Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-15 08:49:38 +00:00
parent 8fe49b97cd
commit d16a46d440
1 changed files with 17 additions and 1 deletions

View File

@ -307,4 +307,20 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 11 p044 πιστὸς ὁ λόγος 1 This word is trustworthy ଆପଣ ଏକ ସକ୍ରିୟ କ୍ରିୟା ସହିତ ଏକ **ବିଶ୍ୱସ୍ତ** ବିଶେଷଣର ଅର୍ଥକୁ ଉପସ୍ଥାପନ କରିପାରିବେ, ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: "ତୁମ୍ଭେଏହି ବିବୃତ୍ତି ଉପରେ ବିଶ୍ୱାସ କରିପାରିବେ"
2TI 2 11 p045 figs-quotemarks πιστὸς ὁ λόγος 1 This word is trustworthy ପାଉଲ ଏହି ବାକ୍ୟାଂଶକୁ ଏକ ସିଧାସଳଖ ଉଦ୍ଧୃତି ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଏବଂ <u>2:12</u> ଏବଂ <u>2:13</u> ରେ ଦେଖାଯାଉଥିବା ଶବ୍ଦଗୁଡ଼ିକ ଏକ କବିତା ବା ଗୀତ ଯାହା ପାଉଲ କହିଥିବା ବାର୍ତ୍ତାକୁ ବିଶ୍ଵାସଯୋଗ୍ୟ ବୋଲି ଦର୍ଶାଏ । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ଏହି ଶବ୍ଦଗୁଡ଼ିକୁ ସିଧାସଳଖ ଉଦ୍ଧୃତି ଭାବରେ ଚିହ୍ନିତ କରିନ୍ତି କିମ୍ବା ଡାହାଣରେ ସୂଚାଇଦିଅନ୍ତି, ଯେପରି ଏହି ଅଧ୍ୟାୟର ପ୍ରାରମ୍ଭରେ ସାଧାରଣ ଟିପ୍ପଣୀ ସୂଚିତ କରେ । [[rc://en/ta/man/translate/figs-quotemarks]])ଦେଖନ୍ତୁ)
2TI 2 11 p046 καὶ συνζήσομεν 1 we will also live with him ଯଦିଓ ପାଉଲ ଏକ ସାଙ୍କେତିକ ଅର୍ଥରେ ଖ୍ରୀଷ୍ଟଙ୍କ ସହିତ ମରିବାକୁ କହୁଛନ୍ତି, **ବଞ୍ଚିବା** ସାଙ୍କେତିକ ହୋଇନପାରେ, କିନ୍ତୁ ଏହାର ଅର୍ଥ: (1) ଶାରୀରିକ ମୃତ୍ୟୁ ପରେ ଜୀବନ । ଏଥିରୁ ଜଣାପଡେ ଯେ ପାଉଲଙ୍କ ପୂର୍ବ ପଦରେ "ଅନନ୍ତ ମହିମା" ଏବଂ ପରବର୍ତ୍ତୀ ସମୟରେ "ଆମେ ତାଙ୍କ ସହିତ ରାଜତ୍ୱ କରିବା" ବିଷୟରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ତା’ହେଲେ ଈଶ୍ଵର ଯୀଶୁଙ୍କ ସହିତ ବଞ୍ଚିବା ପାଇଁ ଆମକୁ ମୃତ୍ୟୁରୁ ପୁନରୁତ୍ଥିତ କରିବେ" କିମ୍ବା (2) ବିଶ୍ଵାସୀମାନେ ଶାରୀରିକ ମୃତ୍ୟୁ ପୂର୍ବରୁ ଏହି ଜୀବନରେ କିପରି କାର୍ଯ୍ୟ କରିବେ । ବିକଳ୍ପ ଅନୁବାଦ: "ଆମେ ଆମର ଇଚ୍ଛା ଅନୁସରଣ କରିବା ନାହିଁ, କିନ୍ତୁ ଯୀଶୁ ଯାହା ଚାହାଁନ୍ତି ତାହା କରିବା ।"
2TI 2 12 p048 εἰ ἀρνησόμεθα 1 if we deny him ବିଶ୍ଵାସୀଙ୍କ କାର୍ଯ୍ୟକୁ ସୂଚାଇବା ପାଇଁ ପାଉଲ **ଅସ୍ୱୀକାର** ଶବ୍ଦ ବ୍ୟବହାର କରି କହନ୍ତି ଯେ ସେମାନେ ବର୍ତ୍ତମାନ ଜୀବନରେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ନାହାଁନ୍ତି । ଏହା **ଦୁଃଖର** ବିପରୀତ ଭାବରେ ଉପସ୍ଥାପିତ ହୋଇଛି, ତେଣୁ ଏହା ଜଣଙ୍କୁ ବୁଝାଏ ଯିଏ ନିର୍ଯାତନାର ଶିକାର ହୁଏ ଏବଂ ଯୀଶୁଙ୍କ ଅନୁଗାମୀ ହେବାକୁ ମନା କରେ । ବିକଳ୍ପ ଅନୁବାଦ: "ଯଦି ଆମେ କେବଳ କହିବା ଯେ ଆମେ ତାଙ୍କୁ ଜାଣୁନାହୁଁ"
