Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 18:06:12 +00:00
parent dc0ea2d21e
commit d0996ae303
1 changed files with 10 additions and 10 deletions

View File

@ -261,16 +261,16 @@ EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you **ଖ୍ରୀଷ୍ଟ** ଜଣେ ଅବିଶ୍ଵାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡ଼ିକ କେତେ ମନ୍ଦ ଏବଂ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ। ଏହା ଅନ୍ୟ ବିଷୟ ପାଇଁ ପ୍ରଯୁଜ୍ୟ ଯାହା ଜଣେ ବିଶ୍ଵାସୀ ଏପର୍ଯ୍ୟନ୍ତ ପାପୀ ବୋଲି ଜାଣି ନାହିଁ। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ତୁମ୍ଭକୁ ଯାହା ଠିକ୍ ତାହା ଦେଖାଇବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise **ଅଜ୍ଞାନ** ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ”
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି **ସମୟକୁ ମୁକ୍ତ କରାଯାଉଛି**। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କରିପାର” କିମ୍ବା “ସମୟକୁ ବୁଦ୍ଧିର ସହ ବ୍ୟବହାର କର” କିମ୍ବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil **କାଳ** ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡ଼ିକରେ କ’ଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି ଏବଂ ସତ୍କର୍ମ କରିବା ପାଇଁ ତୁମ୍ଭ ପାଇଁ ଅଳ୍ପ ସୁଯୋଗ ଅଛି ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 18 tz9e 0 Connecting Statement: ବିଶ୍ଵାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରନ୍ତି I
EPH 5 18 scp1 καὶ μὴ μεθύσκεσθε οἴνῳ 1 And do not get drunk with wine “ମଦ୍ୟପାନକରି ତୁମ୍ଭେମାନେ ମତ୍ତହେବା ଉଚିତ ନୁହେଁ"
EPH 5 18 lgw3 ἀλλὰ πληροῦσθε ἐν Πνεύματι 1 Instead, be filled with the Holy Spirit “ତା’ପରିବର୍ତ୍ତେ, ତୁମ୍ଭେମାନେ ପବିତ୍ର ଆତ୍ମାରେ ନିୟନ୍ତ୍ରିତ ହେବା ଉଚିତ”
EPH 5 19 egk6 figs-merism ψαλμοῖς, καὶ ὕμνοις, καὶ ᾠδαῖς πνευματικαῖς 1 psalms and hymns and spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଈଶ୍ଵରଙ୍କର ପ୍ରଶଂସା କରିବାକୁ ସମସ୍ତ ପ୍ରକାର ଗୀତ” ନିମନ୍ତେ ଏକ ସଂକୀର୍ତ୍ତନ ଭାବରେ ପାଉଲ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରୁଛନ୍ତି କିମ୍ବା (2) ପାଉଲ ନିର୍ଦ୍ଦିଷ୍ଟ ପ୍ରକାର ସଂଗୀତକୁ ତାଲିକାଭୁକ୍ତ କରନ୍ତି I ([[rc://en/ta/man/translate/figs-merism]]ଦେଖନ୍ତୁ)
EPH 5 19 n5jj ψαλμοῖς 1 psalms ଏସବୁ ସମ୍ଭବତଃ ଖ୍ରୀଷ୍ଟିୟାନମାନେ ଗାଉଥିବା ପୁରାତନ ନିୟମର ଗୀତସଂହିତାର ଗୀତ ସବୁ ଅଟେ I
EPH 5 19 g5ss ὕμνοις 1 hymns ଏସବୁ ପ୍ରଶଂସା ଏବଂ ଉପାସନାର ଗୀତ ଯାହା ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିୟାନମାନେ ଗାଇବା ନିମନ୍ତେ ଲେଖା ହୋଇ ଥାଇପାରେ I
EPH 5 19 v9ay figs-doublet ᾠδαῖς πνευματικαῖς 1 spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା (2) “**ଆତ୍ମିକ ଗୀତ**” ଏବଂ ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ I ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ **ହୃଦୟ** ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ I “ତୁମ୍ଭମାନଙ୍କ ହୃଦୟର ସହିତ” (1) ଆନ୍ତରିକ ଉଦ୍ଦେଶ୍ୟ ଏବଂ ଆନ୍ତରିକତା ସହିତ, ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” (2) ଉତ୍ସାହ ସହିତ, ବିକଳ୍ପ ଅନୁବାଦ: "ତୁମ୍ଭର ସମସ୍ତ ଅସ୍ତିତ୍ୱ ସହିତ" କିମ୍ବା "ଉତ୍ସାହ ସହିତ" UST ଦେଖନ୍ତୁ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଏହି **ନାମର** ଅର୍ଥ: (1) ଏହା ସ୍ଵୟଂ ଯୀଶୁଙ୍କୁ ସୂଚାଏ ବିକଳ୍ପ ଅନୁବାଦ: "ଯେହେତୁ ତୁମ୍ଭେ ଆମ୍ଭ ପ୍ରଭୁଙ୍କର ଅଟ" (2) ଏହା ଯୀଶୁଙ୍କର ଅଧିକାରକୁ ସୂଚାଏ । ବିକଳ୍ପ ଅନୁବାଦ: "ଆମ୍ଭ ପ୍ରଭୁ ଯୀଶୁଙ୍କର ଅଧିକାରରେ" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil **କାଳ** ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡ଼ିକରେ କ’ଣ କରନ୍ତି ତାହାକୁ ବୁଝାଏ ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି ଏବଂ ସତ୍କର୍ମ କରିବା ପାଇଁ ତୁମ୍ଭ ପାଇଁ ଅଳ୍ପ ସୁଯୋଗ ଅଛି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 5 18 tz9e 0 Connecting Statement: ବିଶ୍ଵାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରନ୍ତି
EPH 5 18 scp1 καὶ μὴ μεθύσκεσθε οἴνῳ 1 And do not get drunk with wine ବିକଳ୍ପ ଅନୁବାଦ: “ମଦ୍ୟପାନକରି ତୁମ୍ଭେମାନେ ମତ୍ତ ହେବା ଉଚିତ ନୁହଁ”
EPH 5 18 lgw3 ἀλλὰ πληροῦσθε ἐν Πνεύματι 1 Instead, be filled with the Holy Spirit ବିକଳ୍ପ ଅନୁବାଦ: “ତା’ପରିବର୍ତ୍ତେ, ତୁମ୍ଭେମାନେ ପବିତ୍ର ଆତ୍ମାରେ ନିୟନ୍ତ୍ରିତ ହେବା ଉଚିତ”
EPH 5 19 egk6 figs-merism ψαλμοῖς, καὶ ὕμνοις, καὶ ᾠδαῖς πνευματικαῖς 1 psalms and hymns and spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା () “ଈଶ୍ଵରଙ୍କର ପ୍ରଶଂସା କରିବାକୁ ସମସ୍ତ ପ୍ରକାର ଗୀତ” ନିମନ୍ତେ ଏକ \nସଂକୀର୍ତ୍ତନ ଭାବରେ ପାଉଲ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରୁଛନ୍ତି କିମ୍ବା () ପାଉଲ ନିର୍ଦ୍ଦିଷ୍ଟ ପ୍ରକାର ସଂଗୀତକୁ ତାଲିକାଭୁକ୍ତ କରନ୍ତି I (ଦେଖନ୍ତୁ: [[rc://en/ta/man/translate/figs-merism]])
EPH 5 19 n5jj ψαλμοῖς 1 psalms ଏସବୁ ସମ୍ଭବତଃ ଖ୍ରୀଷ୍ଟିୟାନମାନେ ଗାଉଥିବା ପୂରାତନ ନିୟମର ଗୀତସଂହିତା ପୁସ୍ତକର ଗୀତ ସବୁ ଅଟେ।
EPH 5 19 g5ss ὕμνοις 1 hymns ଏସବୁ ପ୍ରଶଂସା ଏବଂ ଉପାସନାର ଗୀତ ଯାହା ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିୟାନମାନେ ଗାଇବା ନିମନ୍ତେ ଲେଖା ହୋଇ ଥାଇପାରେ
EPH 5 19 v9ay figs-doublet ᾠδαῖς πνευματικαῖς 1 spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା () ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା () **ଆତ୍ମିକ ଗୀତ** ଏବଂ “ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ **ହୃଦୟ** ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ। “ତୁମ୍ଭମାନଙ୍କ ହୃଦୟର ସହିତ” (୧) ଆନ୍ତରିକ ଉଦ୍ଦେଶ୍ୟ ଏବଂ ଆନ୍ତରିକତା ସହିତ, ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” () ଉତ୍ସାହ ସହିତ, ବିକଳ୍ପ ଅନୁବାଦ: "ତୁମ୍ଭର ସମସ୍ତ ଅସ୍ତିତ୍ୱ ସହିତ" କିମ୍ବା "ଉତ୍ସାହ ସହିତ" UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଏଠାରେ **ନାମର** ଅର୍ଥ: (1) ଏହା ସ୍ଵୟଂ ଯୀଶୁଙ୍କୁ ସୂଚାଏ ବିକଳ୍ପ ଅନୁବାଦ: "ଯେହେତୁ ତୁମ୍ଭେ ଆମ୍ଭ ପ୍ରଭୁଙ୍କର ଅଟ" (2) ଏହା ଯୀଶୁଙ୍କର ଅଧିକାରକୁ ସୂଚାଏ । ବିକଳ୍ପ ଅନୁବାଦ: "ଆମ୍ଭ ପ୍ରଭୁ ଯୀଶୁଙ୍କର ଅଧିକାରରେ" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ 5:21](https://create.translationcore.com/05/21.md)) I ସେ ସ୍ତ୍ରୀ ଏବଂ ସ୍ଵାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church “**ମସ୍ତକ**” ଶବ୍ଦଟି ନେତାଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 25 sx8d 0 General Information: ଏଠାରେ **ଆପଣାକୁ** ଏବଂ **ସେ** ଖ୍ରୀଷ୍ଟଙ୍କୁ ବୁଝାଏ I **ତାହା** ନିମନ୍ତେ ଶବ୍ଦଟି ମଣ୍ଡଳୀକୁ ବୁଝାଏ I

Can't render this file because it contains an unexpected character in line 2 and column 4525.