Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-21 01:44:12 +00:00
parent f60f9e9503
commit fc9d5d3d2b
1 changed files with 10 additions and 10 deletions

View File

@ -24,16 +24,16 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 5 e9m2 figs-metaphor σκοτία ἐν αὐτῷ, οὐκ ἔστιν οὐδεμία 1 in him there is no darkness at all ଯୋହନ ପ୍ରାୟତଃ ଏହି ପତ୍ରରେ **ଅନ୍ଧକାର** ଶବ୍ଦକୁ ସାଙ୍କେତିକ ଭାବରେ ମନ୍ଦ ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵର ଆଦୌ ମନ୍ଦ ନୁହଁନ୍ତି।” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 6 f958 figs-metaphor ἐν τῷ σκότει περιπατῶμεν 1 walk in darkness ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ଯାହା ଖରାପ ତାହା କରିବା" (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 7 lpr3 figs-metaphor ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί 1 walk in the light as he is in the light ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ଏବଂ **ଆଚରଣ** କରେ, ତାହା ବୁଝାଇବାକୁ ଯୋହନ ସାଙ୍କେତିକ ଭାବରେ ଆଚରଣ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯାହା ଠିକ୍ ତାହା ଆମ୍ଭେମାନେ କରୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 7 d7d8 figs-metonymy τὸ αἷμα Ἰησοῦ 1 the blood of Jesus ଏହା ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ । (ଦେଖ: [[rc://en/ta/man/translate/figs-metonymy]])
1JN 1 7 jb3e guidelines-sonofgodprinciples τοῦ Υἱοῦ 1 Son ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର (ଦେଖ:[[rc://en/ta/man/translate/guidelines-sonofgodprinciples]])
1JN 1 8 gb5l 0 General Information: ଏଠାରେ “ସେ,” “ତାହାଙ୍କ,” ଏବଂ “ତାହାଙ୍କର” ଶବ୍ଦ ଈଶ୍ବରଙ୍କୁ ସୂଚିତ କରେ ([୧ଯୋହନ ୧:୫](../୦୧/୦୫.md)).
1JN 1 8 enu7 ἁμαρτίαν οὐκ ἔχομεν 1 have no sin କଦାପି ପାପ କର ନାହିଁ
1JN 1 8 m8hf πλανῶμεν 1 are deceiving ପ୍ରବଞ୍ଚନାରେ ପଡୁଅଛୁ ବା “ମିଥ୍ୟା କହୁଅଛୁ”
1JN 1 8 tt51 figs-metaphor ἡ ἀλήθεια οὐκ ἔστιν ἐν ἡμῖν 1 the truth is not in us ସତ୍ୟ ବିଷୟରେ ଏପରି କୁହାଯାଇଛି ଯେପରି ଏହାର ଏକ ଉଦେଶ୍ବ ଥିଲା ଯାହା ବିଶ୍ବାସୀମାନଙ୍କ ଅନ୍ତରରେ ହୋଇପାରେ । ଅନ୍ୟ ଏକ ଅନୁବାଦରେ: “ ଆମେମାନେ ବିଶ୍ବାସ କରୁ ନାହୁ ଯାହା ଈଶ୍ବରଙ୍କ କଥିତ ବାକ୍ୟ ସତ୍ୟ ଅଟେ” (ଦେଖ:[[rc://en/ta/man/translate/figs-metaphor]])
1JN 1 9 f68c figs-parallelism ἵνα ἀφῇ ἡμῖν τὰς ἁμαρτίας, καὶ καθαρίσῃ ἡμᾶς ἀπὸ πάσης ἀδικίας 1 to forgive us our sins and cleanse us from all unrighteousness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅର୍ଥକୁ ପ୍ରକାଶ କରେ । ଯୋହନ ସେଗୁଡିକର ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରନ୍ତି ଯାହା ଈଶ୍ବର ଆମ୍ଭମାନଙ୍କ ପାପ ନିଶ୍ଚିତରୁପେ କ୍ଷମା କରିବେ । ଅନ୍ୟ ଏକ ଅନୁବାଦରେ: “ଏବଂ ଆମ୍ଭମାନଙ୍କୁ ସମ୍ପୁର୍ଣ୍ଣଭାବେ କ୍ଷମା କରିବେ ଯାହା ଯେଉଁ ସମସ୍ତ ପାପ ଆମେମାନେ କରିଅଛୁ” (ଦେଖ: [[rc://en/ta/man/translate/figs-parallelism]])
1JN 1 10 hii2 figs-explicit ψεύστην ποιοῦμεν αὐτὸν 1 we make him out to be a liar ଏହା ଉପଯୋଗ ଅଟେ ଯେ ଯେଉଁ ବ୍ୟକ୍ତି ନିଜକୁ ପାପି ନହେବା ଦାବି କରେ ସେ ଈଶ୍ବରଙ୍କୁ ଜଣେ ମିଥ୍ୟାବାଦୀ କହୁଅଛି, କାରଣ ସେ କହନ୍ତି ଯେ ସମସ୍ତେ ପାପୀ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ଏହା ତାହାଙ୍କୁ ମିଥ୍ୟାବାଦୀ କହିବା ସ୍ବରୂପ ଅଟେ, କାରଣ ସେ କହନ୍ତି ଯେ ଆମ୍ଭେମାନେ ସମସ୍ତେ ପାପ କରିଅଛୁ” (ଦେଖ: [[rc://en/ta/man/translate/figs-explicit]])
1JN 1 10 m3p1 figs-metaphor ὁ λόγος αὐτοῦ οὐκ ἔστιν ἐν ἡμῖν 1 his word is not in us "ଏଠାରେ “ବାକ୍ୟ” ଶବ୍ଦ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ”, ଈଶ୍ବରଙ୍କ ବାକ୍ୟ ପାଳନ କରିବା ଏବଂ ତାହାକୁ ସମ୍ମାନ କରିବା ବିଷୟରେ ଏପରି କୁହାଯାଇଛି ଯେପରି ତାହାଙ୍କର ବାକ୍ୟ ବିଶ୍ବାସୀମାନଙ୍କ ମଧ୍ୟରେ ଥିଲା । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଈଶ୍ବରଙ୍କ ବାକ୍ୟ ବୁଝୁନାହୁ ଅବା ପାଳନ କରୁନାହୁ, ଯାହା ସେ କହନ୍ତି” (ଦେଖ:[[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-metonymy]])
1JN 2 intro zjj9 0 # ୧ମ ଯୋହନ ଅଧ୍ୟାୟ ସାଧାରଣ ଟିପ୍ପଣୀ
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

