Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 12:32:19 +00:00
parent c8d0ae50e3
commit d542b08a93
1 changed files with 10 additions and 10 deletions

View File

@ -138,17 +138,17 @@ EPH 3 8 y97f figs-metaphor ἀνεξιχνίαστον 1 unsearchable ପାଉ
EPH 3 8 e96z figs-metaphor πλοῦτος τοῦ Χριστοῦ 1 riches of Christ **ଖ୍ରୀଷ୍ଟଙ୍କ** ବିଷୟକ ସତ୍ୟତା ଏବଂ ସେ ଆଣୁଥିବା ଆଶୀର୍ବାଦସମୂହ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡ଼ିକ  ପାର୍ଥିବ ସମ୍ପତ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 9 f2zp figs-activepassive τοῦ μυστηρίου, τοῦ ἀποκεκρυμμένου ἀπὸ τῶν αἰώνων ἐν τῷ Θεῷ, τῷ τὰ πάντα κτίσαντι 1 the mystery hidden for ages in God who created all things ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I “ଈଶ୍ଵର” ଯେ କି ସମସ୍ତ ବିଷୟ ସୃଷ୍ଟି କଲେ, ଅତୀତରେ ବହୁ କାଳ ପର୍ଯ୍ୟନ୍ତ ଏହି ସଂକଳ୍ପକୁ ଗୁପ୍ତଭାବରେ ରଖିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 10 q62l γνωρισθῇ ... ταῖς ἀρχαῖς καὶ ταῖς ἐξουσίαις ἐν τοῖς ἐπουρανίοις … ἡ πολυποίκιλος σοφία τοῦ Θεοῦ 1 the rulers and authorities in the heavenly places would come to know the many-sided nature of the wisdom of God ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: "ଈଶ୍ଵର ତାଙ୍କର ମହାନ ଜ୍ଞାନକୁ ସ୍ୱର୍ଗର କର୍ତ୍ତାପଣ ଏବଂ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ  I"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 10 elh2 figs-doublet ταῖς ἀρχαῖς καὶ ταῖς ἐξουσίαις 1 rulers and authorities ଏହି ଶବ୍ଦଗୁଡିକ ସମାନ ଅର୍ଥ ପ୍ରକାଶ କରନ୍ତି I ସମସ୍ତ ଆତ୍ମିକ ପ୍ରାଣୀ ଈଶ୍ବରଙ୍କ ଜ୍ଞାନକୁ ଜାଣିବେ ବୋଲି ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
EPH 3 10 z7vy ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
EPH 3 10 ll77 figs-metaphor ἡ πολυποίκιλος σοφία τοῦ Θεοῦ 1 the many-sided nature of the wisdom of God ଈଶ୍ବରଙ୍କ ବହୁବିଧ ଜ୍ଞାନ (ଦେଖ: [[rc://en/ta/man/translate/figs-metaphor]])
EPH 3 11 aaz8 κατὰ πρόθεσιν τῶν αἰώνων 1 according to the eternal plan ଅନନ୍ତକାଳୀନ ଯୋଜନା ଅନୁସାରେ ରକ୍ଷାକରି କିମ୍ବା “ଅନନ୍ତକାଳୀନ ଯୋଜନା ସହିତ ମେଳ ରଖି”"
EPH 3 12 qfn9 0 Connecting Statement: ପାଉଲ ଆପଣା ଦୁଃଖଭୋଗରେ ଈଶ୍ବରଙ୍କର ପ୍ରଶଂସାକରି ଏହି ଏଫିସୀୟ ବିଶ୍ବାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି I
EPH 3 12 we6c ἔχομεν τὴν παρρησίαν 1 we have boldness ଆମ୍ଭେମାନେ ନିର୍ଭୟ ଅଟୁ କିମ୍ବା “ଆମ୍ଭମାନଙ୍କର ସାହସ ଅଛି”
