Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-28 02:48:47 +00:00
parent e03433f9bc
commit 8ad58c37e5
1 changed files with 1 additions and 1 deletions

View File

@ -347,7 +347,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:4 mg01 rc://*/ta/man/translate/figs-distinguish τοῦ Θεοῦ καὶ Πατρὸς ἡμῶν 1 ଏଠାରେ **ପିତା** ବାକ୍ୟ **ଆମ୍ଭମାନଙ୍କ ଈଶ୍ବରଙ୍କ** ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା **ଈଶ୍ଵର** ଏବଂ **ପିତାଙ୍କ** ମଧ୍ୟରେ ପ୍ରଭେଦ କରେନାହିଁ ଯେପରି ସେମାନେ ଦୁଇଟି ପୃଥକ କର୍ତ୍ତା ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଶବ୍ଦଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ବରଙ୍କ, ଯିଏ ଆମ୍ଭମାନଙ୍କର ପିତା ଅଟନ୍ତି”
1:5 y7mj rc://*/ta/man/translate/figs-abstractnouns ἡ δόξα 1 ଏଠାରେ **ଗୌରବ ହେଉ** ବାକ୍ୟ ପ୍ରଶଂସାକୁ ବୁଝାଏ । ଯଦି ଆପଣଙ୍କର ଭାଷା **ଗୌରବ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପ୍ରଶଂସା” ପରି ଏକ ଶବ୍ଦରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ ।
1:5 miju rc://*/ta/man/translate/translate-transliterate ἀμήν 1 **ଆମେନ୍** ଶବ୍ଦ ଏକ ଏବ୍ରୀ ଶବ୍ଦ ଅଟେ । ଗ୍ରୀକ ଅକ୍ଷର ବ୍ୟବହାର କରି ପାଉଲ ଏହାକୁ ଉଲ୍ଲେଖ କରନ୍ତି ଯାହା ଦ୍ଵାରା ତାଙ୍କ ପାଠକମାନେ ଜାଣିପାରିବେ ଯେ ଏହା କିପରି ଉଚାରଣ କରାଯାଏ । ସେ ଅନୁମାନ କରନ୍ତି ଯେ ସେମାନେ ଜାଣନ୍ତି ଯେ ଏହାର ଅର୍ଥ “ଏହା ହେଉ” କିମ୍ବା “ହଁ ପ୍ରକୃତରେ” ଅଟେ । ଆପଣଙ୍କର ଅନୁବାଦରେ, ଆପଣ ଏହାକୁ ଆପଣଙ୍କ ଭାଷା ଅନୁସାରେ ଅନୁବାଦ କରିପାରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥ ମଧ୍ୟ ବୁଝାଇ ପାରିବେ । ବିକଳ୍ପ ଅନୁବାଦ: “ଆମେନ୍, ଯାହାର ଅର୍ଥ,‘ସେହିପରି ହେଉ!’”
1:6 ficf rc://*/ta/man/translate/figs-explicit μετατίθεσθε 1 ଏଠାରେ, **ବିମୁଖ ହୋଇ** ବାକ୍ୟର ଅର୍ଥ ବିଦାୟ କିମ୍ବା ବିପଥଗାମୀ ଏବଂ କାହାରି ହୃଦୟ କିମ୍ବା ମନକୁ ବିଶ୍ଵାସ କରିବା ଏବଂ ଅନୁସରଣ କରିବାଠାରୁ ଦୂରେଇ ରଖିବା ଅଟେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏତେ ଶୀଘ୍ର ବିପଥଗାମୀ ହେଉଅଛ” କିମ୍ବା “ତୁମ୍ଭେମାନେ ଏତେ ଶୀଘ୍ର ବିଦାୟ ନେଉଅଛ”
1:6 ficf rc://*/ta/man/translate/figs-explicit μετατίθεσθε 1 ଏଠାରେ **ତୁମ୍ଭେମାନେ ବିମୁଖ ହୋଇ** ବାକ୍ୟ ବର୍ତ୍ତମାନରେ ଅଛି ଏବଂ **ବିମୁଖ ହୋଇ** ବାକ୍ୟ ପଛକୁ ଫେରିବାର କାର୍ଯ୍ୟକୁ ଚିତ୍ରଣ କରେ, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ନିଶ୍ଚିତ କରନ୍ତୁ ଯେ ଆପଣ ଏହି ବାକ୍ୟାଂଶକୁ ନିଜ ଭାଷାରେ ଏପରି ଭାବରେ ପ୍ରକାଶ କରିଛନ୍ତି ଯାହା ଦର୍ଶାଏ ଯେ ଗାଲାତୀୟମାନେ ବର୍ତ୍ତମାନ **ବିମୁଖ ହେଉଛନ୍ତି**, କିନ୍ତୁ ଶେଷ କରି ନାହାନ୍ତି । (ଗାଲାତୀୟମାନଙ୍କୁ **ଏକ ଭିନ୍ନ ସୁସମାଚାରକୁ** ନ ଫେରିବା ପାଇଁ ଉତ୍ସାହିତ କରିବା ପାଇଁ ପାଉଲ ଏହି ପତ୍ର ଲେଖୁଛନ୍ତି)।
1:6 cw1j rc://*/ta/man/translate/figs-explicit οὕτως ταχέως 1 ଏଠାରେ, ବାକ୍ୟାଂଶ **ଏତେ ଶୀଘ୍ର** ଅର୍ଥ ଗାଲାତୀୟମାନେ ଏହାକୁ ଗ୍ରହଣ କରିବାର କିଛି ସମୟ ପରେ ପ୍ରକୃତ ସୁସମାଚାର ଉପରେ ବିଶ୍ୱାସରୁ ଦୂରେଇ ଯାଉଥିଲେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟ ସୁସମାଚାରରୁ ଏହାକୁ ଗ୍ରହଣ କରିବା ପରେ” କିମ୍ବା “ପ୍ରକୃତ ସୁସମାଚାରରୁ ଏତେ ଶୀଘ୍ର”
1:6 ht94 rc://*/ta/man/translate/figs-explicit ἀπὸ τοῦ καλέσαντος ὑμᾶς 1 ଏଠାରେ, **ଯିଏ** ବାକ୍ୟାଂଶ ଈଶ୍ବରଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ବରଙ୍କଠାରୁ, ଯିଏ ତୁମ୍ଭମାନଙ୍କୁ ଡାକିଛନ୍ତି”
1:6 qy93 rc://*/ta/man/translate/figs-explicit καλέσαντος 1 ଏଠାରେ, **ଆହ୍ୱାନ କଲେ** ବାକ୍ୟଟି ଈଶ୍ବରଙ୍କ ଦ୍ୱାରା ମନୋନୀତ ହେବା ବିଷୟକୁ ସୂଚାଏ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମନୋନୀତ କରି”

Can't render this file because it contains an unexpected character in line 71 and column 1453.