### ଭଣ୍ଡ ଖ୍ରୀଷ୍ଟ

ଏହି ଅଧ୍ୟାୟରେ ଯୋହନ ଜଣେ ନିର୍ଦ୍ଧିଷ୍ଟ ଭଣ୍ଡ ଖ୍ରୀଷ୍ଟ ବିରୋଧି ଏବଂ ଅନେକ ଖ୍ରୀଷ୍ଟାରୀମାନଙ୍କ ବିଷୟରେ ଲେଖନ୍ତି । “ଭଣ୍ଡ ଖ୍ରାଷ୍ଟ”ର ଅର୍ଥ “ଖ୍ରୀଷ୍ଟଙ୍କୁ ବିରୋଧ କରିବା”। ଭଣ୍ଡ ଖ୍ରୀଷ୍ଟ ଜଣେ ବ୍ୟକ୍ତି ଅଟନ୍ତି ଯେ ଶେଷ ସମୟରେ ଆସିବେ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁସରଣ କରିବେ, କିନ୍ତୁ ସେ ଏହା ମନ୍ଦ ଉଦେଶ୍ବରେ କରିବ । ଏହି ବ୍ୟକ୍ତି ଆସିବା ପୁର୍ବରୁ, ଅନେକ ଲୋକ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ; ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯାଏ । (ଦେଖ: [[rc://en/tw/dict/bible/kt/antichrist]] ଏବଂ [[rc://en/tw/dict/bible/kt/lastday]] ଏବଂ [[rc://en/tw/dict/bible/kt/evil]])

## ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଶଦ୍ଦ ଚିତ୍ରଗୁଡ଼ିକ

### ରୂପକ

ଏହି ଅଧ୍ୟାୟରେ ଅନେକ ସମାନଭାବ ରୂପକ ବ୍ୟବହାର କରାଯାଇଅଛି ।

ଈଶ୍ବରଙ୍କଠାରେ ରହିବା ଗୋଟିଏ ରୂପକ ସ୍ବରୂପ ଈଶ୍ବରଙ୍କ ସହଭାଗିତାରେ ରହିବା ଅର୍ଥକୁ ପ୍ରକାଶ କରେ । ଈଶ୍ବରଙ୍କ ବାକ୍ୟ ଓ ସତ୍ୟ ଲୋକମାନଙ୍କଠାରେ ରହିବା ଗୋଟିଏ ରୂପକ ଅଟେ କାରଣ ଈଶ୍ବରଙ୍କ ବାକ୍ୟକୁ ଜାଣିବା ଏବଂ ପାଳନ କରିବା ଅର୍ଥକୁ ପ୍ରକାଶ କରେ ।

ଚାଲିବା ଏକ ରୂପକ ଅଟେ ଯାହା ସ୍ବଭାବର ଅର୍ଥକୁ ପ୍ରକାଶ କରେ । ଜଣେ ଲୋକ କେଉଁଠିକୁ ଯାଉଛି ତାହା ସେ ଜାଣେ ନାହିଁ ଏକ ରୂପକ ଅଟେ ଯାହା କେଉଁ ପ୍ରକାରରେ ଆଚରଣ କରିବା ବା ବ୍ୟବହାର କରିବା ବିଷୟରେ ଜାଣେ ନାହିଁ । ଝୁଣ୍ଟି ପଡିବା ପାପ କରିବା ନିମନ୍ତେ ଏକ ରୂପକ ଅଟେ ଯାହା ପାପ କରିବା ଅର୍ଥକୁ ପ୍ରକାଶ କରେ ।

ଆଲୋକ ଏକ ରୂପକ ଅଟେ ଯାହା ଜାଣିବା ଓ ସଠିକ୍ କାର୍ଯ୍ୟ କରିବା ଅର୍ଥକୁ ପ୍ରକାଶ କରିଥାଏ । ଅନ୍ଧକାର ଏବଂ ଦୃଷ୍ଟିହୀନତା ଏକ ରୂପକ ଅଟେ ଯାହା ସଠିକ୍ ବିଷୟରେ ଅଜ୍ଞାତ ରହିବା ଏବଂ ଭୂଲ୍ କର୍ଯ୍ୟ କରିବା ଅର୍ଥକୁ ପ୍ରକାଶ କରେ ।

ଲୋକମାନଙ୍କୁ ବିପଥଗାମୀ କରିବା ଏକ ରୂପକ ଅଟେ ଯାହା ସତ୍ୟ ନୁହେଁ ତାହା ଲୋକମାନଙ୍କୁ ଶିକ୍ଷା ଦେବା ଅର୍ଥକୁ ପ୍ରକାଶ କରେ । (ଦେଖ: [[rc://en/ta/man/translate/figs-metaphor]])