EPH 3 12 zx5c figs-explicit προσαγωγὴν ἐν πεποιθήσει 1 access with confidence ଏହାକୁ ସ୍ପଷ୍ଟ ଭାବରେ କହିବା ସହାୟକ ହୋଇପାରେ ଯେ ଏହା ଈଶ୍ରଙ୍କ ଉପସ୍ଥିତି ମଧ୍ୟକୁ ପ୍ରବେଶାଧିକାର ଅଟେ I ବିକଳ୍ପ ଅନୁବାଦ: “ନିର୍ଭୟର ସହିତ ଈଶ୍ରଙ୍କ ଉପସ୍ଥିତି ନିକଟକୁ ପ୍ରବେଶାଧିକାର” କିମ୍ବା ଦୃଢ଼ ବିଶ୍ବାସର ସହିତ ଈଶ୍ବରଙ୍କ ଉପସ୍ଥିତି ନିକଟକୁ ପ୍ରବେଶ କରିବାର ସ୍ବାଧିନତା” (ଦେଖ: [[rc://en/ta/man/translate/figs-explicit]])
EPH 3 10 elh2 figs-doublet ταῖς ἀρχαῖς καὶ ταῖς ἐξουσίαις 1 rulers and authorities ଏହି ଶବ୍ଦଗୁଡିକ  ସମାନ ଅର୍ଥ ପ୍ରକାଶ କରନ୍ତି I ସମସ୍ତ ଆତ୍ମିକ ପ୍ରାଣୀ ଈଶ୍ଵରଙ୍କ ଜ୍ଞାନକୁ ଜାଣିବେ ବୋଲି ଗୁରୁତ୍ଵ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କର ଭାଷାରେ ଦୁଇଟି ଶବ୍ଦ ନାହିଁ, ଆପଣ ଗୋଟିଏ ବ୍ୟବହାର କରିପାରିବେ  I ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 3 10 z7vy ἐν τοῖς ἐπουρανίοις 1 in the heavenly places “**ସ୍ଵର୍ଗୀୟ ସ୍ଥାନ**” ବାକ୍ୟାଂଶ ଈଶ୍ଵର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ 1:3](https://create.translationcore.com/01/03.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ I ବିକଳ୍ପ ଅନୁବାଦ: "ଅଲୌକିକ ଜଗତରେ”
EPH 3 10 ll77 figs-metaphor ἡ πολυποίκιλος σοφία τοῦ Θεοῦ 1 the many-sided nature of the wisdom of God ପାଉଲ ଈଶ୍ଵରଙ୍କ **ଜ୍ଞାନ** ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ବହୁମୁଖୀ ବିଷୟ ଅଟେ I ବିକଳ୍ପ ଅନୁବାଦ: " ଈଶ୍ଵରଙ୍କ ବହୁବିଧ ଜ୍ଞାନ " କିମ୍ବା "ଈଶ୍ଵର କେତେ ଜ୍ଞାନୀ"  I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 11 aaz8 κατὰ πρόθεσιν τῶν αἰώνων 1 according to the eternal plan ଅନନ୍ତକାଳୀନ ଯୋଜନା ରକ୍ଷାକରି କିମ୍ବା “ଅନନ୍ତକାଳୀନ ଯୋଜନା ସହିତ ମେଳ ରଖି”"
EPH 3 12 qfn9 0 Connecting Statement: ପରବର୍ତ୍ତୀ ବିଭାଗରେ, ପାଉଲ ଆପଣା ଦୁଃଖଭୋଗରେ ଈଶ୍ଵରଙ୍କର ପ୍ରଶଂସାକରି ଏହି ଏଫିସୀୟ ବିଶ୍ଵାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି I
EPH 3 12 we6c ἔχομεν τὴν παρρησίαν 1 we have boldness ଆମ୍ଭେମାନେ ନିର୍ଭୟ ଅଟୁ କିମ୍ବା “ଆମ୍ଭମାନଙ୍କର ସାହସ ଅଛି”
EPH 3 12 zx5c figs-explicit προσαγωγὴν ἐν πεποιθήσει 1 access with confidence ଏହାକୁ ସ୍ପଷ୍ଟ ଭାବରେ କହିବା ସହାୟକ ହୋଇପାରେ ଯେ ଏହା ଈଶ୍ରଙ୍କ ଉପସ୍ଥିତି ମଧ୍ୟକୁ **ପ୍ରବେଶାଧିକାର** ଅଟେ I ବିକଳ୍ପ ଅନୁବାଦ: “ନିର୍ଭୟର ସହିତ ଈଶ୍ରଙ୍କ ଉପସ୍ଥିତି ନିକଟକୁ ପ୍ରବେଶାଧିକାର” କିମ୍ବା ଦୃଢ଼ ବିଶ୍ଵାସର ସହିତ ଈଶ୍ଵରଙ୍କ ଉପସ୍ଥିତି ନିକଟକୁ ପ୍ରବେଶ କରିବାର ସ୍ଵାଧିନତା” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 3 12 kri2 πεποιθήσει 1 confidence ନିଶ୍ଚୟତା କିମ୍ବା “ଭରସା”
