Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:13:34 +00:00
parent be2599f6c3
commit 81b44d9d6f
1 changed files with 1 additions and 1 deletions

View File

@ -346,7 +346,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 2 m14q figs-ellipsis οὐ περὶ τῶν ἡμετέρων δὲ μόνον, ἀλλὰ καὶ περὶ ὅλου τοῦ κόσμου 1 ଯୋହନ ଏହି ବିଭାଗରେ “ପାପ” ଶବ୍ଦକୁ ଉଲ୍ଲେଖ କରନ୍ତି ନାହିଁ କାରଣ ଏହା ପୂର୍ବ ବିଭାଗରୁ ବୁଝିହୁଏ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ । ବିକଳ୍ପ ଅନୁବାଦ: "ଏବଂ କେବଳ ଆମ୍ଭମାନଙ୍କର ପାପ ପାଇଁ ନୁହେଁ, ସମଗ୍ର ଜଗତର ପାପ ପାଇଁ ମଧ୍ୟ ।" ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 3 j049 grammar-connect-logic-result ἐν τούτῳ γινώσκομεν ὅτι ἐγνώκαμεν αὐτόν, ἐὰν τὰς ἐντολὰς αὐτοῦ τηρῶμεν 1 in this we know that we have known him, if we keep his commandments ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, କାରଣ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ଯଦି ସେ ଯାହା ଆଜ୍ଞା ଦେଇଛନ୍ତି ଆମ୍ଭେମାନେ  ତାହା ପାଳନ କରୁ, ତେବେ ଆମ୍ଭେମାନେ  ତାହାଙ୍କ  ସହ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି ବୋଲି ନିଶ୍ଚିତ ହୋଇପାରିବା” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 2 3 j050 figs-idiom ἐν τούτῳ γινώσκομεν ὅτι 1 in this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି  ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 3 ubc9 grammar-connect-condition-fact ἐν τούτῳ γινώσκομεν ὅτι ἐγνώκαμεν αὐτόν, ἐὰν τὰς ἐντολὰς αὐτοῦ τηρῶμεν 1 If your language would not use a conditional statement with **if** for something that is true, you can express the same idea using a word like “by” or another way. Alternate translation: “there is a way to be sure that we truly know God. This is by obeying his commandments” (See: [[rc://en/ta/man/translate/grammar-connect-condition-fact]])
1JN 2 3 ubc9 grammar-connect-condition-fact ἐν τούτῳ γινώσκομεν ὅτι ἐγνώκαμεν αὐτόν, ἐὰν τὰς ἐντολὰς αὐτοῦ τηρῶμεν 1 ଯଦି ଆପଣଙ୍କ ଭାଷା ଏକ ସର୍ତ୍ତମୂଳକ ବାକ୍ୟକୁ ଏକ ସତ୍ୟ ପାଇଁ ବ୍ୟବହାର ନ କରେ, ତେବେ ଆପଣ “ଦ୍ଵାରା” ଶବ୍ଦ ବ୍ୟବହାର କରି କିମ୍ବା ଅନ୍ୟ ଉପାୟରେ ସମାନ ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: " ମ୍ଭେମାନେ ପ୍ରକୃତରେ ଈଶ୍ଵରଙ୍କୁ ଜାଣୁ ବୋଲି ନିଶ୍ଚିତ କରିବାକୁ ଏକ ଉପାୟ ଅଛି।  ଏହା ତାହାଙ୍କ ଆଦେଶ ମାନିବା ଦ୍ୱାରା ।" ( [[rc://en/ta/man/translate/grammar-connect-condition-fact]]ଦେଖନ୍ତୁ)
1JN 2 3 j051 writing-pronouns αὐτόν…αὐτοῦ 1 him … his ଏହି ପଦରେ, **ତାଙ୍କୁ** ଏବଂ **ତାହାଙ୍କ**  ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ , ଯିଏ ଆଜ୍ଞାଗୁଡ଼ିକୁ ପ୍ରଦାନ କରିଛନ୍ତି ଯାହାକୁ ଲୋକମାନେ ନିଶ୍ଚିତ ପାଳନ କରିବା ଉଚିତ୍ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 4 j052 figs-hypo ὁ λέγων, ὅτι ἔγνωκα αὐτὸν, καὶ τὰς ἐντολὰς αὐτοῦ μὴ τηρῶν, ψεύστης ἐστίν 1 The one who says, “I know him,” and does not keep his commandments is a liar ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ  କରିବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି କହେ, ମୋର ଈଶ୍ଵରଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ଅଛି, ’କିନ୍ତୁ ସେ ଈଶ୍ଵର  ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ ନାହିଁ । ତେବେ ସେହି ବ୍ୟକ୍ତି ମିଥ୍ୟାବାଦୀ ଅଟେ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 4 j053 writing-pronouns αὐτὸν…αὐτοῦ 1 him … his ଏହି ପଦରେ, ତାଙ୍କୁ ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ , ଯିଏ ଆଜ୍ଞାଗୁଡ଼ିକୁ ପ୍ରଦାନ କରିଛନ୍ତି ଯାହାକୁ ଲୋକମାନେ ନିଶ୍ଚିତ ପାଳନ କରିବା ଉଚିତ୍  । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it is too large.