1JN 1 7 d7d8 figs-metonymy τὸ αἷμα Ἰησοῦ 1 the blood of Jesus ଏହାର ଅର୍ଥ ହୋଇପାରେ: (1) ଯୋହନ ହୁଏତ, ଯୀଶୁ ପାପ ପାଇଁ ବଳି ରୂପେ ଉତ୍ସର୍ଗ କରିଥିବା **ରକ୍ତ**କୁ ଆକ୍ଷରିକ ଭାବରେ ଦର୍ଶାଉଛନ୍ତି । (2) ଯୋହନ ହୁଏତ **ରକ୍ତ** ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ଯୀଶୁଙ୍କ ବଳି ରୂପ ମୃତ୍ୟୁକୁ ଦର୍ଶାଉଛନ୍ତି, ଯେଉଁ ରକ୍ତକୁ ଯୀଶୁ ମୃତ୍ୟୁ ସମୟରେ ବୋହାଇଥିଲେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ମୃତ୍ୟୁ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 1 7 jb3e guidelines-sonofgodprinciples τοῦ Υἱοῦ 1 Son **ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କ ପାଇଁ ପୁତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ** **।** (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 1 8 gb5l 0 General Information:
1JN 1 8 enu7 ἁμαρτίαν οὐκ ἔχομεν 1 have no sin ବିକଳ୍ପ ଅନୁବାଦ: “ଆମ୍ଭେମାନେ କଦାପି  ପାପ କରିନାହୁଁ”
1JN 1 8 m8hf πλανῶμεν 1 are deceiving ଯୋହନ ସାଙ୍କେତିକ ଭାବରେ କହନ୍ତି ଯେଉଁମାନେ ଏହା କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଲୋକମାନଙ୍କୁ - ନିଜେ, ଭୁଲ୍ ଦିଗରେ ଆଗେଇ ନେଉଥିଲେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆପଣାକୁ ପ୍ରତାରଣା କରୁଅଛୁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 8 tt51 figs-metaphor ἡ ἀλήθεια οὐκ ἔστιν ἐν ἡμῖν 1 the truth is not in us ଯୋହନ ସାଙ୍କେତିକ ଭାବରେ **ସତ୍ୟ** ବିଷୟରେ କହନ୍ତି ଯେପରି ଏହା ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ବିଷୟ ଭାବରେ ରହିପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଯେଉଁ ସତ୍ୟ କହନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁନାହୁଁ" (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 9 f68c figs-parallelism ἵνα ἀφῇ ἡμῖν τὰς ἁμαρτίας, καὶ καθαρίσῃ ἡμᾶς ἀπὸ πάσης ἀδικίας 1 to forgive us our sins and cleanse us from all unrighteousness ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ ବୋଧହୁଏ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକାଠି ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ସେଗୁଡିକୁ ଯୋଡିପାରିବେ, ବିଶେଷ କରି ଯଦି ଆପଣ ଉଭୟ ବାକ୍ୟାଂଶ ରଖନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: "ଏବଂ ଆମ୍ଭେମାନେ ଯାହା ଭୁଲ୍ କରିଅଛୁ ସେହି ଭୁଲ୍ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭମାନଙ୍କୁ କ୍ଷମା କରିବେ ।" (: [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 1 10 hii2 figs-explicit ψεύστην ποιοῦμεν αὐτὸν 1 we make him out to be a liar ଈଶ୍ଵର ଏଠାରେ ଯେପରି **ମିଥ୍ୟାବାଦୀ** ବୋଲି ଆପଣଙ୍କ ଅନୁବାଦ ଅର୍ଥ ନ ପ୍ରକାଶ  କରେ ତାହା ନିଶ୍ଚିତ କରନ୍ତୁ । ଯେହେତୁ ଈଶ୍ଵର କହନ୍ତି ସମସ୍ତେ ପାପୀ ଅଟନ୍ତି ତେଣୁ ଜଣେ ବ୍ୟକ୍ତି ଯିଏ ନିଜକୁ ପାପହୀନ ବୋଲି ଦାବି କରେ, ସେ ଈଶ୍ଵରଙ୍କୁ ମିଥ୍ୟାବାଦୀ ବୋଲି ପ୍ରକାଶ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ଈଶ୍ଵରଙ୍କୁ ମିଥ୍ୟାବାଦୀ କହିବା ସହ ସମାନ ଅଟେ, କାରଣ ଈଶ୍ଵର କହନ୍ତି ଯେ ଆମେ ସମସ୍ତେ ପାପୀ ଅଟୁ” । (: [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 1 10 m3p1 figs-metaphor ὁ λόγος αὐτοῦ οὐκ ἔστιν ἐν ἡμῖν 1 his word is not in us ସେ [1:8](https://create.translationcore.com/01/08.md) ରେ “ସତ୍ୟ” ବିଷୟରେ ଯେପରି କରିଥିଲେ, ଯୋହନ ସାଙ୍କେତିକ ଭାବରେ ଈଶ୍ଵରଙ୍କ **ବାକ୍ୟ** ବିଷୟରେ କହନ୍ତି ଯେପରି ଏହା ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ବିଷୟ ଭାବରେ ରହିପାରେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହା ସତ୍ୟ ବୋଲି କହନ୍ତି ତାହା ଆମ୍ଭେମାନେ ବିଶ୍ଵାସ କରୁନାହୁଁ ।" (: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 intro zjj9 0 # ପ୍ରଥମ  ଯୋହନ 2 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ପ୍ରକୃତ ବିଶ୍ଵାସୀମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରନ୍ତି ଏବଂ ପରସ୍ପରକୁ ପ୍ରେମ କରନ୍ତି (2:1-17; 1:5)
2. ଯୀଶୁ ଖ୍ରୀଷ୍ଟ ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (2:18-2:27)
3. ଈଶ୍ଵରଙ୍କ ପ୍ରକୃତ ସନ୍ତାନମାନେ ପାପ କରନ୍ତି ନାହିଁ (2:28-29; 3:10)

