Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-21 01:44:41 +00:00
parent fc9d5d3d2b
commit d4b488145c
1 changed files with 1 additions and 1 deletions

View File

@ -33,7 +33,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 9 f68c figs-parallelism ἵνα ἀφῇ ἡμῖν τὰς ἁμαρτίας, καὶ καθαρίσῃ ἡμᾶς ἀπὸ πάσης ἀδικίας 1 to forgive us our sins and cleanse us from all unrighteousness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ ବୋଧହୁଏ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକାଠି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ସେଗୁଡିକୁ ଯୋଡିପାରିବେ, ବିଶେଷ କରି ଯଦି ଆପଣ ଉଭୟ ବାକ୍ୟାଂଶ ରଖନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭେମାନେ ଯାହା ଭୁଲ୍ କରିଅଛୁ ସେହି ଭୁଲ୍ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭମାନଙ୍କୁ କ୍ଷମା କରିବେ ।" (: [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 1 10 hii2 figs-explicit ψεύστην ποιοῦμεν αὐτὸν 1 we make him out to be a liar ଈଶ୍ଵର ଏଠାରେ ଯେପରି **ମିଥ୍ୟାବାଦୀ** ବୋଲି ଆପଣଙ୍କ ଅନୁବାଦ ଅର୍ଥ ନ ପ୍ରକାଶ  କରେ ତାହା ନିଶ୍ଚିତ କରନ୍ତୁ । ଯେହେତୁ ଈଶ୍ଵର କହନ୍ତି ସମସ୍ତେ ପାପୀ ଅଟନ୍ତି ତେଣୁ ଜଣେ ବ୍ୟକ୍ତି ଯିଏ ନିଜକୁ ପାପହୀନ ବୋଲି ଦାବି କରେ, ସେ ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି ପ୍ରକାଶ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଈଶ୍ଵରଙ୍କୁ ମିଥ୍ୟାବାଦୀ କହିବା ସହ ସମାନ ଅଟେ, କାରଣ ଈଶ୍ଵର କହନ୍ତି ଯେ ଆମେ ସମସ୍ତେ ପାପୀ ଅଟୁ” । (: [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 10 m3p1 figs-metaphor ὁ λόγος αὐτοῦ οὐκ ἔστιν ἐν ἡμῖν 1 his word is not in us ସେ [1:8](https://create.translationcore.com/01/08.md) ରେ “ସତ୍ୟ” ବିଷୟରେ ଯେପରି କରିଥିଲେ, ଯୋହନ ସାଙ୍କେତିକ ଭାବରେ ଈଶ୍ଵରଙ୍କ **ବାକ୍ୟ** ବିଷୟରେ କହନ୍ତି ଯେପରି ଏହା ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ବିଷୟ ଭାବରେ ରହିପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ସତ୍ୟ ବୋଲି କହନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁନାହୁଁ ।" (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 intro zjj9 0 # ପ୍ରଥମ  ଯୋହନ 2 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (2:1-17; 1:5)
2. ଯୀଶୁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (2:18-2:27)
3. ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-29; 3:10)

## [2:12-14](https://create.translationcore.com/02/12.md) ରେ ଯୋହନ କୌଣସି ବିଷୟକୁ କବିତା ଭାବରେ ଲେଖନ୍ତି ବୋଲି ଦର୍ଶାଇବାକୁ କେତେକ ଅନୁବାଦଗଣ ସେହି ପଦଗୁଡ଼ିକରେ ଥିବା ପଦଗୁଡ଼ିକୁ ବାକି ପାଠ ତୁଳନାରେ ସେମାନେ ପ୍ରତ୍ୟେକ ପଦର ଆରମ୍ଭରେ ଏକ ନୂତନ ଧାଡ଼ି ଆରମ୍ଭ କରନ୍ତି ।

**ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

**ଭଣ୍ଡଖ୍ରୀଷ୍ଟ**

[2:18](https://create.translationcore.com/02/18.md) ଏବଂ [2:22](https://create.translationcore.com/02/22.md) ରେ, ଯୋହନ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭଣ୍ଡଖ୍ରୀଷ୍ଟ ଏବଂ ଅନେକ ଲୋକ ଯିଏ “ଭଣ୍ଡଖ୍ରୀଷ୍ଟମାନେ” ହେବେ  ବିଷୟରେ ଲେଖିଛନ୍ତି । “ଭଣ୍ଡଖ୍ରୀଷ୍ଟ” ଶବ୍ଦର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କ ବିରୋଧୀ” । ଭଣ୍ଡଖ୍ରୀଷ୍ଟ ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ଫେରିବା ପୂର୍ବରୁ ଆସିବ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁକରଣ କରିବ, କିନ୍ତୁ ସେ ମନ୍ଦ ଉଦ୍ଦେଶ୍ୟରେ ତାହା କରିବେ । ସେହି ବ୍ୟକ୍ତି ଆସିବା ପୂର୍ବରୁ, ଆହୁରି ଅନେକ ଲୋକ ସେଠାରେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ । ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯିବ, କିନ୍ତୁ ନାମ ପରିବର୍ତ୍ତେ ବର୍ଣ୍ଣନା ଭାବରେ କୁହାଯିବ । (: [[rc://en/tw/dict/bible/kt/antichrist]] ଏବଂ [[rc://en/tw/dict/bible/kt/lastday]] ଏବଂ  [[rc://en/tw/dict/bible/kt/evil]]ଦେଖନ୍ତୁ)

**ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ**

[2:20](https://create.translationcore.com/02/20.md) ରେ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସମସ୍ତେ ଜାଣ” ବୋଲି ଉଲ୍ଲେଖ କରେ, ଏବଂ ତାହା ULT ଅନୁସରଣ କତେ । କିନ୍ତୁ, ଅନ୍ୟ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସବୁ ଜାଣ” ବୋଲି ଉଲ୍ଲେଖ କରେ । “ତୁମ୍ଭେମାନେ ସମସ୍ତେ ଜାଣ” ବାକ୍ୟାଂଶ ସଠିକ୍ ଅଟେ, ଯେହେତୁ ଯୋହନ ଅନ୍ୟ ବିଶ୍ଵାସୀମାନଙ୍କ ଅପେକ୍ଷା ଭଣ୍ଡ ଶିକ୍ଷକମାନଙ୍କ ଦାବିକୁ ପ୍ରତିହତ କରୁଛନ୍ତି । “ତୁମ୍ଭେମାନେ ସବୁ ଜାଣ” ବାକ୍ୟାଂଶରେ ନକଲକାରୀ “ଜାଣିବା” କ୍ରିୟାପଦ ପାଇଁ ଏକ କର୍ମପଦର ଆବଶ୍ୟକତା ଅନୁଭବ କରି ଏହା ଏଠାରେ ଉଲ୍ଲେଖ କରିଥିବା ପରି ମନେହୁଏ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣରେ ଯେଉଁ ବାକ୍ୟାଂଶ ଅଛି ତାହା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ପାଠ୍ୟର ପଠନକୁ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 2 intro zjj9 0 # ପ୍ରଥମ  ଯୋହନ 2 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (2:1-17; 1:5)
2. ଯୀଶୁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (2:18-2:27)
3. ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-29; 3:10)

## [2:12-14](https://create.translationcore.com/02/12.md) ରେ ଯୋହନ କୌଣସି ବିଷୟକୁ କବିତା ଭାବରେ ଲେଖନ୍ତି ବୋଲି ଦର୍ଶାଇବାକୁ କେତେକ ଅନୁବାଦଗଣ ସେହି ପଦଗୁଡ଼ିକରେ ଥିବା ପଦଗୁଡ଼ିକୁ ବାକି ପାଠ ତୁଳନାରେ ସେମାନେ ପ୍ରତ୍ୟେକ ପଦର ଆରମ୍ଭରେ ଏକ ନୂତନ ଧାଡ଼ି ଆରମ୍ଭ କରନ୍ତି ।

