୀଶୁଙ୍କୁ ସୂଚାଏ । ଯୋହନ  ତାଙ୍କୁ ଅନ୍ୟମାନଙ୍କୁ ପ୍ରେମ କରିବାର ସର୍ବୋଚ୍ଚ ଉଦାହରଣ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 8 j068 figs-metonymy τὸ φῶς τὸ ἀληθινὸν 1 the true light ଯେହେତୁ ଯୋହନ [5:20](https://create.translationcore.com/05/20.md)ରେ ଈଶ୍ଵରଙ୍କୁ  “ସତ୍ୟମୟ” ବୋଲି ଡାକନ୍ତି, ସେ ଯେତେବେଳେ ପ୍ରକୃତ ଆଲୋକ କୁହନ୍ତି ସେତେବେଳେ ସେ ଈଶ୍ଵରଙ୍କ ଉତ୍ତମତା ଏବଂ ପବିତ୍ରତା ବିଷୟରେ ବୁଝାନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଉତ୍ତମତା” କିମ୍ବା “ଈଶ୍ଵରଙ୍କ ପବିତ୍ରତା” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 9 j069 grammar-connect-logic-contrast καὶ 1 and John is using the word <br><br>**and** here to introduce a contrast between what such a person might say and what his conduct actually indicates to be true. Alternate translation: “but” (See: [[rc://en/ta/man/translate/grammar-connect-logic-contrast]])
1JN 2 9 j070 figs-gendernotations τὸν ἀδελφὸν αὐτοῦ 1 his brother ଯଦିଓ **ଭାଇ** ଶବ୍ଦ ପୁଂଲିଙ୍ଗ ଅଟେ, ଯୋହନ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ ” ( [[rc://en/ta/man/translate/figs-gendernotations]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.