## [2:12-14](https://create.translationcore.com/02/12.md) ରେ ଯୋହନ କୌଣସି ବିଷୟକୁ କବିତା ଭାବରେ ଲେଖନ୍ତି ବୋଲି ଦର୍ଶାଇବାକୁ କେତେକ ଅନୁବାଦଗଣ ସେହି ପଦଗୁଡ଼ିକରେ ଥିବା ପଦଗୁଡ଼ିକୁ ବାକି ପାଠ ତୁଳନାରେ ସେମାନେ ପ୍ରତ୍ୟେକ ପଦର ଆରମ୍ଭରେ ଏକ ନୂତନ ଧାଡ଼ି ଆରମ୍ଭ କରନ୍ତି ।

**ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

**ଭଣ୍ଡଖ୍ରୀଷ୍ଟ**

[2:18](https://create.translationcore.com/02/18.md) ଏବଂ [2:22](https://create.translationcore.com/02/22.md) ରେ, ଯୋହନ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଭଣ୍ଡଖ୍ରୀଷ୍ଟ ଏବଂ ଅନେକ ଲୋକ ଯିଏ “ଭଣ୍ଡଖ୍ରୀଷ୍ଟମାନେ” ହେବେ  ବିଷୟରେ ଲେଖିଛନ୍ତି । “ଭଣ୍ଡଖ୍ରୀଷ୍ଟ” ଶବ୍ଦର ଅର୍ଥ ହେଉଛି “ଖ୍ରୀଷ୍ଟଙ୍କ ବିରୋଧୀ” । ଭଣ୍ଡଖ୍ରୀଷ୍ଟ ଜଣେ ବ୍ୟକ୍ତି ଯିଏ ଯୀଶୁଙ୍କ ଫେରିବା ପୂର୍ବରୁ ଆସିବ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁକରଣ କରିବ, କିନ୍ତୁ ସେ ମନ୍ଦ ଉଦ୍ଦେଶ୍ୟରେ ତାହା କରିବେ । ସେହି ବ୍ୟକ୍ତି ଆସିବା ପୂର୍ବରୁ, ଆହୁରି ଅନେକ ଲୋକ ସେଠାରେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ । ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯିବ, କିନ୍ତୁ ନାମ ପରିବର୍ତ୍ତେ ବର୍ଣ୍ଣନା ଭାବରେ କୁହାଯିବ । (: [[rc://en/tw/dict/bible/kt/antichrist]] ଏବଂ [[rc://en/tw/dict/bible/kt/lastday]] ଏବଂ  [[rc://en/tw/dict/bible/kt/evil]]ଦେଖନ୍ତୁ)

**ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ**

[2:20](https://create.translationcore.com/02/20.md) ରେ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସମସ୍ତେ ଜାଣ” ବୋଲି ଉଲ୍ଲେଖ କରେ, ଏବଂ ତାହା ULT ଅନୁସରଣ କତେ । କିନ୍ତୁ, ଅନ୍ୟ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ “ତୁମ୍ଭେମାନେ ସବୁ ଜାଣ” ବୋଲି ଉଲ୍ଲେଖ କରେ । “ତୁମ୍ଭେମାନେ ସମସ୍ତେ ଜାଣ” ବାକ୍ୟାଂଶ ସଠିକ୍ ଅଟେ, ଯେହେତୁ ଯୋହନ ଅନ୍ୟ ବିଶ୍ଵାସୀମାନଙ୍କ ଅପେକ୍ଷା ଭଣ୍ଡ ଶିକ୍ଷକମାନଙ୍କ ଦାବିକୁ ପ୍ରତିହତ କରୁଛନ୍ତି । “ତୁମ୍ଭେମାନେ ସବୁ ଜାଣ” ବାକ୍ୟାଂଶରେ ନକଲକାରୀ “ଜାଣିବା” କ୍ରିୟାପଦ ପାଇଁ ଏକ କର୍ମପଦର ଆବଶ୍ୟକତା ଅନୁଭବ କରି ଏହା ଏଠାରେ ଉଲ୍ଲେଖ କରିଥିବା ପରି ମନେହୁଏ । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ଏକ ଅନୁବାଦ ପୂର୍ବରୁ ଅଛି, ସେହି ସଂସ୍କରଣରେ ଯେଉଁ ବାକ୍ୟାଂଶ ଅଛି ତାହା ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏକ ଅନୁବାଦ ପୂର୍ବରୁ ନାହିଁ, ଆପଣ ULT ପାଠ୍ୟର ପଠନକୁ ଅନୁସରଣ କରନ୍ତୁ । (: [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 2 1 u65h figs-inclusive 0 General Information: ଏଠାରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କର” ଶବ୍ଦସମୁହ ଯୋହନ ଏବଂ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ । “ତାହାଙ୍କୁ” ଏବଂ “ତାହାଙ୍କର” ଶବ୍ଦସମୁହ ପିତା ଈଶ୍ବରଙ୍କୁ ବା ଯୀଶୁଙ୍କୁ ସୂଚିତ କରେ । (ଦେଖ: [[rc://en/ta/man/translate/figs-inclusive]])
1JN 2 1 w9ji 0 Connecting Statement: ଯୋହନ ସହଭାଗିତା ବିଷୟରେ ଲେଖୁଅଛନ୍ତି ଯାହା ଦର୍ଶାଏ ଯେ ଏହା ସମ୍ଭବ ପର ଅଟେ କାରଣ ଯୀଶୁ ପିତା ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଅଛନ୍ତି ।
1JN 2 1 v57g figs-metaphor τεκνία 1 Children ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ଦେଖାଇବା ନିମନ୍ତେ ଏହି ପ୍ରକାଶନକୁ ବ୍ୟବହାର କରନ୍ତି । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” ବା “ତୁମ୍ଭେମାନେ ମୋର ପ୍ରିୟ ସନ୍ତାନମାନଙ୍କ ସଦୃଶ ଅଟ” (ଦେଖ:[[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3715.