## **ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

**ଭଣ୍ଡଖ୍ରୀଷ୍ଟ**

[2:18](https://create.translationcore.com/02/18.md) ଏବଂ [2:22](https://create.translationcore.com/02/22.md) ରେ, ଯୋହନ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭଣ୍ଡଖ୍ରୀଷ୍ଟ ଏବଂ ଅନେକ ଲୋକ ଯିଏ “ଭଣ୍ଡଖ୍ରୀଷ୍ଟମାନେ” ହେବେ  ବିଷୟରେ ଲେଖିଛନ୍ତି । “ଭଣ୍ଡଖ୍ରୀଷ୍ଟ” ଶବ୍ଦର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କ ବିରୋଧୀ” । ଭଣ୍ଡଖ୍ରୀଷ୍ଟ ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ଫେରିବା ପୂର୍ବରୁ ଆସିବ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁକରଣ କରିବ, କିନ୍ତୁ ସେ ମନ୍ଦ ଉଦ୍ଦେଶ୍ୟରେ ତାହା କରିବେ । ସେହି ବ୍ୟକ୍ତି ଆସିବା ପୂର୍ବରୁ, ଆହୁରି ଅନେକ ଲୋକ ସେଠାରେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ । ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯିବ, କିନ୍ତୁ ନାମ ପରିବର୍ତ୍ତେ ବର୍ଣ୍ଣନା ଭାବରେ କୁହାଯିବ । (: [[rc://en/tw/dict/bible/kt/antichrist]] ଏବଂ [[rc://en/tw/dict/bible/kt/lastday]] ଏବଂ  [[rc://en/tw/dict/bible/kt/evil]]ଦେଖନ୍ତୁ)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ**

[2:20](https://create.translationcore.com/02/20.md) ରେ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସମସ୍ତେ ଜାଣ” ବୋଲି ଉଲ୍ଲେଖ କରେ, ଏବଂ ତାହା ULT ଅନୁସରଣ କତେ । କିନ୍ତୁ, ଅନ୍ୟ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସବୁ ଜାଣ” ବୋଲି ଉଲ୍ଲେଖ କରେ । “ତୁମ୍ଭେମାନେ ସମସ୍ତେ ଜାଣ” ବାକ୍ୟାଂଶ ସଠିକ୍ ଅଟେ, ଯେହେତୁ ଯୋହନ ଅନ୍ୟ ବିଶ୍ଵାସୀମାନଙ୍କ ଅପେକ୍ଷା ଭଣ୍ଡ ଶିକ୍ଷକମାନଙ୍କ ଦାବିକୁ ପ୍ରତିହତ କରୁଛନ୍ତି । “ତୁମ୍ଭେମାନେ ସବୁ ଜାଣ” ବାକ୍ୟାଂଶରେ ନକଲକାରୀ “ଜାଣିବା” କ୍ରିୟାପଦ ପାଇଁ ଏକ କର୍ମପଦର ଆବଶ୍ୟକତା ଅନୁଭବ କରି ଏହା ଏଠାରେ ଉଲ୍ଲେଖ କରିଥିବା ପରି ମନେହୁଏ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣରେ ଯେଉଁ ବାକ୍ୟାଂଶ ଅଛି ତାହା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ପାଠ୍ୟର ପଠନକୁ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 2 1 u65h figs-inclusive 0 General Information: ଏଠାରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କର” ଶବ୍ଦସମୁହ ଯୋହନ ଏବଂ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ । “ତାହାଙ୍କୁ” ଏବଂ “ତାହାଙ୍କର” ଶବ୍ଦସମୁହ ପିତା ଈଶ୍ବରଙ୍କୁ ବା ଯୀଶୁଙ୍କୁ ସୂଚିତ କରେ । (ଦେଖ: [[rc://en/ta/man/translate/figs-inclusive]])
1JN 2 1 w9ji 0 Connecting Statement: ଯୋହନ ସହଭାଗିତା ବିଷୟରେ ଲେଖୁଅଛନ୍ତି ଯାହା ଦର୍ଶାଏ ଯେ ଏହା ସମ୍ଭବ ପର ଅଟେ କାରଣ ଯୀଶୁ ପିତା ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଅଛନ୍ତି ।
1JN 2 1 v57g figs-metaphor τεκνία 1 Children ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ଦେଖାଇବା ନିମନ୍ତେ ଏହି ପ୍ରକାଶନକୁ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” ବା “ତୁମ୍ଭେମାନେ ମୋର ପ୍ରିୟ ସନ୍ତାନମାନଙ୍କ ସଦୃଶ ଅଟ” (ଦେଖ:[[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3715.