Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:34:31 +00:00
parent db92f7ed80
commit b2646b7e09
1 changed files with 2 additions and 2 deletions

View File

@ -199,8 +199,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 4 13 kky7 figs-abstractnouns πρόσεχε τῇ ἀναγνώσει, τῇ παρακλήσει, τῇ διδασκαλίᾳ 1 attend to the reading, to the exhortation, and to the teaching ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ତେବେ ଆପଣ **ପଢିବା****,** **ଅନୁରୋଧ କରିବା** ଏବଂ **ଶିକ୍ଷା ଦେବା** ପାଇଁ ଶବ୍ଦଗତ ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟଗୁଡ଼ିକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ତୁମ୍ଭର ସଭାରେ ଥିବା ଲୋକମାନଙ୍କ ପାଇଁ ଶାସ୍ତ୍ର ପାଠ କରି ବ୍ୟାଖ୍ୟା କର ଏବଂ ଶିକ୍ଷା ଦିଅ ।" [[rc://en/ta/man/translate/figs-abstractnouns]] ଓ [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 14 t221 figs-metaphor μὴ ἀμέλει τοῦ ἐν σοὶ χαρίσματος 1 Do not neglect the gift that is in you
1TI 4 14 hdd9 figs-activepassive μὴ ἀμέλει 1 Do not neglect ଏହାର ଅର୍ଥ ଏହା ଯେ **ଉପହାର** ହେଉଛି ଈଶ୍ଵର ତୀମଥିଙ୍କୁ ସେବା କରିବାକୁ ଦେଇଥିବା କ୍ଷମତା । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭକୁ ଦେଇଥିବା କ୍ଷମତାକୁ ଅବହେଳା କର ନାହିଁ ।"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 4 14 xp1k figs-activepassive ὃ ἐδόθη σοι διὰ προφητείας 1 which was given to you through prophecy ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀର ନେତାମାନେ ଈଶ୍ବରଙ୍କ ବାକ୍ୟ କହିବା ସମୟରେ ତୁମ୍ଭେ ଯାହା ପ୍ରାପ୍ତ ହୋଇଅଛ” (ଦେଖ: [[rc://en/ta/man/translate/figs-activepassive]])
1TI 4 14 rr8f ἐπιθέσεως τῶν χειρῶν τοῦ πρεσβυτερίου 1 laying on of the hands of the elders ଏହା ଗୋଟିଏ ଉତ୍ସବ, ଯେଉଁଥିରେ ମଣ୍ଡଳୀର ନେତାମାନେ ତୀମଥିଙ୍କ ଉପରେ ସେମାନଙ୍କ ହସ୍ତାର୍ପଣ କରି ପ୍ରାର୍ଥନା କରିଥିଲେ ଯେପରି ଈଶ୍ବର ତାହାଙ୍କୁ ଯେଉଁ କାର୍ଯ୍ୟ କରିବା ନିମନ୍ତେ ଆଜ୍ଞା ଦେଇଛନ୍ତି ତାହା କରିବା ନିମନ୍ତେ ସେ ତାହାଙ୍କୁ ସକ୍ଷମ କରିବେ I
1TI 4 14 xp1k figs-activepassive ὃ ἐδόθη σοι διὰ προφητείας 1 which was given to you through prophecy ଯଦି ଏହା ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହ ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ମଣ୍ଡଳୀର ନେତାମାନେ ତୁମ୍ଭ ବିଷୟରେ ଭବିଷ୍ୟବାଣୀ କଲେ ଏବଂ ତୁମ୍ଭେ ଯାହା ପାଇଲ?" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 4 14 rr8f ἐπιθέσεως τῶν χειρῶν τοῦ πρεσβυτερίου 1 laying on of the hands of the elders ପାଉଲ ଏକ ସମାରୋହ ବିଷୟରେ କହୁଛନ୍ତି ଯେଉଁଥିରେ ମଣ୍ଡଳୀର ନେତାମାନେ ତୀମଥିଙ୍କ ଉପରେ ହାତ ରଖିଥିଲେ ଏବଂ ପ୍ରାର୍ଥନା କରିଥିଲେ ଯେ ଈଶ୍ଵର ତାଙ୍କୁ ଯାହା କରିବାକୁ ଆଦେଶ ଦେଇଛନ୍ତି ତାହା କରିବାକୁ ତାଙ୍କୁ ସକ୍ଷମ କରନ୍ତୁ । ବିକଳ୍ପ ଅନୁବାଦ: "ଯେତେବେଳେ ପ୍ରାଚୀନମାନେ ତୁମ୍ଭ ଉପରେ ହାତ ରଖିଥିଲେ"[[rc://en/ta/man/translate/translate-symaction]])ଦେଖନ୍ତୁ)
1TI 4 15 m65m figs-metaphor αῦτα μελέτα, ἐν τούτοις ἴσθι 1 Care for these things. Be in them ତୀମଥିଙ୍କ ପ୍ରତି ଈଶ୍ବରଙ୍କ ଅନୁଗ୍ରହ ଦାନ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେଥିରେ ରହିପାରିବେ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟକରି ସେସବୁ ଅନୁସାରେ ଜୀବନ ଯାପନ କର” (ଦେଖ: [[rc://en/ta/man/translate/figs-metaphor]])
1TI 4 15 j8zi figs-metaphor ἵνα σου ἡ προκοπὴ φανερὰ ᾖ πᾶσιν 1 so that your progress may be evident to all people ଈଶ୍ବରଙ୍କ ସେବା କରିବା ନିମନ୍ତେ ତୀମଥିଙ୍କ ବୃଦ୍ଧିପାଉଥିବା ଦକ୍ଷତା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପାର୍ଥିବ ବସ୍ତୁ, ଯାହାକୁ ଅନ୍ୟମାନେ ଅନାଇ ପାରିବେ I ବିକଳ୍ପ ଅନୁବାଦ: “ଯେପରି ଅନ୍ୟ ଲୋକମାନେ ଜାଣିପାରିବେ ଯେ ତୁମ୍ଭେ ଈଶ୍ବରଙ୍କ ସେବା ଉତ୍ତମରୁ ଉତ୍ତମଭାବେ କରୁଅଛ” (ଦେଖ: [[rc://en/ta/man/translate/figs-metaphor]])
1TI 4 16 uq6c ἔπεχε σεαυτῷ καὶ τῇ διδασκαλίᾳ 1 Give careful attention to yourself and to the teaching ନିଜର ଆଚରଣ ବିଷୟରେ ସାବଧାନ ହୁଅ ଓ ଶିକ୍ଷାପ୍ରତି ମନଯୋଗୀ ହୁଅ କିମ୍ବା “ନିଜର ବ୍ୟବହାରକୁ ସଂଯତ କର ଓ ଶିକ୍ଷା ପ୍ରତି ମନଯୋଗୀ ହୁଅ”

Can't render this file because it contains an unexpected character in line 2 and column 7882.