Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:14:45 +00:00
parent a3ef1695dd
commit d5395579ae
1 changed files with 1 additions and 1 deletions

View File

@ -354,7 +354,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 4 j055 figs-parallelism ψεύστης ἐστίν, καὶ ἐν τούτῳ ἡ ἀλήθεια οὐκ ἔστιν 1 is a liar, and the truth is not in this one ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ  ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ସତ୍ୟ କହୁନାହିଁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 4 j056 figs-abstractnouns καὶ ἐν τούτῳ ἡ ἀλήθεια οὐκ ἔστιν 1 and the truth is not in this one ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ସତ୍ୟ**” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏବଂ ଏପରି ବ୍ୟକ୍ତି ଯାହା କହେ ତାହା ସତ୍ୟ ନୁହେଁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 5 j057 figs-hypo ὃς δ’ ἂν τηρῇ αὐτοῦ τὸν λόγον, ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 But whoever keeps his word, in this one truly the love of God has been perfected ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ ପରାମର୍ଶ ଦେଉଛନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ ଯଦି କେହି ତାହାଙ୍କ ବାକ୍ୟ ପାଳନ କରେ । ତେବେ ସେହି ବ୍ୟକ୍ତିଠାରେ ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସିଦ୍ଧ ହୋଇଅଛି । ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 5 a3x8 grammar-connect-logic-contrast δ’ 1 This sentence makes a contrast by saying in a positive way what the previous sentence said in a negative way. Indicate this contrast in a natural way in your language. Alternate translation: “On the other hand,” (See: [[rc://en/ta/man/translate/grammar-connect-logic-contrast]])
1JN 2 5 a3x8 grammar-connect-logic-contrast δ’ 1 ପୂର୍ବ ବାକ୍ୟରେ ଯାହା ଏକ ନକାରାତ୍ମକ ଭାବରେ ପ୍ରକାଶ କରାଯାଇଛି ତାହା ଏହି ବାକ୍ୟ ସକାରାତ୍ମକ ଭାବେ ପ୍ରକାଶ କରି ଏହି ବାକ୍ୟରେ ଭିନ୍ନତା ଉତ୍ପନ କରେ । ଆପଣଙ୍କ ଭାଷାରେ ଏହି ଭିନ୍ନତାକୁ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତୁ । ବିକଳ୍ପ ଅନୁବାଦ: "ଅନ୍ୟ ଅର୍ଥରେ" ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
1JN 2 5 j058 figs-metonymy τηρῇ αὐτοῦ τὸν λόγον 1 keeps his word ଯେଉଁ ବାକ୍ୟଗୁଡ଼ିକୁ ବ୍ୟବହାର କରି ଈଶ୍ଵର ଆଜ୍ଞା ଦେଇଛନ୍ତି ତାହା ବୁଝାଇବାକୁ ଯୋହନ **ବାକ୍ୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 5 j059 writing-pronouns αὐτοῦ…αὐτῷ 1 his … him ଏହି ପଦରେ ତାହାଙ୍କର ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 5 j060 figs-activepassive ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in this one truly the love of God has been perfected ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କ୍ରିୟାଶୀଳ କ୍ରିୟାପଦରେ ଏକ କର୍ତ୍ତୁବାଚ୍ୟ କ୍ରିୟା ପଦ ସିଦ୍ଧ ହୋଇଅଛି ବ୍ୟବହାର କରିପାରିବେ । କ୍ରିୟା କରୁଥିବା ବ୍ୟକ୍ତି କିମ୍ବା ବିଷୟ ନିର୍ଭର କରେ ଯେ ଆପଣ କିପରି ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶକୁ ଅନୁବାଦ କରିବାକୁ ନିଷ୍ପତ୍ତି ନିଅନ୍ତି (ପୂର୍ବ ଟିପ୍ପଣୀ ଦେଖନ୍ତୁ) । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ  ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” କିମ୍ବା “ଈଶ୍ଵରଙ୍କ ପ୍ରେମ ସେହି ବ୍ୟକ୍ତିର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିସାରିଛି” । ( [[rc://en/ta/man/translate/figs-activepassive]]ଦେଖନ୍ତୁ)

Can't render this file because it is too large.