Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:27:38 +00:00
parent f14de38626
commit 4dccaa83f3
1 changed files with 4 additions and 0 deletions

View File

@ -525,3 +525,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 20 j215 figs-possession ἡμῶν ἡ καρδία…τῆς καρδίας ἡμῶν 1 our heart … our heart ଯଦି ଗୋଟିଏ **ହୃଦୟ** ଅନେକ ଲୋକଙ୍କର ଅଟେ ବୋଲି କହିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ ହେବ ଏବଂ ଯଦି ଆପଣ  **ହୃଦୟ** ଶବ୍ଦକୁ ଆପଣଙ୍କ ଅନୁବାଦରେ ରୂପକ ଭାବରେ ଅନୁବାଦ କରିପାରିବେ, ଆପଣ ଏହାକୁ ବହୁବଚନ କରିପାରିବେ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ… ଆମ୍ଭମାନଙ୍କର ହୃଦୟ”<br><br>( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 3 20 j216 figs-parallelism μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα 1 God is greater than our heart and knows everything କାରଣ ଯୋହନ  ଭାବନା ଏବଂ ଅନୁଭବକୁ ପ୍ରକାଶ ଲାରିବକୁ **ହୃଦୟ** ଶବ୍ଦକୁ ରୂପକ ଭାବରେ ବ୍ୟବହାର କରନ୍ତି , **ଈଶ୍ଵର ଆମ୍ଭମାନଙ୍କର  ହୃଦୟଠାରୁ ମହାନ** ବାକ୍ୟାଂଶର ଅର୍ଥ  ଈଶ୍ଵର  ଆମ୍ଭମାନଙ୍କର  ଅପେକ୍ଷା ଅଧିକ ଜାଣନ୍ତି ଏବଂ ବୁଝନ୍ତି ଏବଂ ଆମ୍ଭମାନଙ୍କ ପାଇଁ ଈଶ୍ଵର ଅଧିକ ଦୟା ଦେଖାନ୍ତି । ସେହି କ୍ଷେତ୍ରରେ, **ଆମ୍ଭମାନଙ୍କର  ହୃଦୟଠାରୁ ମହାନ ଏବଂ ସମସ୍ତ ବିଷୟ ଜାଣନ୍ତି ବା**କ୍ୟାଂଶଗୁଡ଼ିକ ଗୋଟିଏ ଅର୍ଥକୁ ପ୍ରକାଶ କରେ । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁତୁତ୍ଵ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ ଯଦି ତାହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ ଭାବରେ  ଜାଣନ୍ତି ଯେ ଆମ୍ଭେମାନେ  ତାହାଙ୍କର ଅଟୁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 3 21 j217 figs-hypo ἐὰν ἡ καρδία μὴ καταγινώσκῃ, παρρησίαν ἔχομεν πρὸς τὸν Θεόν, 1 if the heart does not condemn, we have confidence toward God ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ  ଆଲୋଚନା କରନ୍ତି। ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷ କରେ ନାହିଁ । ତେବେ ଆମ୍ଭମାନଙ୍କର ଭରସା ଈଶ୍ଵରଙ୍କ ଉପରେ ଅଛି ” ( [[rc://en/ta/man/translate/figs-hypo]]<br><br>ଦେଖନ୍ତୁ)
1JN 3 21 j218 figs-explicit ἐὰν ἡ καρδία μὴ καταγινώσκῃ 1 if the heart does not condemn ଆପଣ  [3:20](https://create.translationcore.com/03/20.md)ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ    ଈଶ୍ଵରଙ୍କର ଅଟୁ ବୋଲି ମନେନ କରୁ” କିମ୍ବା, ସକରାତ୍ମକ ଭାବରେ, “ଯଦି ଆମ୍ଭେମାନେ ଈଶ୍ଵରଙ୍କର ଅଟୁ ବୋଲି ନିଶ୍ଚିତ ଅଟୁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 21 j219 figs-possession ἡ καρδία 1 the heart ଯଦି ଆପଣ ଆପଣଙ୍କ ଅନୁବାଦରେ **ହୃଦୟ** ଶବ୍ଦକୁ ରୂପକ ଭାବରେ ଅନୁବାଦ କରିବାକୁ ପୂର୍ବ ପଦରେ ସ୍ଥିର କରିଛନ୍ତି ଏବଂ ଆପଣ  ଏହାକୁ ସେଠାରେ ବହୁବଚନ କରିଛନ୍ତି, ଆପଣ ଏହାକୁ  ଏଠାରେ ମଧ୍ୟ ବହୁବଚନ କରିପାରିବ । ପୂର୍ବ ପର୍ବ ପରି ଆପଣ ସେହି ସର୍ବନାମକୁ  ମଧ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 3 21 j220 figs-explicit παρρησίαν ἔχομεν πρὸς τὸν Θεόν 1 we have confidence toward God ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପରବର୍ତ୍ତୀ ପର୍ବରେ ଯୋହନ ଯାହା କହନ୍ତି, ଏହାକୁ ଦୃଷ୍ଟିରେ ରଖି ଏହି **ବିଶ୍ୱାସ** କ’ଣ ବୁଝାଏ ତାହା ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 21 j221 figs-abstractnouns παρρησίαν ἔχομεν πρὸς τὸν Θεόν 1 we have confidence toward God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବିଶ୍ୱାସୀ” ପରି ଏକ କ୍ରିୟା ବିଶେଷଣ ସହ ଭାବ ବାଚକ ବିଶେଷ୍ୟ **ଆତ୍ମବିଶ୍ୱାସ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ବିଶ୍ୱାସରେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିପାରିବା” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.