Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:37:33 +00:00
parent b0664fd248
commit d76788afec
1 changed files with 1 additions and 1 deletions

View File

@ -206,7 +206,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 16 uq6c ἔπεχε σεαυτῷ καὶ τῇ διδασκαλίᾳ 1 Give careful attention to yourself and to the teaching ବିକଳ୍ପ ଅନୁବାଦ: "ତୁମ୍ଭେ କିପରି ଜୀବନଯାପନ କର ଏବଂ ତୁମ୍ଭେ ଯେଉଁ ଶିକ୍ଷା ଦିଅ ସେଥିପ୍ରତି ଧ୍ୟାନ ଦିଅ ।"
1TI 4 16 zxe7 ἐπίμενε αὐτοῖς 1 Continue in these things ବିକଳ୍ପ ଅନୁବାଦ: "ଏହି କାର୍ଯ୍ୟ କରିବା ଜାରି ରଖ"
1TI 4 16 u7ez καὶ σεαυτὸν σώσεις καὶ τοὺς ἀκούοντάς σου 1 you will save yourself and those who listen to you ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ତୀମଥି ନିଜକୁ ଏବଂ ଯେଉଁମାନେ ତାଙ୍କୁ ଶୁଣନ୍ତି ସେମାନଙ୍କୁ ଈଶ୍ଵରଙ୍କ ବିଚାରରୁ ରକ୍ଷା କରିବେ କିମ୍ବା (2) ତୀମଥି ନିଜକୁ ଏବଂ ଯେଉଁମାନେ ତାଙ୍କୁ ଶୁଣନ୍ତି ସେମାନଙ୍କୁ ମିଥ୍ୟା ଶିକ୍ଷକଙ୍କ ପ୍ରଭାବରୁ ରକ୍ଷା କରିବେ । ବୋଧହୁଏ ପାଉଲ ଉଭୟ ବିଷୟକୁ ସୂଚାନ୍ତି। ଯଦି ତୀମଥି ଏଫିସୀୟ ମଣ୍ଡଳୀର ଲୋକମାନଙ୍କୁ ମିଥ୍ୟା ଶିକ୍ଷକମାନଙ୍କ କଥା ନ ଶୁଣିବାକୁ ପ୍ରବର୍ତ୍ତାଇ ପାରନ୍ତି, ତେବେ ସେ ମଧ୍ୟ ଈଶ୍ଵରଙ୍କ ବିଚାର ଦ୍ୱାରା ସେମାନଙ୍କୁ ସେହି ଶିକ୍ଷକମାନଙ୍କଠାରୁ ଶୁଣିଥିବା ଭୁଲରୂ ରକ୍ଷା କରିବେ । ବିକଳ୍ପ ଅନୁବାଦ: "ତୁମ୍ଭେ ନିଜକୁ ଏବଂ ତୁମ୍ଭର ଶ୍ରୋତାମାନଙ୍କୁ ଭୁଲ ବିଷୟକୁ ବିଶ୍ଵାସ ଏବଂ ଭୁଲ୍ କରିବାକୁ ବାରଣ କରିବ"
1TI 5 intro jx4e 0 # ୧ ତୀମଥି ୦୫ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ସମ୍ଭ୍ରମ ଓ ସମ୍ମାନ
ପାଉଲ ନୂତନ ଶିଷ୍ୟମାନଙ୍କୁ ଉତ୍ସାହ ଦେଉଛନ୍ତି ଯେପରି ସେମାନେ ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସମ୍ଭ୍ରମ ଓ ସମ୍ମାନ ଦେବେ I ବିଭିନ୍ନ ସଂସ୍କୃତି ବିଭିନ୍ନ ଭାବରେ ବୟସ୍କ ଲୋକମାନଙ୍କୁ ସମ୍ଭ୍ରମ ଓ ସମ୍ମାନ କରିଥାଏ I

### ବିଧବା

ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳରେ, ବିଧବାମାନଙ୍କ ଯତ୍ନନେବା ଗୁରୁତ୍ବପୂର୍ଣ୍ଣ ଥିଲା, ଯେହେତୁ ସେମାନେ ନିଜେ ନିଜର ଆବଶ୍ୟକତା ପୁରଣ କରି ପାରୁ ନ ଥିଲେ I

1TI 5 intro jx4e 0 # 1 ତୀମଥି 05 ସାଧାରଣ ଟିପ୍ପଣୀଗୁଡ଼ିକଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମ୍ମାନ ଏବଂ ଆଦର

### ପାଉଲ ଯୁବ ଖ୍ରୀଷ୍ଟିୟାନମାନଙ୍କୁ ବୃଦ୍ଧ ଖ୍ରୀଷ୍ଟିୟାନମାନଙ୍କୁ ସମ୍ମାନ ଏବଂ ଆଦର କରିବାକୁ ଉତ୍ସାହିତ କରନ୍ତି । ପ୍ରତ୍ୟେକ ସଂସ୍କୃତି ବିଭିନ୍ନ ଉପାୟରେ ବୟସ୍କ ଲୋକଙ୍କୁ ସମ୍ମାନ ଏବଂ ଆଦର କରେ ।ବିଧବା

ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳରେ, ବିଧବାମାନଙ୍କ ଯତ୍ନନେବା ଗୁରୁତ୍ବପୂର୍ଣ୍ଣ ଥିଲା, ଯେହେତୁ ସେମାନେ ନିଜେ ନିଜର ଆବଶ୍ୟକତା ପୁରଣ କରି ପାରୁ ନ ଥିଲେ I
1TI 5 1 wt5y figs-you 0 General Information: ପାଉଲ ଏହି ଆଜ୍ଞାଗୁଡିକୁ ଜଣେ ବ୍ୟକ୍ତି, ତୀମଥିଙ୍କୁ ଦେଉଛନ୍ତି I ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ”କୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ କିମ୍ବା ଆଜ୍ଞାକୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ ସେଗୁଡ଼ିକ ଏଠାରେ ଏକବଚନ ବ୍ୟବହାର କରି ପାରିବେ I (ଦେଖ: [[rc://en/ta/man/translate/figs-you]])
1TI 5 1 h7d1 0 Connecting Statement: ମଣ୍ଡଳୀରେ ପୁରୁଷ, ସ୍ତ୍ରୀ, ବିଧବା ଓ ଯୁବତୀମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ, ତାହା ପାଉଲ ତୀମଥିଙ୍କୁ କହିବା ଜାରିରଖିଛନ୍ତି I
1TI 5 1 l4w5 πρεσβυτέρῳ μὴ ἐπιπλήξῃς 1 Do not rebuke an older man ବୃଦ୍ଧ ଲୋକଙ୍କୁ କଠୋରଭାବରେ କୁହ ନାହିଁ

Can't render this file because it contains an unexpected character in line 2 and column 7882.