Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:14:29 +00:00
parent 81b44d9d6f
commit a3ef1695dd
1 changed files with 1 additions and 1 deletions

View File

@ -358,7 +358,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 5 j058 figs-metonymy τηρῇ αὐτοῦ τὸν λόγον 1 keeps his word ଯେଉଁ ବାକ୍ୟଗୁଡ଼ିକୁ ବ୍ୟବହାର କରି ଈଶ୍ଵର ଆଜ୍ଞା ଦେଇଛନ୍ତି ତାହା ବୁଝାଇବାକୁ ଯୋହନ **ବାକ୍ୟ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 5 j059 writing-pronouns αὐτοῦ…αὐτῷ 1 his … him ଏହି ପଦରେ ତାହାଙ୍କର ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 5 j060 figs-activepassive ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in this one truly the love of God has been perfected ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କ୍ରିୟାଶୀଳ କ୍ରିୟାପଦରେ ଏକ କର୍ତ୍ତୁବାଚ୍ୟ କ୍ରିୟା ପଦ ସିଦ୍ଧ ହୋଇଅଛି ବ୍ୟବହାର କରିପାରିବେ । କ୍ରିୟା କରୁଥିବା ବ୍ୟକ୍ତି କିମ୍ବା ବିଷୟ ନିର୍ଭର କରେ ଯେ ଆପଣ କିପରି ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶକୁ ଅନୁବାଦ କରିବାକୁ ନିଷ୍ପତ୍ତି ନିଅନ୍ତି (ପୂର୍ବ ଟିପ୍ପଣୀ ଦେଖନ୍ତୁ) । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ  ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” କିମ୍ବା “ଈଶ୍ଵରଙ୍କ ପ୍ରେମ ସେହି ବ୍ୟକ୍ତିର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିସାରିଛି” । ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 5 jdzb figs-metaphor ἐν τούτῳ γινώσκομεν ὅτι ἐν αὐτῷ ἐσμεν 1 The word  **this** could be referring to (1) what John is about to say in verse 6, or (2) what John has just said in verse 5, or (3) both. If your language allows it, you could choose option (3), since both verses are talking about completely obeying God, but most languages will need to choose one or the other. (See: [[rc://en/ta/man/translate/figs-metaphor]])
1JN 2 5 jdzb figs-metaphor ἐν τούτῳ γινώσκομεν ὅτι ἐν αὐτῷ ἐσμεν 1 **ଏହି** ଶବ୍ଦଟି (1) ଯୋହନ 6 ପଦରେ ଯାହା କହିବାକୁ ଯାଉଥିଲା, କିମ୍ବା (2) ଯୋହନ ଯାହା 5 ପଦରେ କହିଥିଲେ, କିମ୍ବା (3) ଉଭୟକୁ ବୁଝାଏ । ଯଦି ଆପଣଙ୍କ ଭାଷା ଏହାକୁ ଅନୁମତି ଦିଏ, ଆପଣ ବିକଳ୍ପ (3) ବାଛି ପାରିବେ, ଯେହେତୁ ଉଭୟ ପଦଗୁଡ଼ିକ ଈଶ୍ଵରଙ୍କ ଆଜ୍ଞା ବିଷୟରେ, କିନ୍ତୁ ଅଧିକାଂଶ ଭାଷା ଆପଣଙ୍କୁ ଗୋଟିଏ ବା ଅନ୍ୟଟି ବାଛିବା ପାଇଁ ବିକଳ୍ପ ପ୍ରଦାନ କରେ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 j061 figs-metaphor ἐν αὐτῷ μένειν 1 he remains in him ଯୋହନ ପୁଣି ଥରେ ଆଳଙ୍କାରିକ ଭାବରେ ବିଶ୍ଵାସୀମାନେ ଈଶ୍ଵରଙ୍କ ଭିତରେ ବାସପାରନ୍ତି ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାର ଘନିଷ୍ଠ ସମ୍ପର୍କ ଅଛି” । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 j062 writing-pronouns ἐν αὐτῷ 1 in him ତାଙ୍କୁ ସର୍ବନାମ  ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କଠାରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 6 lvw4 figs-explicit ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 John is referring specifically to the way that Jesus behaved when he lived on earth. If it would be clearer in your language, you could say that explicitly. Alternate translation: “must walk in the same way as Jesus walked when he was living on earth” (See: [[rc://en/ta/man/translate/figs-explicit]])

Can't render this file because it is too large.