EPH 3 13 ciu6 figs-metonymy ὑπὲρ ὑμῶν, ἥτις ἐστὶν δόξα ὑμῶν 1 for you, which is your glory ଏଠାରେ “ତୁମ୍ଭମାନଙ୍କର ଗୌରବ” ଗୋଟିଏ ରୂପକ ଯାହା ସେମାନେ ଭବିଷ୍ୟତର ରାଜ୍ୟରେ କି ପ୍ରକାର ଗର୍ବ ଅନୁଭବ କରିବା ଉଚିତ ବା କରିବେ, ଏ ବିଷୟକୁ ବୁଝାଏ I ପାଉଲ ବନ୍ଦୀଶାଳାରେ ଦୁଃଖଭୋଗ କରୁଥିବା ବିଷୟରେ ଏଫିସୀୟ ଖ୍ରୀଷ୍ଟିୟାନମାନେ ଗର୍ବ କରିବା ଉଚିତ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିମନ୍ତେ I ଏହା ତୁମ୍ଭମାନଙ୍କର ଲାଭ ନିମନ୍ତେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ I ତୁମ୍ଭେମାନେ ଏଥିପାଇଁ ଗର୍ବିତ ହେବା ଉଚିତ” (ଦେଖ: [[rc://en/ta/man/translate/figs-metonymy]])
EPH 3 14 v3gd figs-explicit τούτου χάριν 1 For this reason କାରଣଟି କଅଣ, ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ I ବିକଳ୍ପ ଅନୁବାଦ: “କରଣ ଈଶ୍ର ତୁମ୍ଭମାନଙ୍କ ନିମନ୍ତେ ଏ ସମସ୍ତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-explicit]])
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father ନତଜାନୁ ଗୁଡିକ ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି I ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” (ଦେଖ: [[rc://en/ta/man/translate/figs-synecdoche]])
EPH 3 13 ciu6 figs-metonymy ὑπὲρ ὑμῶν, ἥτις ἐστὶν δόξα ὑμῶν 1 for you, which is your glory ଏଠାରେ “**ତୁମ୍ଭମାନଙ୍କର ଗୌରବ**” ଗୋଟିଏ ରୂପକ ଯାହା ସେମାନେ ଭବିଷ୍ୟତର ରାଜ୍ୟରେ କି ପ୍ରକାର ଗର୍ବ ଅନୁଭବ କରିବା ଉଚିତ ବା କରିବେ, ଏ ବିଷୟକୁ ବୁଝାଏ I ପାଉଲ ବନ୍ଦୀଶାଳାରେ ଦୁଃଖଭୋଗ କରୁଥିବା ବିଷୟରେ ଏଫିସୀୟ ଖ୍ରୀଷ୍ଟିୟାନମାନେ ଗର୍ବ କରିବା ଉଚିତ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିମନ୍ତେ I ଏହା ତୁମ୍ଭମାନଙ୍କର ଲାଭ ନିମନ୍ତେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ I ତୁମ୍ଭେମାନେ ଏଥିପାଇଁ ଗର୍ବିତ ହେବା ଉଚିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 3 14 v3gd figs-explicit τούτου χάριν 1 For this reason କାରଣଟି କ’ଣ , ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ I ବିକଳ୍ପ ଅନୁବାଦ: “କରଣ ଈଶ୍ର ତୁମ୍ଭମାନଙ୍କ ନିମନ୍ତେ ଏ ସମସ୍ତ କରିଅଛନ୍ତି” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father **ନତଜାନୁଗୁଡିକ** ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି I ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” ([[rc://en/ta/man/translate/figs-synecdoche]]ଦେଖନ୍ତୁ)
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ବର୍ଗରେ ଓ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power କାରଣ ସେ ଅତି ମହାନ୍ ଓ ପରାକ୍ରମୀ ଈଶ୍ବର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ
EPH 3 16 rgf5 δῷ 1 would grant ଦେବେ

Can't render this file because it contains an unexpected character in line 2 and column 4496.