2TI 2 12 p048 εἰ ἀρνησόμεθα 1 if we deny him ବିଶ୍ଵାସୀଙ୍କ କାର୍ଯ୍ୟକୁ ସୂଚାଇବା ପାଇଁ ପାଉଲ **ଅସ୍ୱୀକାର** ଶବ୍ଦ ବ୍ୟବହାର କରି କହନ୍ତି ଯେ ସେମାନେ ବର୍ତ୍ତମାନ ଜୀବନରେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ନାହାଁନ୍ତି । ଏହା **ଦୁଃଖର** ବିପରୀତ ଭାବରେ ଉପସ୍ଥାପିତ ହୋଇଛି, ତେଣୁ ଏହା ଜଣଙ୍କୁ ବୁଝାଏ ଯିଏ ନିର୍ଯାତନାର ଶିକାର ହୁଏ ଏବଂ ଯୀଶୁଙ୍କ ଅନୁଗାମୀ ହେବାକୁ ମନା କରେ । ବିକଳ୍ପ ଅନୁବାଦ: "ଯଦି ଆମେ କେବଳ କହିବା ଯେ ଆମେ ତାଙ୍କୁ ଜାଣୁନାହୁଁ"
2TI 2 12 p049 κἀκεῖνος ἀρνήσεται ἡμᾶς 1 he also will deny us **ଅସ୍ୱୀକାର** ଶବ୍ଦର ଦ୍ୱିତୀୟ ବ୍ୟବହାରରେ, ପାଉଲ ଶେଷ ବିଚାର ଦିନରେ ଯୀଶୁ ଖ୍ରୀଷ୍ଟଙ୍କ କାର୍ଯ୍ୟକଳାପ ବିଷୟରେ ଉଲ୍ଲେଖ କରନ୍ତି । ସେହି ଦିନ, ଯୀଶୁ ହୁଏତ ଜଣେ ବିଶ୍ୱସ୍ତ ବିଶ୍ଵାସୀ ଲାଭ କରିବେ କିମ୍ବା ଯେଉଁମାନେ ପ୍ରକୃତ ଅନୁଗାମୀ ନୁହଁନ୍ତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ । ଯେଉଁମାନେ ପୃଥିବୀରେ ଥିବାବେଳେ ସେମାନେ ଯୀଶୁଙ୍କ ଅନୁଗାମୀ ବୋଲି ଅସ୍ୱୀକାର କରନ୍ତି, ସେମାନେ ପ୍ରକୃତ ଅନୁଗାମୀ ନୁହଁନ୍ତି । ବିକଳ୍ପ ଅନୁବାଦ: "ସେ ବିଚାର ଦିନ ଆମକୁ ପ୍ରତ୍ୟାଖ୍ୟାନ କରିବେ"
2TI 2 13 p050 figs-explicit ἐκεῖνος πιστὸς μένει 1 he remains faithful ଏହାର ଅର୍ଥ ଦୁଇଟି ବିଷୟ ମଧ୍ୟରୁ ଗୋଟିଏ ହେଇପାରେ । ବିକଳ୍ପ ଅନୁବାଦ: (1) "ସେ ଆମ ପ୍ରତି ବିଶ୍ୱସ୍ତ ରୁହନ୍ତି" (2) "ସେ ନିଜ ପ୍ରତି ସତ୍ୟ ଅଟନ୍ତି" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 2 14 p051 figs-metaphor ἐνώπιον τοῦ Θεοῦ 1 before God ପାଉଲ ଏହି ଅଭିବ୍ୟକ୍ତିକୁ **ଈଶ୍ଵରଙ୍କ ସମ୍ମୁଖରେ** ବ୍ୟବହାର କରନ୍ତି, ଯାହାର ଅର୍ଥ "ଈଶ୍ଵରଙ୍କ ସମ୍ମୁଖରେ", ଯାହାର ଅର୍ଥ "ଯେଉଁଠାରେ ଈଶ୍ଵର ଦେଖିପାରିବେ ।" ପ୍ରତିବଦଳରେ, ସାଙ୍କେତିକ ଭାବରେ ଧ୍ୟାନ ଏବଂ ବିଚାରକୁ ବୁଝାଏ । ବିକଳ୍ପ ଅନୁବାଦ: "ଯେପରି ଈଶ୍ଵର ଦେଖୁଛନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 14 ywty figs-abstractnouns ἐπὶ καταστροφῇ τῶν ἀκουόντων 1 to the destruction of those who hear ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏକ ଶବ୍ଦଗତ ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟ **ବିନାଶ** ପଛର ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ଶୁଣନ୍ତି ସେମାନଙ୍କୁ ଏହା ବିନାଶ କରେ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 2 14 x7gx figs-metonymy ἐπὶ καταστροφῇ τῶν ἀκουόντων 1 to the destruction of those who hear ଏଠାରେ, **ବିନାଶର** ଅର୍ଥ ଶାରୀରିକ କ୍ଷତି ନୁହେଁ, କିନ୍ତୁ ବିଶ୍ଵାସୀମାନଙ୍କ ପାଇଁ ଆତ୍ମିକ କ୍ଷତି ଅଟେ, ଯେଉଁମାନେ ସେମାନଙ୍କର ଶିକ୍ଷକମାନଙ୍କର ନିର୍ବୋଧ  ବିଷୟରେ ଯୁକ୍ତିତର୍କ ଶୁଣନ୍ତି । ଏହା ବିଶ୍ଵାସୀଙ୍କୁ ଶିକ୍ଷା ଦିଏ ଯେ ପ୍ରେମ ଏବଂ ଏକତା ଅପେକ୍ଷା ଛୋଟ  ବିଷୟ ଠିକ୍ ଭାବରେ ଦେଖାଯିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ, ଏବଂ ଏହା ସେମାନଙ୍କୁ ବିଶ୍ଵାସ ବିଷୟରେ ଭୁଲ ଧାରଣା ଦେଇପାରେ କିମ୍ବା ଯୀଶୁଙ୍କୁ ଅନୁସରଣ କରିବା ବନ୍ଦ କରିପାରେ । ବିକଳ୍ପ ଅନୁବାଦ: "ଏବଂ ଯେଉଁମାନେ ଏହା ଶୁଣନ୍ତି ସେମାନେ ଯୀଶୁଙ୍କୁ ଅନୁସରଣ କରିବା ବନ୍ଦ କରନ୍ତି ।"[[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 15 p052 figs-metonymy τὸν λόγον τῆς ἀληθείας 1 the word of truth ପାଉଲ **ଶବ୍ଦକୁ** ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯାହାକି ଶବ୍ଦରେ ପ୍ରକାଶ କରାଯାଇପାରେ । ଏହାର ଅର୍ଥ: (1) ଏହା ତୀମଥିଙ୍କୁ ଶିକ୍ଷା ଦେବାକୁ ଥିବା ଶିକ୍ଷାକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ପ୍ରକୃତ ବାର୍ତ୍ତା" (2) ଏହା ଶାସ୍ତ୍ରକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ପ୍ରକୃତ ଶିକ୍ଷା ଯାହା ଈଶ୍ଵର ଶାସ୍ତ୍ରରେ ଦେଇଛନ୍ତି ।"[[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 15 p053 figs-abstractnouns τὸν λόγον τῆς ἀληθείας 1 the word of truth ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏକ ବିଶେଷଣ ସହିତ ଗୁଣ ବାଚକ ବିଶେଷ୍ୟ **ସତ୍ୟ** ପଛର ଧାରଣା ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: "ପ୍ରକୃତ ବାର୍ତ୍ତା" କିମ୍ବା "ପ୍ରକୃତ ଶିକ୍ଷା ଯାହା ଈଶ୍ଵର ଶାସ୍ତ୍ରରେ ଦେଇଛନ୍ତି" ।  [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 2 17 p054 figs-metonymy ὁ λόγος αὐτῶν 1 their word ପାଉଲ **ଶବ୍ଦକୁ** ସାଙ୍କେତିକ ଭାବରେ ବ୍ୟବହାର କରନ୍ତି ଯାହାକି ଶବ୍ଦରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଏହି ଆଲୋଚନାଗୁଡ଼ିକ" କିମ୍ବା "ଏହି ଆଲୋଚନାରେ ଅଂଶଗ୍ରହଣକାରୀମାନେ କ’ଣ କହନ୍ତି"[[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 17 p055 translate-unknown ὡς γάγγραινα 1 like gangrene ସଂକ୍ରମଣ କିମ୍ବା ରକ୍ତ ସଞ୍ଚାଳନର ଅଭାବ ହେତୁ **ଗ୍ୟାଙ୍ଗ୍ରେନ୍** ଏକ ପ୍ରକାର ଟିସୁ ମୃତ୍ୟୁ ଅଟେ । ଏହା ବ୍ୟକ୍ତିର ଶରୀରରେ ଶୀଘ୍ର ବ୍ୟାପିଥାଏ ଏବଂ ମୃତ୍ୟୁର କାରଣ ହୋଇପାରେ । ଯଦି ଆପଣଙ୍କର ପାଠକମାନେ **ଗ୍ୟାଙ୍ଗ୍ରିନ** କ’ଣ ଜାଣନ୍ତି ନାହିଁ, ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଏକ ସଂକ୍ରାମକ ରୋଗ ପରି" [[rc://en/ta/man/translate/translate-unknown]])ଦେଖନ୍ତୁ)
2TI 2 17 p056 writing-pronouns ὧν ἐστιν Ὑμέναιος, καὶ Φίλητος 1 among whom are Hymenaeus and Philetus ପାଉଲ ତୀମଥିଙ୍କୁ ଦୁଇ ଜଣଙ୍କ ନାମ ଦିଅନ୍ତି, ଯେଉଁମାନେ ଅଧାର୍ମିକ ଏବଂ ମୂର୍ଖତାର ଉଦାହରଣ ଅଟନ୍ତି । ଆପଣଙ୍କ ଭାଷାରେ ଏହି ନାମଗୁଡ଼ିକ ଏବଂ ସେମାନଙ୍କର ପୂର୍ବ **ଶବ୍ଦ**ଗୁଡ଼ିକ ମଧ୍ୟରେ ସଂଯୋଗକୁ ସ୍ପଷ୍ଟ କରିବାକୁ, ଆପଣଙ୍କୁ ଏହାକୁ ସ୍ପଷ୍ଟ କରିବାକୁ ପଡିପାରେ । ବିକଳ୍ପ ଅନୁବାଦ: "ହାଇମେନାସ୍ ଏବଂ ଫିଲେଟସ୍ ଏପରି ଲୋକ ଅଟନ୍ତି"[[rc://en/ta/man/translate/writing-pronouns]])ଦେଖନ୍ତୁ)
2TI 2 18 p057 figs-abstractnouns οἵτινες περὶ τὴν ἀλήθειαν ἠστόχησαν 1 who have missed the mark regarding the truth ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏକ ବିଶେଷଣ ସହିତ ଗୁଣ ବାଚକ ବିଶେଷ୍ୟ **ସତ୍ୟ** ପଛର ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ଏପରି ଶିକ୍ଷା ଦିଅନ୍ତି ଯାହା ସତ୍ୟ ନୁହେଁ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 2 19 p058 figs-metonymy ἔχων τὴν σφραγῖδα ταύτην 1 having this seal ପାଉଲ ଏହି ମୂଳଦୁଆରେ ଥିବା ଲେଖା ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଏକ **ମୁଦ୍ରା** ଅଟେ, ଯେହେତୁ ଦଲିଲ୍‌‍ଗୁଡ଼ିକର ବାହ୍ୟରେ ଥିବା ମୁଦ୍ରାଗୁଡ଼ିକରେ ସେମାନଙ୍କ ବିଷୟବସ୍ତୁ ବର୍ଣ୍ଣନା କରୁଥିବା ଲେଖାଗୁଡ଼ିକ ରହିଥାଏ । ବିକଳ୍ପ ଅନୁବାଦ: "ଏହି ଶିଳାଲିପି ଅଛି" କିମ୍ବା "ଯାହାକୁ ଏହିପରି ବର୍ଣ୍ଣନା କରାଯାଇପାରେ"[[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 19 p059 figs-quotemarks ἔχων τὴν σφραγῖδα ταύτην 1 having this seal ଦୁଇଟି ପ୍ରତ୍ୟକ୍ଷ ଉଦ୍ଧୃତିର ପରିଚୟ ଦେବା ପାଇଁ ପାଉଲ ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଅନୁସରଣ କରୁଥିବା ବିବୃତ୍ତିଗୁଡ଼ିକ ଲୋକମାନଙ୍କୁ ବିଶ୍ଵାସ ଜାରି ରଖିବା ପାଇଁ ଈଶ୍ଵର ପ୍ରଦାନ କରିଥିବା ଆଧାରର ଦୁଇଟି ଦିଗ ବର୍ଣ୍ଣନା କରିଛନ୍ତି । ଯଦି ଆପଣ ଏହି ବିବୃତ୍ତିକୁ ଉଦ୍ଦୃତ ଭାବରେ ଚିହ୍ନିତ କରନ୍ତି ତେବେ ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ।[[rc://en/ta/man/translate/figs-quotemarks]])ଦେଖନ୍ତୁ)
