Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-28 02:50:50 +00:00
parent 8ad58c37e5
commit cf57387cb0
1 changed files with 1 additions and 1 deletions

View File

@ -336,7 +336,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:2 wmd2 rc://*/ta/man/translate/figs-explicit Γαλατίας 1 ଏଠାରେ, **ଗାଲାତୀୟ** ଶବ୍ଦ ସୂଚାଇପାରେ: (1) **ଗାଲାତୀୟ** ନାମକ ରୋମୀୟ ପ୍ରଦେଶ । ବିକଳ୍ପ ଅନୁବାଦ: “ଗାଲାତୀୟ ପ୍ରଦେଶରେ” କିମ୍ବା (2) **ଗାଲାତୀୟ** ଭାବରେ ଜ୍ଞାତ ଭୌଗୋଳିକ ଅଞ୍ଚଳ । ବିକଳ୍ପ ଅନୁବାଦ: “ଗାଲାତୀୟ ଅଞ୍ଚଳରେ” ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ **ଗାଲାତୀୟ** ଶବ୍ଦ ଏଠାରେ ଯାହା ଦର୍ଶାଏ ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
1:2 aa9v rc://*/ta/man/translate/figs-possession τῆς Γαλατίας 1 ପାଉଲ **ଗାଲାତୀୟ** ନାମକ ରୋମୀୟ ପ୍ରଦେଶରେ କିମ୍ବା **ଗାଲାତୀୟ** ନାମରେ ଜ୍ଞାତ ଭୌଗୋଳିକ ଅଞ୍ଚଳରେ ଥିବା ମଣ୍ଡଳୀଗୁଡ଼ିକୁ ବର୍ଣ୍ଣନା କରିବା ପାଇଁ ଏଠାରେ ଏକ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରିଥିଲେ । ଯଦି ଧାରଣକାରୀ ବାକ୍ୟାଂଶର ଏହି ବ୍ୟବହାର ଆପଣଙ୍କ ଭାଷାରେ ସ୍ପଷ୍ଟ ନ ହୁଏ, ତେବେ ଆପଣ ନିଜ ଭାଷାରେ ସ୍ୱାଭାବିକ ଏକ ବାକ୍ୟାଂଶ ବ୍ୟବହାର କରି ଅର୍ଥ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଗାଲାତୀୟ ପ୍ରଦେଶରେ” କିମ୍ବା “ଗାଲାତୀୟ ଅଞ୍ଚଳରେ”
1:3 nxtz rc://*/ta/man/translate/translate-blessing χάρις ὑμῖν καὶ εἰρήνη 1 ଏହା ଏକ ସାଧାରଣ ଆଶୀର୍ବାଦ ଯାହା ପାଉଲ ତାଙ୍କ ପତ୍ରର ଆରମ୍ଭରେ ପ୍ରାୟତଃ ବ୍ୟବହାର କରନ୍ତି । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକୁ ଲୋକମାନେ ଆପଣଙ୍କ ଭାଷାରେ ଆଶୀର୍ବାଦ ଭାବରେ ବୁଝି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କର ପିତା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଏବଂ ଶାନ୍ତି ପ୍ରଦାନ କରନ୍ତୁ”
1:3 psjz rc://*/ta/man/translate/figs-abstractnouns χάρις ὑμῖν καὶ εἰρήνη ἀπὸ Θεοῦ Πατρὸς καὶ Κυρίου ἡμῶν Ἰησοῦ Χριστοῦ 1 ଯଦି ଆପଣଙ୍କର ଭାଷା **ଅନୁଗ୍ରହ** ଏବଂ **ଶାନ୍ତିର** ଧାରଣା ପାଇଁ ଏକ ବିସ୍ତୃତ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଦୟାଳୁ” ଏବଂ “ଶାନ୍ତିପୂର୍ଣ୍ଣ” ବିଶେଷଣରେ ଗୁଣବାଚକ ବିଶେଷ୍ୟ ଅନୁଗ୍ରହ ଏବଂ ଶାନ୍ତି ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତା ଈଶ୍ବର ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ ଏବଂ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ”
1:3 psjz rc://*/ta/man/translate/figs-abstractnouns χάρις ὑμῖν καὶ εἰρήνη ἀπὸ Θεοῦ Πατρὸς καὶ Κυρίου ἡμῶν Ἰησοῦ Χριστοῦ 1 ଯଦି ଆପଣଙ୍କର ଭାଷା **ଅନୁଗ୍ରହ** ଏବଂ **ଶାନ୍ତିର** ଧାରଣା ପାଇଁ ଏକ ବିସ୍ତୃତ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ “ଦୟାଳୁ” ଏବଂ “ଶାନ୍ତିପୂର୍ଣ୍ଣ” ବିଶେଷଣରେ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** ଏବଂ **ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପିତା ଈଶ୍ବର ଏବଂ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ ଏବଂ ତୁମ୍ଭମାନଙ୍କୁ ଶାନ୍ତି ପ୍ରଦାନ କରନ୍ତୁ”
1:3 nykr rc://*/ta/man/translate/figs-you ὑμῖν 1 ଏଠାରେ, **ତୁମ୍ଭମାନଙ୍କ** ଶବ୍ଦ ବହୁବଚନ ଏବଂ ଗାଲାତୀୟମାନଙ୍କୁ ବୁଝାଏ । ଅନ୍ୟଥା ଉଲ୍ଲେଖ ନହେବା ପର୍ଯ୍ୟନ୍ତ, ଏହି ପତ୍ରର “ତୁମ୍ଭମାନଙ୍କ” ଏବଂ “ତୁମ୍ଭମାନଙ୍କର” ର ସମସ୍ତ ଉଦାହରଣ ଗାଲାତୀୟମାନଙ୍କୁ ସୂଚାଏ ଏବଂ ବହୁବଚନ ଅଟେ ।
1:3 c1xf Θεοῦ Πατρὸς 1 ଆପଣ [1:1](../01/01.md) ରେ **ପିତା ଈଶ୍ଵର** ବାକ୍ୟକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
1:3 eivd rc://*/ta/man/translate/figs-exclusive ἡμῶν 1 ଏଠାରେ, **ଆମ୍ଭମାନଙ୍କର** ଶବ୍ଦ ପାଉଲ, ଗାଲାତୀୟର ବିଶ୍ଵାସୀ ଏବଂ ଯୀଶୁଙ୍କ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ, ଏବଂ ଏହା ମଧ୍ୟ ଅନ୍ତର୍ଭୂକ୍ତ କରେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନ ଚିହ୍ନଟ କରିବାକୁ ଆବଶ୍ୟକ କରିପାରେ । ଏହି ପୁସ୍ତକରେ, ଯଦି ଅନ୍ୟଥା ଦର୍ଶାଯାଇ ନାହିଁ, “ଆମ୍ଭର” ଶବ୍ଦ ପାଉଲ, ଗାଲାତୀୟର ବିଶ୍ଵାସୀ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ ଏବଂ ଏହା ଅନ୍ତର୍ଭୂକ୍ତ କରେ ।

Can't render this file because it contains an unexpected character in line 71 and column 1453.