Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:27:47 +00:00
parent 4dccaa83f3
commit cfd36be50d
1 changed files with 1 additions and 0 deletions

View File

@ -529,3 +529,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 21 j219 figs-possession ἡ καρδία 1 the heart ଯଦି ଆପଣ ଆପଣଙ୍କ ଅନୁବାଦରେ **ହୃଦୟ** ଶବ୍ଦକୁ ରୂପକ ଭାବରେ ଅନୁବାଦ କରିବାକୁ ପୂର୍ବ ପଦରେ ସ୍ଥିର କରିଛନ୍ତି ଏବଂ ଆପଣ  ଏହାକୁ ସେଠାରେ ବହୁବଚନ କରିଛନ୍ତି, ଆପଣ ଏହାକୁ  ଏଠାରେ ମଧ୍ୟ ବହୁବଚନ କରିପାରିବ । ପୂର୍ବ ପର୍ବ ପରି ଆପଣ ସେହି ସର୍ବନାମକୁ  ମଧ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 3 21 j220 figs-explicit παρρησίαν ἔχομεν πρὸς τὸν Θεόν 1 we have confidence toward God ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପରବର୍ତ୍ତୀ ପର୍ବରେ ଯୋହନ ଯାହା କହନ୍ତି, ଏହାକୁ ଦୃଷ୍ଟିରେ ରଖି ଏହି **ବିଶ୍ୱାସ** କ’ଣ ବୁଝାଏ ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 21 j221 figs-abstractnouns παρρησίαν ἔχομεν πρὸς τὸν Θεόν 1 we have confidence toward God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସୀ” ପରି ଏକ କ୍ରିୟା ବିଶେଷଣ ସହ ଭାବ ବାଚକ ବିଶେଷ୍ୟ **ଆତ୍ମବିଶ୍ୱାସ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 3 22 j222 figs-explicit ὅτι τὰς ἐντολὰς αὐτοῦ τηροῦμεν, καὶ τὰ ἀρεστὰ ἐνώπιον αὐτοῦ ποιοῦμεν 1 because we keep his commandments and we do the pleasing things before him କାରଣ ଆମ୍ଭେମାନେ  ଈଶ୍ଵରଙ୍କ ଆଜ୍ଞା ପାଳନ କରୁ ଏବଂ ତାହାଙ୍କ ଇଚ୍ଛାନୁଯାୟୀ କାର୍ଯ୍ୟ କରୁ ତେଣୁ ଆମ୍ଭେମାନେ  “ଯାହା ମାଗୁ” ତାହା “ପ୍ରାପ୍ତକରୁ” ବୋଲି ଯୋହନ କହନ୍ତି ନାହିଁ<br><br>। ଆମ୍ଭେମାନେ  ଯାହା ମାଗୁ ତାହା ପାଇବା ପାଇଁ ଆମ୍ଭମାନଙ୍କର ଆଜ୍ଞା ପାଳନ କରିବା ଈଶ୍ଵରଙ୍କୁ  ବାଧ୍ୟ କରେ ନାହିଁ । ଆମ୍ଭମାନଙ୍କର ଆଜ୍ଞା ପାଳନ କରିବା କେବଳ ଈଶ୍ଵରଙ୍କର ଆମ୍ଭମାନଙ୍କର ଠାରୁ ଆଶା କରାଯାଇଥିବା ବିଷୟ ତେ । ବରଂ, **କାରଣ** ଶବ୍ଦଟି ଏହି ବାକ୍ୟର ପୂର୍ବ ବାକ୍ୟକୁ ବୁଝାଏ, ପୂର୍ବ ପର୍ବରେ, “ଆମ୍ଭମାନଙ୍କର ବିଶ୍ୱାସ ଈଶ୍ଵରଙ୍କ ଉପରେ ଅଛି” ଅର୍ଥାତ୍ ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରି ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ଯାହା ସେହି ବାକ୍ୟକୁ ପୁନର୍ବାର ଦର୍ଶାଏ ଏବଂ ଏହି ପର୍ବରେ ଯୋହନଙ୍କ ବାକ୍ୟ ଏହା ସହ କିପରି ଜଡିତ ତାହା ବ୍ୟାଖ୍ୟା କରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଏହିପରି ବିଶ୍ୱାସରେ ପ୍ରାର୍ଥନା କରିପାରିବା କାରଣ ଆମ୍ଭେମାନେ  ଈଶ୍ଵରଙ୍କ ଆଜ୍ଞା ପାଳନକରୁ ଏବଂ ତାହାଙ୍କୁ ଯାହା ସନ୍ତୁଷ୍ଟ କରେ ତାହା କରୁ, ଏବଂ ଏହା ଆମ୍ଭମାନଙ୍କୁ ନିଶ୍ଚିତ କରେ ଯେ ଆମ୍ଭେମାନେ  ତାହାଙ୍କର ଅଟୁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.