Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:36:21 +00:00
parent b2646b7e09
commit b0664fd248
1 changed files with 5 additions and 5 deletions

View File

@ -201,11 +201,11 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 14 hdd9 figs-activepassive μὴ ἀμέλει 1 Do not neglect ଏହାର ଅର୍ଥ ଏହା ଯେ **ଉପହାର** ହେଉଛି ଈଶ୍ଵର ତୀମଥିଙ୍କୁ ସେବା କରିବାକୁ ଦେଇଥିବା କ୍ଷମତା । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭକୁ ଦେଇଥିବା କ୍ଷମତାକୁ ଅବହେଳା କର ନାହିଁ ।"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 14 xp1k figs-activepassive ὃ ἐδόθη σοι διὰ προφητείας 1 which was given to you through prophecy ଯଦି ଏହା ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହ ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ମଣ୍ଡଳୀର ନେତାମାନେ ତୁମ୍ଭ ବିଷୟରେ ଭବିଷ୍ୟବାଣୀ କଲେ ଏବଂ ତୁମ୍ଭେ ଯାହା ପାଇଲ?" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 14 rr8f ἐπιθέσεως τῶν χειρῶν τοῦ πρεσβυτερίου 1 laying on of the hands of the elders ପାଉଲ ଏକ ସମାରୋହ ବିଷୟରେ କହୁଛନ୍ତି ଯେଉଁଥିରେ ମଣ୍ଡଳୀର ନେତାମାନେ ତୀମଥିଙ୍କ ଉପରେ ହାତ ରଖିଥିଲେ ଏବଂ ପ୍ରାର୍ଥନା କରିଥିଲେ ଯେ ଈଶ୍ଵର ତାଙ୍କୁ ଯାହା କରିବାକୁ ଆଦେଶ ଦେଇଛନ୍ତି ତାହା କରିବାକୁ ତାଙ୍କୁ ସକ୍ଷମ କରନ୍ତୁ । ବିକଳ୍ପ ଅନୁବାଦ: "ଯେତେବେଳେ ପ୍ରାଚୀନମାନେ ତୁମ୍ଭ ଉପରେ ହାତ ରଖିଥିଲେ"[[rc://en/ta/man/translate/translate-symaction]])ଦେଖନ୍ତୁ)
1TI 4 15 m65m figs-metaphor αῦτα μελέτα, ἐν τούτοις ἴσθι 1 Care for these things. Be in them ତୀମଥିଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ଦାନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେଥିରେ ରହିପାରିବେ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟକରି ସେସବୁ ଅନୁସାରେ ଜୀବନ ଯାପନ କର” (ଦେଖ: [[rc://en/ta/man/translate/figs-metaphor]])
1TI 4 15 j8zi figs-metaphor ἵνα σου ἡ προκοπὴ φανερὰ ᾖ πᾶσιν 1 so that your progress may be evident to all people ଈଶ୍ବରଙ୍କ ସେବା କରିବା ନିମନ୍ତେ ତୀମଥିଙ୍କ ବୃଦ୍ଧିପାଉଥିବା ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାକୁ ଅନ୍ୟମାନେ ଅନାଇ ପାରିବେ I ବିକଳ୍ପ ଅନୁବାଦ: “ଯେପରି ଅନ୍ୟ ଲୋକମାନେ ଜାଣିପାରିବେ ଯେ ତୁମ୍ଭେ ଈଶ୍ବରଙ୍କ ସେବା ଉତ୍ତମରୁ ଉତ୍ତମଭାବେ କରୁଅଛ” (ଦେଖ: [[rc://en/ta/man/translate/figs-metaphor]])
1TI 4 16 uq6c ἔπεχε σεαυτῷ καὶ τῇ διδασκαλίᾳ 1 Give careful attention to yourself and to the teaching ନିଜର ଆଚରଣ ବିଷୟରେ ସାବଧାନ ହୁଅ ଓ ଶିକ୍ଷାପ୍ରତି ମନଯୋଗୀ ହୁଅ କିମ୍ବା “ନିଜର ବ୍ୟବହାରକୁ ସଂଯତ କର ଓ ଶିକ୍ଷା ପ୍ରତି ମନଯୋଗୀ ହୁଅ”
1TI 4 16 zxe7 ἐπίμενε αὐτοῖς 1 Continue in these things ଏହି ସବୁ କାର୍ଯ୍ୟ କରିବାକୁ ଲାଗିରୁହ
1TI 4 16 u7ez καὶ σεαυτὸν σώσεις καὶ τοὺς ἀκούοντάς σου 1 you will save yourself and those who listen to you ସମ୍ଭାବିତ ଅର୍ଥଗୁଡିକ ହେଲା ୧) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଈଶ୍ବରଙ୍କ ନ୍ୟାୟ ବିଚାରରୁ ରକ୍ଷା କରିବେ କିମ୍ବା ) ତୀମଥି ଆପଣାକୁ ଓ ଆପଣାର ଶ୍ରୋତାମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ପ୍ରଭାବରୁ ରକ୍ଷା କରିବେ I
1TI 4 15 m65m figs-metaphor αῦτα μελέτα, ἐν τούτοις ἴσθι 1 Care for these things. Be in them ପାଉଲ ସାଙ୍କେତିକ ଭାବରେ କହୁଛନ୍ତି ଯେପରି ତୀମଥି ତାଙ୍କୁ ଦେଇଥିବା ନିର୍ଦ୍ଦେଶ ଭିତରେ ଶାରୀରିକ ଭାବରେ ରହିପାରନ୍ତି । ବିକଳ୍ପ ଅନୁବାଦ: "ଏବଂ ସେଗୁଡ଼ିକୁ କ୍ରମାଗତ ଭାବରେ ଅନୁସରଣ କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 4 15 j8zi figs-metaphor ἵνα σου ἡ προκοπὴ φανερὰ ᾖ πᾶσιν 1 so that your progress may be evident to all people
1TI 4 16 uq6c ἔπεχε σεαυτῷ καὶ τῇ διδασκαλίᾳ 1 Give careful attention to yourself and to the teaching ବିକଳ୍ପ ଅନୁବାଦ: "ତୁମ୍ଭେ କିପରି ଜୀବନଯାପନ କର ଏବଂ ତୁମ୍ଭେ ଯେଉଁ ଶିକ୍ଷା ଦିଅ ସେଥିପ୍ରତି ଧ୍ୟାନ ଦିଅ ।"
1TI 4 16 zxe7 ἐπίμενε αὐτοῖς 1 Continue in these things ବିକଳ୍ପ ଅନୁବାଦ: "ଏହି କାର୍ଯ୍ୟ କରିବା ଜାରି ରଖ"
1TI 4 16 u7ez καὶ σεαυτὸν σώσεις καὶ τοὺς ἀκούοντάς σου 1 you will save yourself and those who listen to you ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ତୀମଥି ନିଜକୁ ଏବଂ ଯେଉଁମାନେ ତାଙ୍କୁ ଶୁଣନ୍ତି ସେମାନଙ୍କୁ ଈଶ୍ଵରଙ୍କ ବିଚାରରୁ ରକ୍ଷା କରିବେ କିମ୍ବା (2) ତୀମଥି ନିଜକୁ ଏବଂ ଯେଉଁମାନେ ତାଙ୍କୁ ଶୁଣନ୍ତି ସେମାନଙ୍କୁ ମିଥ୍ୟା ଶିକ୍ଷକଙ୍କ ପ୍ରଭାବରୁ ରକ୍ଷା କରିବେ । ବୋଧହୁଏ ପାଉଲ ଉଭୟ ବିଷୟକୁ ସୂଚାନ୍ତି। ଯଦି ତୀମଥି ଏଫିସୀୟ ମଣ୍ଡଳୀର ଲୋକମାନଙ୍କୁ ମିଥ୍ୟା ଶିକ୍ଷକମାନଙ୍କ କଥା ନ ଶୁଣିବାକୁ ପ୍ରବର୍ତ୍ତାଇ ପାରନ୍ତି, ତେବେ ସେ ମଧ୍ୟ ଈଶ୍ଵରଙ୍କ ବିଚାର ଦ୍ୱାରା ସେମାନଙ୍କୁ ସେହି ଶିକ୍ଷକମାନଙ୍କଠାରୁ ଶୁଣିଥିବା ଭୁଲରୂ ରକ୍ଷା କରିବେ । ବିକଳ୍ପ ଅନୁବାଦ: "ତୁମ୍ଭେ ନିଜକୁ ଏବଂ ତୁମ୍ଭର ଶ୍ରୋତାମାନଙ୍କୁ ଭୁଲ ବିଷୟକୁ ବିଶ୍ଵାସ ଏବଂ ଭୁଲ୍ କରିବାକୁ ବାରଣ କରିବ"
1TI 5 intro jx4e 0 # ୧ ତୀମଥି ୦୫ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ସମ୍ଭ୍ରମ ଓ ସମ୍ମାନ
ପାଉଲ ନୂତନ ଶିଷ୍ୟମାନଙ୍କୁ ଉତ୍ସାହ ଦେଉଛନ୍ତି ଯେପରି ସେମାନେ ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ସମ୍ଭ୍ରମ ଓ ସମ୍ମାନ ଦେବେ I ବିଭିନ୍ନ ସଂସ୍କୃତି ବିଭିନ୍ନ ଭାବରେ ବୟସ୍କ ଲୋକମାନଙ୍କୁ ସମ୍ଭ୍ରମ ଓ ସମ୍ମାନ କରିଥାଏ I