2TI 2 20 p060 figs-metaphor ἐν μεγάλῃ δὲ οἰκίᾳ, οὐκ ἔστιν μόνον σκεύη χρυσᾶ καὶ ἀργυρᾶ, ἀλλὰ καὶ ξύλινα καὶ ὀστράκινα 1 Now in a great house, there are not only gold and silver containers, but also wood and clay ଯୀଶୁଙ୍କୁ ଅନୁସରଣ କରିବା ବିଷୟରେ ତୀମଥିଙ୍କୁ କିଛି ଗୁରୁତ୍ଵପୂର୍ଣ ବିଷୟକୁ ବୁଝିବାରେ ସାହାଯ୍ୟ କରିବାକୁ, ପାଉଲ ସେହି ରୂପକକୁ ପରିଚୟ ଦେଇଛନ୍ତି ଯାହାକି ଜଣେ ଧନୀ ବ୍ୟକ୍ତିଙ୍କ ଘରେ ଥିବା ପାତ୍ରଗୁଡ଼ିକୁ ମଣ୍ଡଳୀରେ ଥିବା ଲୋକମାନଙ୍କ ସହିତ ତୁଳନା କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ସୂଚାଇ ପାରିବେ ଯେ ଏହା ଏକ ରୂପକ ବା ଦୃଷ୍ଟାନ୍ତ । ବିକଳ୍ପ ଅନୁବାଦ: "ଏହି ଦୃଷ୍ଟାନ୍ତକୁ ବିଚାର କର: ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସୁନା ଓ ରୂପା ନିର୍ମିତ ପାତ୍ର ଏବଂ କାଠ ଓ ମାଟିରେ ନିର୍ମିତ ପାତ୍ର ଅଛି"[[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 2 20 p061 figs-ellipsis ἀλλὰ καὶ ξύλινα καὶ ὀστράκινα 1 but also wood and clay ପାଉଲ କିଛି ଶବ୍ଦକୁ ଛାଡି ଦେଇଛନ୍ତି ଯାହା ସମ୍ପୂର୍ଣ୍ଣ କରିବାକୁ ଏକାଧିକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରେ । ବିକଳ୍ପ ଅନୁବାଦ: "ଏବଂ କାଠ ଏବଂ ମାଟିରେ ନିର୍ମିତ ପାତ୍ରଗୁଡ଼ିକ ମଧ୍ୟ ସେଠାରେ ଅଛି" [[rc://en/ta/man/translate/figs-ellipsis]])ଦେଖନ୍ତୁ)
2TI 2 21 p062 figs-explicit ἔσται σκεῦος εἰς τιμήν 1 he will be a container for honor ଏହା ସୂଚିତ କରେ ଯେ ଈଶ୍ଵର ଏପରି ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦେବାରେ ସକ୍ଷମ ହେବେ ଯିଏ ଭୁଲ ସଙ୍ଗଠନ କିମ୍ବା କାର୍ଯ୍ୟକଳାପରୁ ମୁକ୍ତ ଅଟନ୍ତି। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: "ସେ ହିଁ ସେହି ବ୍ୟକ୍ତି ଯାହାଙ୍କୁ ଈଶ୍ଵର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ୍ୟସ୍ତ କରିବେ"[[rc://en/ta/man/translate/figs-explicit]])ଦେଖନ୍ତୁ)
Can't render this file because it contains an unexpected character in line 2 and column 8087.