Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 08:23:29 +00:00
parent 7218b64f17
commit aeb5edf727
1 changed files with 2 additions and 2 deletions

View File

@ -124,8 +124,8 @@ EPH 3 intro gha7 0 # ଏଫିସୀୟ 03 ସାଧାରଣ ଟିପ୍ପ
EPH 3 1 w896 0 Connecting Statement: ବିଶ୍ଵାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ ତତ୍ତ୍ଵକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କର ଏକତାକୁ ଏବଂ ବିଶ୍ଵାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ଵରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I
EPH 3 1 jb9u τούτου χάριν 1 Because of this ସଂଯୋଗକାରୀ ବାକ୍ୟାଂଶ **ଏହି କାରଣର** ଏକ କାରଣ-ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ I ଏହାର କାରଣ ପାଉଲ ଅଧ୍ୟାୟ 2 ରେ ଉଲ୍ଲେଖ କରନ୍ତି ଯେ ଖ୍ରୀଷ୍ଟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ଥିବା ବିଭେଦକୁ ଦୂରକରି ସେମାନଙ୍କୁ ଏକ ଦଳରେ ପରିଣତ କରି ନିଜର ଅନୁଗ୍ରହ ପ୍ରକାଶ କରିଥିଲେ I ଫଳ ସ୍ଵରୂପେ ପାଉଲ ବିଜାତୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି I ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ  I[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus "ଯିଏ ବନ୍ଦୀରେ ଅଛି କାରଣ ମୁଁ ଖ୍ରୀଷ୍ଟ ଯୀଶୁଙ୍କୁ ଉପାସନା କରେ"
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ତୁମ୍ଭମାନଙ୍କ ନିକଟକୁ ତାହାଙ୍କର ଅନୁଗ୍ରହ ଆଣିବାନିମନ୍ତେ ଈଶ୍ବର ମୋତେ ଯେଉଁ ଦାୟିତ୍ବ ଦେଇଥିଲେ
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋ ନିକଟରେ ଯାହା ପ୍ରକାଶ କରିଛନ୍ତି ତଦନୁସାରେ” (ଦେଖ: [[rc://en/ta/man/translate/figs-activepassive]])
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ଏଠାରେ, **ଅନୁଗ୍ରହର** ଅର୍ଥ ହୋଇପାରେ: (1) ଏହା ପାଉଲ ଅଣଯିହୁଦୀମାନଙ୍କ ନିକଟକୁ ଆଣୁଥିବା ସୁସମାଚାରର ଉପହାରକୁ ବୁଝାଏ, ଏବଂ ଆପଣ ଅନୁବାଦ କରିପାରିବେ, "ଈଶ୍ଵର ତାଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ନିକଟକୁ ଆଣିବା ପାଇଁ ମୋତେ ଯେଉଁ ଦାୟିତ୍ଵ ଦେଇଅଛନ୍ତି।" (2) ଏହା ଅଣଯିହୁଦୀମାନଙ୍କୁ ସୁସମାଚାରର ପ୍ରଚାରକ ହେବାର ପାଉଲଙ୍କ ଉପହାରକୁ ସୂଚିତ କରେ, ଏବଂ ଆପଣ ଏହାକୁ ଅନୁବାଦ କରିପାରିବେ  “ଯେଉଁ ଦାୟିତ୍ଵ ଈଶ୍ଵର ତୁମ୍ଭମାନଙ୍କର ଲାଭପାଇଁ  ଅନୁଗ୍ରହରେ ମୋତେ ଦେଇଛନ୍ତି।
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରୁଛନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ବର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି (ଦେଖ: [[rc://en/ta/man/translate/figs-activepassive]])

Can't render this file because it contains an unexpected character in line 2 and column 4496.