Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 12:27:49 +00:00
parent aeb5edf727
commit c8d0ae50e3
1 changed files with 12 additions and 12 deletions

View File

@ -126,18 +126,18 @@ EPH 3 1 jb9u τούτου χάριν 1 Because of this ସଂଯୋଗକାର
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus "ଯିଏ ବନ୍ଦୀରେ ଅଛି କାରଣ ମୁଁ ଖ୍ରୀଷ୍ଟ ଯୀଶୁଙ୍କୁ ଉପାସନା କରେ"
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ଏଠାରେ, **ଅନୁଗ୍ରହର** ଅର୍ଥ ହୋଇପାରେ: (1) ଏହା ପାଉଲ ଅଣଯିହୁଦୀମାନଙ୍କ ନିକଟକୁ ଆଣୁଥିବା ସୁସମାଚାରର ଉପହାରକୁ ବୁଝାଏ, ଏବଂ ଆପଣ ଅନୁବାଦ କରିପାରିବେ, "ଈଶ୍ଵର ତାଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ନିକଟକୁ ଆଣିବା ପାଇଁ ମୋତେ ଯେଉଁ ଦାୟିତ୍ଵ ଦେଇଅଛନ୍ତି।" (2) ଏହା ଅଣଯିହୁଦୀମାନଙ୍କୁ ସୁସମାଚାରର ପ୍ରଚାରକ ହେବାର ପାଉଲଙ୍କ ଉପହାରକୁ ସୂଚିତ କରେ, ଏବଂ ଆପଣ ଏହାକୁ ଅନୁବାଦ କରିପାରିବେ  “ଯେଉଁ ଦାୟିତ୍ଵ ଈଶ୍ଵର ତୁମ୍ଭମାନଙ୍କର ଲାଭପାଇଁ  ଅନୁଗ୍ରହରେ ମୋତେ ଦେଇଛନ୍ତି।
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରୁଛନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି (ଦେଖ: [[rc://en/ta/man/translate/figs-activepassive]])
EPH 3 5 iux3 τοῖς ἁγίοις ἀποστόλοις αὐτοῦ καὶ προφήταις 1 his apostles and prophets who were set apart for this work ଏହି କାର୍ଯ୍ୟ କରିବା ନିମନ୍ତେ ଈଶ୍ବର ଯେଉଁ ପ୍ରେରିତ ଓ ଭାବବାଦୀମାନଙ୍କୁ ପୃଥକ୍ କରିଥିଲେ
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ ତତ୍ତ୍ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ବିଜାତିମାନେ ମଧ୍ୟ ଯିହୂଦୀ ବିଶ୍ବାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ଭାବରେ ବୁଝାଯାଇଥାଏ I (ଦେଖ: [[rc://en/ta/man/translate/figs-metaphor]])
EPH 3 6 wxs4 ἐν Χριστῷ Ἰησοῦ 1 in Christ Jesus "ଖ୍ରୀଷ୍ଟ ଯୀଶୁଙ୍କଠାରେ ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 3 6 i4h7 διὰ τοῦ εὐαγγελίου 1 through the gospel ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସୁସମାଚାର ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା ) ସୁସମାଚାର ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଓ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ବରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I
EPH 3 8 y97f figs-metaphor ἀνεξιχνίαστον 1 unsearchable ବୋଧର ଅଗମ୍ୟ (ଦେଖ: [[rc://en/ta/man/translate/figs-metaphor]])
EPH 3 8 e96z figs-metaphor πλοῦτος τοῦ Χριστοῦ 1 riches of Christ ଖ୍ରୀଷ୍ଟଙ୍କ ବିଷୟକ ସତ୍ୟତା ଓ ସେ ଆଣୁଥିବା ଆଶୀର୍ବାଦସମୂହ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡିକ ପାର୍ଥିବ ସମ୍ପତ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 3 9 f2zp figs-activepassive τοῦ μυστηρίου, τοῦ ἀποκεκρυμμένου ἀπὸ τῶν αἰώνων ἐν τῷ Θεῷ, τῷ τὰ πάντα κτίσαντι 1 the mystery hidden for ages in God who created all things ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I “ଈଶ୍ବର” ଯେ କି ସମସ୍ତ ବିଷୟ ସୃଷ୍ଟି କଲେ, ଅତୀତରେ ବହୁ କାଳ ପର୍ଯ୍ୟନ୍ତ ଏହି ସଂକଳ୍ପକୁ ଗୁପ୍ତଭାବରେ ରଖିଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 10 q62l γνωρισθῇ ... ταῖς ἀρχαῖς καὶ ταῖς ἐξουσίαις ἐν τοῖς ἐπουρανίοις … ἡ πολυποίκιλος σοφία τοῦ Θεοῦ 1 the rulers and authorities in the heavenly places would come to know the many-sided nature of the wisdom of God ମଣ୍ଡଳୀ ଦ୍ବାରା ଈଶ୍ବର ତାହାଙ୍କର ମହାଜ୍ଞାନକୁ ସ୍ବର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ"
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 iux3 τοῖς ἁγίοις ἀποστόλοις αὐτοῦ καὶ προφήταις 1 his apostles and prophets who were set apart for this work
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ ତତ୍ତ୍ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା **ବିଜାତିମାନେ** ମଧ୍ୟ ଯିହୁଦୀ ବିଶ୍ଵାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ଭାବରେ ବୁଝାଯାଇଥାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 6 wxs4 ἐν Χριστῷ Ἰησοῦ 1 in Christ Jesus "**ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଭାବଗୁଡ଼ିକ  ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକ ରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ  ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 3 6 i4h7 διὰ τοῦ εὐαγγελίου 1 through the gospel ସମ୍ଭାବିତ ଅର୍ଥଗୁଡ଼ିକ  ହେଲା (1) **ସୁସମାଚାର** ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା (2) **ସୁସମାଚାର** ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ଵରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I
EPH 3 8 y97f figs-metaphor ἀνεξιχνίαστον 1 unsearchable ପାଉଲ ପ୍ରତ୍ୟେକ ବିଷୟ ବିଷୟରେ ଉଲ୍ଲେଖ କରନ୍ତି ଯାହା ଖ୍ରୀଷ୍ଟ ଏକ ଭୈତିକ ବିଷୟ ଭାବରେ ଉପସ୍ଥାପନ କରନ୍ତି ଯାହା ସମ୍ପୂର୍ଣ୍ଣ ରୂପେ ଅନୁସନ୍ଧାନ କରାଯାଇପାରିବ ନାହିଁ I ବିକଳ୍ପ ଅନୁବାଦ: "ସଂପୂର୍ଣ୍ଣ ଭାବେ ପ୍ରକାଶ କରିବାକୁ ଅସକ୍ଷମ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 8 e96z figs-metaphor πλοῦτος τοῦ Χριστοῦ 1 riches of Christ **ଖ୍ରୀଷ୍ଟଙ୍କ** ବିଷୟକ ସତ୍ୟତା ଏବଂ ସେ ଆଣୁଥିବା ଆଶୀର୍ବାଦସମୂହ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡିକ  ପାର୍ଥିବ ସମ୍ପତ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 9 f2zp figs-activepassive τοῦ μυστηρίου, τοῦ ἀποκεκρυμμένου ἀπὸ τῶν αἰώνων ἐν τῷ Θεῷ, τῷ τὰ πάντα κτίσαντι 1 the mystery hidden for ages in God who created all things ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I “ଈଶ୍ଵର” ଯେ କି ସମସ୍ତ ବିଷୟ ସୃଷ୍ଟି କଲେ, ଅତୀତରେ ବହୁ କାଳ ପର୍ଯ୍ୟନ୍ତ ଏହି ସଂକଳ୍ପକୁ ଗୁପ୍ତଭାବରେ ରଖିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 10 q62l γνωρισθῇ ... ταῖς ἀρχαῖς καὶ ταῖς ἐξουσίαις ἐν τοῖς ἐπουρανίοις … ἡ πολυποίκιλος σοφία τοῦ Θεοῦ 1 the rulers and authorities in the heavenly places would come to know the many-sided nature of the wisdom of God ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: "ଈଶ୍ଵର ତାଙ୍କର ମହାନ ଜ୍ଞାନକୁ ସ୍ୱର୍ଗର କର୍ତ୍ତାପଣ ଏବଂ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଇବେ  I"[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 10 elh2 figs-doublet ταῖς ἀρχαῖς καὶ ταῖς ἐξουσίαις 1 rulers and authorities ଏହି ଶବ୍ଦଗୁଡିକ ସମାନ ଅର୍ଥ ପ୍ରକାଶ କରନ୍ତି I ସମସ୍ତ ଆତ୍ମିକ ପ୍ରାଣୀ ଈଶ୍ବରଙ୍କ ଜ୍ଞାନକୁ ଜାଣିବେ ବୋଲି ଗୁରୁତ୍ବ ଦେବାକୁ ପାଉଲ ସେଗୁଡିକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
EPH 3 10 z7vy ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ I “ସ୍ବର୍ଗୀୟ” ଶବ୍ଦଟି ଈଶ୍ବର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ ୧:୩](../01/03.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
EPH 3 10 ll77 figs-metaphor ἡ πολυποίκιλος σοφία τοῦ Θεοῦ 1 the many-sided nature of the wisdom of God ଈଶ୍ବରଙ୍କ ବହୁବିଧ ଜ୍ଞାନ (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 4496.