### ବିଧବା

ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳରେ, ବିଧବାମାନଙ୍କ ଯତ୍ନନେବା ଗୁରୁତ୍ବପୂର୍ଣ୍ଣ ଥିଲା, ଯେହେତୁ ସେମାନେ ନିଜେ ନିଜର ଆବଶ୍ୟକତା ପୁରଣ କରି ପାରୁ ନ ଥିଲେ I

1TI 5 1 wt5y figs-you 0 General Information: ପାଉଲ ଏହି ଆଜ୍ଞାଗୁଡିକୁ ଜଣେ ବ୍ୟକ୍ତି, ତୀମଥିଙ୍କୁ ଦେଉଛନ୍ତି I ଯେଉଁ ଭାଷାଗୁଡ଼ିକରେ “ତୁମ୍ଭେ”କୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ କିମ୍ବା ଆଜ୍ଞାକୁ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ ସେଗୁଡ଼ିକ ଏଠାରେ ଏକବଚନ ବ୍ୟବହାର କରି ପାରିବେ I (ଦେଖ: [[rc://en/ta/man/translate/figs-you]])
1TI 5 1 h7d1 0 Connecting Statement: ମଣ୍ଡଳୀରେ ପୁରୁଷ, ସ୍ତ୍ରୀ, ବିଧବା ଓ ଯୁବତୀମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ, ତାହା ପାଉଲ ତୀମଥିଙ୍କୁ କହିବା ଜାରିରଖିଛନ୍ତି I

Can't render this file because it contains an unexpected character in line 2 and column 7882.